Servants of Knowledge
Odisha Gazette · Government of Odisha

Odisha Gazette, No. 1007, 06 May 2023

Published 06 May 2023

Department
Revenue & Disaster Management
Type
Extraordinary
Gazette no.
1007
Notification no.
99
Notification Date
21-04-2023
Identifier
in.gazette.odisha_govpress.2023-05-06.Extraordinary_1007
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1007 CUTTACK, SATURDAY, MAY 6, 2023/BAISAKHA 16, 1945

ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଅଧିସୂଚନା

ତା ୨୧-୦୪-୨୦୨୩ ରିଖ

A.D.S.R. No. 99(cid:650)ଯେହେତୁ ଓଡିଶା ସରକାରଙ୍କୁ ପ୍ରତୀତ ହେଉଅଛି କି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଅର୍ଥାତ୍ ଅନୁଗୋଳ-ଡୁବୁରି-ସୁକିନ୍ଦା ରୋଡ୍ ନୂତନ ଓସାରିଆ ରେଳପଥ ପ୍ରକଳ୍ପ ନିର୍ମାଣ ନିମନ୍ତେ ସରକାର ସରକାରୀ ବ୍ୟୟରେ ଜିଲ୍ଲାର ଲିଙ୍ଗରାକଟା ମୌଜାରେ ନିମ୍ନ ସୂଚୀତ ତଫସିଲ ମତେ ପ୍ରାୟ ୨.୨୬୫ ଏକର ଭୂମି ଅର୍ଜନ କରିବା ଆବଶ୍ୟକ ହେଉଅଛି ।

ତେଣୁ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୂର୍ନବାସ ଓ ଥଇଥାନ କ୍ଷେତ୍ରରେ ସ୍ୱତା ଆଇନ ୨୦୧୩ (RFCTLAR & R Act. 2013) ର ଧାରା ୧୧(୧) ରେ ଭାରାପ୍ରାପ୍ତ ହୋଇ ସରକାର (Appropriate Government) ଏତଦ୍ୱାରା ନିମ୍ନ ଅନୁସୂଚିରେ ପ୍ରଦତ ଜମି ଅଧିଗ୍ରହଣ ପାଇଁ ଏହି ପ୍ରାରମ୍ଭିକ ଅଧିସୂଚନା ଜାରି କରାଯାଉଛି ।

ତେଣୁ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁର୍ନବାସ ଓ ଥଇଥାନ କ୍ଷେତ୍ରରେ ସ୍ୱତା ଆଇନ ୨୦୧୩ (RFCTLAR & R Act. 2013) ର ଧାରା ୧୧(୧) ଅନୁଯାୟୀ ଘୋଷିତ ଏହି ପ୍ରାରମ୍ଭିକ ଅଧିସୂଚନାଟି ଏଥି ସହିତ ସମ୍ପୃକ୍ତ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ଅଟେ ।

ଯଦି ସମ୍ପୃକ୍ତ ଜମିର କୌଣସି ସତ୍ୱାଧିକାରୀ / ଜମି ମାଲିକ ଭୂମି ଅଧିଗ୍ରହଣ ଅଧିସୂଚନା ସମ୍ପର୍କିତ ଅଧିସୂଚିତ ଜମିର ଉପଯୋଗିତା, ରକବା ଏବଂ ସାର୍ବଜନୀନ ଉଦ୍ଦେଶ୍ୟର ଔଚିତ ବିଷୟରେ କୌଣସି ଆପତି ଥାଏ, ସେ ଉକ୍ତ ପ୍ରାରମ୍ଭିକ ଅଧିସୂଚନା ପ୍ରକାଶନର ୬୦ ଦିନ ମଧ୍ୟରେ ଅନୁଗୋଳ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଆକାରରେ ଅଭିଯୋଗ କରିପାରିବେ ।

ପ୍ରକଳ୍ପ ସମ୍ବନ୍ଧୀୟ ବିବରଣୀ

୧. ସାର୍ବଜନୀନ ଉଦ୍ଦେଶ୍ୟର ସ୍ୱରୂପ - ରେଳପଥ ନିର୍ମାଣ ପ୍ରକଳ୍ପ ।

୨. ଜମି ଆବଶ୍ୟକ କରୁଥିବା ସଂସ୍ଥାର ନାମ –ପୂର୍ବତଟ ରେଳପଥ ।

2

୩. କ୍ଷତିଗ୍ରସ୍ତ ଲୋକଙ୍କ ବିସ୍ଥାପନ ଆବଶ୍ୟକତାର କାରଣ – ସାର୍ବଜନୀନ ଉଶ୍ୟେରେ ରେଳପଥ ପ୍ରକଳ୍ପ ନିର୍ମାଣ ନିମନ୍ତେ କାର୍ଯ୍ୟକାରୀ କରିବା ।

୪. ସାମାଜିକ ପ୍ରଭାବ ମୂଲ୍ୟାୟନର ସାରାଂଶ ଧାରା ୮(୨) ମୁତାବକ ପ୍ରକାଶିତ ।

୫. ପୁନର୍ବାସ ଓ ଥଇଥାନ ପାଇଁ ନିଯୁକ୍ତ ପ୍ରଶାସକଙ୍କ ବିବରଣୀ – ଉପ-ଜିଲ୍ଲାପାଳ, ଅନୁଗୋଳ / ତାଳଚେର ।

୬. ଜମିର ବିବରଣୀ ।

ଜିଲ୍ଲା ତହସିଲ ଗ୍ରାମ ଗ୍ରାମାଚଂଳ / ସହରାଚଂଳ ଖାତା ନଂ ପ୍ଲଟ ନଂ ପ୍ଲଟର ମୋଟ ରକବା ଅଧିସୂଚିତ ଜମିର ରକବା ରୟତର ନାମ
ଅନୁଗୋଳ ତାଳଚେର ଲିଙ୍ଗରାକଟା ଗ୍ରାମାଚଂଳ ଏଥି ସହିତ ସଂଲଗ୍ନ ଏଥି ସହିତ ସଂଲଗ୍ନ ଏଥି ସହିତ ସଂଲଗ୍ନ ୨.୨୬୫ ଏଥି ସହିତ ସଂଲଗ୍ନ

ଉକ୍ତ ଅଧିସୂଚୀତ ଜମି ରକବା ମଧ୍ୟରୁ ଏ.............................. ସଂରକ୍ଷିତ ସରକାରୀ ଜମି ପ୍ରତିବଦଳ ପାଇଁ ଉିଷ୍ଟ ।

ଉକ୍ତ ଜମିର ଏକ ନକ୍ସା ସ୍ୱତ ଭୂ-ଅର୍ଜନ ଅଧିକାରୀ, ଅନୁଗୋଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।

ଉକ୍ତ ଅଧିସୂଚନା ଅନ୍ତର୍ଭୁକ୍ତ କୌଣସି ଜମିର କ୍ର୍ରୟ ବିକ୍ର୍ରୟ ହସ୍ତାନ୍ତର (ଦେଣ ନେଣ) କିମ୍ବା ଦାୟ ସୃଷ୍ଟି ଅନୁଗୋଳ ଜିଲ୍ଲାପାଳଙ୍କ ପୂର୍ବାନୁମୋଦନ ବିନା କରାଯାଇ ପାରିବ ନାହିଁ ।

3

ଭୂମି ଅନୁସୂଚି

ମୌଜା ଲିଙ୍ଗରାକଟା

ତହସିଲ – ତାଳଚେର, ଥାନା – ତାଳଚେର, ଥାନା ନଂ – ୨୦୦, ଜିଲ୍ଲା - ଅନୁଗୋଳ

ଅନୁଗୋଳ ଠାରୁ ସୁକିନ୍ଦା ନୂତନ ରେଳ ପ୍ରକଳ୍ପ ନିର୍ମାଣ ନିମନ୍ତେ

ଖାତା ନଂ ସତ୍ୱ ପ ଟ ନଂ ୍ଲ କିସମ ମୋଟ ରକବା (ଏକର) ଅଧିଗ୍ରହଣ ରକବା (ଏକର) ରୟତଙ୍କ ନାମ
୩୫ ରୟତି ୧୧୧୦ ଶାରଦ ତିନି ୦.୧୭୦ ୦.୦୮୦ ଗ ୁ ର ୁ ବାରିଆ ମହାନ୍ତି, ପି ବିଶ୍ୱମ୍ବର ମହାନ୍ତି, ଜା କ୍ଷତ୍ରିୟ, ବା ନ ଜ ି ଗାଁ ି
୪୮ ରୟତି ୧୦୬୬ ଶାରଦ ଦୁଇ ୦.୦୮୫ ୦.୦୨୫ ଚୈତନ୍ୟ ମାହାନ୍ତି ପି ନବେଇ ମାହାନ୍ତି, ଜା ମାହାନ୍ତି, ବା ନ ଜ ି ଗାଁ ି
୫୦ ରୟତି ୧୦୬୭ ଶାରଦ ଦୁଇ ୦.୪୪୦ ୦.୨୦୦ ଜୟ ବିଶୋଇ ପି ହଗୁରୁ ବିଶୋଇ ଜା ମାହାନ୍ତି, ବା ନିଜିଗାଁ
୫୦ ରୟତି ୧୦୭୧ ଶାରଦ ଦୁଇ ୦.୨୬୦ ୦.୧୧୦ ଜୟ ବିଶୋଇ, ପି ହଗୁରୁ ବିଶୋଇ, ଜା ମାହାନ୍ତି, ବା ନ ଜ ି ଗାଁ ି
୫୩ ରୟତି ୧୦୬୩ ଘରବାରି-୩ ୦.୦୫୦ ୦.୦୨୦ ଜଗମୋହନ ମହାନ୍ତି, ପି ନନ୍ଦକିଶୋର ମହାନ୍ତି, ଜା କରଣ, ବା ତାଳଚେରଟାଉନ
୭୧ ରୟତି ୧୦୯୦ ଶାରଦ ତିନିି ୦.୪୬୦ ୦.୦୩୦ ଧୋବେଇ ସାମଲ, ପି ସମୋନାଥ ସାମଲ, ଜା କ୍ଷତ୍ରିୟ, ବା ନିଜିଗାଁ
୧୦୬ ରୟତି ୧୧୧୧ ଶାରଦ ତିନି ୦.୩୨୦ ୦.୦୮୦ ପ ୂ ର୍ଚନ୍ଦ୍ର ମହାନ୍ତି, ପି ଶୁକୁ ମହାନ୍ତି, ଜା କ୍ଷତ୍ର ି ୟ, ବା ନିଜିଗାଁ
୧୧୬ ରୟତି ୧୧୦୫ ତଇଳା ଦୁଇ ୦.୨୦୦ ୦.୦୭୦ ବାଳକୃଷ୍ଣ ମହାନ୍ତି, ପି ପଦ୍ମଚରଣ ମହାନ୍ତି, ଜା କରଣ, ବା ନିଜଗଡ ଟାଉନ
୧୩୪ ରୟତି ୧୧୦୯ ଶାରଦ ଦୁଇ ୦.୧୩୦ ୦.୦୧୦ ବ ି ଶ ୍ୱ ନାଥ ବେହେରା, ଅଭି ବେହେରା, ପି ବାଘ ବେହେରା, ଜା ଗୋପାଳ, ବା ନିଜିଗାଁ
୧୪୩ ରୟତି ୧୦୭୦ ଶାରଦ ଦୁଇ ୦.୩୪୦ ୦.୧୦୦ ଭାଇଗୋ ବିଶୋଇ, ସନ୍ଥ ବିଶୋଇ, ପି ବାୟା ବିଶୋଇ, ହେଡି ବିଶୋଇ, ସ୍ୱା ବାୟା ବିଶୋଇ, ଜା ମାହାନ୍ତି, ବା ନ ଜ ି ଗାଁ ି
୧୪୩ ରୟତି ୧୦୮୯ ଶାରଦ ତିନିି ୦.୨୮୦ ୦.୧୮୦ ଭାଇଗୋ ବିଶୋଇ, ସନ୍ଥ ବିଶୋଇ, ପି ବାୟା ବିଶୋଇ, ହେଡି ବିଶୋଇ, ସ୍ୱା ବାୟା ବିଶୋଇ, ଜା ମାହାନ୍ତି, ବା ନ ଜ ି ଗାଁ ି
୧୭୫ ରୟତି ୧୧୧୦/ ୨୭୩୮ ଶାରଦ ତିନି ୦.୧୮୦ ୦.୦୬୦ ରଘୁ ମହାନ୍ତି, ପି ବିଶ୍ୱମ୍ବର ମହାନ୍ତି, ଜା କ୍ଷତ୍ରିୟ, ବା ନିଜିଗାଁ
୧୯୦ ରୟତି ୧୧୦୬ ଶାରଦ ଦୁଇ ୦.୦୬୦ ୦.୦୫୦ ସଜନୀ ରାଉତ, କାମିନୀ ବେହେରା, ପି ଗୁୁ ବେହେରା, ଜା ଗୋପାଳ, ବା ନିଜିଗାଁ
୧୯୧ ରୟତି ୧୦୯୭ ଶାରଦ ଦୁଇ ୩.୮୫୦ ୦.୭୫୦ ସଦାଶିବ ଗଡନାୟକ, ଯୋଗୀନାଥ ଗଡନାୟକ, ସୂର୍ଯ୍ୟ ଦାସ, ପଂଚାଳି ବିଶୋଇ, ପି ଭଜି ଗଡନାୟକ, ଗୁଣ୍ଡୁରୀ ଗଡନାୟକ, ସ୍ୱା ଭଜି ଗଡନାୟକ, ଜା କ୍ଷତ୍ରିୟ, ବା ନିଜିଗାଁ
୨୧୧ ରୟତି ୧୦୬୪ ତଇଳା ଦୁଇ ୦.୧୯୦ ୦.୧୩୦ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ନିଜିଗାଁ ମାର୍ଫତ ବା ସୌଭାଗ୍ୟ ଚନ୍ଦ୍ର ଦେବ ବିରବର ହରିଚନ୍ଦନ, ପି ହୃଦୟ ଚନ୍ଦ୍ର ଦେବ ବିରବିର ହରିଚନ୍ଦନ ଜା କ୍ଷତ୍ର ୟ, ବା ତାଳଚେର ଟାଉନ ି
୨୨୦ ରୟତି ୧୦୭୪ ଶାରଦ ଦୁଇ ୦.୧୪୦ ୦.୦୪୦ ହାଡିବନ୍ଧୁ ବିଶୋଇ, ପି ହଗୁରୁ ବିଶୋଇ, ଜା ମାହାନ୍ତି, ବା ନ ଜ ି ଗାଁ ି
୨୨୩ ରୟତି ୧୦୯୭/ ୨୬୪୩ ଶାରଦ ଦୁଇ ୦.୮୨୦ ୦.୩୩୦ ହୃଦାନନ୍ଦ ସାମଲ, ଟିକାୟତ ସାମଲ, ଗୋବିନ୍ଦ ଚନ୍ଦ୍ର ସାମଲ, ପି ସଂସାର ସାମଲ, ଜା କ୍ଷତ୍ର ୟ, ବା ନିଜିଗାଁ ି
ମୋଟ ୭.୯୭୫ ୨.୨୬୫
4

ରାଜ୍ୟପାଳଙ୍କ ଆଦେଶକ୍ରମେ

ଶ୍ରୀ ସିାର୍ଥ ଶଙ୍କର ସ୍ୱାଇଁ

ଜିଲ୍ଲାପାଳ, ଅନୁଗୋଳ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 292—173+9

Cite this issue. Odisha Gazette, Government of Odisha, 06 May 2023. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2023-05-06.Extraordinary_1007/. Archive identifier in.gazette.odisha_govpress.2023-05-06.Extraordinary_1007.