The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 1009 CUTTACK, SATURDAY, MAY 6, 2023/BAISAKHA 16, 1945
ଅନୁଗୋଳ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
ଅଧିସୂଚନା
ତା ୨୧-୦୪-୨୦୨୩ ରିଖ
A.D.S.R. No. 111(cid:650)ଯେହେତୁ ଓଡିଶା ସରକାରଙ୍କୁ ପ୍ରତୀତ ହେଉଅଛି କି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଅର୍ଥାତ୍ ଅନୁଗୋଳ-ଡୁବୁରି-ସୁକିନ୍ଦା ରୋଡ୍ ନୂତନ ଓସାରିଆ ରେଳପଥ ପ୍ରକଳ୍ପ ନିର୍ମାଣ ନିମନ୍ତେ ସରକାର ସରକାରୀ ବ୍ୟୟରେ ଜିଲ୍ଲାର ବୁଢାପଙ୍କ ମୌଜାରେ ନିମ୍ନ ସୂଚୀତ ତଫସିଲ ମତେ ପ୍ରାୟ ୩.୯୪୦ ଏକର ଭୂମି ଅର୍ଜନ କରିବା ଆବଶ୍ୟକ ହେଉଅଛି ।
ତେଣୁ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୂର୍ନବାସ ଓ ଥଇଥାନ କ୍ଷେତ୍ରରେ ସ୍ୱତା ଆଇନ ୨୦୧୩ (RFCTLAR & R Act. 2013) ର ଧାରା ୧୧(୧) ରେ ଭାରାପ୍ରାପ୍ତ ହୋଇ ସରକାର (Appropriate Government) ଏତଦ୍ୱାରା ନିମ୍ନ ଅନୁସୂଚିରେ ପ୍ରଦତ ଜମି ଅଧିଗ୍ରହଣ ପାଇଁ ଏହି ପ୍ରାରମ୍ଭିକ ଅଧିସୂଚନା ଜାରି କରାଯାଉଛି ।
ତେଣୁ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁର୍ନବାସ ଓ ଥଇଥାନ କ୍ଷେତ୍ରରେ ସ୍ୱତା ଆଇନ ୨୦୧୩ (RFCTLAR & R Act. 2013) ର ଧାରା ୧୧(୧) ଅନୁଯାୟୀ ଘୋଷିତ ଏହି ପ୍ରାରମ୍ଭିକ ଅଧିସୂଚନାଟି ଏଥି ସହିତ ସମ୍ପୃକ୍ତ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ଅଟେ ।
ଯଦି ସମ୍ପୃକ୍ତ ଜମିର କୌଣସି ସତ୍ୱାଧିକାରୀ / ଜମି ମାଲିକ ଭୂମି ଅଧିଗ୍ରହଣ ଅଧିସୂଚନା ସମ୍ପର୍କିତ ଅଧିସୂଚିତ ଜମିର ଉପଯୋଗିତା, ରକବା ଏବଂ ସାର୍ବଜନୀନ ଉଦ୍ଦେଶ୍ୟର ଔଚିତ ବିଷୟରେ କୌଣସି ଆପତି ଥାଏ, ସେ ଉକ୍ତ ପ୍ରାରମ୍ଭିକ ଅଧିସୂଚନା ପ୍ରକାଶନର ୬୦ ଦିନ ମଧ୍ୟରେ ଅନୁଗୋଳ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଆକାରରେ ଅଭିଯୋଗ କରିପାରିବେ ।
ପ୍ରକଳ୍ପ ସମ୍ବନ୍ଧୀୟ ବିବରଣୀ
୧. ସାର୍ବଜନୀନ ଉଦ୍ଦେଶ୍ୟର ସ୍ୱରୂପ - ରେଳପଥ ନିର୍ମାଣ ପ୍ରକଳ୍ପ ।
୨. ଜମି ଆବଶ୍ୟକ କରୁଥିବା ସଂସ୍ଥାର ନାମ –ପୂର୍ବତଟ ରେଳପଥ ।
୩. କ୍ଷତିଗ୍ରସ୍ତ ଲୋକଙ୍କ ବିସ୍ଥାପନ ଆବଶ୍ୟକତାର କାରଣ – ସାର୍ବଜନୀନ ଉଶ୍ୟେରେ ରେଳପଥ ପ୍ରକଳ୍ପ ନିର୍ମାଣ ନିମନ୍ତେ କାର୍ଯ୍ୟକାରୀ କରିବା ।
2୪. ସାମାଜିକ ପ୍ରଭାବ ମୂଲ୍ୟାୟନର ସାରାଂଶ ଧାରା ୮(୨) ମୁତାବକ ପ୍ରକାଶିତ ।
୫. ପୁନର୍ବାସ ଓ ଥଇଥାନ ପାଇଁ ନିଯୁକ୍ତ ପ୍ରଶାସକଙ୍କ ବିବରଣୀ – ଉପ-ଜିଲ୍ଲାପାଳ, ଅନୁଗୋଳ / ତାଳଚେର ।
୬. ଜମିର ବିବରଣୀ ।
| ଜିଲ୍ଲା | ତହସିଲ | ଗ୍ରାମ | ଗ୍ରାମାଚଂଳ / ସହରାଚଂଳ | ଖାତା ନଂ | ପ୍ଲଟ ନଂ | ପ୍ଲଟର ମୋଟ ରକବା | ଅଧିସୂଚିତ ଜମିର ରକବା | ରୟତର ନାମ |
| ଅନୁଗୋଳ | ବଅଁରପାଳ | ବ ୁ ଢ ।ପଙ୍କ | ଗ୍ରାମାଚଂଳ | ଏଥି ସହିତ ସଂଲଗ୍ନ | ଏଥି ସହିତ ସଂଲଗ୍ନ | ଏଥି ସହିତ ସଂଲଗ୍ନ | ୩ . ୯୪୦ | ଏଥି ସହିତ ସଂଲଗ୍ନ |
ଉକ୍ତ ଅଧିସୂଚୀତ ଜମି ରକବା ମଧ୍ୟରୁ ଏ.............................. ସଂରକ୍ଷିତ ସରକାରୀ ଜମି ପ୍ରତିବଦଳ ପାଇଁ ଉିଷ୍ଟ ।
ଉକ୍ତ ଜମିର ଏକ ନକ୍ସା ସ୍ୱତ ଭୂ-ଅର୍ଜନ ଅଧିକାରୀ, ଅନୁଗୋଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।
ଉକ୍ତ ଅଧିସୂଚନା ଅନ୍ତର୍ଭୁକ୍ତ କୌଣସି ଜମିର କ୍ର୍ରୟ ବିକ୍ର୍ରୟ ହସ୍ତାନ୍ତର (ଦେଣ ନେଣ) କିମ୍ବା ଦାୟ ସୃଷ୍ଟି ଅନୁଗୋଳ ଜିଲ୍ଲାପାଳଙ୍କ ପୂର୍ବାନୁମୋଦନ ବିନା କରାଯାଇ ପାରିବ ନାହିଁ ।
3ଭୂମି ଅନୁସୂଚି
ମୌଜା ବୁଢାପଙ୍କ
ତହସିଲ – ବଅଁରପାଳ, ଥାନା - ଅନୁଗୋଳ, ଥାନା ନଂ – ୧୧୬, ଜିଲ୍ଲା - ଅନୁଗୋଳ
ଅନୁଗୋଳ ଠାରୁ ସୁକିନ୍ଦା ନୂତନ ରେଳ ପ୍ରକଳ୍ପ ନିର୍ମାଣ ନିମନ୍ତେ
| ଖାତା ନଂ | ସତ୍ୱ | ପ ଟ ନଂ ୍ଲ | କ ସମ ି | ମୋଟ ରକବା (ଏକର) | ଅଧିଗ୍ରହଣ ରକବା (ଏକର) | ରୟତଙ୍କ ନାମ |
| ୧୯୫ | ରୟତି | ୧୨୭୫ | ଶାରଦ ଅଣଜଳସେଚିତ ଦୁଇ | ୦.୫୪୦ | ୦.୦୬୦ | କାନ୍ଦୁରୁ ବେହେରା, କାଳିଆ ବେହେରା, ପି କପିଳ ବେହେରା, ତଅଁଳୁ ବେହେରା, ପି ମୁଳିଆ ବେହେରା, ଜା ଚଷା, ବା ନିଜିଗାଁ |
| ୨୪୮ | ରୟତି | ୫୭୨ | ଶାରଦ ଅଣଜଳସେଚିତ ଦୁଇ | ୦.୧୯୦ | ୦.୧୧୦ | କ ୃ ପାସିନ୍ଧୁ ବେହେରା, ପି କୁମର ବେହେରା, ଜା ଚଷା, ବା ନିଜିଗାଁ |
| ୨୪୮ | ରୟତି | ୫୬୪ | ଶାରଦ ଅଣଜଳସେଚିତ ଏକ | ୦.୧୦୦ | ୦.୦୫୦ | କ ୃ ପାସିନ୍ଧୁ ବେହେରା, ପି କୁମାର ବେହେରା, ଜା ଚଷା, ବା ନିଜିଗାଁ |
| ୨୪୮ | ରୟତି | ୫୬୩ | ଶାରଦ ଅଣଜଳସେଚିତ ଏକ | ୦.୪୦୦ | ୦.୨୦୦ | କ ୃ ପାସିନ୍ଧୁ ବେହେରା, ପି କୁମାର ବେହେରା, ଜା ଚଷା, ବା ନିଜିଗାଁ |
| ୨୪୯ | ରୟତି | ୫୮୨ | ଶାରଦ ଅଣଜଳସେଚିତ ଦୁଇ | ୦.୫୦୦ | ୦.୦୧୦ | କୃପାସିନ୍ଧୁ ବେହେରା, ମକୁନ୍ଦ ବେହେରା, ପି କୁମାର ବେହେରା, ଜା ଚଷା, ବା ନିଜିଗାଁ |
| ୨୪୯ | ରୟତି | ୫୮୦ | ଶାରଦ ଅଣଜଳସେଚିତ ତିନି | ୦.୧୯୦ | ୦.୦୩୦ | କ ୃ ପାସିନ୍ଧୁ ବେହେରା, ମକୁନ୍ଦ ବେହେରା, ପି କୁମାର ବେହେରା, ଜା ଚଷା, ବା ନିଜିଗାଁ |
| ୨୪୯ | ରୟତି | ୧୨୫୭ | ଶାରଦ ଅଣଜଳସେଚିତ ଦୁଇ | ୦.୩୦୦ | ୦.୦୨୦ | କ ୃ ପାସିନ୍ଧୁ ବେହେରା, ମକୁନ୍ଦ ବେହେରା, ପି କୁମାର ବେହେରା, ଜା ଚଷା, ବା ନିଜିଗାଁ |
| ୨୯୨ | ରୟତି | ୧୨୮୦ | ଶାରଦ ଅଣଜଳସେଚିତ ତିନି | ୨.୯୨୦ | ୦.୧୫୦ | ଗଙ୍ଗାଧର ଦେହୁରୀ, ରବି ଦେହୁରୀ, ପି ପାଣୁ ଦେହୁରୀ, ଜା ଚଷା, ବା ନିଜିଗାଁ |
| ୨୯୨ | ରୟତି | ୭୬୩ | ତଇଳା | ୧.୮୦୦ | ୦.୨୦୦ | ଗଙ୍ଗାଧର ଦେହୁରୀ, ରବି ଦେହୁରୀ, ପି ପାଣୁ ଦେହୁରୀ, ଜା ଚଷା, ବା ନିଜିଗାଁ |
| ୪୧୯ | ରୟତି | ୫୮୧ | ଶାରଦ ଅଣଜଳସେଚିତ ଏକ | ୦.୪୪୦ | ୦.୧୫୦ | ଚକ୍ରଧର ବେହେରା, ପି ମିଲୁ ବେହେରା, ଜା ଚଷା, ବା ନିଜିଗାଁ |
| ୪୨୦ | ରୟତି | ୧୨୫୬ | ଶାରଦ ଅଣଜଳସେଚିତ ଦୁଇ | ୦.୧୮୦ | ୦.୦୨୦ | ଚକ୍ରଧର ବେହେରା, ଶଙ୍କର ବେହେରା, ଦୁରୁଜ ବେହେରା, ଦୁଃଶା ବେହେରା, ପି ମିଲୁ ବେହେରା, ଜା ଚଷା, ବା ନିଜିଗାଁ |
| ୪୨୦ | ରୟତି | ୫୧୧ | ତଇଳା | ୦.୨୦୦ | ୦.୦୬୦ | ଚକ୍ରଧର ବେହେରା, ଶଙ୍କର ବେହେରା, ଦୁରୁଜ ବେହେରା, ଦୁଃଶା ବେହେରା, ପି ମିଲୁ ବେହେରା, ଜା ଚଷା, ବା ନିଜିଗାଁ |
| ୪୨୦ | ରୟତି | ୫୧୩ | ତଇଳା | ୦.୨୧୦ | ୦.୦୯୦ | ଚକ୍ରଧର ବେହେରା, ଶଙ୍କର ବେହେରା, ଦୁରୁଜ ବେହେରା, ଦୁଃଶା ବେହେରା, ପି ମିଲୁ ବେହେରା, ଜା ଚଷା, ବା ନିଜିଗାଁ |
| ୪୩୫ | ରୟତି | ୧୩୮୪ | ଶାରଦ ଅଣଜଳସେଚିତ ଦୁଇ | ୦.୧୨୦ | ୦.୦୬୦ | ଚମ୍ପା ପଧାନ, ସ୍ୱା ବାଳୀ ପଧାନ, ବିଳାସ ପଧାନ, ସ୍ୱା ବୈରାଗି ଚରଣ ପଧାନ, ଜାହ୍ମବୀ ପଧାନ, ସ୍ୱା ଜୟ ପଧାନ, ଜା ମାଟିଆ, ବା ନିଜିଗାଁ |
| ୪୯୪ | ରୟତି | ୬୪୭ | ଶାରଦ ଅଣଜଳସେଚିତ ଦୁଇ | ୦.୪୮୦ | ୦.୦୬୦ | ଯ ୁ ଗ ି ବେହେରା, ପି କ୍ଷେତ୍ର ବେହରା, ଜା ଚଷା, ବା ବଇଣ୍ଡା, ଥା - କଲିୟରି |
| ୪୯୪ | ରୟତି | ୬୪୪ | ଶାରଦ ଅଣଜଳସେଚିତ ଏକ | ୧.୪୪୦ | ୦.୧୫୦ | ଯ ଗ ୁ ବେହେରା, ପି କ୍ଷେତ୍ର ବେହରା, ଜା ଚଷା, ବା ି ବଇଣ୍ଡା, ଥା - କଲିୟରି |
| ୪୯୪ | ରୟତି | ୫୮୩ | ଶାରଦ ଅଣଜଳସେଚିତ ତିନି | ୧.୭୪୦ | ୦.୪୦୦ | ଯ ୁ ଗ ି ବେହେରା, ପି କ୍ଷେତ୍ର ବେହରା, ଜା ଚଷା, ବା ବଇଣ୍ଡା, ଥା - କଲିୟରି |
| ୫୦୦ | ରୟତି | ୧୧୫୯ | ଶାରଦ ଅଣଜଳସେଚିତ ଏକ | ୦.୨୦୦ | ୦.୦୪୦ | ଯ ୁ ଧ ି ିର ସାମଲ, ପି କୁ ସାମଲ, ଜା କ୍ଷତ୍ରିୟ, ବା ନ ଜ ି ଗାଁ ି |
| ୫୨୨ | ରୟତି | ୭୬୪ | ତଇଳା | ୦.୦୮୦ | ୦.୦୨୦ | ଧନେଶ୍ୱର ଭୁତିଆ, ପି ଜଗବନ୍ଧୁ ଭୁତିଆ, ଜା ଗଉଡ, ବା ନିଜିଗାଁ |
| ୫୮୧ | ରୟତି | ୧୨୬୭ | ଶାରଦ ଅଣଜଳସେଚିତ ଦୁଇ | ୦.୦୩୦ | ୦.୦୨୦ | ଦିବାକର ବେହେରା, ପି କିର୍ତନ ବେହେରା, ଜା ଚଷା, ବା ନିଜିଗାଁ |
| ୫୯୪ | ରୟତି | ୧୧୬୦ | ଶାରଦ ଅଣଜଳସେଚିତ ଏକ | ୦.୨୦୦ | ୦.୦୧୦ | ଦ ୁ ର୍ଯ୍ୟୋଧନ ସାମଲ, ପି କୁ ସାମଲ, ଜା କ୍ଷତ୍ରିୟ, ବା ନିଜିଗାଁ |
| ୭୧୨ | ରୟତି | ୧୨୭୮ | ଶାରଦ ଅଣଜଳସେଚିତ ଦୁଇ | ୦.୦୩୦ | ୦.୦୩୦ | ନ ି ଳମଣି ବେହେରା, ପି କିର୍ତନ ବେହେରା, ଜା ଚଷା, ବା ନିଜିଗାଁ |
| ୭୯୪ | ରୟତି | ୧୨୬୮ | ଶାରଦ ଅଣଜଳସେଚିତ ଦୁଇ | ୦.୦୭୦ | ୦.୦୬୦ | ପ୍ରଭାକର ବେହେରା, ପି କିର୍ତନ ବେହେରା, ଜା ଚଷା, ବା ନିଜିଗାଁ |
| ୮୧୦ | ରୟତି | ୫୬୮ | ଶାରଦ ଅଣଜଳସେଚିତ ଏକ | ୦.୭୨୦ | ୦.୨୦୦ | ପ୍ରମୋଦ ଚନ୍ଦ୍ର ବେହେରା, ଜୟକୃଷ୍ଣ ବେହେରା, ସୁଧାକର ବେହେରା, ପି କୃପାସିନ୍ଧୁ ବେହେରା, ଜା ଚଷା, ବା ନିଜିଗାଁ |
| ୮୧୫ | ରୟତି | ୧୨୭୪ | ଶାରଦ ଅଣଜଳସେଚିତ ଦୁଇ | ୦.୨୬୦ | ୦.୦୬୦ | ପ ୍ର ଶନ୍ନ କୁମାର ବେହେରା, ପି ଧୋବେଇ ବେହେରା, ଜା ଚଷା, ବା ନିଜିଗାଁ |
| ୮୭୦ | ରୟତି | ୫୧୨ | ତଇଳା | ୦.୫୫୦ | ୦.୨୩୦ | ଫକୀର ବେହେରା, ପି ଟଙ୍କଧର ବେହେରା, ଜା ଚଷା, ବା ନିଜିଗାଁ |
| ୮୯୦ | ରୟତି | ୧୧୫୪ | ଶାରଦ ଅଣଜଳସେଚିତ ଏକ | ୦.୬୭୦ | ୦.୦୬୦ | ବନମାଳୀ ସାହୁ, ପି ପବିତ୍ର ସାହୁ, ଜା ଚଷା, ବା ନ ଜ ି ଗାଁ ି |
| ୮୯୦ | ରୟତି | ୧୧୬୯ | ଶାରଦ ଅଣଜଳସେଚିତ ଏକ | ୦.୭୧୦ | ୦.୧୮୦ | ବନମାଳୀ ସାହୁ, ପି ପବିତ୍ର ସାହୁ, ଜା ଚଷା, ବା ନ ଜ ି ଗାଁ ି |
| ୯୩୩ | ରୟତି | ୧୩୮୫ | ଶାରଦ ଅଣଜଳସେଚିତ ଦୁଇ | ୦.୩୧୦ | ୦.୦୭୦ | ବାଳି ପଧାନ, ବୈରାଗି ଚରଣ ପଧାନ, ଜୟକୃଷ୍ଣ ପଧାନ, ପି ଧନୁ ପଧାନ, ଜା ମାଟିଆ, ବା ନିଜିଗାଁ |
| ୧୦୧୪ | ରୟତି | ୧୩୯୩ | ଶାରଦ ଅଣଜଳସେଚିତ ଦୁଇ | ୦.୬୫୦ | ୦.୧୨୦ | ବୁଧିଆ ପଧାନ, ପି ଫକିର ପଧାନ, ଜା ମାଟିଆ, ବା ନିଜିଗାଁ |
| ୧୦୪୨ | ରୟତି | ୬୪୯ | ଶାରଦ ଅଣଜଳସେଚିତ ତିନି | ୦.୧୭୦ | ୦.୦୩୦ | ଭ୍ରମରବର ପଧାନ, ପି କଲ୍ୟାଣ ପଧାନ, ମରୁଆ ପଧାନ, ସ୍ୱା କଲ୍ୟାଣ ପଧାନ, ଜା ମାଟିଆ ବା ନ ଜ ି ଗାଁ ି |
| ୧୦୮୧ | ରୟତି | ୧୩୭୭ | ଶାରଦ ଅଣଜଳସେଚିତ ଦୁଇ | ୦.୬୦୦ | ୦.୦୬୦ | ଭିକାରୀ ପଧାନ, ନେଙ୍କୁରୀ ପଧାନ, ପି ମହନ ପଧାନ, ଜା ମାଟିଆ, ବା ନିଜିଗାଁ |
| ୧୦୮୧ | ରୟତି | ୫୭୦ | ଶାରଦ ଅଣଜଳସେଚିତ ତିନି | ୦.୪୧୦ | ୦.୦୮୦ | ଭିକାରୀ ପଧାନ, ନେଙ୍କୁରୀ ପଧାନ, ପି ମହନ ପଧାନ, ଜା ମାଟିଆ, ବା ନିଜିଗାଁ |
| ୧୦୯୭ | ରୟତି | ୫୬୨ | ଶାରଦ ଅଣଜଳସେଚିତ ଏକ | ୦.୩୯୦ | ୦.୨୨୦ | ମକୁନ୍ଦ ବେହେରା, ପି କୁମର ବେହେରା, ଜା ଚଷା, ବା ନିଜିଗାଁ |
| ୧୦୯୭ | ରୟତି | ୫୭୩ | ଶାରଦ ଅଣଜଳସେଚିତ ଦୁଇ | ୦.୦୯୦ | ୦.୦୩୦ | ମକୁନ୍ଦ ବେହେରା, ପି କୁମାର ବେହେରା, ଜା ଚଷା, ବା ନିଜିଗାଁ |
| ୧୦୯୭ | ରୟତି | ୫୭୬ | ତଇଳା | ୦.୦୭୦ | ୦.୦୨୦ | ମକୁନ୍ଦ ବେହେରା, ପି କୁମାର ବେହେରା, ଜା ଚଷା, ବା ନିଜିଗାଁ |
| ୧୧୫୪ | ରୟତି | ୫୧୪ | ତଇଳା | ୦.୪୪୦ | ୦.୦୨୦ | ମାୟାଧର ବେହେରା, ପି ପଂଚୁ ବେହେରା, ଜା ଚଷା, ବା ନିଜିଗାଁ |
| ୧୧୫୪ | ରୟତି | ୫୧୪ | ତଇଳା | ୦.୪୪୦ | ୦.୧୩୦ | ମାୟାଧର ବେହେରା, ପି ପଂଚୁ ବେହେରା, ଜା ଚଷା, ବା ନିଜିଗାଁ |
| ୧୧୫୪ | ରୟତି | ୫୧୦ | ତଇଳା | ୦.୪୦୦ | ୦.୦୩୦ | ମାୟାଧର ବେହେରା, ପି ପଂଚୁ ବେହେରା, ଜା ଚଷା, ବା ନିଜିଗାଁ |
| ୧୧୭୩ | ରୟତି | ୬୪୧ | ଶାରଦ ଅଣଜଳସେଚିତ ଏକ | ୦.୮୦୦ | ୦.୧୪୦ | ମାନସ କୁମାର ପ୍ରଧାନ, ପି ଦିନବନ୍ଧୁ ପ୍ରଧାନ, ଜା ଚଷା, ବା ବାଲୁଙ୍ଗା, ଥା - ତାଳଚେର |
| ୧୧୭୩ | ରୟତି | ୬୪୩ | ଶାରଦ ଅଣଜଳସେଚିତ ତିନି | ୦.୧୬୦ | ୦.୦୩୦ | ମାନସ କୁମାର ପ୍ରଧାନ, ପି ଦିନବନ୍ଧୁ ପ୍ରଧାନ, ଜା ଚଷା, ବା ବାଲୁଙ୍ଗା, ଥାନା - ତାଳଚେର |
| ୧୧୯୪ | ରୟତି | ୧୪୦୫ | ଶାରଦ ଅଣଜଳସେଚିତ ଦୁଇ | ୦.୫୬୦ | ୦.୦୬୦ | ମୋଗଲ ଗୋାଏତ, ଶମ୍ଭୁଆ ଗୋାଏତ, ନେମ୍ବୁଆ ଗୋାଏତ, ପି ଦୁଃଖିଆ ଗୋାଏତ, ଫଗୁଆ ଗୋାଏତ, ପି ବନ୍ଧୁଆ ଗୋାଏତ, ଡମଣୀ ଗୋାଏତ, ସ୍ୱା ବନ୍ଧୁଆ ଗୋାଏତ, ଜା ହାଡି, ବା ନ ଜ ି ଗାଁ ି |
| ୧୩୬୧ | ରୟତି | ୧୧୫୮ | ଶାରଦ ଅଣଜଳସେଚିତ ଏକ | ୦.୨୦୦ | ୦.୦୪୦ | ଶଶି ସାମଲ, ପି କୁ ସାମଲ, ଜା କ୍ଷତ୍ର ିୟ, ବା ନ ଜ ି ଗାଁ ି |
| ୧୪୮୨ | ରୟତି | ୬୪୨ | ଶାରଦ ଅଣଜଳସେଚିତ ତିନି | ୦.୨୮୦ | ୦.୦୯୦ | ହାଡିବନ୍ଧୁ ସାମଲ, ପି ଭାଗିରଥି ସାମଲ, ଜା କ୍ଷତ୍ରିୟ, ବା ନିଜିଗାଁ |
| ୧୫୦୫/ ୪୫ | ରୟତି | ୧୪୦୪ | ଶାରଦ ଅଣଜଳସେଚିତ ତିନି | ୦.୫୮୦ | ୦.୦୪୦ | ଦିନବନ୍ଧୁ ପ୍ରଧାନ, ପି ନନ୍ଦ ପ୍ରଧାନ, ଜା ଚଷା, ବା ବୁଢାପଙ୍କ |
| ମୋଟ | ୩.୯୪୦ |
ରାଜ୍ୟପାଳଙ୍କ ଆଦେଶକ୍ରମେ
ଶ୍ରୀ ସିାର୍ଥ ଶଙ୍କର ସ୍ୱାଇଁ
ଜିଲ୍ଲାପାଳ, ଅନୁଗୋଳ
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 294—173+9