The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 778 CUTTACK, MONDAY, APRIL 10, 2023/CHAITRA 20, 1945
ରାଜ୍ୟ ନିର୍ବାଚନ ଆୟୋଗ ,ଓଡିଶା
ତୋଶାଳୀ ଭବନ,ବି-୨,ପ୍ରଥମ ମହଲା,ସତ୍ୟ ନଗର,
ଭୁବନେଶ୍ୱର-୭୫୧୦୦୭
E-mail ID – [email protected]
Fax No. 0674-2573494
ଅଧିସୂଚନା
ତା ୧୦-୦୪-୨୦୨୩ ରିଖ
ସଂଖ୍ୟା ୧୨୮୫/ରା.ନି.ଆ(cid:650)ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟକୁ (cid:269)(cid:283)(cid:359)(cid:283) କରି, ଓଡିଶା ମୁ୍ୟନିସିପାଲ ଅଧିନିୟମ ୧୯୫୦ ଧାରା ୩୯ ଏବଂ ଓଡିଶା ମୁ୍ୟନିସିପାଲ (ଓ୍ୱାର୍ଡ ଗୁଡିକର ସାନି ସୀମା ର୍ନିାରଣ, ଆସନ ଆରକ୍ଷଣ ଓ ନିର୍ବାଚନ ପରିଚାଳନା) ନିୟମାବଳୀ, ୧୯୯୪ ନିୟମ ୬୬ ଅନୁଯାୟୀ ରାଜ୍ୟ ନିର୍ବାଚନ ଆୟୋଗ, ଓଡିଶା ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ ଓ୍ୱାର୍ଡ କାଉନସିଲର ଭାବେ ବିଧିବ ନିର୍ବାଚିତ ହୋଇଥିବା ଏତଦ୍ୱାରା ପ୍ରକାଶ କରୁଅଛନ୍ତି ।
| କ ୍ର ମ ି କ ସଂଖ୍ୟା | ଓ୍ୱାର୍ଡ ସଂଖ୍ୟା | ନ ି ବ ର୍ ।ଚିତ କାଉନସିଲରଙ୍କ ନାମ |
| ୧. | ୧ | ସୌମିତ୍ର ରନ ବେହେରା |
| ୨. | ୨ | ସୁଶାନ୍ତ କୁମାର ନାୟକ |
| ୩. | ୩ | ବନିତା ଦାଶ |
| ୪. | ୪ | ରୀତାରାଣୀ ବେହେରା |
| ୫. | ୫ | ଦୀପକ ରନ ବିଶ୍ୱାଳ |
| ୬. | ୬ | ତୃପ୍ତିମୟୀ ବେହେରା |
| ୭. | ୭ | ବ ି ଷ୍ଣ ୁ ପ ୍ର ି ୟା ନାଏକ |
| ୮. | ୮ | ରୁଦ୍ରନାରାୟଣ ପ୍ରସାଦ ଦାସ |
| ୯. | ୯ | କାକ ପ୍ରଧାନ |
| ୧୦. | ୧୦ | ପ୍ରତିମା ରାଉତ |
| ୧୧. | ୧୧ | ଶ ୁ ଭଲକ୍ଷ୍ମୀ ଦେହୁରୀ |
| ୧୨. | ୧୨ | ଶରତ କୁମାର ଭୁତିଆ |
| ୧୩. | ୧୩ | ପ୍ରତିମା ନାଏକ |
| ୧୪. | ୧୪ | ସ ୁ ମତୀ ଦେହୁରୀ |
| ୧୫. | ୧୫ | ଅନୁପମା ସାହୁ |
| ୧୬. | ୧୬ | ବ ି ଜୟ ପ୍ରଧାନ |
ରାଜ୍ୟ ନିର୍ବାଚନ ଆୟୋଗ, ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ
ବିଜୟ କୁମାର ଦାଶ ସଚିବ