Servants of Knowledge
Odisha Gazette · Government of Odisha

Odisha Gazette, No. 271, 06 February 2024

Published 06 February 2024

Department
Revenue & Disaster Management
Type
Extraordinary
Gazette no.
271
Notification no.
248
Notification Date
30-01-2024
Identifier
in.gazette.odisha_govpress.2024-02-06.Extraordinary_271
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 271 CUTTACK, TUESDAY, FEBRUARY 6, 2024/MAGHA 17, 1945

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଘୋଷଣା

The 30th January 2024

No. 248(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱତା ଆଇନ ୨୦୧୩ (RFCTLAR & R Act, 2013)ର ଧାରା ୧୯ ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳ ରାୟଗଡା ଦ୍ୱାରା ପ୍ରଦତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା ତାଣ୍ଡିପୁର ଥାନା ରାୟଗଡା ନଂ-୫୨ ତହସିଲ କୋଲନରା, ଜିଲ୍ଲା ରାୟଗଡା ରେ ନିମ୍ନ ସୂଚୀତ କ ତଫସିଲ ଜମି ଏ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା କୋରାପୁଟ – ସିଙ୍ଗାପୁର ରୋଡ ଦୋହରୀକରଣ ରେଳପଥ ପ୍ରକଳ୍ପ ନିର୍ମାଣ ନିମନ୍ତେ ପ୍ରାୟ ଏ.୩.୭୭୮ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

ଏହି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିପ୍ତି ନ୍ୟାୟଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ୨୦୧୩ (RFCTLAR & R Act, 2013)ର ଧାରା ୧୧ (୧) ଅନୁଯାୟୀ ବିପ୍ତି ସଂଖ୍ୟା 1219-XXXI-07/2023 ତା .୦୬.୦୫.୨୦୨୩ ରିଖରେ ପ୍ରକାଶିତ ହୋଇଅଛି ।

ପୁନ ଏହା ଘୋଷଣା କରାଯାଉଅଛି ଯେ ମୌଜା ତାଣ୍ଡିପୁର ଥାନ ରାୟଗଡା ନଂ-୫୨ ତହସିଲ କୋଲନରା, ଜିଲ୍ଲା ରାୟଗଡା ରେ କୌଣସି ବିସ୍ଥାପତି ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୁପରେଖାର ସାରମର୍ମ ସଂଲଗ୍ନ କରାଯାଇନାହିଁ ।

ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ଯୋଜନା ପ୍ରକାଶନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ www.Rayagada.nic.in ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ http://revenue.odisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ କରାଯାଇଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମିର ନକ୍ସା ଭୂ-ଅର୍ଜନ ଅଧିକାରୀ, କୋଲନରା, ଜିଲ୍ଲା ରାୟଗଡା କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।

2

ତଫସିଲ –କ

(ପ୍ରସ୍ତାବିତ ଭୁମି ଅଧିଗ୍ରହଣ -ଅନୁସୂଚୀ)

ଜିଲ୍ଲା- ରାୟଗଡା ତହସିଲ - କୋଲନରା

ଗ୍ରାମର ନାମ ଗ୍ରାମାଅଂଚଳ / ସହରାଂଚଳ ଖାତା ନଂ ପ ୍ଲ ଟ ନଂ କ ସମ ି ପ୍ଲଟର ମୋଟ ରକବା ଅଧିସୂଚିତ ଜମିର ରକବା ରୟତିଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ତାଣ୍ଡିପୁର ଗ୍ରାମାଅଂଚଳ ଏଥିସହିତ ସଂଲଗ୍ନ ଅଛି ଏଥିସହିତ ସଂଲଗ୍ନ ଅଛି ଏଥିସହିତ ସଂଲଗ୍ନ ଅଛି ୨୫.୧୪୦ ୩.୭୭୮ ଏଥିସହିତ ସଂଲଗ୍ନ ଅଛି

ଅଧିସୂଚନାର ବୈଧ ତାରିଖ –

ବ୍ୟକ୍ତିଗତ ଜମି

କ ୍ର ମ ି କ ନ ଂ ୧ ୨ ୩ ୪ ୫ ୬ ୭ ୮
ଖତିୟାନ ନଂ ପ ୍ଲ ଟ ନଂ ମୌଜା ଗ ୍ର ।.ପ ରକବା ଅଧିଗ୍ରହଣ ରକବା କିସମ ଅଭିଲିଖିତ ରୟତ ନାମ
1 ୮ ୩୩୯ ତାଣ୍ଡିପୁର ଦ ନ୍ଦ ୁ ୁଲି ୧.୯୯୦ ୦.୧୫୩ ଡଙ୍ଗର ତ ନ ି ି ପୁଲାକା ଦୋରା, ପୁଲାକା ବିଶୁ, ପୁଲାକା ଯୋଗୀ ପି-ପୁଲାକା ଜଙ୍ଗମାୟା
2 ୩୪୫ ତାଣ୍ଡିପୁର ଦ ନ୍ଦ ୁ ୁଲି ୩.୧୬୦ ୦.୧୨୬ ଡଙ୍ଗର ତ ନ ି ି
3 ୧୦ ୩୫୬ ତାଣ୍ଡିପୁର ଦ ୁ ନ୍ଦ ୁଲି ୨.୫୯୦ ୦.୩୨୨ ଡଙ୍ଗର ତ ନ ି ି ପ ଲକା ବୁରୁଜା, ପି-ପୁଲକା ଦିନବନ୍ଧୁ ୁ
4 ୧୫ ୩୫୯ ତାଣ୍ଡିପୁର ଦ ୁ ନ୍ଦ ୁଲି ୦.୩୦୦ ୦.୦୮୮ ଡଙ୍ଗର ତ ନ ି ି ପୋଲ କାମରୋ ପି-ପୋଲକା ଦାଲବକୁ, ପୋଲକା ଆସୁ, ପିୃପୋଲକା ବାଟୁ, ପୋଲକା ଇଲାଇ ସ୍ୱା-ପୋଲକା ବୋଡା
5 ୩୫୫ ତାଣ୍ଡିପୁର ଦ ୁ ନ୍ଦ ୁଲି ୦.୯୪୦ ୦.୦୫୩ ଡଙ୍ଗର ତ ନ ି ି
6 ୨୩/ ୧ ୩୬୯ ତାଣ୍ଡିପୁର ଦ ୁ ନ୍ଦ ୁଲି ୧.୭୧୦ ୦.୧୯୯ ଡଙ୍ଗର ତ ନ ି ି କୌଶଲ୍ୟା ଶିବନାଥ, ପି-କୌଶଲ୍ୟା ଭିକା, କୌଶଲ୍ୟା କାମସୁଲା, ସ୍ୱା- କୌଶଲ୍ୟା ଭିକା
7 ୨୩/ ୦୪ ୩୬୦ ତାଣ୍ଡିପୁର ଦ ୁ ନ୍ଦ ୁଲି ୨.୮୪୦ ୦.୨୯୯ ଡଙ୍ଗର ତ ନ ି ି ମ ତା ସୂର୍ଯ୍ୟନାରାୟଣ ପି-ମୁତା ଆପୁଡୁ ୁ
8 ୩୩୧ ତାଣ୍ଡିପୁର ଦ ୁ ନ୍ଦ ୁଲି ୧.୦୦୦ ୦.୧୯୪ ଡଙ୍ଗର ଦ ଇ ୁ
9 ୨୩/ ୫୧ ୩୩୪ ତାଣ୍ଡିପୁର ଦ ୁ ନ୍ଦ ୁଲି ୩.୨୫୦ ୦.୪୪୧ ଡଙ୍ଗର ଦ ଇ ୁ ସ ନୀଲ କୁମାର ବେଉରିଆ ପି- ୁ ରାଧାଶ୍ୟାମ ବେଉରିଆ
10 ୨୩/ ୫୪ ୩୬୨ ତାଣ୍ଡିପୁର ଦ ୁ ନ୍ଦ ୁଲି ୨.୯୩୦ ୦.୦୨୬ ଡଙ୍ଗର ତ ନ ି ି ଜଗନ୍ନାଥ ରଥ ପି-ବସନ୍ତ କୁମାର ରଥ
11 ୨୩/ ୪୦୪ ୩୪୮/ ୭୩୯ ତାଣ୍ଡିପୁର ଦ ୁ ନ୍ଦ ୁଲି ୦.୧୮୦ ୦.୧୮୦ ଡଙ୍ଗର ତ ନ ି ି ତବା ପୁଲାକା ପି-ଆଶୁ ପୁଲାକା
12 ୨୩/ ୪୦୭ ୩୪୮/ ୭୬୦ ତାଣ୍ଡିପୁର ଦ ୁ ନ୍ଦ ୁଲି ୦.୪୫୦ ୦.୪୫୦ ଡଙ୍ଗର ତ ନ ି ି ଡାଳବନ୍ଧୁ ପୁଲାକା ପି-ଆଶୁ ପୁଲାକା
13 ୨୩/ ୪୦୮ ୩୪୮ ତାଣ୍ଡିପୁର ଦ ୁ ନ୍ଦ ୁଲି ୦.୨୮୦ ୦.୨୮୦ ଡଙ୍ଗର ତ ନ ି ି ଜଗବନ୍ଧୁ ପୁଲାକା ପି-ଆଶୁ ପୁଲାକା
14 ୨୩/ ୧୩ ୩୧୮ ତାଣ୍ଡିପୁର ଦ ୁ ନ୍ଦ ୁଲି ୦.୮୦୦ ୦.୨୮୦ ଡଙ୍ଗର ଦ ଇ ୁ ସାହୁକାର ଜର୍ନାର ପି-ସାହୁକାର ଫକିର
15 ୨୩/ ୯୫ ୩୧୮/ ୪୫୮ ତାଣ୍ଡିପୁର ଦ ୁ ନ୍ଦ ୁଲି ୧.୫୦୦ ୦.୧୫୫ ଡଙ୍ଗର ଦ ଇ ୁ ପେଦେଣି ନରସିଙ୍ଗ ପି- ପେଦେଣି ଫକିର
16 ୨୩/ ୧୪୮ ୩୧୮/ ୫୦୬ ତାଣ୍ଡିପୁର ଦ ୁ ନ୍ଦ ୁଲି ୦.୮୭୦ ୦.୧୮୨ ଡଙ୍ଗର ଦ ଇ ୁ ହ ମିରିକା ରୁପକ ପି-ହିମିରିକା ମଦନ ି
17 ୨୩/ ୩୮୦ ୩୬୪ ତାଣ୍ଡିପୁର ଦ ୁ ନ୍ଦ ୁଲି ୦.୩୫୦ ୦.୩୫୦ ଡଙ୍ଗର ତ ନ ି ି ଚନ୍ଦ୍ରଧ୍ୱଜ ରଥ ପି-ବସନ୍ତ କୁମାର ରଥ
ମୋଟ ଏ ୨୫.୧୪୦ ୩.୭୭୮
3

ରାଜ୍ୟପାଳଙ୍କ ଆଦେଶକ୍ରମେ

ସ୍ୱଧା ଦେବ ସିଂ

ଜିଲ୍ଲାପାଳ, ରାୟଗଡ଼ା

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2481—173+9

Cite this issue. Odisha Gazette, Government of Odisha, 06 February 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-02-06.Extraordinary_271/. Archive identifier in.gazette.odisha_govpress.2024-02-06.Extraordinary_271.