Servants of Knowledge
Odisha Gazette · Government of Odisha

Odisha Gazette, No. 671, 19 March 2024

Published 19 March 2024

Department
Revenue & Disaster Management
Type
Extraordinary
Gazette no.
671
Notification no.
674
Notification Date
21-12-2020
Identifier
in.gazette.odisha_govpress.2024-03-19.Extraordinary_671
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 671 CUTTACK, TUESDAY, MARCH 19, 2024/FALGUNA 29, 1945

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଅଧିସୂଚନା

The 21st December 2020

No. 674(cid:650)IX(C)-6/2019(cid:650)ଯେହେତୁ ଓଡିଶା ସରକାରଙ୍କୁ ପ୍ରତିତ ହେଉଅଛି କି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲାର ବାମେବାରୀ-ପଳଶା–ଗୁରୁଡା–କୋଇରା ରାସ୍ତାର ଉନ୍ନତି କରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ ସରକାର (Appropriate Government) ସରକାରୀ ବ୍ୟୟରେ ମୌଜା- ପଳଶା(କ), ଥାନା-ଯୋଡା, ତହସିଲ- ବଡବିଲ, ଜିଲ୍ଲା କେନ୍ଦୁଝର ରେ ନିମ୍ନ ତଫସିଲ ମତେ ପ୍ରାୟ ଏ ୦.୬୫୬ ରକବା ଭୂମି ଅର୍ଜନ କରିବା ଆବଶ୍ୟକ ହେଉଅଛି ।

ତେଣୁ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ୧୧(୧) ଧାରା ରେ ଭାରପ୍ରାପ୍ତ ହୋଇ ସରକାର (Appropriate Government ) ଏତଦ୍ୱାରା ନିମ୍ନ ଅନୁସୁଚୀ ରେ ପ୍ରଦଃତ ଜମି ଅଧିଗ୍ରହଣ ପାଇଁ ପ୍ରାରମ୍ଭିକ ଅଧିସୂଚନା ଜାରି କରାଯାଉଛି ।

ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ , ର ୧୧(୧) ଧାରା ଅନୁଯାୟୀ ଘୋଷିତ ଏହି ପ୍ରାରମ୍ଭିକ ଅଧିସୂଚନାଟି ଏଥି ସହିତ ସମ୍ପୃକ୍ତ ସମସ୍ତଙ୍କ ପାଇଁ ପ୍ରୟୁଜ୍ୟ ଅଟେ ।

ଯଦି ସମ୍ପୃକ୍ତ ଜମିର କୌଣସି ସ୍ୱତ୍ୱାଧିକାରୀ / ଜମି ମାଲିକ ଭୂମି ଅଧିଗ୍ରହଣ ଅଧିସୂଚନା ସମ୍ପର୍କିତ ଅଧିସୂଚୀତ ଜମିର ଉପଯୋଗିତା, ରକବା ଏବଂ ସାର୍ବଜାନୀନ ଉଦ୍ଦେଶ୍ୟର ଔଚିତ୍ୟ ବିଷୟରେ କୌଣସି ଆପତି ଥାଏ, ସେ ଉକ୍ତ ପ୍ରାରମ୍ଭିକ ଅଧିସୂଚନା ପ୍ରକାଶନର ୬୦ ଦିନ ମଧ୍ୟରେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଆକାରରେ ଅଭିଯୋଗ କରିପାରିବେ ।

2

ପ୍ରକଳ୍ପ ସମ୍ବନ୍ଧୀୟ ବିବରଣୀ

୧-ସାର୍ବଜନୀନ ଉଦ୍ଦେଶ୍ୟର ସ୍ୱରୁ ବାମେବାରୀ-ପଳଶା–ଗୁରୁଡା–କୋଇରା ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ ।

୨-ଜମି ଆବଶ୍ୟକ କରୁଥିବା ସଂସ୍ଥାର ନାମ-ନିର୍ବାହୀ ଯନ୍ତ୍ରୀ (ଆରଏଣ୍ଡ ବି. ଡିଭିଜନ) କେନ୍ଦୁଝର ।

୩-କ୍ଷତିଗ୍ରସ୍ତ ଲୋକଙ୍କ ବିସ୍ଥାପନ ଆବଶ୍ୟକତାର କାରଣ-ସାର୍ବଜନୀନ ଉଦ୍ଦେଶ୍ୟରେ ବାମେବାରୀ-ପଳଶା–ଗୁରୁଡା–କୋଇରା ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ କାର୍ଯ୍ୟକାରି କରିବା ।

୪-ସାମାଜିକ ପ୍ରଭାବ ମୂଲ୍ୟାୟନର ସାରାଂଶ -ଉକ୍ତ ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ ଅଟେ ।ଏହି ବିକାଶ ପ୍ରକଳ୍ପଟି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଯଥାର୍ଥ ଅଟେ । ପ୍ରକଳ୍ପର ସକରାମିକ ପ୍ରଭାବ ଗୁଡିକ ନକରାମିକ ପ୍ରଭାବ ଠାରୁ ଯଥେଷ୍ଟ ଅଧିକ ।

୫-ପୁନର୍ବାସ ଓ ଥଇଥାନ ପାଇଁ ନିଯୁକ୍ତ ପ୍ରଶାସକଙ୍କ ବିବରଣୀ-ଉପ ଜିଲ୍ଲାପାଳ,ଚମ୍ପୁଆ ।

୬-ଜମିର ବିବରଣୀ-

ଜ ି ଲ ୍ଲ । ତହସିଲ ଗ ୍ର ।ମ ଗ ୍ର ।ମାଂଚଳ/ ସହରାଂଚଳ ଖାତା ନଂ. ପ୍ଲଟ ନଂ. ପ୍ଲଟ ର ମୋଟ ରକବା ଅଧିସୂଚୀତ ଜମିର ରକବା ରୟତ ର ନାମ
କେନ୍ଦୁଝର ବଡବିଲ ପଳଶା(କ) ଗ ।ମାଂଚଳ ୍ର ସଂଲଗ୍ନ ସଂଲଗ୍ନ ଏ ୮.୯୮ ଏ ୦.୬୫୬ ସଂଲଗ୍ନ

ଉକ୍ତ ଅଧିସୁଚିତ ଜମି ରକବା ମଧ୍ୟରୁ ଏ୦.୦୦ ସଂରକ୍ଷିତ ସରକାରୀ ଜମି ପ୍ରତିବଦଳ ପାଇଁ ଉଦ୍ଦିଷ୍ଟ ।

ଉକ୍ତ ଭୂମିର ଏକ ନକ୍ସା ଭୂ-ଅର୍ଜନ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, କେନ୍ଦୁଝର ରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।

ଉକ୍ତ ଅଧିସୂଚନା ଅନ୍ତର୍ଭୂକ୍ତ କୌଣସି ଜମିର କ୍ରୟ ବିକ୍ରୟ, ହସ୍ତାନ୍ତର (ଦେଣ ନେଣ) କିମ୍ବା ଦାୟ ସୃଷ୍ଟି କେନ୍ଦୁଝର ଜିଲ୍ଲାପାଳଙ୍କ ପୂର୍ବାନୁମୋଦନ ବିନା କରାଯାଇପାରିବ ନାହିଁ ।

3

ଭୁମି ଅନୁସୁଚୀ

ପ୍ରକଳ୍ପ ର ନାମ- ବାମେବାରୀ-ପଳଶା–ଗୁରୁଡା–କୋଇରା ରାସ୍ତାର ଉନ୍ନତି କରଣ

ମୌଜା-ପଳଶା(କ) ଥାନା ନଂ-୫୭

ଥାନା-ଯୋଡା ତହସିଲ ନଂ-୨

ତହସିଲ-ବଡବିଲ

ଜିଲ୍ଲା-କେନ୍ଦୁଝର

କ ୍ର ମ ି କ ନଂ ଖତିଆନ ନଂ ପ ଜାର ନାମ ୍ର ଓ ଠିକଣା ପ ଟ ନଂ ୍ଲ କ ସମ ି ମୋଟ ରକବା ଅର୍ଜନ ରକବା ମନ୍ତବ୍ୟ
୧ ୪ ଅଶାଢୁ ପାଲିସି, ନାନ୍ଦୁ ପାଲିସି,ପି- ହରି ପାଲିସି, ଜା-ଭୁୟଁା, ବା-ନିଜଗାଁ ୫୦୫ ଘରବାରି ୧.୬୫ ୦.୦୦୫
୨ ୭ କଳାକର ନାଏକ, ପି-ନଣିନ୍ଦ୍ର ନାଏକ, ଜା-ଭୁୟଁା, ବା-ନିଜଗାଁ ୪୯୩/ ୭୫୦ ଘରବାରି ୦.୪୦ ୦.୦୦୫
୩ ୧୮ ଗ ୁ ରା ଦେହୁରି, ପି-ବିନୁ ଦେହୁରି, ଜା-ଭୁୟଁା, ବା-ନିଜଗାଁ, ଜବର ଦଖଲ, ଭିମ ନାଏକ, ପି-ପହଲାଦ ନାଏକ, ଜା-ଭୁୟଁା, ବା-ନିଜଗାଁ ୫୦୪ ଘରବାରି ୦.୫୫ ୦.୦୨୦
୪ ୨୨ ଗୋପିନାଥ ବାରିକ, ନଟ ବାରିକ, ପି-ଲୋଚନ ବାରିକ, ଜା- ଗୋପାଳ, ବା-ନିଜଗାଁ ୪୫୧ ଘରବାରି ୦.୧୮ ୦.୦୨୦
୪୫୮ ଘରବାରି ୦.୧୯ ୦.୦୧୧
୫ ୩୫ ନିରଂଜନ ନାଏକ, କୁଂଜ ନାଏକ, ପି-ଭୁଲୁ ନାଏକ, କଳାକର ନାଏକ, ପ ି -ନଳିନ୍ଦ୍ର ନାଏକ, ଜା-ଭୁୟଁା, ବା- ନିଜଗାଁ ୪୯୩ ଘରବାରି ୧.୨୩ ୦.୦୩୦
୬ ୩୭ ପଦନ ବାରିକ, ପି-ଅନିରୁଧ ବାରିକ, ଜା-ଗୋପାଳ, ବା-ନିଜଗାଁ ୪୫୯ ଘରବାରି ୦.୨୩ ୦.୦୨୦
୭ ୫୦ ଭଂଜ ମୁଣ୍ଡା, ପି-ଦାସ ମୁଣ୍ଡା, ଜା- କୋହ୍ଲ,ବା-ନିଜଗାଁ ୪୭୫ ଘରବାରି ୦.୩୨ ୦.୦୪୦
୮ ୫୯ ମଙ୍ଗୁଳୁ ପାଲିସି, ପି-ମକୁନ୍ଦ ପାଲିସି, ଜା-ଭୁୟଁା, ବା-ନିଜଗାଁ ୪୪୦ ଶାରଦ-୩ ୦.୪୪ ୦.୦୬୦
୯ ୭୩ ରାଧୁ ବାରିକ, ଅନିରୁ ବାରିକ , ଜା-ଗୋପାଳ, ବା-ଯୋଡା, ଜବରଦଖଲ, ପଦନ ବାରିକ, ପି- ଅନିରୁ ବାରିକ, ଜା-ଗୋପାଳ, ବା-ନିଜଗାଁ ୪୫୯/ ୭୪୨ ଘରବାରି ୦.୨୧ ୦.୦୨୦
୧୦ ୮୮ ଶୁକନାଥ ନାଏକ, ପି-ପଦିଆ ନାଏକ, ଧର୍ମୁ ନାଏକ, ହରି ନାଏକ, ପି-ପଂଚୁ ନାଏକ, କୈରୁ ନାଏକ, ପି-ରୟା ନାଏକ , ରବି ନାଏକ, ଭୁବନ ନାଏକ , ପି-କାର୍ତୀକା ନାଏକ, ଧନୁ ନାଏକ, ପି- ପର୍ବତିଆ ନାଏକ, ବଂଶୀ ନାଏକ, କନ୍ଦା ନାଏକ , ପି-ରାମ ନାଏକ, ଦାମ ନାଏକ , ପି--ପର୍ବତିଆ ନାଏକ, ଭୁଲୁ ନାଏକ, ପି-ବେନୁ ନାଏକ, କଳାକର ନାଏକ , ନଳିନ୍ଦ୍ର ନାଏକ, ନନ୍ଦୁ ନାଏକ, ପି- ଗଙ୍ଗା ନାଏକ, ବିଶ୍ୱନାଥ ନାଏକ, ବ ୁଧୁ ନାଏକ, ପି-ସୁତାର ନାଏକ, ସଂବାରି ନାଏକ, ପି-ଯନୁ -ନାଏକ, ଜା-ଭୁୟଁା, ବା-ନିଜଗାଁ ୪୪୫ ତଇଳା-୧ ୦.୭୫ ୦.୦୪୦
୪୬୫ ଘରବାରି ୦.୬୧ ୦.୦୩୦
୪୫୦/ ୬୮୪ ରାସ୍ତା ୦.୦୬ ୦.୦୬୦
୧୧ ୯୨ ସ ୁ ବର୍ଣ ପାଲିସି, ମଙ୍ଗୁଳୁ ପାଲିସି, ପି- ମକୁନ୍ଦ ପାଲିସି, ସିଦ ପାଲିସି, ପି- ୪୫୨ ଘରବାରି ୦.୧୪ ୦.୦୧୦
ରଘୁ ପାଲିସି, ଅସାଡୁ ପାଲିସି, ନାନ୍ଦୁ ପାଲିସି, ପି-ହରି ପାଲିସି, ଜା-ଭୁୟଁା, ବା-ନିଜଗାଁ ୪୫୩ ଘରବାରି ୦.୫୧ ୦.୦୦୫
୧୨ ୯୫ ଶ ୁ ଶ ୁ ଳା ଦେହୁରି, ପି-ସୁନା ଦେହୁରି, ଗ ୁ ରା ଦେହୁରି, ପି-ବିନୁ ଦେହୁରି, ଜା-ଭୁୟଁା, ବା- ନିଜଗାଁ ୪୬୬ ଘରବାରି ୦.୩୪ ୦.୦୨
୪୬୭ ଘରବାରି ୦.୪୯ ୦.୦୩
୪୭୨ ଘରବାରି ୦.୪୩ ୦.୦୩
୪୪୯/ ୭୪୧ ଘରବାରି ୦.୧୦ ୦.୦୩
୪୭୨ / ୭୪୫ ଘରବାରି ୦.୦୬ ୦.୦୧
୪୫୦/ ୬୮୫ ରାସ୍ତା ୦.୧୪ ୦.୧୪
୧୩ ୯୬/୩୫ ନିତ୍ୟାନନ୍ଦ ନାଏକ, ପି- ଶୀ୍ରକାନ୍ତ ନାଏକ, ଜା-ଭୁୟଁା, ବା- ପଳଶା(କ) ୫୭୬ ଶାରଦ- ୩ ୦.୩୧ ୦.୦୨
ମୋଟ ୮.୯୮ ୦.୬୫୬
4 5

ରାଜ୍ୟପାଳଙ୍କ ଆଦେଶାନୁକ୍ରମେ ଆଶିଷ ଠାକ୍ରେ ଜିଲ୍ଲାପାଳ, କେନ୍ଦୁଝର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2881—173+12

Cite this issue. Odisha Gazette, Government of Odisha, 19 March 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-03-19.Extraordinary_671/. Archive identifier in.gazette.odisha_govpress.2024-03-19.Extraordinary_671.