EXTRAORDINARY

PUBLISHED BY AUTHORITY

No. 1441, CUTTACK, FRIDAY, AUGUST 10, 2018/ SRAVAN 19, 1940

[ସଂଖȻା 12927–SME-SSE-SSE-0095/2017/ ଏସ.ଏମ.ଇ.]

ବିଦȻାଳୟ ଓ ଗଣଶିŁା ବିଭାଗ

ସଂକƝ

ତା. 7.6.2018

ବିଷୟ : ମୁଖȻମſୀ େମଧା ବୃŧି ।

ସରକାରୀ, ଅନୁଦାନȄାƌ େବସରକାରୀ ବିଦȻାଳୟ, ଅଣଅନୁଦାନ Ȅାƌ ଓ ସȭୀକୃତି Ȅାƌ ବିଦȻାଳୟ

ମାନŋେର ମାżମିକ ଶିŁା ପରିଷଦ ଦȭାରା ଅନୁେମାଦିତ ଦଶମ େȎଣୀ ପରୀŁାେର ଉŧୀťƽ େହାଇdžବା ଓଡିଆ

ଛାǿ ଛାǿୀମାନŋ ନିମେŽ େକୗଣସି ସȭତſ ଶିŁା ବୃŧି ଦିଆଯାଉନdžଲା । ଏହାକୁ ଦୃƨିେର ରDž “ମୁଖȻମſୀ

େମଧା ବୃŧି” ନାମେର ଏକ ସȭତſ ବୃŧି Ȅଦାନ କରିବା ପାଇଁ ସରକାର Ƴିର କରିଛŽି।

୧.

ଉେŵଶȻ :

(କ)

ଓଡିଆ ମାżମ ବିଦȻାଳୟେର ପଢୁdžବା ଛାǿଛାǿୀମାନŋୁ େȄାŰାହିତ କରିବା।

(ଖ)

ଓଡିଆ ମାżମ ବିଦȻାଳୟମାନŋରୁ ଅଧାେର ପାଠ ଛାଡୁdžବା ପିଲାŋୁ ବିଦȻାଳୟ ଶିŁା ସମାƌ

କରିବାକୁ ଆDzହ ସୃƨି କରିବା।

(ଗ)

ଓଡିଆ ମାżମ ବିଦȻାଳୟମାନŋେର ଶିŁା Dzହଣ ନିମେŽ ପିଲାମାନŋର ଆDzହ ସୃƨି କରିବା

ସେŏ ସେŏ େସମାନŋ ମżେର Ȅତିେଯାଗିତା ମେନାଭାବ ବୃŶି କରିବା।

୨.

ମାଗƽ ଦଶǃକା (ନିୟମାବଳୀ) :

(କ)

ଏହି ବୃŧି ଓଡିଶା ମାżମିକ ଶିŁା ପରିଷଦ ଦȭାରା ସȭୀକୃତି Ȅାƌ ସରକାରୀ ଓ ଅନୁଦାନȄାƌ

େବସରକାରୀ ତଥା ସȭୀକୃତୀ Ȅାƌ ଓଡିଆ ମାżମ ଉő ବିଦȻାଳୟର ଛାǿ /ଛାǿୀମାନŋ ପାଇଁ

ଉŵିƨ।

(ଖ)

ଓଡିଶା ମାżମିକ ଶିŁା ପରିଷଦ ଦȭାରା ପରିଚାଳିତ ବାଷǃକ ହାଇƯୁଲ ସାଟǃଫିେକǓ ପରୀŁାେର

ଅLJକ ନମȴର ରDždžବା ଛାǿ /ଛାǿୀମାେନ ଏହି ବୃŧିର ପରିସରଭୁĽ େହେବ ।

(ଗ)

ȄେତȻକ ବଷƽ ଏହି ବୃŧି ସାରା ରାଜȻର Ȅାୟ ୩୫,୪୪୦ ଛାǿ /ଛାǿୀ ପାଇେବ।

2

(ଘ)

Ȅତି ବȲକରୁ ୧୦୦ଜଣ, Ȅତି ନିଗମ ଅřଳରୁ ୧୦୦ଜଣ, Ȅତି ମୁȻନିସପାଲିଟିରୁ ୫୦ଜଣ ଏବଂ

Ȅତି ବିŗାପିତ ଅřଳ ପରିଷଦ (NAC) ରୁ ୨୦ଜଣ େଯାଗȻ ଛାǿ ଛାǿୀ ଏହି ବୃŧି ପାଇେବ।

ଅଣ-ଅନୁଦାନ Ȅାƌ ଓ ସȭୀକୃତି Ȅାƌ ଶିŁାନୁƪାନ ଗୁଡିକ େମାଟ ବୃŧି ସଂଖȻାର ସବƽାLJକ ୨୦

ଭାଗ ସଂଖȻକ ବୃŧି ପାଇ ପାରିେବ ।

(ଙ)

େଯାଗȻ ତାଲିକାର େଶଷ Ƴାନେର ଏକାLJକ ଛାǿ ଛାǿୀ džେଲ, େସହି େŁǿେର ସଂପୃĽ ଛାǿ

ଛାǿୀମାନŋ ମżରୁ ବିŗାନେର ଅLJକ ନମȴର ରDždžବା ଛାǿ ଛାǿୀŋୁ ବୃŧି ରାଶି Ȅଦାନ

କରାଯିବ। ଯଦି ବିŗାନେର ମż ସମାନ ନମȴର ଥାଏ େସଭଳି େŁǿେର ଗଣିତେର ରDždžବା

ନମȴରକୁ ବିଚାରକୁ ନିଆଯିବ। ତଥାପି ଯଦି େଯାଗȻ ଛାǿ ଛାǿୀ ଚୟନ କରିବାେର ଅସୁବିଧା ହୁଏ

ତାହାେହେଲ େସମାନŋ ଦȭାରା ରDždžବା ସାମାଜିକ ବିŗାନ ନମȴର ବିଚାରକୁ ନିଆଯାଇ ଚୁଡାŽ

େଯାଗȻ ତାଲିକା ȄƱୁତ କରାଯିବ।

୩.

ବୃŧି ରାଶି :

ଏହା ଏକକାଳୀନ ବୃŧି ଓ ȄେତȻକ େଯାଗȻ ଛାǿ ଛାǿୀŋ ବୃŧି ରାଶିର ପରିମାଣ ଟ.5000/- (ପାř

ହଜାର ଟŋା)। େକୗଣସି ପରିƳିତିେର େଗାଟିଏ ବȲକ / Municipal Corporation /

Municipality ଓ NAC ର ବୃŧି ସଂଖȻା Ƴିରୀକୃତ ବୃŧି ସଂଖȻାରୁ ଅLJକ େହବନାହǂ।

୪.

ଚୟନ Ȅǰିୟା :

(କ)

ȄେତȻକ ବଷƽ ମାżମିକ ଶିŁା ପରିଷଦ ଦȭାରା ପରିଚାଳିତ େହଉdžବା ୧୦ମ େȎଣୀ ବାଷǃକ

ପରୀŁା ଫଳ Ȅକାଶନର ଏକମାସ ମżେର ସଚିବ, ମାżମିକ ଶିŁା ପରିଷଦ, ଓଡିଶା, କଟକ

ରାଜȻର ସମƱ ବȲକ (୧୦୦ଜଣ), ȄେତȻକ ମୁȻନିସପାଲ କେପƽାେରସନ (୧୦୦ଜଣ),

ȄେତȻକ ମୁȻନିସପାଲଟି (୫୦ଜଣ) ଏବଂ ȄେତȻକ ବିŗାପିତ ଅřଳ ପରିଷଦର (୨୦ଜଣ)

େଯାଗȻ ଛାǿ/ ଛାǿୀŋ ତାଲିକା ସଂପୃĽ ଶିŁା ଅLJକାରୀŋ ନିକଟକୁ ପଠାଇେବ।

(ଖ)

େଯାଗȻ ଛାǿ ଛାǿୀ ଚୟନ ନିମେŽ ଏକ ଜିơାƱରୀୟ କମିଟି ନିମȪମେତ ଗଠନ କରାଯିବ।

(i)

ଜିơାପାଳ

–

ଅଧŁȻ

(ii)

ଜିơା ଶିŁାLJକାରୀ

-

ସଭȻ ତଥା ଆବାହକ

(iii)

ଜିơାର ସମƱ ବȲକ ଶିŁା ଅLJକାରୀ

-

ସଭȻ

(ଗ) ଜିơା ଶିŁାLJକାରୀ, ମାżମିକ ଶିŁା ପରିଷଦŋ ଠାରୁ Ȅାƌ ଛାǿ ଛାǿୀŋ ତାଲିକାକୁ ତଜƽମାକରି

ବୃŧି ପାଇଁ େଯାଗȻ ଛାǿ ଛାǿୀŋ ଏକ େଯାଗȻ ତାଲିକା ȄƱୁତ କରି ଏକ ମାସ ମżେର ଜିơା

Ʊରୀୟ କମିଟି ନିକଟେର ଉପƳାପନ କରିେବ। କମିଟି ଏହାକୁ ଯାř କରି ଚୁଡାŽ ତାଲିକା ȄƱୁତ

ଓ ଅନୁେମାଦନ କରିେବ।

3

(ଘ)

ଜିơା ଶିŁାLJକାରୀ, କମିଟି ଦȭାରା ଚୂଡାŽ େହାଇdžବା େଯାଗȻ ବୃŧିଧାରୀ ଛାǿଛାǿୀŋ

ଉେŵଶȻେର ȄେତȻକ ବȲକ ଓ ସହରାřଳ ନିମେŽ ଅଲଗା ଅଲଗା ବୃŧି ŗାପକ ଜାରି କରିେବ।

୫)

ବୃŧି ନିମେŽ ପାšିେଯାଗାଣ ଓ ବୃŧି ବŠନ :

(କ)

ବିଦȻାଳୟ ଓ ଗଣଶିŁା ବିଭାଗ ଏହି ବୃŧି ବାବଦକୁ େଦୟ ଅଥƽରାଶି ନିମେŽ ବେଜଟେର ବȻୟ

ଅଟକଳର ବȻବƳା କରିେବ ଓ ମାżମିକ ଶିŁା ନିେŵƽଶକ, ଓଡିଶା ŋୁ Ȅତିବଷƽ ଜୁǜ ମାସ େଶଷ

ଶୁŶା ପାšି େଯାଗାଇବା ସହିତ ବȻୟ ମśୁର କରିେବ।

(ଖ)

ମାżମିକ ଶିŁା ନିେŵƽଶକ ଜୁଲାଇ ୧୫ ତାରିଖ ସୁŶା ଜିơା ଶିŁା ଅLJକାରୀŋୁ ପାšି

େଯାଗାଇେବ।

(ଗ)

ଜିơାଶିŁା ଅLJକାରୀ ଜିơା କମିଟି ଦȭାରା ଅନୁେମାଦିତ ତାଲିକା ଅନୁସାେର ବୃŧି ନିମେŽ େଯାଗȻ

ବିେବଚିତ ଛାǿ ଛାǿୀମାନŋ ବȻାŋ ଆକାଉŠକୁ ବୃŧି ରାଶି ƳାନାŽର କରିେବ। େକୗଣସି

ପରିƳିତିେର ବୃŧି ରାଶି ନଗଦ ଆକାରେର Ȅଦାନ କରାଯିବ ନାହǂ। ବୃŧି ରାଶି ଅଗƨ

/େସେପȡମȴର ମାସ ମżେର ଛାǿ ଛାǿୀŋୁ Ȅଦାନ କରାଯିବ।

(ଘ)

ବୃŧି ରାଶି ବŠନ ପେର ȄେତȻକ ଜିơା ଶିŁାLJକାରୀ ସƓୃĽ ଜିơାର ବୃŧିରାଶି ବŠନ ସƓକǃତ

Ȅମାଣ ପǿ (Utilization Certificate) ଏକ ମାସ ମżେର ନିେŵƽଶକ, ମାżମିକ ଶିŁା,

ଓଡିଶାŋୁ େȄରଣ କରିେବ।

(ଙ)

ଉĽ Ȅମାଣ ପǿକୁ ନିେŵƽଶକ, ମାżମିକ ଶିŁା, ଓଡିଶା, ଆବଶȻକୀୟ ତଜƽମା ପେର େମାହର

ସହିତ ସରକାରŋୁ େȄରଣ କରିେବ।

ଏହି ବୃŧି େଯାଜନା ୨୦୧୮ ମସିହା ବାଷǃକ ହାଇƯୁଲ ପରୀŁା ପରଠାରୁ କାଯƽȻକାରୀ େହବ।

ଏହା ଅଥƽ ବିଭାଗ ଦȭାରା ତା.20.03.2018ରିଖେର, ଏହି ବିଭାଗର ଓସȭାସ (OSWAS) ନdž

ସଂଖȻା SME-SSE-SSE-0095/2017 େର ଅନୁେମାଦିତ େହାଇଛି।

ନିେŵƽଶ

ନିେŵƽଶ ଦିଆଯାଉଅଛି କି ଏହି ସଂକƝଟି ରାଜପǿର ପରବŧƽୀ ସଂକଳନେର Ȅକାଶ କରାଯାଉ।

ରାଜȻପାଳŋ ନିେŵƽଶମେତ

Ȅଦୀƌ କୁମାର ମହାପାǿ

Ȅମୁଖ ଶାସନ ସଚିବ

Printed and published by the Director, Printing, Stationery and Publication, Odisha, Cuttack-10

Ex. Gaz. 918-173+100