The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 495 CUTTACK, WEDNESDAY, MARCH 6, 2024/FALGUNA 16, 1945
ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
ଘୋଷଣା
ତାରିଖ ୧ ର୍ମା ୨୦୨୪
ସଂଖ୍ୟା ୪୯୨—ସର୍ବସାଧାରଣଙ୍କ ଅବଗତି ନିମନ୍ତେ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013)ର ଧାରା ୧୯ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳ, ରାୟଗଡାଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା ଫଟାଗଡ, ତହସିଲ କାଶୀପୁର, ଥାନା ଟିକିରି, ଜିଲ୍ଲା ରାୟଗଡାରେ ନିମ୍ନସୂଚିତ "କ'' ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା କୋରାପୁଟ- ସିଙ୍ଗାପୁର ରୋଡ ଦୋହରିକରଣ ରେଳପଥ ନିର୍ମାଣ ନିମନ୍ତେ ଏ.୩.୧୩୦ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।
2 ବ୍ୟକ୍ତିଗତ ଜମିକ୍ରମିକ ନଂ. ଖତିୟାନ ପ୍ଲଟ ନଂ. ମୌଜା ଗ୍ରା.ପ. ରକବା ଅଧିଗ୍ରହଣ କିସମ ଅଭିଲିଖିତ ନଂ.
ରକବା ରୟତଙ୍କ ନାମ (୧) (୨) (୩) (୪) (୫) (୬) (୭) (୮) (୯)
1 ୩୭ ୩ ଫଟାଗଡ ନକଟିଗୁଡା ୧.୧୨୦ ୧.୧୨୦ ଆଟ ବଂଶିଧର ସାଉନ୍ତା,
ଗିରିଧର ସାଉନ୍ତା, ପି. ଗୋବରି ସାଉନ୍ତା, ଗାଇଲା କୁଲେସିକା, ପି. ସାଲୁ ସାଉନ୍ତା, କୁଲେସିକା ।
2 ୪୩ ୪ ଫଟାଗଡ ନକଟିଗୁଡା ୧.୧୧୦ ୧.୧୧୦ ଆଟ ବୁରୁଦା କୁଲୁସିକା, ପି. ବାୟାମଣି କୁଲୁସିକା, ସିତମେ କୁଲୁସିକା, ପି. ବାୟାମଣି କୁଲୁସିକା ।
୩ ୮୬ ୨୬ ଫଟାଗଡ ନକଟିଗୁଡା ୦.୧୪୦ ୦.୧୪୦ ଆଟ ସିଆ କୁଲସିକା,
କୁରୁମ
୨୯ ଫଟାଗଡ ନକଟିଗୁଡା ୦.୨୧୦ ୦.୨୧୦ ଆଟ କୁଲସିକା, ପ୍ରହଲ୍ଲାଦ
୩୦ ଫଟାଗଡ ନକଟିଗୁଡା ୦.୫୫୦ ୦.୫୫୦ ଆଟ କୁଲସିକା,
ପି. ଚେଙ୍ଗନା କୁଲସିକା ।
ମୋଟ ଏ .. ୩.୧୩୦ ୩.୧୩୦
ରାଜ୍ୟପାଳଙ୍କ ଆଦେଶାନୁକ୍ରମେ ମନୋଜ ସତ୍ୟୱାନ ମହାଜନ ଜିଲ୍ଲାପାଳ,
- ର ଧାରା ୧୧ (୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୧୬୦୩, ତା ୨୫- ୦୮- ୨୦୨୩ ରିଖରେ ପ୍ରକାଶିତ ହୋଇଅଛି । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ ମୌଜା ଫଟାଗଡ, ତହସିଲ କାଶୀପୁର, ଥାନା ଟିକିରି, ଜିଲ୍ଲା ରାୟଗଡାରେ କୌଣସି ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇ ନାହଁ । ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ ଜିଲ୍ଲା-ରାୟଗଡା ତହସିଲ-କାଶିପୁର ଗ୍ରାମର ନାମ ଗ୍ରାମାଞ୍ଚଳ/ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ଅଧିସୂଚିତ ରୟତଙ୍କ ନାମ ସହରାଞ୍ଚଳ ମୋଟ ଜମିର ରକବା ରକବା (୧) (୨) (୩) (୪) (୫) (୬) (୭) (୮) ଫଟାଗଡ ଗ୍ରାମାଞ୍ଚଳ ଏଥିସହିତ ଏଥିସହିତ ଏଥିସହିତ ଏ ୩.୧୩୦ ଏ ୩.୧୩୦ ଏଥିସହିତ ସଂଲଗ୍ନ ଅଛି ସଂଲଗ୍ନ ଅଛି ସଂଲଗ୍ନ ଅଛି ସଂଲଗ୍ନ ଅଛି ↩