Servants of Knowledge
Odisha Gazette · Government of Odisha

Notice

Published 24 November 2018

Department
CO-OPERATION
Gazette no.
2246
Notification no.
8724
Identifier
in.gazette.odisha.2018-11-24.2246
Languages
English, Odia
Published at
Original source ↗

click here for IIIF manifest

EXTRAORDINARY

PUBLISHED BY AUTHORITY

No.2246 CUTTACK, TUESDAY, NOVEMBER 2 7, 2018/MARGASIRA 6, 1940

ସମବାୟ ବିଭାଗ

ଅଧିସୂଚନା

ତା. 24.11.2018

S.R.O. No.454/2018— ଓଡିଶା କୃଷିଜାତ ଦ୍ରବ୍ୟ ବଜାର ଅଧିନିୟମ 1956 (1957 ର ଓଡିଶା ଅଧିନିୟମ 3) ର ଧାରା 4 ର ଉପଧାରା (7) ଦ୍ୱାରା ଅର୍ର୍ପିତ କ୍ଷମତାର ପ୍ରୟୋଗ କ୍ରମେ ରାଜ୍ୟ ସରକାର ରାଜ୍ୟର ଚାଷୀମାନଙ୍କ ହିତପାଇଁ ଏହାର ଆବଶ୍ୟକତା ଥିବା ବିଷୟରେ ସନ୍ତୁଷ୍ଟ ହୋଇ ଏତଦ୍ଦ୍ୱାରା ରାଜ୍ୟରେ ଥିବା ସମସ୍ତ ନିୟିତ ବଜାର କମିଟି (ଆର.ଏମ୍.ସି) ମାନଙ୍କର ବଜାର ଅ(cid:345)ଳ ସଂପର୍କରେ କୃଷିଜାତ ଦ୍ରବ୍ୟ ଯଥା, ଚିନାବାଦାମ (ଚୋପା ସହିତ), ମୁଗ (ଗ୍ରୀନ ଗ୍ରାମ), ବିରି (ବ୍ଲାକ୍ ଗା୍ରମ୍) ଓ ହରଡ (ରେଡ୍ ଗ୍ରାମ୍) ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ଉକ୍ତ ଅଧିନିୟମର ଧାରା 4 ର ଉପଧାରା (1) ଅନୁଯାୟୀ ସେ ରୂପେ କୃଷିଜାତ ଦ୍ରବ୍ୟ ଭାବେ ବିର୍ନିିଷ୍ଟ କରାଯାଇଛି, ସେହି କୃଷିଜାତ ଦ୍ରବ୍ୟକୁ ମୂଲ୍ୟ ସହାୟକ (ପି.ଏସ୍.ଏସ୍) ଯୋଜନା ପ୍ରବ(cid:359)(cid:445)ନ ମାଧ୍ୟମରେ ସଂଗ୍ରହ କରାଯାଉଥିବା ଅବଧି ତା. 24 ନଭେମ୍ବର, 2018 ରିଖ ଠାରୁ ତା. 28 ଫେବୃଆରୀ୍, 2019 ରିଖ ପର୍ଯ୍ୟନ୍ତ ଅଧିସୂଚନାରୁ ବାଦ୍ଦେବା ପାଇଁ ଘୋଷଣା କରୁଅଛନ୍ତି

[ସଂଖ୍ୟା-8724–Agm-Misc.-03/17/ସମବାୟ]

ରାଜ୍ୟପାଳଙ୍କ ଆଦେଶକ୍ରମେ

ପ୍ରସନ୍ନ କୁମାର ମିଶ୍ର

ଉପ ଶାସନ ସଚିବPrinted and published by the Director, Printing, Stationery and Publication, Odisha, Cuttack-10 Ex. Gaz. 1723-173+10

Cite this issue. Odisha Gazette, Government of Odisha, 24 November 2018. Indian Gazettes, https://egazette.servantsofknowledge.in/details/in.gazette.odisha.2018-11-24.2246/. Archive identifier in.gazette.odisha.2018-11-24.2246.