Servants of Knowledge
Odisha Gazette · Government of Odisha

Odisha Gazette, No. 777, 10 April 2023

Published 10 April 2023

Type
Extraordinary
Gazette no.
777
Notification no.
1282
Notification Date
10-04-2023
Identifier
in.gazette.odisha_govpress.2023-04-10.Extraordinary_777
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 777 CUTTACK, MONDAY, APRIL 10, 2023/CHAITRA 20, 1945

ରାଜ୍ୟ ନିର୍ବାଚନ ଆୟୋଗ ,ଓଡିଶା

ତୋଶାଳୀ ଭବନ,ବି-୨,ପ୍ରଥମ ମହଲା,ସତ୍ୟ ନଗର, ଭୁବନେଶ୍ୱର-୭୫୧୦୦୭

E-mail ID – [email protected] Fax No. 0674-2573494

ଅଧିସୂଚନା

ତା ୧୦-୦୪-୨୦୨୩ ରିଖ

ସଂଖ୍ୟା ୧୨୮୨/ରା.ନି.ଆ(cid:650)ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟକୁ (cid:269)(cid:283)(cid:359)(cid:283) କରି, ଓଡିଶା ମୁ୍ୟନିସିପାଲ ଅଧିନିୟମ ୧୯୫୦ ଧାରା ୩୯ ଏବଂ ଓଡିଶା ମୁ୍ୟନିସିପାଲ (ଓ୍ୱାର୍ଡ ଗୁଡିକର ସାନି ସୀମା ର୍ନିାରଣ, ଆସନ ଆରକ୍ଷଣ ଓ ନିର୍ବାଚନ ପରିଚାଳନା) ନିୟମାବଳୀ, ୧୯୯୪ ନିୟମ ୬୬ ଅନୁଯାୟୀ ରାଜ୍ୟ ନିର୍ବାଚନ ଆୟୋଗ, ଓଡିଶା ଅତାବିରା ଅଧିସୂଚିତ କ୍ଷେତ୍ର ପରିଷଦର ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ ଓ୍ୱାର୍ଡ କାଉନସିଲର ଭାବେ ବିଧିବ ନିର୍ବାଚିତ ହୋଇଥିବା ଏତଦ୍ୱାରା ପ୍ରକାଶ କରୁଅଛନ୍ତି ।

କ ୍ର ମ ି କ ସଂଖ୍ୟା ଓ ୍ୱ ।ର୍ଡ ସଂଖ୍ୟା ନିର୍ବାଚିତ କାଉନସିଲରଙ୍କ ନାମ
୧. ୧ ଦ ପକ ରାୟ ି
୨. ୨ ଶିବାନନ୍ଦ ତ୍ରିପାଠୀ
୩. ୩ ନେପାଳ ପ୍ରଧାନ
୪. ୪ ସବିତା ମଲ୍ଲିକ
୫. ୫ ରାଜୀବ କହରା
୬. ୬ ପ୍ରମିଳା ପଧାନ
୭. ୭ ବ ି ଲୋସ ଜନପୁରୀ
୮. ୮ ରେଣୁକା ପ୍ରଧାନ
୯. ୯ ନାରାୟଣ ସାହୁ
୧୦. ୧୦ ସୁରେଖା ବାଗ
୧୧. ୧୧ ଅନୁଶୟା ବିଶ୍ୱାଲ
୧୨. ୧୨ ଯମୁନା ଭୁଏ

ରାଜ୍ୟ ନିର୍ବାଚନ ଆୟୋଗ, ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ

ବିଜୟ କୁମାର ଦାଶ ସଚିବ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 62—173+50

Cite this issue. Odisha Gazette, Government of Odisha, 10 April 2023. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2023-04-10.Extraordinary_777/. Archive identifier in.gazette.odisha_govpress.2023-04-10.Extraordinary_777.