The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 776 CUTTACK, MONDAY, APRIL 10, 2023/CHAITRA 20, 1945
ରାଜ୍ୟ ନିର୍ବାଚନ ଆୟୋଗ ,ଓଡିଶା
ତୋଷାଳୀ ଭବନ,ବି-୨,ପ୍ରଥମ ମହଲା,ସତ୍ୟ ନଗର,
ଭୁବନେଶ୍ୱର-୭୫୧୦୦୭
E-mail ID – [email protected]
Fax No. 0674-2573494
ଅଧିସୂଚନା
ତା ୧୦-୦୪-୨୦୨୩ ରିଖ
ସଂଖ୍ୟା ୧୨୭୯/ରା.ନି.ଆ(cid:650)ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟକୁ (cid:269)(cid:283)(cid:359)(cid:283) କରି, ଓଡିଶା ମୁ୍ୟନିସିପାଲ ଅଧିନିୟମ ୧୯୫୦ ଧାରା ୩୯ ଏବଂ ଓଡିଶା ମୁ୍ୟନିସିପାଲ (ଓ୍ୱାର୍ଡ ଗୁଡିକର ସାନି ସୀମା ର୍ନିାରଣ, ଆସନ ଆରକ୍ଷଣ ଓ ନିର୍ବାଚନ ପରିଚାଳନା) ନିୟମାବଳୀ, ୧୯୯୪ ନିୟମ ୬୬ ଅନୁଯାୟୀ ରାଜ୍ୟ ନିର୍ବାଚନ ଆୟୋଗ, ଓଡିଶା ନିମ୍ନଲିଖିତ ବ୍ୟକ୍ତିମାନେ ଚେୟାରପର୍ସନ ଭାବେ ବିଧିବ ନିର୍ବାଚିତ ହୋଇଥିବା ଏତଦ୍ୱାରା ପ୍ରକାଶ କରୁଅଛନ୍ତି ।
| ଜ ଲ୍ଲାର ନାମ ି | କ ମ ୍ର କ ି ସଂଖ୍ୟା | ଅଧିସୂଚିତ କ୍ଷେତ୍ର ପରିଷଦର ନାମ | ନ ି ବ ର୍ ।ଚିତ ଚେୟାରପର୍ସନଙ୍କ ନାମ |
| ବରଗଡ | ୧. | ଅତାବିରା ଅଧିସୂଚିତ କ୍ଷେତ୍ର ପରିଷଦ | ବନମାଳି ବରିହା |
| ଢେଙ୍କାନାଳ | ୨. | ହ ି ନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦ | କେଶବ ଚନ୍ଦ୍ର ପ୍ରଧାନ |
ରାଜ୍ୟ ନିର୍ବାଚନ ଆୟୋଗ, ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ
ବିଜୟ କୁମାର ଦାଶ ସଚିବ
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 61—173+50