Servants of Knowledge
Odisha Gazette · Government of Odisha

Odisha Gazette, No. 273, 06 February 2024

Published 06 February 2024

Department
Revenue & Disaster Management
Type
Extraordinary
Gazette no.
273
Notification no.
264
Notification Date
31-01-2024
Identifier
in.gazette.odisha_govpress.2024-02-06.Extraordinary_273
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 273 CUTTACK, TUESDAY, FEBRUARY 6, 2024/MAGHA 17, 1945

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଘୋଷଣା

The 31st January 2024

No. 264(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱତା ଆଇନ ୨୦୧୩ (RFCTLAR & R Act, 2013)ର ଧାରା ୧୯ ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳ ରାୟଗଡା ଦ୍ୱାରା ପ୍ରଦତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା ଅଣାମଡା ଥାନା (cid:251)(cid:282)(cid:387)(cid:283)(cid:273)(cid:283) ନଂ-୫୧ ତହସିଲ କୋଲନରା, ଜିଲ୍ଲା ରାୟଗଡା ରେ ନିମ୍ନ ସୂଚୀତ କ ତଫସିଲ ଜମି ଏ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା କୋରାପୁଟ – ସିଙ୍ଗାପୁର ରୋଡ ଦୋହରୀକରଣ ରେଳପଥ ପ୍ରକଳ୍ପ ନିର୍ମାଣ ନିମନ୍ତେ ପ୍ରାୟ ଏ. ୦.୪୧୯ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

ଏହି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିପ୍ତି ନ୍ୟାୟଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ୨୦୧୩ (RFCTLAR & R Act, 2013)ର ଧାରା ୧୧ (୧) ଅନୁଯାୟୀ ବିପ୍ତି ସଂଖ୍ୟା 1225-XXXI-08/2023 ତା ୦୬.୦୫.୨୦୨୩ ରିଖରେ ପ୍ରକାଶିତ ହୋଇଅଛି ।

ପୁନ ଏହା ଘୋଷଣା କରାଯାଉଅଛି ଯେ ମୌଜା ଅଣାମଡା ଥାନ (cid:251)(cid:282)(cid:387)(cid:283)(cid:273)(cid:283) ନଂ-୫୧ ତହସିଲ କୋଲନରା, ଜିଲ୍ଲା ରାୟଗଡା ରେ କୌଣସି ବିସ୍ଥାପତି ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୁପରେଖାର ସାରମର୍ମ ସଂଲଗ୍ନ କରାଯାଇନାହିଁ ।

ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ଯୋଜନା ପ୍ରକାଶନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ www.Rayagada.nic.in ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ http://revenue.odisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ କରାଯାଇଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମିର ନକ୍ସା ଭୂ-ଅର୍ଜନ ଅଧିକାରୀ, କୋଲନରା, ଜିଲ୍ଲା ରାୟଗଡା କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।

2

ତଫସିଲ –କ

(ପ୍ରସ୍ତାବିତ ଭୁମି ଅଧିଗ୍ରହଣ -ଅନୁସୂଚୀ)

ଜିଲ୍ଲା- ରାୟଗଡା ତହସିଲ - କୋଲନରା

ଗ ୍ର ।ମର ନାମ ଗ୍ରାମାଅଂଚଳ / ସହରାଂଚଳ ଖାତା ନଂ ପ ୍ଲ ଟ ନଂ କ ସମ ି ପ୍ଲଟର ମୋଟ ରକବା ଅଧିସୂଚିତ ଜମିର ରକବା ରୟତିଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ତାଣ୍ଡିପୁର ଗ ।ମାଅଂଚଳ ୍ର ଏଥିସହିତ ସଂଲଗ୍ନ ଅଛି ଏଥିସହିତ ସଂଲଗ୍ନ ଅଛି ଏଥିସହିତ ସଂଲଗ୍ନ ଅଛି ୨୬.୬୫୬ ୨.୧୦୪ ଏଥିସହିତ ସଂଲଗ୍ନ ଅଛି

ଅଧିସୂଚନାର ବୈଧ ତାରିଖ –

ବ୍ୟକ୍ତିଗତ ଜମି

କ ୍ର ମ ି କ ନ ଂ ୧ ୨ ୩ ୪ ୫ ୬ ୭ ୮
ଖତିୟାନ ନଂ ପ ୍ଲ ଟ ନଂ ମୌଜା ଗ ୍ର ।.ପ ରକବା ଅଧିଗ୍ରହଣ ରକବା କ ି ସମ ଅଭିଲିଖିତ ରୟତ ନାମ
1 ୪ ୨୮୬ ଅଣାମଡା ଦ ୁ ନ୍ଦ ୁଲି ୧.୧୦୦ ୦.୦୯୬ ଡଙ୍ଗର ତ ନ ି ି ହ ି ମିରିକା କୁସୁନୁ ପି-ହିମିରିକା ସାଙ୍ଗାନା, ହ ି ମିରିକା ନିଲ୍ଲା, ପ ି -ହିମିରିକା କ ୁ ସୁନୁ, ହ ି ମିରିକା ସାବନା ପି-ହିମିରିକା ବିଶ୍ୱମ୍ବର, ହ ି ି ି ମିରିକା ବିଶି, ହିିମିରିକା ନାଇକାନା ପି- ହ ମିରିକା ଡମ୍ବୁରୁ, ି ହିମିରିକା ରାଇସିଙ୍ଗ, ହିମିରିକା ଆନେୟା ପି-ହିମିରିକା ଜେଙ୍ଗାମା
2 ୩୩ ୨୮୧ ଅଣାମଡା ଦ ୁ ନ୍ଦ ୁଲି ୧.୧୫୦ ୦.୦୦୯ ଡଙ୍ଗର ତ ନ ି ି ହ ି ି ମିରିକା ମୁଗୁରି ପି-ହିମିରିକା ଭଟୁଣା
3 ୪୯/ ୧୯୮ ୨୮୨ ଅଣାମଡା ଦ ୁ ନ୍ଦ ୁଲି ୩.୫୩୦ ୦.୩୧୧ ଡଙ୍ଗର ତ ନ ି ି ଜଷ୍ଟି ସତ୍ୟପ୍ରକାଶ ପି-ଜଷ୍ଟି ନାଗେଶ୍ୱର ରାଓ
4 ୪୯/ ୨୫ ୨୯୮ ଅଣାମଡା ଦ ୁ ନ୍ଦ ୁଲି ୪.୪୧୦ ୦.୦୫୧ ଡଙ୍ଗର ତ ନ ି ି ସୁବାଳା ରାମୁଡ ୁଆମା ସ୍ୱା-ସୁବାଳା ଆପାଲାସ୍ୱାମୀ
5 ୪୯/ ୬୧ ୨୯୪ ଅଣାମଡା ଦ ୁ ନ୍ଦ ୁଲି ୩.୩୭୦ ୦.୨୯୩ ଡଙ୍ଗର ତ ନ ି ି ହ ମିରିକା ପୁଲସିଙ୍ଗ ପି-ସିତାରାମ ହିମିରିକା ି
6 ୪୯/ ୬୬ ୨୯୫ ଅଣାମଡା ଦ ୁ ନ୍ଦ ୁଲି ୨.୪୦୦ ୦.୩୨୭ ଡଙ୍ଗର ତ ନ ି ି ହ ି ମିରିକା ନାରିଆ ପି-ହିମିରିକା ପାପାନା, ହ ି ମିରିକା ବୁଲୁକା ପି-ହିମିରିକା ବୁଦୁରା
7 ୪୯/ ୧୧୨ ୨୯୬ ଅଣାମଡା ଦ ୁ ନ୍ଦ ୁଲି ୪.୩୦୦ ୦.୧୬୯ ଘରବା ରି ପୁନମ ପ୍ରଭାବତି ସ୍ୱା-ପୁନମ ନାଗେଶ୍ୱର ରାଓ
8 ୪୯/ ୧୮୮ ୨୯୭ ଅଣାମଡା ଦ ୁ ନ୍ଦ ୁଲି ୨.୨୫୦ ୦.୧୭୭ ଘରବା ରି ପୋନମ ଅରୁଣ ଚୌଧୁରୀ ପି-ପୋନମ ନାଗେଶ୍ୱର ରାଓ
9 ୪୯/ ୧୯୭ ୨୯୨/ ୪୮୧ ଅଣାମଡା ଦ ୁ ନ୍ଦ ୁଲି ୪.୧୪୬ ୦.୬୭୧ ଡଙ୍ଗର ତ ନ ି ି କେ ଦେବୀ ପ୍ରସାଦ ଚୌଧୁରୀ ପି-ରାମ ଚନ୍ଦ୍ର ଚୌଧୁରୀ, କୋପଲା ଦିନେଶ କୁମାର ପି- ମିନା ରାଓ, ଟେକି ପ୍ରଶନ୍ନ କୁମାର ପି-ଟେକି ବାବୁରାଓ
ମୋଟ ଏ ୨୬.୬୫୬ ୨.୧୦୪
3

ରାଜ୍ୟପାଳଙ୍କ ଆଦେଶକ୍ରମେ

ସ୍ୱଧା ଦେବ ସିଂ

ଜିଲ୍ଲାପାଳ, ରାୟଗଡ଼ା

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2483—173+9

Cite this issue. Odisha Gazette, Government of Odisha, 06 February 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-02-06.Extraordinary_273/. Archive identifier in.gazette.odisha_govpress.2024-02-06.Extraordinary_273.