Servants of Knowledge
Odisha Gazette · Government of Odisha

Notice

Published 08 May 2019

Department
CO-OPERATION
Gazette no.
846
Notification no.
2823
Identifier
in.gazette.odisha.2019-05-08.846
Languages
English, Odia
Published at
Original source ↗

click here for IIIF manifest

EXTRAORDINARY

PUBLISHED BY AUTHORITY

No. 846 CUTTACK, FRIDAY, MAY 10, 2019/BAISAKHA 20, 1941

ସମବାୟ ବିଭାଗ

ଅଧିସୂଚନା

ତା. 8.5. 2019

S.R.O. No. 167/2019— ଓଡିଶା କୃଷିଜାତ ଦ୍ରବ୍ୟ ବଜାର ଅଧିନିୟମ 1956 (1957 ର ଓଡିଶା ଅଧିନିୟମ 3) ର ଧାରା 4 ର ଉପଧାରା (7) ଦ୍ୱାରା ଅର୍ର୍ପିତ କ୍ଷମତାର ପ୍ରୟୋଗ କ୍ରମେ ରାଜ୍ୟ ସରକାର ରାଜ୍ୟର ଚାଷୀମାନଙ୍କ ହିତ ପାଇଁ ଏହାର ଆବଶ୍ୟକତା ଥିବା ବିଷୟରେ ସନ୍ତୁଷ୍ଟ ହୋଇ ଏତଦ୍ଦ୍ୱାରା ରାଜ୍ୟରେ

ଥିବା ସମସ୍ତ ନିୟିତ ବଜାର କମିଟି (ଆର.ଏମ୍.ସି) ମାନଙ୍କର ବଜାର ଅ(cid:345)ଳ ସଂପର୍କରେ କୃଷିଜାତ ଦ୍ରବ୍ୟ ଯଥା, ଚିନାବାଦାମ (ଚୋପା ସହିତ) ମୁଗ (ଗ୍ରୀନ ଗ୍ରାମ) ଓ ବିରି (ବ୍ଲାକ୍ ଗା୍ରମ୍) ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ଉକ୍ତ ଅଧିନିୟମର ଧାରା 4 ର ଉପଧାରା (1) ଅନୁଯାୟୀ ସେ ରୂପେ କୃଷିଜାତ ଦ୍ରବ୍ୟ ଭାବେ ବିର୍ନିିଷ୍ଟ

କରାଯାଇଛି, ସେହି କୃଷିଜାତ ଦ୍ରବ୍ୟକୁ ମୂଲ୍ୟ ସହାୟକ (ପି.ଏସ୍.ଏସ୍) ଯୋଜନା ପ୍ରବ(cid:359)(cid:445)ନ ମାଧ୍ୟମରେ ସଂଗ୍ରହ କରାଯାଉଥିବା ଅବଧି ତା. 30 ଅପ୍ରେଲ, 2019 ରିଖ ଠାରୁ ତା 27 ଜୁଲାଇ, 2019 ରିଖ ପର୍ଯ୍ୟନ୍ତ ଅଧିସୂଚନାରୁ ବାଦ୍ ଦେବା ପାଇଁ ଘୋଷଣା କରୁଅଛନ୍ତି

[No.2823–Agm-Misc.-3/2017/Coop.]

ରାଜ୍ୟପାଳଙ୍କ ଆଦେଶକ୍ରମେ

ପ୍ରସନ୍ନ କୁମାର ମିଶ୍ର

ଉପ ଶାସନ ସଚିବ

Printed and published by the Director, Printing, Stationery and Publication, Odisha, Cuttack-10 Ex. Gaz. 177-173+10

Cite this issue. Odisha Gazette, Government of Odisha, 08 May 2019. Indian Gazettes, https://egazette.servantsofknowledge.in/details/in.gazette.odisha.2019-05-08.846/. Archive identifier in.gazette.odisha.2019-05-08.846.