ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ଅଧିସୂଚନା
No. 22718--RDM-LAA-MBJ-0019/2024-R&DM,
Dated 12-07-2024
ଯେଯେତୁ ଓଡିଶା ସରକାରଙ୍କୁ ପ୍ରତୀତ ଯେଉଅଛି କି ଏକ ସାର୍ବଜନୀନ ଉଯେଶୟଯର ଅର୍ବାତ
ମୟୂରଭଞ୍ଜ ଜିଲ୍ଲାର ସୁର୍ର୍ଣ୍ବଯରଖା ଜଳଯସଚନ ପ୍ରକଳ୍ପର ରଘୁପୁର ଡିଷ୍ଟୀର୍ୁୟଟାରୀ ମାଇନର ଓ ନୁେୁରୁଦା ସବ୍-
ମାଇନର ନଂ-୧ ନିମବାଣ ନିମଯେ ସରକାର ସରକାରୀ ର୍ୟୟଯର ଯମୌଜା- ନଛିପୁରିଆ(ଅତିରିକ୍ତ), ର୍ାନା-
ବ ୈଶିଙ୍ଗା ନଂ. ୧୩୩, ତେସିଲ- ଯର୍ତନଟୀ, ଜିଲ୍ଲା- ମୟୁରଭଞ୍ଜ ଯର ନିମନ ତଫସିଲ ମଯତ ପ୍ରାୟ ଏ. ୦.୦୫
ଭୂମି ଅଜବନ କରିର୍ା ଆର୍ଶୟକ ଯେଉଅଛି;
ଯତଣୁ ନୟାଯୟାଚିତ କ୍ଷତିପୂରଣ ଅଧିକାର ଏର୍ଂ ଭୂ-ଅଜବନ, ପୁନର୍ବାସ ଓ ର୍ଇର୍ାନ ଯକ୍ଷତ୍ରଯର ସ୍ଵଚ୍ଛତା
ଆଇନ, ୨୦୧୩ (RFCTLAR &R Act, 2013) ର ୧୧(୧) ଧାରା ଯର ଭାରପ୍ରାପ୍ତ ଯୋଇ ସରକାର
ଏତଦ୍ଵାରା ନିମନ ଅନୁସୂଚୀ ଯର ପ୍ରଦତ୍ତ ଜମି ଅଧିଗ୍ରେଣ ପାଇଁ ପ୍ରାରମ୍ଭିକ ଅଧିସୂଚନା ଜାରି କରାୋଉଛି ।
ନୟାଯୟାଚିତ କ୍ଷତିପୂରଣ ଅଧିକାର ଏର୍ଂ ଭୂ-ଅଜବନ, ପୁନର୍ବାସ ଓ ର୍ଇର୍ାନ ଯକ୍ଷତ୍ରଯର ସ୍ଵଚ୍ଛତା ଆଇନ,
୨୦୧୩ ର ଧାରା ୧୧(୧) ର ର୍ୟର୍ସ୍ଥା ଅନୁୋୟୀ ଯଘାଷିତ ଏେି ପ୍ରାରମ୍ଭିକ ଅଧିସୂଚନାଟି ଏଥି ସେିତ ସମ୍ପୃକ୍ତ
ସମସ୍ତଙ୍କ ପାଇଁ ପ୍ରେୁଜୟ ଅଯଟ।
େଦି ସମ୍ପୃକ୍ତ ଜମିର ଯକୌଣସି ସ୍ଵତ୍ଵାଧିକାରୀ / ଜମି ମାଲିକ ଭୂମି ଅଧିଗ୍ରେଣ ଅଧିସୂଚନା
ସମ୍ପକିତ ଅଧିସୂଚୀତ ଜମିର ଉପଯୋଗିତା, ରକର୍ା ଏର୍ଂ ସାର୍ବଜନୀନ ଉଯେଶୟର ଔଚିତୟ
ର୍ିଷୟଯର ଯକୌଣସି ଆପତ୍ତି ର୍ାଏ, ଯସ ଉକ୍ତ ପ୍ରାରମ୍ଭିକ ଅଧିସୂଚନା ପ୍ରକାଶନର ୬୦ ଦିନ ମଧ୍ୟଯର ସମ୍ପୃକ୍ତ
ଜିଲ୍ଲାପାଳଙ୍କ ନିକଟଯର ଲିଖିତ ଆକାରଯର ଅଭିଯୋଗ କରିପାରିଯର୍ ।
The Odisha
G a z e t t e
EXTRAORDINARY
PUBLISHED BY AUTHORITY
No. 2022 CUTTACK, FRIDAY, NOVEMBER 1, 2024/KARTIKA 10, 1946
ପ୍ରକଳ୍ପ ସମ୍ବନ୍ଧୀୟ ବିବରଣୀ
୧- ସାବ୍ଜନୀନ ଉଦ୍ଦେଶୟର ସ୍ୱରୁପ- ସୁର୍ର୍ଣ୍ବଯରଖା ଜଳଯସଚନ ପ୍ରକଳ୍ପର ରଘୁପୁର ଡିଷ୍ଟୀର୍ୁୟଟାରୀ ଓ ନୁେୁରୁଦା
ସବ୍-ମାଇନର ନଂ-୧ ନିମବାଣ ନିମଯେ ।
୨-ଜମ୍ି ଆବଶୟକ କରୁଥିବା ସଂସ୍ଥାର ନାମ୍- ଅଧିକ୍ଷଣ େନ୍ତ୍ରୀ, ଯର୍ୈଶିଙ୍ଗା ଯକନାଲ ଡିଭିଜନ, ଲକ୍ଷ୍ମୀଯପାଷି,
ମୟୂରଭଞ୍ଜ ।
୩-କ୍ଷତିଗ୍ରସ୍ତ ଦ୍ଦ ାକଙ୍କ ବିସ୍ଥାପନ ଆବଶୟକତାର କାରଣ- - ସାର୍ବଜନୀନ ଉଯେଶୟଯର ଜଳଯସଚନ ପ୍ରକଳ୍ପ
କାେବୟକାରି କରିର୍ା।
୪- ସାମ୍ାଜିକ ପ୍ରଭାବ ମ୍ୂ ୟାୟନର ସାରାଂଶ- ଉକ୍ତ ପ୍ରକଳ୍ପ ପାଇଁ ପ୍ରେୁଜୟ ନୁଯେଁ।
୫- ପୁନବ୍ାସ ଓ ଥଇଥାନ ପାଇଁ ନିର୍ଯୁକ୍ତ ପ୍ରଶାସକଙ୍କ ବିବରଣୀ- ଉପ ଜିଲ୍ଲାପାଳ, ମୟୂରଭଞ୍ଜ ।
୬- ଜମ୍ିର ବିବରଣୀ-
ଜିଲ୍ଲା
ତହସି
ଗ୍ରାମ୍
ଗ୍ରାମ୍ାଞ୍ଚଳ /
ସହରାଞ୍ଚଳ
ଖାତା
ନଂ
ପଲଟ ନଂ
ପଲଟ ର
ଦ୍ଦମ୍ାଟ
ରକବା
ଅଧିସୂଚୀତ
ଜମ୍ିର
ରକବା
ରୟତ୍ ର
ନାମ୍
ମ୍ୟୂରଭଞ୍ଜ
ଦ୍ଦବତନଟୀ
ନଛିପୁରିଆ
(ଅତିରିକ୍ତ)
ଗ୍ରାମ୍ାଞ୍ଚଳ
ଏଥି
ସହିତ
ସଂ ଗ୍ନ
ଏଥି
ସହିତ
ସଂ ଗ୍ନ
ଏ.
୦.୩୭
ଏ.
୦.୦୫
ଏଥି
ସହିତ
ସଂ ଗ୍ନ
ଉକ୍ତ ଭୂମିର ଏକ ନକ୍ସା ଭୂ-ଅଜବନ ମୋମଣ୍ଡଳ ଅଧିକାରୀ, ସୁର୍ର୍ଣ୍ବଯରଖା ଜଳଯସଚନ ପ୍ରକଳ୍ପ, ଲକ୍ଷ୍ମୀଯପାଷି,
ର୍ାରିପଦା ସ୍ଥିତ ମ୍ୟୂରଭଞ୍ଜଙ୍କ କାେବୟାଳୟଯର କାେବୟ ଦିର୍ସ ମାନଙ୍କଯର ଯଦଖିର୍ାକୁ ମିଳିପାରିର୍ ।
ଉକ୍ତ ଅଧିସୂଚନା ଅେଭବୁକ୍ତ ଯକୌଣସି ଜମିର କ୍ରୟ ର୍ିକ୍ରୟ, େସ୍ତାେର (ଯଦଣ ଯନଣ) କିମବା ଦାୟ ସୃଷ୍ଟି
ମ୍ୟୂରଭଞ୍ଜ ଜିଲ୍ଲାପାଳଙ୍କ ପୂର୍ବାନୁଯମାଦନ ର୍ିନା କରାୋଇପାରିର୍ ନାେିଁ ।
2
Printed and Published by the Director, Directorate of Printing, Stationery and Publication, Odisha, Cuttack-10
Ex. Gaz. 1262—173+25
3
Àÿæf¿¨æÁÿZÿ Aæ{’ÿÉLÿ÷{þ
[ÿõÓçóÜÿ `ÿÀÿ~ Ó´æBô
Ó´†ÿ¦ ÉæÓ[ÿ Ó`ÿç¯ÿ