Servants of Knowledge
Odisha Gazette · Government of Odisha

Odisha Gazette, No. 494, 06 March 2024

Published 06 March 2024

Department
Revenue & Disaster Management
Type
Extraordinary
Gazette no.
494
Notification no.
485
Notification Date
01-03-2024
Identifier
in.gazette.odisha_govpress.2024-03-06.Extraordinary_494
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 494 CUTTACK, WEDNESDAY, MARCH 6, 2024/FALGUNA 16, 1945

ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଘୋଷଣା

ତାରିଖ ୧ ର୍ମା ୨୦୨୪

ସଂଖ୍ୟା ୪୮୫—ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013)ର ଧାରା ୧୯ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳ, ରାୟଗଡାଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା ଫୁଲଜୁବା, ତହସିଲ କାଶୀପୁର, ଥାନା ଟିକିରି, ଜିଲ୍ଲା ରାୟଗଡାରେ ନିମ୍ନସୂଚିତ "କ'' ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା କୋରାପୁଟ- ସିଙ୍ଗାପୁର ରୋଡ ଦୋହରୀକରଣ ରେଳପଥ ନିର୍ମାଣ ନିମନ୍ତେ ଏ.୦.୩୦୮ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

(୧) (୨) (୩) (୪) (୫) (୬) (୭) (୮) (୯) 1 ୧୦ ୪୭୦ ଫୁଲଜୁବା ବାଙ୍କଆମ୍ବ ୦.୦୮୦ ୦.୦୮୦ ଆଟ କାରଣା କନ୍ଧ, 2 (୧) (୨) (୩) (୪) (୫) (୬) (୭) (୮) (୯)
                                                                                  ଭୁରୁଶା କନ୍ଧ ପ. ସନା କନ୍ଧ
2    ୨୫     ୭୪୨       ଫୁଲଜୁବା  ବାଙ୍କଆମ୍ବ    ୦.୧୩୦       ୦.୦୫୭       ଘରବାରି       ଦାସୁରୁ କନ୍ଧ ପି.କେଶ କନ୍ଧ
3    ୫୭     ୭୪୧       ଫୁଲଜୁବା  ବାଙ୍କଆମ୍ବ    ୦.୧୩୦       ୦.୦୫୧       ଘରବାରି        ରୁପୁଲି ଜାନି ପି. ବିମା ଜାନି
4    ୫୮     ୪୭୧       ଫୁଲଜୁବା  ବାଙ୍କଆମ୍ବ    ୦.୧୨୦       ୦.୦୩୩       ଘରବାରି        ଲତରା ମାଝି ପି.ନାରି ମାଝି
5    ୬୨     ୭୩୭       ଫୁଲଜୁବା  ବାଙ୍କଆମ୍ବ    ୦.୧୫୦       ୦.୦୨୭       ଘରବାରି        ଲୁଦୁ କନ୍ଧ ପି.ରତନୁ କନ୍ଧ
6    ୪      ୭୩୦       ଫୁଲଜୁବା  ବାଙ୍କଆମ୍ବ    ୦.୦୬୦       ୦.୦୬୦       ଆଟ          ଅର୍ଜୁ କନ୍ଧ ପି.
                                                                                  ସାନ ମୁକୁନା କନ୍ଧ

ମୋଟ : ଏ ୦.୬୭୦ ୦.୩୦୮

ରାଜ୍ୟପାଳଙ୍କ   ଆଦେଶକ୍ରମେ
 ମନୋଜ ସତ୍ୟୱାନ      ମହାଜନ
    ଜିଲ୍ଲାପାଳ, ରାୟ ଗଡା
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2704(cid:151)173+9

  1. ର ଧାରା ୧୧ (୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୧୨୧୫, ତା ୧୮- ୦୭- ୨୦୨୩ ରିଖରେ ପ୍ରକାଶିତ ହୋଇଅଛି । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ ମୌଜା ଫୁଲଜୁବା, ତହସିଲ କାଶୀପୁର, ଥାନା ଟିକିରି, ଜିଲ୍ଲା ରାୟଗଡାରେ କୌଣସି ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହଁ । (ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ) ଜିଲ୍ଲା-ରାୟଗଡା ତହସିଲ-କାଶିପୁର ଗ୍ରାମର ନାମ ଗ୍ରାମାଞ୍ଚଳ/ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ଅଧିସୂଚିତ ରୟତଙ୍କ ନାମ ସହରାଞ୍ଚଳ ମୋଟ ଜମିର ରକବା ରକବା (୧) (୨) (୩) (୪) (୫) (୬) (୭) (୮) ଫୁଲଜୁବା ଗ୍ରାମାଞ୍ଚଳ ଏଥିସହିତ ଏଥିସହିତ ଏଥିସହିତ ଏ୫.୩୮୦ ଏ୨.୩୫୫ ଏଥିସହିତ ସଂଲଗ୍ନ ଅଛି ସଂଲଗ୍ନ ଅଛି ସଂଲଗ୍ନ ଅଛି ସଂଲଗ୍ନ ଅଛି ଅଧିସୂଚନାର ବୈଧ ତାରିଖ ବ୍ୟକ୍ତିଗତ ଜମି କ୍ରମିକ ନଂ. ଖତିୟାନ ପ୍ଲଟ ନଂ. ମୌଜା ଗ୍ରା.ପ. ରକବା ଅଧିଗ୍ରହଣ କିସମ ଅଭିଲିଖିତ ନଂ. ରକବା ରୟତଙ୍କ ନାମ ↩
Cite this issue. Odisha Gazette, Government of Odisha, 06 March 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-03-06.Extraordinary_494/. Archive identifier in.gazette.odisha_govpress.2024-03-06.Extraordinary_494.