The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 225 CUTTACK, THURSDAY, FEBRUARY 1, 2024/MAGHA 12, 1945
ପୁରୀ ଜିଲ୍ଲାପାଳଙ୍କ, କାର୍ଯ୍ୟ।ଳୟ
ଘୋଷଣା
ବିଜ୍ଞପ୍ତି ସଂଖ୍ୟା ୯୩ / ତାରିଖ ୨୨.୦୧.୨୦୨୪
ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLA R&R) ର ଧାରା ୧୯ ର ଅଧ ିନିୟମ (୧) ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ, ଉକ୍ତ ଆଇନ ର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନ ର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ, ମୌଜା- ଉତ୍ତରାଶାସନ, ଥାନା-ପିପିଲି ନଂ- ୫୨, ତହସିଲ – ପିପିଲି , ଜିଲ୍ଲା-ପୁରୀ ରେ ନିମ୍ନସୁଚିତ "କ" ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ରାଜ୍ୟ ଯୋଜନାରେ ୩/୨00 କି.ମି. ଚେନେଜରେ ଧଉଳି-ସୁନ୍ଦରପଦା ବାଇପାସ ରାସ୍ତାରେ ଦୟା ନଦୀ ଉପରେ ଏଚ.ଏଲ. ବ୍ରିଜ ନିର୍ମାଣ" ନିମନ୍ତେ ଭୂ ମି ଅଧ ିଗ୍ରହଣ ଆବଶ୍ୟକ ହେଉଅଛି ।
ଏହି ଭୂ ମି ଅଧିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିଜ୍ଞପ୍ତି ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR&R Act, 2013) ର ଧାରା ୧୧(୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୧୦୬୩ ତା ୦୧.୦୮.୨୦୨୩ ରିଖ ରେ ପ୍ରକାଶିତ ହୋଇଅଛି । ଉକ୍ତ ବିଜ୍ଞପ୍ତି ପ୍ରଗତିବାଦୀ ରେ ତା ୦୯.୦୯.୨୦୨୩ ରିଖରେ ପ୍ରକାଶିତ ହୋଇଅଛି ।
2ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ ମୌଜା- ଉତ୍ତରାଶାସନ ଥାନା-ପିପିଲି ନଂ- ୫୨ ତହସିଲ – ପିପିଲି , ଜିଲ୍ଲା-ପୁରୀ ରେ କୌଣସି ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମିତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂ ପରେଖର ସାରମର୍ମ ସଂଲଗ୍ନ କରାଯାଇ ନାହି ଁ ।
ପୁନର୍ବାସ ଓ ଥଇଥାନ ଯୋଜନା ଏବଂ କ୍ଷତିପୂରଣ ସମ୍ବନ୍ଧୀୟ ତଥ୍ୟ ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟ।ଳୟରେ ଉପଲବ୍ଧ ଅଟେ । ଏହା ମଧ୍ୟ ଜିଲ୍ଲା ବେେସାଇଟ www.puri.nic.in ରେ ଏବଂ ରାଜ୍ୟ ସରକାରଙ୍କ ବେେସାଇଟ http://revenue.odisha.gov.in ସର୍ବସାଧାରଣଙ୍କ ଅବଲୋକନ ପାଇ ଁ ଅପଲୋଡ କରାଯାଇଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂ ମି ନକ୍ସା ଭୂ ଅର୍ଜନ ଅଧ ିକାରୀ,ପୁରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖ ିବାକୁ ମିଳିପାରିବ।
| ତଫସିଲ -କ ପ୍ରସ୍ତାବିତ ଭୂ ମି ଅଧିଗ୍ରହଣ ଅନୁସୂଚୀ | |||||||
| କ୍ର. ନଂ | ମୌଜାର ନାମ | ଖାତା ନଂ | ପ୍ଲଟ ନଂ | କ ିସମ | ମୋଟ ରକବା | ଅଧିଗ୍ରହଣ ରକବା | ଜମି ମାଲିକ ଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ୧ | ଉତ୍ତରାଶାସନ | ୯୧ | ୧୨ | ବିଆଳି ଦୋଫସଲି | ୦.୨୫୦ | ୦.୦୬୦ | ଶ୍ରା ଗୋପିନାଥ ଦେବ ବିଜେ - ନିଜଗ ଁା , :,ମାର୍ଫ ତ - ବା:, ଗୋବିନ୍ଦ ସ୍ୱାଇ ଁ ପି: ଯଦୁ ସ୍ୱାଇ ଁ ଜା: ବୟାଳିଶ ବା: ନଖାଉର ଥାନା - ଭ ୂ ବନେଶ୍ୱର ।,କିସ୍ମତ. ଟ0. ପାଞ୍ଚ ଅଣା ଚାରି ପାହି ବା:, ପହଲି ରାଉତ, ରାଜ ରାଉତ, ନଛମନ ରାଉତ ପି: ଉଦ୍ୟନାଥ ରାଉତ ଜା: ବୟାଳିଶ ବା: ନଖାଉର ଥାନା - ଭୂ ବନେଶ୍ୱର ।,କିସ୍ମତ. ଟ0. ପାଞ୍ଚ ଅଣା ଚାରି ପାହି ବା:, ସଦେଇ ରାଉତ, ଗଦେଇ ରାଉତ, କୁସୁନ ରାଉତ, ଗତି ରାଉତ ପି: କୁଞ୍ଜ ରାଉତ ଜା: ବୟାଳିଶ ବା: ନଖାଉର ଥାନା - ଭୂ ବନେଶ୍ୱର ।,କିସ୍ମତ. ଟ0. ପାଞ୍ଚ ଅଣା ଚାରି ପାହି ବା: |
| ୨ | ଉତ୍ତରାଶାସନ | ୬୬ | ୧୪ | ବିଆଳି ଦୋଫସଲି | ୦.୨୧୦ | ୦.୨୧୦ | ଶ୍ରୀ ଗୋପିନାଥ ଦେବ ବିଜେ - ନିଜଗ ଁା , :,ମାର୍ଫ ତ - ବା:, କ୍ଷେତ୍ରମଣି ପଣ୍ଡା ସ୍ୱା: ଘନଶ୍ୟାମ ପଣ୍ଡା ଜା: ବ୍ରାହ୍ମଣ ବା: ଜଗ୍ନାଥପୁର ପାଟଣା ଥାନା - ଭୂ ବନେଶ୍ୱର ।,କିସ୍ମତ. ଟ0. ପାଞ୍ଚ ଅଣା ଚାରି ପାହି ବା:, ସତ୍ୟଭାମା ପଣ୍ଡା ସ୍ୱା: ସନାତନ ପଣ୍ଡା ଜା: ବ୍ରାହ୍ମଣ ବା: ଜଗ୍ନାଥପୁର ପାଟଣା ଥାନା - ଭ ୂ ବନେଶ୍ୱର ।,କିସ୍ମତ. ଟ0. ପାଞ୍ଚ ଅଣା ଚାରି ପାହି ବା:, ଦଇତାରୀ ପଣ୍ଡା ପି: ହଟ ପଣ୍ଡା ଜା: ବ୍ରାହ୍ମଣ ବା: ଜଗ୍ନାଥପୁର ପାଟଣା ଥାନା - ଭ ୂ ବନେଶ୍ୱର ।,କିସ୍ମତ. ଟ0. ପାଞ୍ଚ ଅଣା ଚାରି ପାହି ବା: |
| ୩ | ଉତ୍ତରାଶାସନ | ୫ | ୧୫ | ବିଆଳି ଦୋଫସଲି | ୦.୨୦୦ | ୦.୦୪୦ | ଶ୍ରୀ ଗୋପିନାଥ ଦେବ ବିଜେ - ନିଜଗ ଁା , :,ମାର୍ଫ ତ - ବା:, ଅନାମ ସାହୁ ପି: ବାଇଧର ସାହୁ ଜା: ବୟାଳିଶ ବା: ନଖାଉର ଥାନା- ଭ ୂ ବନେଶ୍ୱର ।,କିସ୍ମତ. ଟ0. ଆଠ ଅଣା ବା:, ରାଜକିଶୋର ସ୍ୱାଇ ଁ ପି: ଭିକାରୀ ସ୍ୱାଇ ଁ ଜା: ବୟାଳିଶ ବା: ନଖାଉର ଥାନା- ଭୂ ବନେଶ୍ୱର ।,କିସ୍ମତ. ଟ0. ଆଠ ଅଣା ବା: |
| ୪ | ଉତ୍ତରାଶାସନ | ୪ | ୧୬ | ବିଆଳି ଦୋଫସଲି | ୦.୧୫୦ | ୦.୦୧୦ | ଶ୍ରୀ ଅନାମ ସାହୁ ପି- ବାଇଧର ସାହୁ ବା- ନଖାଉର ଥାନା – ଭୁ ବନେଶ୍ୱର କିସ୍ମତ ଟ0. ଆଠ ଅଣା ବା- ରାଜକିଶୋର ସ୍ୱାଇ ଁ ପି- ଭ ିକାରୀ ସ୍ୱାଇ ଁ ବା -ନଖାଉର ଥାନା – ଭ ୁ ବନେଶ୍ୱର କିସ୍ମତ ଟ0. ଆଠ ଅଣା |
| ମୋଟ | ୦.୮୧୦ | ୦.୩୨୦ |
ତଫସିଲ -ଖ
(ପୁନର୍ବାସ ନିମିତ୍ତ ଚିହ୍ନଟ ଭୂ ମି ଅନୁସୂଚି )
| ମୌଜାର ନାମ | ଗ୍ରାମାଞ୍ଚଳ / ସହରାଞ୍ଚଳ | ଖାତା ନଂ | ପ୍ଲଟ ନଂ | କିସମ | ପ୍ଲଟ ର ମୋଟ ରକବା | ପୁନର୍ବାସ ନିମିତ୍ତ ଚିହ୍ନଟ ଜମିର ରକବା | ରୟତଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ପ୍ରଯୁଜ୍ୟ ନୁହେ ଁ |
ଅଧୁସୂଚନାର ବୈଧ ତାରିଖ : ୦୮.୦୯.୨୦୨୪
ରାଜ୍ୟପାଳଙ୍କ ଆଦେଶକ୍ରମେ ସମର୍ଥ ବର୍ମା ଜିଲ୍ଲାପାଳ, ପୁରୀ
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2435—173+9