Servants of Knowledge
Odisha Gazette · Government of Odisha

Odisha Gazette, No. 363, 20 February 2024

Published 20 February 2024

Department
Revenue & Disaster Management
Type
Extraordinary
Gazette no.
363
Notification no.
30
Notification Date
13-02-2024
Identifier
in.gazette.odisha_govpress.2024-02-20.Extraordinary_363
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 363 CUTTACK, TUESDAY, FEBRUARY 20, 2024/FALGUNA 1, 1945

ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

File No. 30 Dated 13-02-2024

ଯେହେତୁ ଓଡିଶା ସରକାରଙ୍କୁ ପ୍ରତୀତ ହେଉଅଛି କି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ

ମାଲକାନଗିରି ଜିଲ୍ଲାର ଜୟପୁର ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗିକରଣ ପ୍ରକଳ୍ପର

ନିର୍ମାଣ ନିମନ୍ତେ ସରକାର (Appropriate Government) ସରକାରୀ ବ୍ୟୟରେ ମୌଜା -

ଗୋରେଗୁଡା, ଥାନା-ମାଲକାନଗିରି ନଂ-୧୪୪, ତହସିଲ-ମାଲକାନଗିରି, ଜିଲ୍ଲା

ମାଲକାନଗିର ରେ ନିମ୍ନ ତଫସିଲ ମତେ ପ୍ରାୟ ଏ. ୬.୨୦୬୯ ଡି. ଭୂମି ଅର୍ଜନ କରିବା

ଆବଶ୍ୟକ ହେଉଅଛି

ତେଣୁ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ

ସ୍ୱତା ଆଇନ,୨୦୧୩ ( RFCTLAR &R Act, 2013) ର ୧୧(୧) ଧାରା ରେ ଭାରପ୍ରାପ୍ତ

ହୋଇ ସରକାର (Appropriate Government) ଏତଦ୍ୱାରା ନିମ୍ନ ଅନୁସୁଚୀ ରେ ପ୍ରଦତ୍ତ ଜମି

ଅଧିଗ୍ରହଣ ପାଇଁ ପ୍ରାରମ୍ଭିକ ଅଧିସୂଚନା ଜାରି କରାଯାଉଛି

ନ୍ୟାୟ୍ୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ

ସ୍ୱତା ଆଇନ, ୨୦୧୩ ୧୧(୧) ଧାରା ଅନୁଯାୟୀ ଘୋଷିତ ଏହି ପ୍ରାରମ୍ଭିକ ଅଧିସୁଚନାଟି ଏଥି

ସହିତ ସମ୍ପୃକ୍ତ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ଅଟେ

ଯଦି ସମ୍ପୃକ୍ତ ଜମିର କୌଣସି ସ୍ୱତ୍ୱାଧିକାରୀ / ଜମି ମାଲିକ ଭୂମୀ ଅଧିଗ୍ରହଣ ଅଧିସୁଚନା

ସମ୍ପର୍କିତ ଅଧିସୂଚୀତ ଜମିର ଉପଯୋଗିତା, ରକବା ଏବଂ ସାର୍ବଜନିନ ଉଦ୍ଦେଶ୍ୟରେ ଓୌଚିତ୍ୟ

ବିଷୟରେ କୌଣସି ଆପତ୍ତି ଥାଏ, ସେ ଉକ୍ତ ପ୍ରାରମ୍ଭିକ ଅଧିସୁଚନା ପ୍ରକାଶନର ୬୦ ଦିନ ମଧ୍ୟରେ

ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଆକାରରେ ଅଭିୖୖଯୋଗ କରିପାରିବେ

2

ପ୍ରକଳ୍ପ ସମ୍ଭନ୍ଧୀୟ ବିବରଣୀ

୧-ସାର୍ବଜନୀନ ଉଦ୍ଦେଶ୍ୟରେ ସ୍ୱରୁପ ଜୟପୁର ମାଲକାନଗିରି ନୂତନ ଓସାରିଆ ରେଳ

ସଂଯୋଗିକରଣ ପ୍ରକଳ୍ପ ନିର୍ମାଣ ନିମନ୍ତେ

୨-ଜମି ଆବଶ୍ୟକ କରୁଥିବା ସଂସ୍ଥାର ନାମ-ଉପ ମୁଖ୍ୟଯୀ (ନିର୍ମାଣ),ପୁର୍ବତଟ

ରେଳପଥ କୋରାପୁଟ

୩-କ୍ଷତିଗ୍ରସ୍ତ ଲୋକଙ୍କ ବିସ୍ଥାପନ ଆବଶ୍ୟକତାର କାରଣ – ସାର୍ବଜନୀନ ଉଦ୍ଦେଶ୍ୟରେ-

ଜୟପୁର ମାଲକାନଗିରି ନୂତନ ଓସାରିଆ ରେଳ ସଂଯୋଗିକରଣ ପ୍ରକଳ୍ପ ନିର୍ମାଣ

ନିମନ୍ତେ କାର୍ଯ୍ୟକାରି କରିବା

୪-ସାମାଜିକ ପ୍ରଭାବ ମୂଲ୍ୟାୟନର ସାରାଂଶ ସଂଲଗ୍ନ କରାଗଲା

୫-ପୂନର୍ବାସ ଓ ଥଇଥାନ ପାଇଁ ନିଯୁକ୍ତ ପ୍ରଶାସକଙ୍କ ବିବରଣୀ- ଉପ ଜିଲ୍ଲାପାଳ,

ମାଲକାନଗିରି

୬-ଜମିର ବିବରଣୀ-

ଜ ି ଲ୍ଲା ତହସିଲ ଗ ୍ର ।ମାଞ୍ଚଳ ଗ ।ମାଞ୍ଚଳ / ୍ର ସହରାଞ୍ଚଳ ଖାତା ନଂ ପଟ୍ ନଂ ପ ଟ୍ ର ମୋଟ ରକବା ଅଧିସୁଚୀତ ଜମିର ରକବା ରୟତ୍ ର ନାମ
ଏଥିସହିତ ସଂଲଗ୍ନ କରାଗଲା

ଉକ୍ତ ଅଧିସୂଚୀତ ଜମି ରକବା ମଧ୍ୟରୁ ଏ. ୧.୬୫୩୦ ଡି. ସଂରକ୍ଷିତ ସରକାରୀ ଜମି

ପ୍ରତିବଦଳ ପାଇଁ ଉିଷ୍ଟ

ଉକ୍ତ ଭୂମିର ଏକ ନକ୍ସା ସ୍ୱତ ଭୂ-ଅର୍ଜନ ଅଧିକାରୀ ଜୟପୁର-ମାଲକାନଗିରି ନୂତନ

ଓସାରିଆ ରେଳ ସଂଯୋଗିକରଣ ପ୍ରକଳ୍ପ ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟଦିବସ ମାନଙ୍କରେ

ଦେଖିବାକୁ ମିଳିପାରିବ

ଉକ୍ତ ଅଧିସୁଚନା ଅନ୍ତର୍ଭୁକ୍ତ କୌଣସି ଜମିର କ୍ରୟ ବିକ୍ରୟ, ହସ୍ତାନ୍ତର (ଦେଣ ନେଣ) କିମ୍ବା

ଦାୟ ସୃଷ୍ଟି ମାଲକାନଗିରି ଜିଲ୍ଲାପାଳଙ୍କ ପୂର୍ବାନୁମୋଦନ ବିନା କରାଯାଇପାରିବ ନାହିଁ

3
ଭ ମି ଅନୁସୁଚି ୁ
ମୌଜା-ଗୋରେଗୁଡା ଥାନା-ମାଲକାନଗିରି ନଂ-୧୪୪, ତହସିଲ-ମାଲକାନଗିରି, ଜିଲ୍ଲା-ମାଲକାନଗିରି
ଜୟପୁର-ମାଲକାନଗିରି ନୁତନ ଓସାରିଆ ରେଳପଥ ପ୍ରକଳ୍ପ, ଜୟପୁର ନିର୍ମାଣ ନିମନ୍ତେ
ଖାତା ନଂ ପ ଟ ନଂ ୍ଲ ମୋଟ ରକବା (ଏକର) ଅଧିଗ୍ରହଣ ରକବା (ଏକର) କିସମ ରୟତଙ୍କ ନାମ
୧୮୩ ୬୬୩ ୦.୧୮୦୩ ୦.୧୮ ଧାନ ଏକ ପ ୍ର ଫୁଲ୍ଲ କୁମାର ଗୋସ୍ୱାମୀ ପି-ରେବତୀ ଗୋସ୍ୱାମୀ ଜା-ବ୍ରାହ୍ମଣ ବା- ମାଲକାନଗିରି ଗ୍ରାମ ନମ୍ବର ୪୩
୨୮୭/୭୬୯ ୫୬୧/୨୬୭୭ ୦.୪୦୨୮ ୦.୪୦୨୮ ଡଙ୍ଗର ଏକ ନାରାୟଣ ଦାସ ପି-ନିପେନ ଚନ୍ଦ୍ର ଦାସ ଜା-ନମସୁଦ୍ର ବା-ଏମ୍.ଭି ୪୨ ଥାନା-ମାଲକାନଗିରି
୨୮୯/୭୬୯ ୫୨୧/୨୬୭୫ ୦.୬୫୪୮ ୦.୬୫୪ ଡଙ୍ଗର ଏକ ନାରାୟଣ ଦାସ ପି-ନିପେନ ଚନ୍ଦ୍ର ଦାସ ଜା-ନମସୁଦ୍ର ବା-ଏମ୍.ଭି ୪୨ ଥାନା-ମାଲକାନଗିରି
୨୮୯/୭୬୯ ୫୫୪/୨୬୭୬ ୦.୦୦୯୯ ୦.୦୦୯୯ ଡଙ୍ଗର ଏକ ନାରାୟଣ ଦାସ ପି-ନିପେନ ଚନ୍ଦ୍ର ଦାସ ଜା-ନମସୁଦ୍ର ବା-ଏମ୍.ଭି ୪୨ ଥାନା-ମାଲକାନଗିରି
୨୮୭/୩୮ ୫୨୪ ୧.୨୭୨୫ ୦.୦୭ ଡଙ୍ଗର ଏକ ଜୟଦେବ ମଜୁମଦାର ପି-ହିମାଂଶୁ ମଜୁମଦାର ଜା-ନମସୁଦ୍ର ବା- ଜୟନଗର (ଏମ୍.ଭି ୪୨)
୨୮୭/୫୫୫ ୬୭୬/୨୩୧୪ ୦.୨୧୩ ୦.୨୧୨ ଧାନ ଏକ ସପନ ଦ ତ ପି-ବିଜୟ ଦତ ଜା-କାୟସ୍ଥ ବା-ଏମ୍.ଭି-୪୩ ଥାନା- ମାଲକାନଗିରି
୨୮୭/୩୪୮ ୬୭୬/୨୩୧୩ ୦.୨୧୩ ୦.୨୧୨ ଧାନ ଏକ ଗଣେଶ ସିଲ ପି-ଦୁର୍ଗାକାନ୍ତ ସିଲ ଜା-ବାରିକ ବା-ଏମ୍.ଭି-୪୩
୨୮୭/୫୬୦ ୬୧୬/୨୦୩୩ ୦.୧୫୩୨ ୦.୧୫୩୨ ଧାନ ଦୋଫସଲି ଦ ୁ ଇ ଉ ତମ ମଲ୍ଲିକ ପି-ଫନିଭୁଷଣ ମଲ୍ଲିକ ଜା-ନମସୁଦ୍ର ବା-ଏମ୍.ଭି ୬୯ -ଏମ୍.ଭି ୭୯ -
୨୮୭/୪୪୬ ୫୮୯/୨୩୮୯ ୦.୭୧୪ ୦.୭୧୩ ଧାନ ଏକ ଖୋକା ମଜୁମଦାର ପି-ଜଳଧର ମଜୁମଦାର ଜା-ନମସୁଦ୍ର ବା- ଏମ୍.ଭି ୪୨ ଥାନା-ମାଲକାନଗିରି
୨୮୭/୫୬୦ ୬୨୦/୨୦୩୪ ୦.୩୬୦୮ ୦.୩୬୦୮ ଧାନ ଦୋଫସଲି ଦ ୁ ଇ ଉ ତମ ମଲ୍ଲିକ ପି-ଫନିଭୁଷଣ ମଲ୍ଲିକ ଜା-ନମସୁଦ୍ର ବା-ଏମ୍.ଭି ୬୯ -ଏମ୍.ଭି ୭୯ -
୨୮୭/୮୦୮ ୬୨୦/୨୭୨୧ ୦.୦୦୯୯ ୦.୦୦୯୯ ଧାନ ଦୋଫସଲି ଦ ୁ ଇ ଭଗବତୀ ସ୍ୱର ସ୍ୱା-ନେପାଲ ସ୍ୱର ଜା-ନମସୁଦ୍ର ବା-ଏମ୍.ଭି.୮୮
୨୮୭/୮୧୦ ୬୨୦/୨୦୩୪/୨୭୨୪ ୦.୦୦୯୯ ୦.୦୦୯୯ ଧାନ ଦୋଫସଲି ଦ ୁ ଇ ଭଗବତୀ ସ୍ୱର ସ୍ୱା-ନେପାଲ ସ୍ୱର ଜା-ନମସୁଦ୍ର ବା-ଏମ୍.ଭି.୮୯
୨୮୭/୪୪୭ ୫୮୯/୨୩୯୨ ୦.୦୪ ୦.୦୩୯ ଧାନ ଏକ ହ ମାଂଶୁ ମଜୁମଦାର ପି-ଜଳଧର ମଜୁମଦାର ଜା-ନମସୁଦ୍ର ବା- ି ଏମଭି-୪୨ ଥାନା ମାଲକାନଗିରି
୨୮୭/୪୪୮ ୫୮୯/୨୩୯୩ ୦.୭୨୯ ୦.୭୨୮ ଧାନ ଏକ ନ ି ବାସ ମଜୁମଦାର ପି-ଜଳଧର ମଜୁମଦାର ଜା-ନମସୁଦ୍ର
୨୮୭/୭୯୪ ୯୮୫/୨୭୦୩ ୦.୦୪୯୪ ୦.୦୪୯୪ ଧାନ ଦୁଇ ମ ଣଟୁ ଦାସ ପି-ମେଘନାଥ ଦାସ ଜା-ନମସୁଦ୍ର ବା-ଏମ୍.ପି.ଭି ୧୩ ି ଥାନା-କାଲିମେଳା
୨୮୭/୭୮୧ ୯୮୫/୨୬୯୧ ୦.୦୫୯୩ ୦.୦୫୯୩ ଧାନ ଦୁଇ କିଶୋର ହାଲଦାର ପି-ନିର୍ମଳ ହାଲଦାର ଜା-ନମସୁଦ୍ର ବା-ଏମ୍.ଭି. ୯ ଥାନା-ମାଲକାନଗିରି
୨୮୭/୭୮୨ ୯୮୫/୨୬୯୨ ୦.୦୫୯୩ ୦.୦୫୯୩ ଧାନ ଦୁଇ ସ ୁ ଚିତ୍ରା ବାଲା ସ୍ୱା-ରାଜ କୁମାର ଦେ ଜା-ନମସୁଦ୍ର ବା-ବିଜେ-୨ ଆମ୍ବାଗୁଡା ଥାନା-ଆମ୍ବାଗୁଡା
୨୮୭/୭୬୦ ୯୮୫/୨୬୬୮ ୦.୦୬୯୨ ୦.୦୬୯୨ ଧାନ ଦୁଇ ଅନିମା ରାଣୀ ବିଶ୍ୱାସ ସ୍ୱା-ଦୁଃଖିରାମ ବାରୋଇ ଜା-ନମସୁଦ୍ର ବା- ହରିଜନ କଲୋନୀ, କାଲିମେଳା ଥାନା-କାଲିମେଳା
୨୮୭/୭୫୦ ୯୮୫/୨୬୫୭ ୦.୦୯୮୮ ୦.୦୯୮୮ ଧାନ ଦୁଇ ମ ତ୍ୟୁୟ ବରୋଇ ପି-ଦୁଃଖିରାମ ବରୋଇ ଜା-ନମସୁଦ୍ର ବା- ୃ ତୁମ୍ବାଗୁଡା ଥାନା-କାଲିମେଳା
୨୮୭/୭୭୮ ୯୩୬/୨୬୮୯ ୦.୦୫୯୩ ୦.୦୫୯୩ ଧାନ ଦୁଇ ନ ପେନ ମଣ୍ଡଳ ପି-ନିତାଇ ମଣ୍ଡଳ ଜା-ନମସୁଦ୍ର ଜା-ନମସୁଦ୍ର ବା- ି ରାମକ୍ରୀଷ୍ଣ ନଗର, ମାଲକାନଗିରି ଥାନା-ମାଲକାନଗିରି
୨୮୭/୭୭୯ ୯୩୬/୨୬୯୦ ୦.୦୫୯୩ ୦.୦୫୯୩ ଧାନ ଦୁଇ ପ୍ରେମାନନ୍ଦ ମିୀ ପି-ମହେନ୍ଦ୍ରଲାଲ ମିୀ ଜା-ନମସୁଦ୍ର ବା-ରାମକ୍ରୀଷ୍ଣା ନଗର, ମାଲକାନଗିରି ଥାନା-ମାଲକାନଗିରି
୨୮୭/୭୭୬ ୯୩୬/୨୬୮୭ ୦.୧୫୮୨ ୦.୦୮ ଧାନ ଦୁଇ ନ ଖ ି ଲ ଚନ୍ଦ୍ର ସରକାର ପି-ପୁଲିନ ଚନ୍ଦ୍ର ସରକାର ଜା-ନମସୁଦ୍ର ବା- ି ଏମ୍.ଭି. ୪୨ ଥାନା-ମାଲକାନଗିରି
୨୮୭/୬୧୭ ୫୯୨/୨୫୪୪/୨୬୬୨ ୦.୦୪୯୪ ୦.୦୪୯୪ ଘରବାରି ଅମରେନ୍ଦ୍ର ବିଶ୍ୱାସ ପି-ଅରୁଣ ବିଶ୍ୱାସ ଜା-ନମସୁଦ୍ର ବା-ଏମ୍.ପି.ଭି ୫୫ ଥାନା-ମୋଟୁ
୨୮୭/୬୨୪ ୬୨୬/୨୭୨୭ ୦.୦୦୯୯ ୦.୦୦୯୯ ଧାନ ଦୋଫସଲି ଦ ୁ ଇ ଭଗବତୀ ସ୍ୱର ସ୍ୱା-ନେପାଲ ସ୍ୱର ଜା-ନମସୁଦ୍ର ବା-ଏମ୍.ଭି.୮୮
୨୮୭/୭୭୩ ୯୩୫/୨୫୭୭/୨୬୮୪ ୦.୧୩୮୪ ୦.୧୩୮ ଧାନ ଦୁଇ ନ ମ ି ଳ ମଣ୍ଡଳ ଓରଫ ସୁତାର ସ୍ୱା-ସଚିନ ସୁତାର ଜା-ନମସୁଦ୍ର ବା- ର୍ ର କ୍ଲାମେସନ କଲୋନୀ, ମାଲକାନଗିରି ଥାନା-ମାଲକାନଗିରି ି
୨୮୭/୭୫୯ ୯୩୫/୨୫୭୭/୨୬୬୭ ୦.୦୨୯୭ ୦.୦୨୯୭ ଧାନ ଦୁଇ ରାଜୁ ବାଲା ପି-ଫଟିକ ବାଲା ଜା-ନମସୁଦ୍ର ବା-ଏମ୍.ଭି ୪୨ ଥାନା- ମାଲକାନଗିରି
୨୮୭/୭୪୩ ୯୩୫/୨୫୭୭/୨୬୫୦ ୦.୦୪୯୪ ୦.୦୪୯୪ ଧାନ ଦୁଇ ସ ବଳ ଚନ୍ଦ୍ର ମିୀ ପି-ସତ୍ୟେନ୍ଦ୍ର ନାଥ ମିୀ ଜା-ନମସୁଦ୍ର ବା-ଏମ୍.ଭି ୁ ୧୭ ଥାନା-ମାଲକାନଗିରି
୨୮୭/୭୪୨ ୯୩୫/୨୫୭୭/୨୬୪୯ ୦.୦୪୯୪ ୦.୦୪୯୪ ଧାନ ଦୁଇ ସ ବଳ ଚନ୍ଦ୍ର ମିୀ ପି-ସତ୍ୟେନ୍ଦ୍ର ନାଥ ମିୀ ଜା-ନମସୁଦ୍ର ବା-ଏମ୍.ଭି ୁ ୧୭ ଥାନା-ମାଲକାନଗିରି
୨୮୭/୪୦୧ ୧୦୦୩/୨୦୯୦ ୦.୩୯୫ ୦.୩୯୫ ଧାନ ଦୁଇ ମୋହନ ଚନ୍ଦ୍ର ପାଢୀ ପି-ରାଘବ ପାଢୀ ଜା-ବ୍ରାହ୍ମଣ ବା-ମାଲକାନଗିରି
୨୮୭/୪୩୯ ୫୧୯ ୦.୦୪୯ ୦.୦୪୯ ଡଙ୍ଗର ଏକ ବ ଧାନ ହାଲଦାର ପି-ଫନିନ୍ଦ୍ର ନାଥ ହାଲଦାର ଜା-ନମସୁଦ୍ର ବା- ି ଏଏମ୍.ଭି-୪୨ ଥାନା-ମାଲକାନଗିରି
୨୮୭/୬୯୫ ୫୦୧/୨୦୫୪/୨୨୯୨ ୦.୩୩୩୬ ୦.୩୩୩ ଡଙ୍ଗର ଏକ ବ ି ନାଶ କୁମାର ମିଶ୍ର ପି-ବିପିନ ବିହାରି ମିଶ୍ର ଜା-ବ୍ରାହ୍ମଣ ବା- ର କ୍ଲାମେସନ କଲୋନୀ, ମାଲକାନଗିରି ଥାନା-ମାଲକାନଗିରି ି
୨୮୭/୩୨୧ ୫୦୧/୨୦୫୪ ୦.୩୩୪ ୦.୩୩୪ ଡଙ୍ଗର ଏକ ବାସୁଦେବ ଚନ୍ଦ୍ର ଦେ ପି-ସୁକୁମାର ଦେ ଜା-କାୟସ୍ଥ ବା-ଗୋରେଗୁଡା
୨୮୭/୩୧୯ ୫୦୧/୨୦୫୪/୨୨୯୧ ୦.୩୩୪ ୦.୩୩୪ ଡଙ୍ଗର ଏକ ସୁବଳ ଚନ୍ଦ୍ର ଦେ ପି-ସୁକୁମାର ଦେ ଜା-କାୟସ୍ଥ ବା-ଗୋରେଗୁଡା
୨୮୭/୪୩୬ ୫୧୯/୨୩୭୨ ୦.୦୪୯ ୦.୦୪୯ ଡଙ୍ଗର ଏକ ସୁବାସ ହାଲଦାର ପି-ଫନିନ୍ଦ୍ର ନାଥ ହାଲଦାର ଜା-ନମସୁଦ୍ର ବା- ଏମ୍.ଭି-୪୨ ଥାନା-ମାଲକାନଗିରି
୨୮୭/୪୩୭ ୫୧୯/୨୩୭୭ ୦.୦୪୯ ୦.୦୪୯ ଡଙ୍ଗର ଏକ ରାମଚନ୍ଦ୍ର ହାଲଦାର ପି-ଫନିନ୍ଦ୍ର ନାଥ ହାଲଦାର ଜା-ନମସୁଦ୍ର ବା- ଏମ୍.ଭି-୪୨ ଥାନା-ମାଲକାନଗିରି
୨୮୭/୪୩୮ ୫୧୯/୨୩୮୨ ୦.୦୪୯ ୦.୦୪୯ ଡଙ୍ଗର ଏକ ନାରାୟଣ ହାଲଦାର ପି-ଫନିନ୍ଦ୍ର ନାଥ ହାଲଦାର ଜା-ନମସୁଦ୍ର ବା- ଏମ୍.ଭି-୪୨ ଥାନା-ମାଲକାନଗିରି
ମୋଟ ୬.୨୦୬୯
4 5

ରାଜ୍ୟପାଳଙ୍କ ଆଦେଶକ୍ରମେ

ଶ୍ରୀ ବିଶାଲ ସିଂହ ଜିଲ୍ଲାପାଳ, ମାଲକାନଗିରି

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2573—173+5

Cite this issue. Odisha Gazette, Government of Odisha, 20 February 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-02-20.Extraordinary_363/. Archive identifier in.gazette.odisha_govpress.2024-02-20.Extraordinary_363.