Servants of Knowledge
Odisha Gazette · Government of Odisha

Odisha Gazette, No. 677, 19 March 2024

Published 19 March 2024

Department
Revenue & Disaster Management
Type
Extraordinary
Gazette no.
677
Notification no.
717
Notification Date
21-12-2020
Identifier
in.gazette.odisha_govpress.2024-03-19.Extraordinary_677
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 677 CUTTACK, TUESDAY, MARCH 19, 2024/FALGUNA 29, 1945

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଅଧିସୂଚନା

The 21st December 2020

No. 717(cid:650)IX(C)-21/2020(cid:650)ଯେହେତୁ ଓଡିଶା ସରକାରଙ୍କୁ ପ୍ରତିତ ହେଉଅଛି କି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲାର ବାମେବାରି–ରଣସାଳ ଘାଟି , ଭାୟା ଯୋଡା-ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ ସରକାର (Appropriate Government) ସରକାରୀ ବ୍ୟୟରେ ମୌଜା- ଜଜାଙ୍ଗ, ଥାନା-ଯୋଡା, ତହସିଲ- ବଡବିଲ, ଜିଲ୍ଲା କେନ୍ଦୁଝର ରେ ନିମ୍ନ ତଫସିଲ ମତେ ପ୍ରାୟ ଏ୭.୩୫ ରକବା ଭୂମି ଅର୍ଜନ କରିବା ଆବଶ୍ୟକ ହେଉଅଛି ।

ତେଣୁ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ୧୧(୧) ଧାରା ରେ ଭାରପ୍ରାପ୍ତ ହୋଇ ସରକାର (Appropriate Government ) ଏତଦ୍ୱାରା ନିମ୍ନ ଅନୁସୁଚୀ ରେ ପ୍ରଦଃତ ଜମି ଅଧିଗ୍ରହଣ ପାଇଁ ପ୍ରାରମ୍ଭିକ ଅଧିସୂଚନା ଜାରି କରାଯାଉଛି ।

ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ , ର ୧୧(୧) ଧାରା ଅନୁଯାୟୀ ଘୋଷିତ ଏହି ପ୍ରାରମ୍ଭିକ ଅଧିସୂଚନାଟି ଏଥି ସହିତ ସମ୍ପୃକ୍ତ ସମସ୍ତଙ୍କ ପାଇଁ ପ୍ରୟୁଜ୍ୟ ଅଟେ ।

ଯଦି ସମ୍ପୃକ୍ତ ଜମିର କୌଣସି ସ୍ୱତ୍ୱାଧିକାରୀ / ଜମି ମାଲିକ ଭୂମି ଅଧିଗ୍ରହଣ ଅଧିସୂଚନା ସମ୍ପର୍କିତ ଅଧିସୂଚୀତ ଜମିର ଉପଯୋଗିତା, ରକବା ଏବଂ ସାର୍ବଜାନୀନ ଉଦ୍ଦେଶ୍ୟର ଔଚିତ୍ୟ ବିଷୟରେ କୌଣସି ଆପତି ଥାଏ, ସେ ଉକ୍ତ ପ୍ରାରମ୍ଭିକ ଅଧିସୂଚନା ପ୍ରକାଶନର ୬୦ ଦିନ ମଧ୍ୟରେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଆକାରରେ ଅଭିଯୋଗ କରିପାରିବେ ।

2

ପ୍ରକଳ୍ପ ସମ୍ବନ୍ଧୀୟ ବିବରଣୀ

୧-ସାର୍ବଜନୀନ ଉଦ୍ଦେଶ୍ୟର ସ୍ୱରୁପ- ବାମେବାରି–ରଣସାଳ ଘାଟି , ଭାୟା ଯୋଡା-ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ ।

୨-ଜମି ଆବଶ୍ୟକ କରୁଥିବା ସଂସ୍ଥାର ନାମ-ନିର୍ବାହୀ ଯନ୍ତ୍ରୀ (ଆରଏଣ୍ଡ ବି. ଡିଭିଜନ) କେନ୍ଦୁଝର ।

୩-କ୍ଷତିଗ୍ରସ୍ତ ଲୋକଙ୍କ ବିସ୍ଥାପନ ଆବଶ୍ୟକତାର କାରଣ-ସାର୍ବଜନୀନ ଉଦ୍ଦେଶ୍ୟରେ ବାମେବାରି–ରଣସାଳ ଘାଟି , ଭାୟା ଯୋଡା -ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ କାର୍ଯ୍ୟକାରି କରିବା ।

୪-ସାମାଜିକ ପ୍ରଭାବ ମୂଲ୍ୟାୟନର ସାରାଂଶ -ଉକ୍ତ ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ ଅଟେ ।ଏହି ବିକାଶ ପ୍ରକଳ୍ପଟି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଯଥାର୍ଥ ଅଟେ । ପ୍ରକଳ୍ପର ସକରାମିକ ପ୍ରଭାବ ଗୁଡିକ ନକରାମିକ ପ୍ରଭାବ ଠାରୁ ଯଥେଷ୍ଟ ଅଧିକ ।

୫-ପୁନର୍ବାସ ଓ ଥଇଥାନ ପାଇଁ ନିଯୁକ୍ତ ପ୍ରଶାସକଙ୍କ ବିବରଣୀ-ଉପ ଜିଲ୍ଲାପାଳ,ଚମ୍ପୁଆ ।

୬-ଜମିର ବିବରଣୀ-

ଜ ି ଲ ୍ଲ । ତହସିଲ ଗ ୍ର ।ମ ଗ ୍ର ।ମାଂଚଳ/ସ ହରାଂଚଳ ଖାତା ନଂ. ପ୍ଲଟ ନଂ. ପ୍ଲଟ ର ମୋଟ ରକବା ଅଧିସୂଚୀତ ଜମିର ରକବା ରୟତ ର ନାମ
କେନ୍ଦୁଝର ବଡବିଲ ଜଜାଙ୍ଗ ଗ ।ମାଂଚଳ ୍ର ସଂଲଗ୍ନ ସଂଲଗ୍ନ ଏ ୧୮.୬୦ ଏ ୭.୩୫ ସଂଲଗ୍ନ

ଉକ୍ତ ଅଧିସୁଚିତ ଜମି ରକବା ମଧ୍ୟରୁ ଏ.୦.୦୦ ସଂରକ୍ଷିତ ସରକାରୀ ଜମି ପ୍ରତିବଦଳ ପାଇଁ ଉଦ୍ଦିଷ୍ଟ ।

ଉକ୍ତ ଭୂମିର ଏକ ନକ୍ସା ଭୂ-ଅର୍ଜନ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, କେନ୍ଦୁଝର ରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।

ଉକ୍ତ ଅଧିସୂଚନା ଅନ୍ତର୍ଭୂକ୍ତ କୌଣସି ଜମିର କ୍ରୟ ବିକ୍ରୟ, ହସ୍ତାନ୍ତର (ଦେଣ ନେଣ) କିମ୍ବା ଦାୟ ସୃଷ୍ଟି କେନ୍ଦୁଝର ଜିଲ୍ଲାପାଳଙ୍କ ପୂର୍ବାନୁମୋଦନ ବିନା କରାଯାଇପାରିବ ନାହିଁ ।

3

ଭୂମି ଅନୁସୂଚୀ

ପ୍ର୍ରକଳ୍ପର ନାମ- ବାମେବାରି –ରଣସାଳ ଘାଟି , ଭାୟା ଯୋଡା -ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ

ମୌଜା- ଜଜାଙ୍ଗ ଥାନା ନଂ-୪୨

ଥାନା-ଯୋଡା ତହସିଲ-୨(୭୩)

ତହସିଲ-ବଡବିଲ

ଜିଲ୍ଲା-କେନ୍ଦୁଝର

କ ୍ର ମ ି କ ନଂ ଖତିଆନ ନଂ ପ୍ରଜାର ନାମ ଓ ଠିକଣା ପ୍ଲଟ ନଂ କ ସମ ି ମୋଟ ରକବା ଅର୍ଜନ ରକବା ମନ୍ତବ୍ୟ
୧ ୬ ଆରତ ବେହେରା, କଳିଆ ବେହେରା, ଦଃୁଖୁ ବେହେରା, ପି- ବ ି ଟା ବେହେରା, ଜା-ଗୋପାଳ, ବା-ନିଜଗାଁ । ୨୩ ତଇଳା-୧ ୧.୪୨୦ ୧.୦୦୦
୨୩/୧୭୩୬ କାରଖାନା ୧.୨୦୦ ୦.୮୦୦
୨୩/୧୭୪୨ କାରଖାନା ୦.୬୦୦ ୦.୪୨୦
୨୮ କାରଖାନା ୦.୯୨୦ ୦.୧୨୦
୨ ୨୦ କିଶୋରୀ ବାରିକ, ବୀର ବାରିକ, ଗ ରୁଚରଣ ବାରିକ, ପି-ବୃନ୍ଦାବନ ୁ ବାରିକ, ବଂଶି ଧର ବାରିକ, ଗୋର୍ବନ ବାରିକ, ଚନ୍ଦ୍ରଶେଖର ବାରିକ, ପି- ଟଙ୍କଧର ବାରିକ, ପଦନ ବାରିକ, ରାଧୁ ବାରିକ,ପି-ଅନିରୁ ବାରିକ, ରଘୁନାଥ ବାରିକ, ହାର ବାରିକ, ପ ି-ଭାଗବତ ବାରିକ, ବୈଦେହି ବାରିକ, ସ୍ୱା-ଭଗବତ ବାରିକ, ନଟ ବାରିକ, ଗୋପିନାଥ ବାରିକ, ତ ଲୋଚନ ବାରିକ, ଧର ବାରିକ, ି ୍ର ୪୪୫ ନୟନଯୋରି ୦.୨୨୦ ୦.୨୨୦
୪୪୬ ରାସ୍ତା ୦.୧୯୦ ୦.୧୯୦
ପ ି -ବଳରାମ ବାରିକ, ନାଲୁ ବାରିକ, ଭରତ ବାରିକ, ଦଃୁଖ ବାରିକ,ପି- ଭୀମ ବାରିକ, ଦୁବୁରି ବାରିକ,ସ୍ୱା- ଭୀମ ବାରିକ, ବହ୍ଲବ ବାରିକ, ପି- ବଳରାମ ବାରିକ, ଆଶାମଣି ବାରିକ, ସ୍ୱା-ବଳରାମ ବାରିକ, ନ ି ଳାମ୍ବର ବାରିକ, ଭାଲୁ ବାରିକ, ପ -ବାଇଧର ବାରିକ, ଜଗୁ ବାରିକ, ି ମ ି ତ ୍ର ବାରିକ, ସୋସ ବାରିକ,ପି- ଗ ୁ ର ୁ ଚରଣ ବାରିକ, ପଦ୍ମା ବାରିକ, ସ୍ୱା- ଗୁରୁଚରଣ ବାରିକ, ରାଘବ ବାରିକ, ଉଲ୍ଲାସ ବାରିକ, ପି- କୈଳାଶ ବାରିକ, ମୁରଲି ବାରିକ, ପ ି -କହ୍ନେଇ ବାରିକ, ମଧୁ ବାରିକ, ପି-ହାଡୁ ବାରିକ, ଜା-ଗୋପାଳ, ବା-ପଳସା(ଖ) ୪୪୭ ନୟନଯୋରି ୦.୨୦୦ ୦.୨୦୦
୪୪୮ ତଇଳା-୧ ୧.୦୩୦ ୦.୧୪୦
୪୫୪/୧୩୧୫ ନାଳ ୦.୩୦୦ ୦.୦୩୦
୩ ୩୪ ଗୋପାଳ ନାଏକ,ପି-ମିଲୁ ନାଏକ,ଜା-ଭୂୟାଁ,ବା-ନଜଗଁା ୪୧୪ ତଇଳା-୧ ୦.୧୫୦ ୦.୧୨୦
୪୧୬ ତଇଳା-୧ ୦.୩୩୦ ୦.୧୦୦
୪ ୪୯ ବଳଭଦ୍ର କାରୁଆ, ଗୌର କାରୁଆ, ଯାତ୍ରୀ କାରୁଆ, ର୍ପୂିମା କାରୁଆ,ପି- ଜ ତ ି କାରୁଆ,ଜା-ଘାସି, ବା-ନିଜଗାଁ ୁ ୪୧୭ ଘରବାରି ୦.୧୦୦ ୦.୧୦୦
୪୧୮/୧୨୮୧ ତଇଳା-୧ ୦.୮୩୦ ୦.୩୬୦
୫ ୫୯ ଦଶରଥ ଖିଲାର,କଦଳୀ ଖ ି ଲାର,ପି-ବଂଶି ଖିଲାର,ବା-ବାଙ୍କ, ୧୪ ତଇଳା-୧ ୪.୨୭୦ ୧.୦୫୦
ର ୁ ଷ ି ବାରିକ,ପି-କୃତି ବାରକ, ବା- ନିଜଗାଁ । ୨୬ ମାହାରା ୦.୩୪୦ ୦.୧୬୦
୬ ୬୭ ନନ୍ଦ ପାତ୍ର,ପି-ହରି ପାତ୍ର, ଜା-ପାଣ, ବା-ନିଜଗାଁ । ୪୧୩ ତଇଳା-୧ ୦.୩୩୦ ୦.୧୦୦
୭ ୮୯ ବରଜୁ କାରୁଆ,ପି-ଗହ୍ମା କାରୁଅ.ଜା-ଘାସି, ବା-ନିଜଗାଁ । ୪୧୯ ଘରବାରି ୦.୦୭୦ ୦.୦୨୦
୮ ୧୦୮ ମ ି ଲ ୁ ବାରିକ, ପି-ତ୍ରିଲୋଚନ ବାରିକ, ଜାଗୋପାଳ, ବା- ପଳସା,(ଇ)ନଟ ବାରକ, ନାଥ ବାରିକ, ପି-କବି ବାରିକ, ବିଳାଶ ବାରିକ, ସ୍ୱା-କବି ବାରିକ, ବୈକୁଣ୍ଠ ବାରିକ, ବଳରାମ ବାରିକ, ପି-ରଥି ବାରିକ, ବେଣୁଧର ବାରିକ,ପି-ଭକ୍ତ ବାରିକ, କୃପାସିନ୍ଧୁ ବାରିକ, ପି- ନ ି ରଂଜନ ବାରିକ, ବିଲେଇ ବାରିକ, ସ୍ୱା-ନିରଂଜନ ବାରିକ, ପିତାମ୍ବର ବାରିକ,ବୈଷ୍ଣବ ବାରିକ, ପି- ଦୁର୍ଯ୍ୟୋଧନ ବାରିକ, ଜା- ଗୋପାଳ,ବା-ପଳସା(ଖ) । ୪୪୩/୧୧୮୧ ତଇଳା-୨ ୦.୬୬୦ ୦.୧୦୦
୯ ୧୧୪ ରଙ୍ଗଧର ବେହେରା,ପି-କେଶବ ବେହେରା,ଫୁଲମଣି ବେହେରା,ସ୍ୱା- ବନମାଳି ବେହେରା, ଗୌରାଙ୍ଗ ବେହେରା, ଦୈପଦି ବାରିକ, ମତୀ ପଲେଇ,ପି-ବନମାଳି ବେହେରା, ଜା-ଗୋପାଳ,ବା-କମଳପୁର । ୨୪ ତଇଳା-୧ ୦.୪୦୦ ୦.୩୮୦
୩୦ କାରଖାନା ୦.୩୨୦ ୦.୦୭୦
୨୩/୧୧୯୯ ତଇଳା-୨ ୦.୧୦୦ ୦.୧୦୦
୧୦ ୧୨୩ ରାଧେଶ୍ୟାମ ଜୟଶ୍ୱାଲ, ପି- ଗୟାପ୍ରସାଦ ଜୟଶ୍ୱାଲ, ଜା- ଜୟଶ୍ୱାଲ, ବା-ନିଜଗାଁ । ୪୪୦/୧୩୧୦ ଘରବାରି ୦.୦୫୦ ୦.୦୧୦
୧୧ ୧୨୬ ଶଙ୍କର୍ଷଣ ମହାନ୍ତି, ପି-ଭୋଳାନାଥ ମହାନ୍ତି,ଜା-କରଣ,ବା-ନଜଗାଁ । ୪୨୬/୧୩୦୦ ଘରବାରି ୦.୪୮୦ ୦.୦୧୦
୧୨ ୧୨୭ ଶତୃଘ୍ନ ପ୍ରସାଦ ଜୟଶ୍ୱାଲ,ପି- ରାମଦୁଲାରି ଜୟଶ୍ୱାଲ, ଜା- ଜୟଶ୍ୱାଲ,ବା-ନିଜଗାଁ । ୪୨୮/୧୩୦୧ ଘରବାରି ୦.୦୬୦ ୦.୦୨୦
୧୩ ୧୬୧ ଭଗବାନ ବେହେରା,ପି- ଉବବେହେରା,ଜା-ଗୋପାଳ,ବା- ନିଜଗାଁ, ନିରଂଶ ପକ୍ଷେ ଜବରଦଖଲ ଆର୍ତ ବେହେରା,ଦୁଃଖୁ ବେହେରା,କିଆ ବେହେରା,ପି-ବିଟା ବେହେରା, ଜା-ଗୋପାଳ,ବା- କମଳପୁର । ୨୩/୧୨୦୦ ତଇଳା-୨ ୦.୨୮୦ ୦.୨୮୦
୧୪ ୧୫୧/ ୪୭ ଇସେଲ ମାଇନିଂ ଏଣ୍ଡ ଇଣ୍ଡଷ୍ଟ୍ରିଜ ଲି. ବଡବିଲ । ୨୫/ ଘରବାରି ୧.୨୧୦ ୦.୭୫୦
୨୪/୧୬୫୬ ଘରବାରି ୦.୫୧୦ ୦.୨୮୦
୧୫ ୧୫୧/ ୬୩ ଟାଟା ଆଇରନ ଏଣ୍ଡ ଇଣ୍ଡଷ୍ଟ୍ର ିଜ କମ୍ପାନୀ ଯୋଡା,ଥାନା-ଯୋଡା, ବା-କେନ୍ଦୁଝର । ୪୩୬/୧୩୦୪ ତଇଳା-୧ ୦.୯୫୦ ୦.୦୨୦
୧୬ ୧୫୧/ ୬୯ ଦ ି ପକ କୁମାର ପଟନାୟକ,ପି- ଇଶୋର ଚନ୍ଦ୍ର ପଟନାୟକ,ବା- ଜଡିବାହାଳ,ଥା-ଯୋଡା,ଜିଲ୍ଲା- କେନ୍ଦୁଝର । ୪୪୦/୧୩୦୭ ଘରବାରି ୦.୦୮୦ ୦.୦୪୦
୧୭ ୧୫୧/ ୮୭ ଦ ି ପକ ମିନେରାଲ ଏଣ୍ଡ ଇଣ୍ଡଷ୍ଟ୍ରିଜ ପ ୍ର ।ଇଭେଟ ଲିମିଟେଡ,ବଡବିଲ ତରଫ ନିର୍ଦ୍ଦେଶକ ହରିଚରଣ ଗ ୁ ପ୍ତା,ପି-ଲକ୍ଷ୍ମି ଚାନ୍ଦ ଗୁପ୍ତା,ଜା- କାୟସ୍ତ,ବା/ଥା-ବଡବିଲ,ଜି- କେନ୍ଦୁଝର । ୪୪୪ କାରଖାନା ୧.୦୦ ୦.୧୬୦
ମୋଟ ୧୮.୬୦୦ ୭.୩୫୦
4 5 6 7

ରାଜ୍ୟପାଳଙ୍କ ଆଦେଶାନୁକ୍ରମେ ଆଶିଷ ଠାକ୍ରେ ଜିଲ୍ଲାପାଳ, କେନ୍ଦୁଝର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2887—173+12

Cite this issue. Odisha Gazette, Government of Odisha, 19 March 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-03-19.Extraordinary_677/. Archive identifier in.gazette.odisha_govpress.2024-03-19.Extraordinary_677.