Servants of Knowledge
Odisha Gazette · Government of Odisha

Odisha Gazette, No. 272, 06 February 2024

Published 06 February 2024

Department
Revenue & Disaster Management
Type
Extraordinary
Gazette no.
272
Notification no.
254
Notification Date
30-01-2024
Identifier
in.gazette.odisha_govpress.2024-02-06.Extraordinary_272
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 272 CUTTACK, TUESDAY, FEBRUARY 6, 2024/MAGHA 17, 1945

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଘୋଷଣା

The 30th January 2024

No. 254(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱତା ଆଇନ ୨୦୧୩ (RFCTLAR & R Act, 2013)ର ଧାରା ୧୯ ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳ ରାୟଗଡା ଦ୍ୱାରା ପ୍ରଦତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା ରେଗେଡାଗୁଡା ଥାନା ରାୟଗଡା ନଂ- ୪୫ ତହସିଲ କୋଲନରା, ଜିଲ୍ଲା ରାୟଗଡା ରେ ନିମ୍ନ ସୂଚୀତ କ ତଫସିଲ ଜମି ଏ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା କୋରାପୁଟ – ସିଙ୍ଗାପୁର ରୋଡ ଦୋହରୀକରଣ ରେଳପଥ ପ୍ରକଳ୍ପ ନିର୍ମାଣ ନିମନ୍ତେ ପ୍ରାୟ ଏ. ୦.୪୧୯ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

ଏହି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିପ୍ତି ନ୍ୟାୟଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ୨୦୧୩ (RFCTLAR & R Act, 2013)ର ଧାରା ୧୧ (୧) ଅନୁଯାୟୀ ବିପ୍ତି ସଂଖ୍ୟା 1213-XXXI-06/2023 ତା ୦୬.୦୫.୨୦୨୩ ରିଖରେ ପ୍ରକାଶିତ ହୋଇଅଛି ।

ପୁନ ଏହା ଘୋଷଣା କରାଯାଉଅଛି ଯେ ମୌଜା ରେଗେଡାଗୁଡା ଥାନ ରାୟଗଡା ନଂ-୪୫ ତହସିଲ କୋଲନରା, ଜିଲ୍ଲା ରାୟଗଡା ରେ କୌଣସି ବିସ୍ଥାପତି ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୁପରେଖାର ସାରମର୍ମ ସଂଲଗ୍ନ କରାଯାଇନାହିଁ ।

ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ଯୋଜନା ପ୍ରକାଶନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ www.Rayagada.nic.in ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ http://revenue.odisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ କରାଯାଇଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମିର ନକ୍ସା ଭୂ-ଅର୍ଜନ ଅଧିକାରୀ, କୋଲନରା, ଜିଲ୍ଲା ରାୟଗଡା କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ । 2

ତଫସିଲ –କ

(ପ୍ରସ୍ତାବିତ ଭୁମି ଅଧିଗ୍ରହଣ -ଅନୁସୂଚୀ)

ଜିଲ୍ଲା- ରାୟଗଡା ତହସିଲ - କୋଲନରା

ଗ୍ରାମର ନାମ ଗ୍ରାମାଅଂଚଳ / ସହରାଂଚଳ ଖାତା ନଂ ପ ୍ଲ ଟ ନଂ କ ସମ ି ପ୍ଲଟର ମୋଟ ରକବା ଅଧିସୂଚିତ ଜମିର ରକବା ରୟତିଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ତାଣ୍ଡିପୁର ଗ୍ରାମାଅଂଚଳ ଏଥିସହିତ ସଂଲଗ୍ନ ଅଛି ଏଥିସହିତ ସଂଲଗ୍ନ ଅଛି ଏଥିସହିତ ସଂଲଗ୍ନ ଅଛି ୧.୬୩୦ ୦.୪୧୯ ଏଥିସହିତ ସଂଲଗ୍ନ ଅଛି

ଅଧିସୂଚନାର ବୈଧ ତାରିଖ –

ବ୍ୟକ୍ତିଗତ ଜମି

କ ୍ର ମ ି କ ନ ଂ ୧ ୨ ୩ ୪ ୫ ୬ ୭ ୮
ଖତିୟାନ ନଂ ପ ୍ଲ ଟ ନଂ ମୌଜା ଗ୍ରା.ପ ରକବା ଅଧିଗ୍ରହଣ ରକବା କ ି ସମ ଅଭିଲିଖିତ ରୟତ ନାମ
1 ୩/୪ ୧/୩୪ ରେଗେଡା ଗୁଡା ଗାଡିଶେଷଖାଲ ୧.୦୦୦ ୦.୪୧୪ ଡଙ୍ଗର ତିନି ହିକକା କାମେୟା ପି-ହିକକା ସୁରୁ
2 ୩/୮ ୧/୩୮ ରେଗେଡା ଗୁଡା ଗାଡିଶେଷଖାଲ ୦.୬୩୦ ୦.୦୦୫ ଡଙ୍ଗର ତିନି କିଲିକା ଚିନା ପି-କିଲିକା ଲାଛେୟା
ମୋଟ ଏ ୧.୬୩୦ ୦.୪୧୯

ରାଜ୍ୟପାଳଙ୍କ ଆଦେଶକ୍ରମେ

ସ୍ୱଧା ଦେବ ସିଂ

ଜିଲ୍ଲାପାଳ, ରାୟଗଡ଼ାPrinted and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2482—173+9

Cite this issue. Odisha Gazette, Government of Odisha, 06 February 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-02-06.Extraordinary_272/. Archive identifier in.gazette.odisha_govpress.2024-02-06.Extraordinary_272.