The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 362 CUTTACK, TUESDAY, FEBRUARY 20, 2024/FALGUNA 1, 1945
ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
File No. 28 Dated 13-02-2024
ଯେହେତୁ ଓଡିଶା ସରକାରଙ୍କୁ ପ୍ରତୀତ ହେଉଅଛି କି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ
ମାଲକାନଗିରି ଜିଲ୍ଲାର ଜୟପୁର ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗିକରଣ ପ୍ରକଳ୍ପର
ନିର୍ମାଣ ନିମନ୍ତେ ସରକାର (Appropriate Government) ସରକାରୀ ବ୍ୟୟରେ ମୌଜା - ବସନ୍ତପୁର, ଥାନା-ମାଲକାନଗିରି ନଂ-୧୨୨, ତହସିଲ-ମାଲକାନଗିରି, ଜିଲ୍ଲା- ମାଲକାନଗିର ରେ ନିମ୍ନ ତଫସିଲ ମତେ ପ୍ରାୟ ଏ. ୯.୦୩୪୬ ଡି. ଭୂମି ଅର୍ଜନ କରିବା ଆବଶ୍ୟକ ହେଉଅଛି
ତେଣୁ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ
ସ୍ୱତା ଆଇନ,୨୦୧୩ ( RFCTLAR &R Act, 2013) ର ୧୧(୧) ଧାରା ରେ ଭାରପ୍ରାପ୍ତ
ହୋଇ ସରକାର (Appropriate Government) ଏତଦ୍ୱାରା ନିମ୍ନ ଅନୁସୁଚୀ ରେ ପ୍ରଦତ୍ତ ଜମି
ଅଧିଗ୍ରହଣ ପାଇଁ ପ୍ରାରମ୍ଭିକ ଅଧିସୂଚନା ଜାରି କରାଯାଉଛି
ନ୍ୟାୟ୍ୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ
ସ୍ୱତା ଆଇନ, ୨୦୧୩ ୧୧(୧) ଧାରା ଅନୁଯାୟୀ ଘୋଷିତ ଏହି ପ୍ରାରମ୍ଭିକ ଅଧିସୁଚନାଟି ଏଥି
ସହିତ ସମ୍ପୃକ୍ତ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ଅଟେ
ଯଦି ସମ୍ପୃକ୍ତ ଜମିର କୌଣସି ସ୍ୱତ୍ୱାଧିକାରୀ / ଜମି ମାଲିକ ଭୂମୀ ଅଧିଗ୍ରହଣ ଅଧିସୁଚନା
ସମ୍ପର୍କିତ ଅଧିସୂଚୀତ ଜମିର ଉପଯୋଗିତା, ରକବା ଏବଂ ସାର୍ବଜନିନ ଉଦ୍ଦେଶ୍ୟରେ ଓୌଚିତ୍ୟ
ବିଷୟରେ କୌଣସି ଆପତ୍ତି ଥାଏ, ସେ ଉକ୍ତ ପ୍ରାରମ୍ଭିକ ଅଧିସୁଚନା ପ୍ରକାଶନର ୬୦ ଦିନ ମଧ୍ୟରେ
ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଆକାରରେ ଅଭିୖୖଯୋଗ କରିପାରିବେ
2ପ୍ରକଳ୍ପ ସମ୍ଭନ୍ଧୀୟ ବିବରଣୀ
୧-ସାର୍ବଜନୀନ ଉଦ୍ଦେଶ୍ୟରେ ସ୍ୱରୁପ ଜୟପୁର ମାଲକାନଗିରି ନୂତନ ଓସାରିଆ ରେଳ
ସଂଯୋଗିକରଣ ପ୍ରକଳ୍ପ ନିର୍ମାଣ ନିମନ୍ତେ
୨-ଜମି ଆବଶ୍ୟକ କରୁଥିବା ସଂସ୍ଥାର ନାମ-ଉପ ମୁଖ୍ୟଯୀ (ନିର୍ମାଣ),ପୁର୍ବତଟ
ରେଳପଥ କୋରାପୁଟ
୩-କ୍ଷତିଗ୍ରସ୍ତ ଲୋକଙ୍କ ବିସ୍ଥାପନ ଆବଶ୍ୟକତାର କାରଣ – ସାର୍ବଜନୀନ ଉଦ୍ଦେଶ୍ୟରେ-
ଜୟପୁର ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗିକରଣ ପ୍ରକଳ୍ପ ନିର୍ମାଣ
ନିମନ୍ତେ କାର୍ଯ୍ୟକାରି କରିବା
୪-ସାମାଜିକ ପ୍ରଭାବ ମୂଲ୍ୟାୟନର ସାରାଂଶ ସଂଲଗ୍ନ କରାଗଲା
୫-ପୂନର୍ବାସ ଓ ଥଇଥାନ ପାଇଁ ନିଯୁକ୍ତ ପ୍ରଶାସକଙ୍କ ବିବରଣୀ-ଉପ ଜିଲ୍ଲାପାଳ,
ମାଲକାନଗିରି
୬-ଜମିର ବିବରଣୀ-
| ଜ ି ଲ୍ଲା | ତହସିଲ | ଗ ୍ର ।ମାଞ୍ଚଳ | ଗ ।ମାଞ୍ଚଳ / ୍ର ସହରାଞ୍ଚଳ | ଖାତା ନଂ | ପଟ୍ ନଂ | ପ ଟ୍ ର ମୋଟ ରକବା | ଅଧିସୁଚୀତ ଜମିର ରକବା | ରୟତ୍ ର ନାମ |
| ଏଥିସହିତ ସଂଲଗ୍ନ କରାଗଲା |
ଉକ୍ତ ଅଧିସୂଚୀତ ଜମି ରକବା ମଧ୍ୟରୁ NIL ସଂରକ୍ଷିତ ସରକାରୀ ଜମି ପ୍ରତିବଦଳ ପାଇଁ
ଉିଷ୍ଟ
ଉକ୍ତ ଭୂମିର ଏକ ନକ୍ସା ସ୍ୱତ ଭୂ-ଅର୍ଜନ ଅଧିକାରୀ ଜୟପୁର-ମାଲକାନଗିରି ନୂତନ
ଓସାରିଆ ରେଳ ସଂଯୋଗିକରଣ ପ୍ରକଳ୍ପ ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟଦିବସ ମାନଙ୍କରେ
ଦେଖିବାକୁ ମିଳିପାରିବ
ଉକ୍ତ ଅଧିସୁଚନା ଅନ୍ତର୍ଭୁକ୍ତ କୌଣସି ଜମିର କ୍ରୟ ବିକ୍ରୟ, ହସ୍ତାନ୍ତର (ଦେଣ ନେଣ) କିମ୍ବା
ଦାୟ ସୃଷ୍ଟି ମାଲକାନଗିରି ଜିଲ୍ଲାପାଳଙ୍କ ପୂର୍ବାନୁମୋଦନ ବିନା କରାଯାଇପାରିବ ନାହିଁ
3| ଭ ମ ୁ ଅନୁସୁଚି ି | |||||
| ମୌଜା-ବସନ୍ତପୁର ଥାନା-ମାଲକାନଗିରି ନଂ-୧୨୨, ତହସିଲ-ମାଲକାନଗିରି, ଜିଲ୍ଲା-ମାଲକାନଗିରି | |||||
| ଜୟପୁର-ମାଲକାନଗିରି ନୁତନ ଓସାରିଆ ରେଳପଥ ପ୍ରକଳ୍ପ, ଜୟପୁର ନିର୍ମାଣ ନିମନ୍ତେ | |||||
| ଖାତା ନଂ | ପ ଟ ନଂ ୍ଲ | ମୋଟ ରକବା (ଏକର) | .ଅଧିଗ୍ରହଣ ରକବା (ଏକର) | କିସମ | ରୟତଙ୍କ ନାମ |
| ୫୭ | ୭୨୪/୭୬୦ | ୦.୦୮୧୫ | ୦.୦୮୧୫ | ଧାନ ଦୁଇ | ମୋନିତାରା ବୈରାଗି ପି-କାଳି ଚରଣ ବୈରାଗି ଜା-ନମଶୁଦ୍ର ବା-ନିଜଗାଁ |
| ୭୯/୭୮୭ | ୭୧୫/୧୪୬୧/୧୫୧୯ | ୧.୦୦୦୮ | ୦.୭୬ | ଘରବାରି | ଅଜିତ କୁମାର ପାଢି ପି-ରାଘବ ପାଢି ଜା-ବ୍ରାହ୍ମଣ ବା-ପୁରୁଣା ପୋଷ୍ଟ ଅଫିସ ସାହି, ମାଲକାନଗିରି, ଦୁର୍ଗ ପ୍ରସାଦ ପନାୟକ ପି-ପ୍ରକାଶ ଚନ୍ଦ୍ର ପନାୟକ ଜା-କରଣ ବା-ଦୁର୍ଗାଗୁଡି ସାହି, ମାଲକାନଗିରି, ରାଓ୍ୱାଲ ଚାନ୍ଦ ଟାଓ୍ୱାର ପି-ମଗରାଜ ଚାନ୍ଦ ଟାଓ୍ୱାରୀ ଜା-ମାହେଶ୍ୱରୀ ବା-ମହେଶ୍ୱରୀ କଲୋନୀ ମାଲକାନଗିରି |
| ୭୯/୧୨ | ୭୧୮/୭୯୭ | ୧.୦୦୦୭ | ୧.୦୦୦୧ | ଧାନ ଦୁଇ | ଅନିତା ବିଶ୍ୱାସ ସ୍ୱା-ବିମଳ କୃଷ୍ଣ ବିଶ୍ୱାସ ଜା-ନମସୁଦ୍ର ବା- ବସନ୍ତପୁର M.V-43 |
| ୭୯/୨୮ | ୭୧୮/୮୦୬ | ୧.୨୨୮୧ | ୧.୨୨୮ | ଧାନ ଦୁଇ | ଅନିତା ବିଶ୍ୱାସ ସ୍ୱା-ବିମଳ କୃଷ୍ଣ ବିଶ୍ୱାସ ଜା-ନମସୁଦ୍ର ବା- ନ ଜଗାଁ ି |
| ୭୯/୬୩୧ | ୩୩୨/୧୩୪୭ | ୦.୯୨୪୨ | ୦.୯୨୪ | ଧାନ ଦୁଇ | ଶ ୀ ଦୁର୍ଗ ପ୍ରସାଦ ତ୍ରୀପାଠି ପି-ଶ୍ରୀ ଘନଶ୍ୟାମ ତ୍ରୀପାଠି ପି-ଶ୍ରୀ ୍ର ଘନଶ୍ୟାମ ତ୍ରୀପାଠି ଜା-ବ୍ରାହ୍ମଣ ବା-ତଲସାହି, ମାଲକାନଗିରି ପୋ/ଥା/ଜିଲ୍ଲା- ମାଲକାନଗିରି |
| ୭୯/୪୩୭ | ୩୦୮/୧୧୯୪ | ୧.୬୦୧ | ୧.୬୦୧ | ଡଙ୍ଗର ଏକ | ଗୋପି ମଜୁମଦାର ପି-ର୍କାତିକ ମଜୁମଦାର, ସୁଚିତ୍ର ମଜୁମଦାର ସ୍ୱା-ଗୋପ ମଜୁମଦାର ଜା-ନମସୁଦ୍ର ବା-ଏମ୍.ଭି-୪୩ ମାଲକାନଗିରି |
| ୭୯/୪୮୦ | ୩୧୮/୮୯୦ | ୦.୨୧ | ୦.୨୧ | ଧାନ ଦୋଫସଲି ଏକ | .ଅସିମ ମଣ୍ଡଳ ପି-ସୁବଲ ମଣ୍ଡଳ ଜା-ନମସୁଦ୍ର ବା-ଏମ୍.ଭି-୪୨ ଥାନା-ମାଲକାନଗିରି |
| ୭୯/୫୭୯ | ୩୩୪/୧୦୬୫ | ୦.୩୫୮ | ୦.୩୫୮ | ଧାନ ଏକ | ଦ ର୍ଗାପ୍ରସାଦ ତ୍ରୀପାଠି ପି-ଘନଶ୍ୟାମ ତ୍ରୀପାଠି ଜା-ବ୍ରାହ୍ମଣ ବା- ୁ ତଳସାହି, ମାଲକାନଗିରି ଥାନା-ମାଲକାନଗିରି |
| ୭୯/୩୮୪ | ୩୩୪/୧୦୭୨ | ୦.୩୫୬ | ୦.୩୫୬ | ଧାନ ଏକ | ଅମର ସରକାର ପି-ଯୋଗେନ୍ଦ୍ର ସରକାର ଜା-ନମସୁଦ୍ର ବା-ଏମ୍ ଭ -୪୩ ଥାନା-ମାଲକାନଗିରି ି |
| ୭୯/୯୦ | ୩୪୩/୮୬୪ | ୦.୧୫୬ | ୦.୧୫୬ | ଧାନ ଦୋଫସଲି ଏକ | ନାରାୟଣ ଗୋସ୍ୱାମି ପି-ରେବତି ଗୋସ୍ୱାମି ଜା-ବ୍ରାହ୍ମଣ ବା- ଏମ୍.ଭି-୪୩ |
| ୭୯/୧୯୫ | ୩୪୩/୮୬୭ | ୦.୦୯୪ | ୦.୦୯୪ | ଧାନ ଦୁଇ | ଦିଲ୍ଲିପ କୁମାର ଦେବନାଥ ପି-ରମେଶ ଚନ୍ଦ୍ର ଦେବ ନାଥ ଜା- ଦେବ ନାଥ ବା-ବା-ଏମ୍.ଭି-୪୩ |
| ୭୯/୧୬୬ | ୩୪୩/୮୭୨ | ୦.୧୫୩ | ୦.୧୫୩ | ଧାନ ଦୁଇ | ଦିଲ୍ଲିପ କୁମାର ଦେବନାଥ ପି-ରମେଶ ଚନ୍ଦ୍ର ଦେବ ନାଥ ଜା- ଦେବ ନାଥ ବା-ନିଜଗାଁ |
| ୭୯/୩୫୪ | ୩୨୮/୧୧୩୮ | ୦.୭୯୧ | ୦.୭୯୧ | ଧାନ ଏକ | ସାନ୍ତ ମଣ୍ଡଳ ପି-ଜତିନ ମଣ୍ଡଳ ଜା-ନମସୁଦ୍ର ବା-ଏମ୍.ଭି-୪୩ |
| ୭୯/୫୦୨ | ୩୪୯/୮୬୮/୧୨୪୪ | ୦.୦୪୯ | ୦.୦୪୯ | ଧାନ ଦୁଇ | କ ୍ର ୀଷ୍ଣପଦ ବିଶ୍ୱାସ ପି-ଉପେନ୍ଦ୍ର ବିଶ୍ୱାସ ଜା-ନମସୁଦ୍ର ବା- ଏମ୍.ଭି-୪୩ |
| ୭୯/୫୧୪ | ୩୪୯/୮୬୮/୧୨୫୩ | ୦.୦୯୯ | ୦.୦୯୯ | ଧାନ ଦୁଇ | ପରିମଳ ମିୀ ପି-ରମେଶ ମିୀ ପି-ରମେଶ ମିୀ ଜା- ନମସୁଦ୍ର ବା-ମାଲକାନଗିରି ଥାନା-ମାଲକାନଗିରି |
| ୭୯/୯୧ | ୩୪୯/୮୬୮ | ୦.୫୩୪ | ୦.୫୩୪ | ଧାନ ଦୁଇ | ପବିତ୍ର ଗୋସ୍ୱାମି ପି-ରେବତି ଗୋସ୍ୱାମି ଜା-ବ୍ରାହ୍ମଣ ବା-ଏମ୍.ଭି- ୪୩ |
| ୭୯/୯୦ | ୩୪୯/୮୬୫ | ୦.୪୬୭ | ୦.୪୬୭ | ଧାନ ଦୁଇ | ନାରାୟଣ ଗୋସ୍ୱାମି ପି-ରେବତି ଗୋସ୍ୱାମି ଜା-ବ୍ରାହ୍ମଣ ବା- ଏମ୍.ଭି-୪୩ |
| ୭୯/୪୨୪ | ୨୯୬/୧୧୩୫ | ୧.୦୦୮ | ୦.୧୭୩ | ଧାନ ଏକ | ମ ି ତା ଚାନ୍ଦ ସ୍ୱା-ରବିନ୍ଦ୍ରନାଥ ଚାନ୍ଦ ଜା-କ୍ଷେତ୍ରିୟ ବା-ଏମ୍.ଭି-୪୩ ମାଲକାନଗିରି ଥାନା-ମାଲକାନଗିରି |
| ମୋଟ | ୯.୦୩୪୬ |
ରାଜ୍ୟପାଳଙ୍କ ଆଦେଶକ୍ରମେ
ଶ୍ରୀ ବିଶାଲ ସିଂହ
ଜିଲ୍ଲାପାଳ, ମାଲକାନଗିରି
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2572—173+5