Servants of Knowledge
Odisha Gazette · Government of Odisha

Notice

Published 03 December 2018

Department
CO-OPERATION
Gazette no.
2294
Notification no.
8928
Identifier
in.gazette.odisha.2018-12-03.2294
Languages
English, Odia
Published at
Original source ↗

click here for IIIF manifest

EXTRAORDINARY

PUBLISHED BY AUTHORITY

No.2294 CUTTACK, MONDAY, DEC EMBER 3 , 2018 /MARGASIRA 12, 1940

ସମବାୟ ବିଭାଗ

ଅଧିସୂଚନା

ତା. 3.12. 2018

S.R.O. No.457/2018— ଓଡିଶା କୃଷିଜାତ ଦ୍ରବ୍ୟ ବଜାର ଅଧିନିୟମ, 1956 (1957 ର ଓଡିଶା ଅଧିନିୟମ 3) ର ଧାରା 4 ର ଉପଧାରା (7) ଓ ଧାରା 3 ଦ୍ୱାରା ଅର୍ପିତ କ୍ଷମତାର ପ୍ରୟୋଗ କ୍ରମେ ରାଜ୍ୟ ସରକାର ଏତଦ୍ୱାରା ଓଡିଶା ସରକାରଙ୍କ ତଦାନୀନ୍ତନ କୃଷି ଓ ସମବାୟ (ସମବାୟ) ବିଭାଗର ଅଧିସୂଚନା ସଂଖ୍ୟା (14614/A&C(C) ତା16 ଅକୋବର, 1973 ରେ ଘୋଷଣା କରାଯାଇଥିବା ମତେ ନୟାଗଡ ଜିଲ୍ଲାର ବାହାଡଝୋଲା ନିୟିତ ବଜାର କମିଟି ବଜାର ଅ(cid:345)ଳରେ ନିମ୍ନସ୍ଥ ଅନୁସୂଚୀରେ ବିର୍ନିିଷ୍ଟ ହୋଇଥିବା କୃଷିଜାତ ଦ୍ରବ୍ୟର କ୍ରୟ ବିକ୍ରୟକୁ ନିୟଣ କରିବା ପାଇଁ ତାଙ୍କର ଅଭିପ୍ରାୟ ଘୋଷଣା କରୁଛନ୍ତି

ଏହି ଅଧିସୂଚନାଟି ସରକାରୀ ଗେଜେଟ୍ରେ ପ୍ରକାଶିତ ହେବା ତାରିଖଠାରୁ ଏକମାସ ମଧ୍ୟରେ ଯଦି ଉକ୍ତ ଅଭିପ୍ରାୟ ରାଜ୍ୟ ସରକାର କୌଣସି ଆପ(cid:359)ି ବା ପ୍ରସ୍ତାବ ପାଆନ୍ତି ତେବେ ତାହାକୁ ଯଥୋଚିତ ଭାବେ ବିଚାର କରିବେ

ଅନୁସୂଚୀ

ମସଲା ମସଲି ଓ 1. କାଜୁବାଦାମ ଅନ୍ୟାନ୍ୟ ଜାତୀୟ

[ସଂଖ୍ୟା-8928–Agm-N.-6/2012/ସମବାୟ]

ରାଜ୍ୟପାଳଙ୍କ ଆଦେଶକ୍ରମେ

ପ୍ରସନ୍ନ କୁମାର ମିଶ୍ର

ଉପ ଶାସନ ସଚିବPrinted and published by the Director, Printing, Stationery and Publication, Odisha, Cuttack-10 Ex. Gaz. 1771-173+25

Cite this issue. Odisha Gazette, Government of Odisha, 03 December 2018. Indian Gazettes, https://egazette.servantsofknowledge.in/details/in.gazette.odisha.2018-12-03.2294/. Archive identifier in.gazette.odisha.2018-12-03.2294.