EXTRAORDINARY
PUBLISHED BY AUTHORITY
No. 1439, CUTTACK, FRIDAY, AUGUST 10, 2018/ SRAVAN 19, 1940
[ସଂଖȻା 12909–SME-SSE-SSE-0095/2017/ ଏସ.ଏମ.ଇ.]
ବିଦȻାଳୟ ଓ ଗଣଶିŁା ବିଭାଗ
ସଂକƝ
ତା.7.6.2018
ବିଷୟ: ଦଶମ େȎଣୀେର ସଫଳତା ପାଇdžବା ଛାǿ/ଛାǿୀŋ ଅଭିଭାବକ ଓ ଉŦɲ ƨ ବିଦȻାଳୟ େȄାŰାହନ
ପୁରƯାର ।
େମଧାବୀ ଛାǿଛାǿୀŋ ବୃŧି ଓ ପୁରƯାର େଦବାର ସରକାରୀ ବȻବƳା ରହିdžବା େବେଳ ସଂପୃĽ
ଛାǿଛାǿୀŋ ଅଭିଭାବକ ଓ ବିଦȻାଳୟକୁ ସରକାରŋ ତରଫରୁ ପୁରƯୃତ କରିବାର େକୗଣସି କାଯƽȻǰମ Dzହଣ
କରାଯାଇନାହǂ। ଜେଣ ବିଦȻାଥƽୀର ସଫଳତା ପଛେର ତାହାର ଅଭିଭାବକ ତଥା ଶିŁକ/ ଶିŁୟǿୀ ଓ
ବିଦȻାଳୟର ଅତȻŽ ଗୁରୁତȭ ପୂťƽ ଭୂମିକା/ ଅବଦାନ ରହିଥାଏ । ଏହାକୁ ଦୃƨିେର ରDž ମାǺିlj ପରୀŁାେର ଭଲ
ନମȴର ରDž ଉŧୀťƽ େହଉdžବା ବିଦȻାଥƽୀମାନŋର ଅଭିଭାବକ ଓ ଉŦɲ ƨ ଶିŁାନୁƪାନର ଶିŁକମାନŋୁ ପୁରƯୃତ
କରିବା ପାଇଁ ସରକାର ନିƬŧି Dzହଣ କରିଛŽି।
୧.
ଉେŵଶȻ :
(କ)
ସଫଳ ବିଦȻାଥƽୀŋ ଅଭିଭାବକ ଓ ବିଦȻାଳୟକୁ ସȭୀକୃତି ଓ େȄାŰାହନ େଦବା।
(ଖ)
ଅLJକ ସଫଳ ବିଦȻାଥƽୀ ସୃƨି ପାଇଁ ବିଦȻାଳୟଗୁଡିକୁ େȄରିତ ଓ େȄାŰାହିତ କରିବା।
(ଗ)
ଓଡିଆ ମାżମ ସରକାରୀ ବିଦȻାଳୟଗୁଡିକ ଶିŁା Dzହଣ ପାଇଁ ଆDzହ ସୃƨି କରିବା ଓ ନାମ
େଲଖାଇବା ପାଇଁ ଆକୃƨ କରିବା।
୨.
ପୁରƯାର ରାଶି :
ଏହା ଏକକାଳୀନ ପୁରƯାର ଅେଟ। ଉŦɲ ƨ ବିଦȻାଳୟ ନିମେŽ ପୁରƯାର ରାଶି ଟ.୧,୦୦,୦୦୦/-
(ଏକ ଲŁ ଟŋା) ଅେଟ
୩.
ମାଗƽ ଦଶǃକା (ନିୟମାବଳୀ) :
(କ)
ଏହି ପରୁƯାର ଓଡିଶା ମାżମିକ ଶିŁା ପରିଷଦ ଦȭାରା ସȭୀକୃତି Ȅାƌ ସରକାରୀ ଓ େବସରକାରୀ
ଓଡିଆ ମାżମ ଉő ବିଦȻାଳୟ ଓ ତାହାର ଛାǿଛାǿୀ ଓ ଅଭିଭାବକŋ ନିମେŽ ଉŵିƨ।
2
(ଖ)
ଓଡିଶା ମାżମିକ ଶିŁା ପରିଷଦ ଦȭାରା ପରିଚାଳିତ ମାǺିlj ପରୀŁାେର ଅLJକ ନମȴର ରDž ପାǧ
କରିdžବା ଛାǿ/ଛାǿୀŋ ଅଭିଭାବକ ଓ ସବƽାLJକ ପାǧ ହାର džବା ବିଦȻାଳୟର ଏହି ସƙାନ
ପୁରƯାର ପାଇେବ ।
(ଗ)
Ȅତି ବȲକେର ୩ଟି, କେପƽାେରସǜ େର ୨ଟି, ମୁȻନିସିପାଲିଟି /NACେର ୧ଟି େଲଖାଏଁ
ବିଦȻାଳୟ
ଟ.୧,୦୦,୦୦୦/-
ଅLJକ
ସଫଳତା
ହାର
ପାଇdžବା
ବିଦȻାଳୟ
ଟ.୧,୦୦,୦୦୦/- (ଏକ ଲŁ ଟŋା)ର ପୁରƯାର ରାଶି ଏକକାଳୀନ ପାଇେବ
(ଘ) ଉŦɲ ƨ ବିଦȻାଳୟ ଚୟନ ପାଇଁ ସବƽନିମȪ ୪୦ ବା ତେତାLJକ ନିୟମିତ (Regular)
ଛାǿ/ଛାǿୀ ବିଦȻାଳୟରୁ ମାǺିକ ପରୀŁା େଦଇdžବା ଆବଶȻକ
(ଙ) Ȅତି ଜିơାରୁ ମାǺିକ ପରୀŁାେର ସବƽାLJକ ନମȴର ରDž ପାǩ କରିdžବା ୧୦ ଜଣ ଛାǿ /
ଛାǿୀŋ ଅଭିଭାବକŋୁ ସƙାନିତ େହେବ
(ଚ) ଜିơା Ʊରେର ସȭାଧୀନତା ଦିବସ କିମȴା ଏକ ସȭତſ ଉŰବେର ଏହି ସƙାନ ଓ ପୁରƯାର Ȅଦାନ
କରାଯିବ। ଏ ସଂǰାŽୀୟ ନିƬŧି ଜିơାƱରୀୟ କମିଟି Dzହଣ କରିେବ।
୪.
ଚୟନ Ȅǰିୟା :
(କ) ȄେତȻକ ବଷƽ ମାżମିକ ଶିŁା ପରିଷଦ ଦȭାରା ପରିଚାଳିତ ବାଷǃକ ହାଇƯୁଲ ସାଟǃଫିେକǓ
ପରୀŁା ଫଳ Ȅକାଶନର ଏକ ମାସ ମżେର ପରିଷଦର ସଚିବ, ବȲକୱାରୀ େଯାଗȻ ଛାǿ
/ଛାǿୀŋ ନାମ, ଜିơାର ସବƽାLJକ ନମȴର ରDždžବା ୧୦ ଜଣ ଛାǿ /ଛାǿୀŋ ପିତା ଓ ମାତାŋ
ନାମ ଓ ବିଦȻାଳୟର ନାମ ଇତȻାଦିର ବିବରଣୀ ସଂପୃĽ ଜିơା ଶିŁା ଅLJକାରୀŋ ନିକଟକୁ
େȄରଣ କରିେବ। େସହିଭଳି ସବƽାLJକ ପାǧ ହାର džବା ଉő ବିଦȻାଳୟ ମାନŋର ସୂଚୀ ମż
ସଂପୃĽ ଜିǤ◌ା ଅLJକାରୀŋ ନିକଟକୁ େȄରଣ କରିେବ।
(ଖ)
େଯାଗȻ ଅଭିଭାବକ ଓ ବିଦȻାଲୟ ଚୟନ ନିମେŽ ଏକ ଜିơାƱରୀୟ କମିଟି ନିମȪମେତ ଗଠନ
କରାଯିବ।
(i)
ଜିơାପାଳ
–
ଅଧŁȻ
(ii)
ଜିơା ଶିŁା ଅLJକାରୀ
-
ସଭȻ ତଥା ଆବାହକ
(iii)
ଜିơାର ସମƱ ବȲକ ଶିŁା ଅLJକାରୀ
-
ସଭȻ
(ଗ) େଯାଗȻ ବିଦȻାଳୟ ଚୟନ ନିୟମାବଳୀ:-
(i) Ȅତି ବȲକ, ନିଗମ, ମୁȻନିସିପାଲିଟର ଓ ବିŗାପିତ ଅřଳ ପରିଷଦେର ମାǺିକ ପରୀŁାେର
ଅLJକ ସଫଳତା ହାର ପାଇdžବା ବିଦȻାଳୟ ମାନŋର ତାଲିକା ମାżମିକ ଶିŁା ପରିଷଦ,
ଜିơା ଶିŁା ଅLJକାରୀମାନŋୁ ଫଳ Ȅକାଶନର ଏକ ମାସ ମżେର Ȅଦାନ କରିେବ।
3
(ii) ବȲକ, ନିଗମ, ମୁȻନିସିପାଲିଟର ଓ ବି ŗାପିତ ଅřଳ ପରିଷଦେର ଏକାLJକ ବିଦȻାଳୟ
ସମାନ ସଫଳତା ହାର ପାଇdžେଲ ସମୁଦାୟ ପରୀŁା େଦଇdžବା ପିଲା ଅନୁପାତେର A1
େDzଡେର ଅLJକ କୃତକାଯƽȻ ହାସଲ କରିdžବା ଛାǿଛାǿୀŋ ହାର ବିଚାରକୁ ନିଆଯିବ
ଆବଶȻକୀୟ ବିଦȻାଳୟ ଏdžେର େଯାଗȻ ବିେବଚିତ ନ େହେଲ A2 ହାର ବିଚାରକୁ
ନିଆଯିବ ଏହାପେର େଯାଗȻ ବିଦȻାଳୟ ଚୟନ ପାଇଁ େସହି Ȅǰୀୟାେର B1 ଓ
B2 ପାସ ହାରକୁ ବିଚାରକୁ ନିଆଯାଇ ପୁରƯାର ପାଇଁ େଯାଗȻ ବିଦȻାଳୟ ଚୟନ
କରାଯିବ।
(iii) େଯାଗȻ ବିଦȻାଳୟର େକୗଣସି ନିୟମିତ (Regular) ଛାǿ/ଛାǿୀ Mal practice
(MP) େର ଅନୁବƃିତ େହାଇନdžେବ।
(ଘ)
େଯାଗȻ ଅଭିଭାବକ ଚୟନ ନିୟମାବଳୀ:
(i)
ଜିơା ଶିŁାଅLJକାରୀ ମାżମିକ ଶିŁା ପରିଷଦ ଠାରୁ Ȅାƌ ଜିơାର ସବƽାLJକ ନମȴର
ରDždžବା ୧୦ଜଣ ଛାǿ /ଛାǿୀŋ ଅଭିଭାବକମାନŋୁ ଚୟନ କରିେବ।
(ii) େଯାଗȻତା ଚୟନ ସମୟେର ଯଦି ଏକାLJକ ଛାǿ, ଛାǿୀ ଏକା ନମȴର ରDždžେବ େସ
େŁǿେର ବିŗାନେର ଅLJକ ନମȴର ରDždžବା ଛାǿ /ଛାǿୀŋ ଅଭିଭାବକŋୁ ଏହି ସƙାନ
ପାଇଁ େଯାଗȻ ବିଚାର କରାଯିବ ଯଦି ବିŗାନେର ସମାନ ନମȴର ଥାଏ ତାହା େହେଲ
େସମାନŋ ମżେର džବା ଗଣିତେର ସବƽାLJକ ନମȴର džବା ଛାǿଛାǿୀŋ ଅଭିଭାବକ
ମାନŋୁ ସƙାନିତ କରିବା ପାଇଁ ବିଚାର କରାଯିବ।
(iii) େଯାଗȻ ଅଭିଭାବକ ମାନŋୁ େକୗଣସି ପୁରƯାର ରାଶି Ȅଦାନ କରାଯିବ ନାହǂ ।
(ଙ) ଜିơା ଶିŁାLJକାରୀ, ମାżମିକ ଶିŁା େବାଡƽŋ ଠାରୁ Ȅାƌ ବିବରଣୀକୁ ତଜƽମାକରି ଏକ ମାସ
ମżେର ଏହି ପୁରƯାର ପାଇଁ େଯାଗȻ ବିେବଚିତ ଅଭିଭାବକ ଓ ବିଦȻାଳୟର ତାଲିକା ଜିơା
କମିଟି ନିକଟେର ଉପƳାପନ କରିେବ।
(ଚ)
ଜିơା ଶିŁା ଅLJକାରୀ କମିଟି ଦȭାରା ଅନୁେମାଦିତ େଯାଗȻ ଅଭିଭାବକ ଓ ଉŦɲ ƨ
ବିଦȻାଳୟମାନŋ ଉେŵଶȻେର ଏକ ŗାପକ ଜାରି କରିେବ।
୫)
ପୁରƯାର ନିମେŽ ପାšିେଯାଗାଣ ଓ ପୁରƯାର ବŠନ :
(କ)
ବିଦȻାଳୟ ଓ ଗଣଶିŁା ବିଭାଗ ଏହି ପୁରƯାର ବାବଦକୁ େଦୟ ଅଥƽରାଶି ନିମେŽ ବେଜଟେର
ବȻୟ ଅଟକଳର ବȻବƳା କରିେବ ଓ ମାżମିକ ଶିŁା ନିେŵƽଶକŋୁ Ȅତିବଷƽ ଜୁǜ ମାସ େଶଷ
ଶୁŶା ପାšି େଯାଗାଇବା ସହିତ ବȻୟ ମśୁର କରିେବ।
(ଖ)
ମାżମିକ ଶିŁା ନିେŵƽଶକ ଜୁଲାଇ ୧୫ ତାରିଖ ସୁŶା ଜିơା ଶିŁା ଅLJକାରୀŋୁ ଆବଶȻକୀୟ
ପାšି Ȅଦାନ କରିେବ।
4
(ଗ)
ଜିơାଶିŁା ଅLJକାରୀ ଜିơା କମିଟି ଦȭାରା ଅନୁେମାଦିତ ତାଲିକା ଅନୁସାେର ପୁରƯାର ନିମେŽ
ବିଦȻାଳୟମାନŋ ବȻାŋ ଆକାଉŠକୁ ପୁରƯାର ରାଶି ƳାନାŽର କରିେବ। େକୗଣସି ପରିƳିତିେର
ପୁରƯାର ରାଶି ନଗଦ ଆକାରେର Ȅଦାନ କରାଯିବ ନାହǂ। ପୁରƯାର ରାଶି େସେପȡମȴର ମାସ
େଶଷ ଶୁŶା ବିଦȻାଳୟମାନŋୁ Ȅଦାନ କରାଯିବ।
(ଘ) େଯାଗȻ ବିଦȻାଳୟ ପାଇdžବା ପୁରƯାର ରାଶି Ȅଧାନ ଶିŁକ ଓ ମାżମିକ େȎଣୀେର ଶିŁାଦାନ
କରୁdžବା ଶିŁକ ମାନŋ ମżେର ସମାନ ଭାବେର ବŠନ କରାଯିବ
(ଙ)
ସȭାLJନତା ଦିବସ ଅବସରେର ଅନୁƪିତ ଜିơା Ʊରୀୟ ଉŰବେର କିମȴା ଏକ ସȭତſ ଉŰବେର
ବିଦȻାଳୟ ଗୁଡିକୁ ପୁରƯାର Ȅଦାନ କରାଯିବ ଓ ଅଭିଭାବକମାନŋୁ ସƙାନିତ କରାଯିବ।
ଏହି ପୁରƯାର େଯାଜନା ୨୦୧୮ ମସିହା ବାଷǃକ ହାଇƯୁଲ ପରୀŁା ପରଠାରୁ କାଯƽȻକାରୀ
େହବ।
ଏହା ଅଥƽ ବିଭାଗ ଦȭାରା ତା.20.03.2018 ରିଖେର, ଏହି ବିଭାଗର ଓସȭାସ (OSWAS) ନdž
ସଂଖȻା SME-SSE-SSE-0095/2017 େର ଅନୁେମାଦିତ େହାଇଛି।
ନିେŵƽଶ
ନିେŵƽଶ ଦିଆଯାଉଅଛି କି ଏହି ସଂକƝଟି ରାଜପǿର ପରବŧƽୀ ସଂକଳନେର Ȅକାଶ କରାଯାଉ।
ରାଜȻପାଳŋ ନିେŵƽଶମେତ
Ȅଦୀƌ କୁମାର ମହାପାǿ
Ȅମୁଖ ଶାସନ ସଚିବ
5
Printed and published by the Director, Printing, Stationery and Publication, Odisha, Cuttack-10
Ex. Gaz. 916-173+100