Servants of Knowledge
Odisha Gazette · Government of Odisha

Odisha Gazette, No. 678, 19 March 2024

Published 19 March 2024

Department
Revenue & Disaster Management
Type
Extraordinary
Gazette no.
678
Notification no.
724
Notification Date
21-12-2020
Identifier
in.gazette.odisha_govpress.2024-03-19.Extraordinary_678
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 678 CUTTACK, TUESDAY, MARCH 19, 2024/FALGUNA 29, 1945

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଅଧିସୂଚନା

The 21st December 2020

No. 724(cid:650)IX(C)-22/2020(cid:650)ଯେହେତୁ ଓଡିଶା ସରକାରଙ୍କୁ ପ୍ରତିତ ହେଉଅଛି କି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲାର ବାମେବାରି–ରଣସାଳ ଘାଟି , ଭାୟା ଯୋଡା-ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ ସରକାର (Appropriate Government) ସରକାରୀ ବ୍ୟୟରେ ମୌଜା- ଜଳହରି, ଥାନା-ଯୋଡା, ତହସିଲ- ବଡବିଲ, ଜିଲ୍ଲା କେନ୍ଦୁଝର ରେ ନିମ୍ନ ତଫସିଲ ମତେ ପ୍ରାୟ ଏ୧.୮୩୦ ରକବା ଭୂମି ଅର୍ଜନ କରିବା ଆବଶ୍ୟକ ହେଉଅଛି ।

ତେଣୁ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ୧୧(୧) ଧାରା ରେ ଭାରପ୍ରାପ୍ତ ହୋଇ ସରକାର (Appropriate Government ) ଏତଦ୍ୱାରା ନିମ୍ନ ଅନୁସୁଚୀ ରେ ପ୍ରଦଃତ ଜମି ଅଧିଗ୍ରହଣ ପାଇଁ ପ୍ରାରମ୍ଭିକ ଅଧିସୂଚନା ଜାରି କରାଯାଉଛି ।

ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ , ର ୧୧(୧) ଧାରା ଅନୁଯାୟୀ ଘୋଷିତ ଏହି ପ୍ରାରମ୍ଭିକ ଅଧିସୂଚନାଟି ଏଥି ସହିତ ସମ୍ପୃକ୍ତ ସମସ୍ତଙ୍କ ପାଇଁ ପ୍ରୟୁଜ୍ୟ ଅଟେ ।

ଯଦି ସମ୍ପୃକ୍ତ ଜମିର କୌଣସି ସ୍ୱତ୍ୱାଧିକାରୀ / ଜମି ମାଲିକ ଭୂମି ଅଧିଗ୍ରହଣ ଅଧିସୂଚନା ସମ୍ପର୍କିତ ଅଧିସୂଚୀତ ଜମିର ଉପଯୋଗିତା, ରକବା ଏବଂ ସାର୍ବଜାନୀନ ଉଦ୍ଦେଶ୍ୟର ଔଚିତ୍ୟ ବିଷୟରେ କୌଣସି ଆପତି ଥାଏ, ସେ ଉକ୍ତ ପ୍ରାରମ୍ଭିକ ଅଧିସୂଚନା ପ୍ରକାଶନର ୬୦ ଦିନ ମଧ୍ୟରେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଆକାରରେ ଅଭିଯୋଗ କରିପାରିବେ ।

2

ପ୍ରକଳ୍ପ ସମ୍ବନ୍ଧୀୟ ବିବରଣୀ

୧-ସାର୍ବଜନୀନ ଉଦ୍ଦେଶ୍ୟର ସ୍ୱରୁପ- ବାମେବାରି–ରଣସାଳ ଘାଟି , ଭାୟା ଯୋଡା-ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ ।

୨-ଜମି ଆବଶ୍ୟକ କରୁଥିବା ସଂସ୍ଥାର ନାମ-ନିର୍ବାହୀ ଯନ୍ତ୍ରୀ (ଆରଏଣ୍ଡ ବି. ଡିଭିଜନ) କେନ୍ଦୁଝର ।

୩-କ୍ଷତିଗ୍ରସ୍ତ ଲୋକଙ୍କ ବିସ୍ଥାପନ ଆବଶ୍ୟକତାର କାରଣ-ସାର୍ବଜନୀନ ଉଦ୍ଦେଶ୍ୟରେ ବାମେବାରି–ରଣସାଳ ଘାଟି , ଭାୟା ଯୋଡା -ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ କାର୍ଯ୍ୟକାରି କରିବା ।

୪-ସାମାଜିକ ପ୍ରଭାବ ମୂଲ୍ୟାୟନର ସାରାଂଶ -ଉକ୍ତ ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ ଅଟେ ।ଏହି ବିକାଶ ପ୍ରକଳ୍ପଟି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଯଥାର୍ଥ ଅଟେ । ପ୍ରକଳ୍ପର ସକରାମିକ ପ୍ରଭାବ ଗୁଡିକ ନକରାମିକ ପ୍ରଭାବ ଠାରୁ ଯଥେଷ୍ଟ ଅଧିକ ।

୫-ପୁନର୍ବାସ ଓ ଥଇଥାନ ପାଇଁ ନିଯୁକ୍ତ ପ୍ରଶାସକଙ୍କ ବିବରଣୀ-ଉପ ଜିଲ୍ଲାପାଳ,ଚମ୍ପୁଆ ।

୬-ଜମିର ବିବରଣୀ-

ଜ ି ଲ ୍ଲ । ତହସିଲ ଗ ୍ର ।ମ ଗ ୍ର ।ମାଂଚଳ/ସ ହରାଂଚଳ ଖାତା ନଂ. ପ୍ଲଟ ନଂ. ପ୍ଲଟ ର ମୋଟ ରକବା ଅଧିସୂଚୀତ ଜମିର ରକବା ରୟତ ର ନାମ
କେନ୍ଦୁଝର ବଡବିଲ ଜଳହରି ଗ ।ମାଂଚଳ ୍ର ସଂଲଗ୍ନ ସଂଲଗ୍ନ ଏ ୮.୪୮ ଏ ୧.୮୩ ସଂଲଗ୍ନ

ଉକ୍ତ ଅଧିସୁଚିତ ଜମି ରକବା ମଧ୍ୟରୁ ଏ.୦.୦୦ ସଂରକ୍ଷିତ ସରକାରୀ ଜମି ପ୍ରତିବଦଳ ପାଇଁ ଉଦ୍ଦିଷ୍ଟ ।

ଉକ୍ତ ଭୂମିର ଏକ ନକ୍ସା ଭୂ-ଅର୍ଜନ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, କେନ୍ଦୁଝର ରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।

ଉକ୍ତ ଅଧିସୂଚନା ଅନ୍ତର୍ଭୂକ୍ତ କୌଣସି ଜମିର କ୍ରୟ ବିକ୍ରୟ, ହସ୍ତାନ୍ତର (ଦେଣ ନେଣ) କିମ୍ବା ଦାୟ ସୃଷ୍ଟି କେନ୍ଦୁଝର ଜିଲ୍ଲାପାଳଙ୍କ ପୂର୍ବାନୁମୋଦନ ବିନା କରାଯାଇପାରିବ ନାହିଁ ।

3

ଭୂମି ଅନୁସୂଚୀ

ପ୍ର୍ରକଳ୍ପର ନାମ- ବାମେବାରି –ରଣସାଳ ଘାଟି , ଭାୟା ଯୋଡା -ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ

ମୌଜା- ଜଳହରି ଥାନା ନଂ-୩୭

ଥାନା-ଯୋଡା ତହସିଲ-୨(୭୩)

ତହସିଲ-ବଡବିଲ

ଜିଲ୍ଲା-କେନ୍ଦୁଝର

କ ୍ର ମିକ ନଂ ଖତିଆନ ନଂ ପ୍ରଜାର ନାମ ଓ ଠିକଣା ପ୍ଲଟ ନଂ କିସମ ମୋଟ ରକବା ଅର୍ଜନ ରକବା ମନ୍ତବ୍ୟ
୧ ୭ ଗ ୁ ରାଇ ମ ୁ ଣ୍ଡା, ଜରାଇ ମ ୁ ଣ୍ଡା, ଲୋଚନ ମୁଣ୍ଡା, ନିରଂଜନ ମୁଣ୍ଡା, ପି- ଦଶରା ମୁଣ୍ଡା, ଜା-କୋହ୍ଲ ବା-ନିଜଗାଁ । ୨୧୧ ତଇଳା-୨ ୦.୦୯୦ ୦.୦୩୦
୨୬୩ ତଇଳା-୨ ୦.୪୨୦ ୦.୦୫୦
୩୧୦ ତଇଳା-୨ ୦.୧୯୦ ୦.୦୩୦
୨୦୨/୪୦୪ ତଇଳା-୨ ୦.୧୪୦ ୦.୦୬୦
୩୦୫/୪୯୯ ତଇଳା-୧ ୦.୧୨୦ ୦.୦୮୦
୨ ୧୪ ଧନିଆଁ ପାତ୍ର, ପି-ବିଦା ପାତ୍ର,ଜା-ପାଣ, ବା-ନିଜଗାଁ । ୨୬୬/୪୩୫ ଶାରଦ-୩ ୦.୦୩୦ ୦.୦୨୦
୩ ୧୫ ନାନ୍ଦୁ ମୁଣ୍ଡା, ରତ ମ ୁ ଣ୍ଡା, ପି-ଗମା ମୁଣ୍ଡା,ସନି ମୁଣ୍ଡା, ସ୍ୱା-ଗମା ମୁଣ୍ଡା, ଜା- କୋହ୍ଲ ବା-ନିଜଗାଁ । ୨୧୪ ଶାରଦ-୩ ୦.୩୦୦ ୦.୦୩୦
୪ ୧୯ ବ ୁ ଦୁନି ମୁଣ୍ଡା, ଲେଗେରା ମୁଣ୍ଡା, ପି- ଦଶରା ମୁଣ୍ଡା, ଟାପୁକା ମୁଣ୍ଡା, ମଙ୍ଗଳ ମୁଣ୍ଡା, ପି-ଚାମୁରା ମୁଣ୍ଡା,ଦାଶ ମୁଣ୍ଡା, ସାନସୁବେଦାର ମୁଣ୍ଡା, ସେନାପତି ମୁଣ୍ଡା, ପି-ବୁଧୁରାମ ମୁଣ୍ଡା, କିତାମାଇ ମୁଣ୍ଡା,ସ୍ୱା- ବ ୁ ଧୁରାମ ମୁଣ୍ଡା, ସୁବେଦାର ମୁଣ୍ଡା ପି- ୨୧୭ ଶାରଦ-୨ ୦.୩୭୦ ୦.୦୫୦
୨୧୮ ତଇଳା-୧ ୦.୧୯୦ ୦.୦୬୦
୨୨୬ ଶାରଦ-୩ ୦.୨୮୦ ୦.୦୮୦
ମୁଟୁ ମୁଣ୍ଡା, ଜା-କୋହ୍ଲ ବା-ନିଜଗାଁ । ୨୦୨/୪୦୬ ପତିତ ୦.୨୪୦ ୦.୦୮୦
୨୪୮/୪୨୯ ତଇଳା-୧ ୦.୨୯୦ ୦.୧୩୦
୫୫ ୨୧ ମୁଟୁ ମ ୁ ଣ୍ଡା,ଶୁକ୍ରା ମ ୁ ଣ୍ଡା, ଗ ୁ ରା ମୁଣ୍ଡା,ଟାପୁକା ମୁଣ୍ଡା,ସୁରେନ ମୁଣ୍ଡା,ପି- ଡୁରୁସୁ ମୁଣ୍ଡା, ମାଟା ମୁଣ୍ଡା, ସନାତନ ମୁଣ୍ଡା,ପି-ମଙ୍ଗଲ ମୁଣ୍ଡା,ସୁନା ମୁଣ୍ଡା,ପି- ବ ୁ ଧୁ ମୁଣ୍ଡା, ଜା-କୋହ୍ଲ ବା-ନିଜଗାଁ । ୨୬୬ ଶାରଦ-୩ ୦.୩୦୦ ୦.୦୬୦
୨୬୮ ତଇଳା-୧ ୦.୧୨୦ ୦.୦୪୦
୨୦୨/୪୦୫ ପତିତ ୦.୧୮୦ ୦.୦୯୦
୨୬୬/୪୩୬ ଶାରଦ-୩ ୦.୦୫୦ ୦.୦୧୦
୬ ୨୪ ସାନରାମ ମୁଣ୍ଡା,ପି-ଟୁପୁରା ମୁଣ୍ଡା ଜା- କୋହ୍ଲ ବା-ନିଜଗାଁ । ୨୦୩ ତଇଳା-୨ ୦.୪୮୦ ୦.୦୬୦
୨୬୨ ଶାରଦ-୩ ୦.୪୦୦ ୦.୧୦୦
୨୮୨ ଶାରଦ-୩ ୦.୦୯୦ ୦.୦୬୦
୨୦୨/୪୦୩ ତଇଳା-୨ ୦.୧୪୦ ୦.୦୫୦
୭ ୨୭ ମଣି ମୁଣ୍ଡା, ସ୍ୱା-ବୈଦ ମୁଣ୍ଡା,ମୁଟୁ ମୁଣ୍ଡା,ହରି ମୁଣ୍ଡା, ସୁରେନ୍ଦ୍ର ମୁଣ୍ଡା, ସୁନିତା ମୁଣ୍ଡା, ପି-ବୈଦ ମୁଣ୍ଡା, ସୁକମତି ମୁଣ୍ଡା, ଜେମା ମୁଣ୍ଡା, ସୁନିଲ ମୁଣ୍ଡା, ପି-ସାଦିଆ ମୁଣ୍ଡା, ଜାନି ମୁଣ୍ଡା, ସୁକର ମୁଣ୍ଡା, ପି- ୨୭୮ ତଇଳା-୨ ୦.୧୬୦ ୦.୦୪୦
୩୦୫ ତଇଳା-୧ ୧.୫୭୦ ୦.୧୦୦
୩୦୯ ତଇଳା-୧ ୦.୨୦୦ ୦.୧୦୦
୩୧୪ ଶାରଦ-୨ ୧.୩୧୦ ୦.୦୧୦
ରେକଣ୍ଡା ମୁଣ୍ଡା, ଜେମା ମୁଣ୍ଡା, ସୁନିକା ମୁଣ୍ଡା, ପି-ରାଉତ ମୁଣ୍ଡା, ମୁନି ମୁଣ୍ଡା, ସ୍ୱା- ପରମା ମୁଣ୍ଡା, ବୁଧୁରାମ ମୁଣ୍ଡା, ବୁଟେଲ ମୁଣ୍ଡା, ଇଶି ମୁଣ୍ଡା,ମିଲନ ମୁଣ୍ଡା, ପି- ପରମା ମୁଣ୍ଡା, ଚମ୍ପା ମୁଣ୍ଡା, ସ୍ୱା-ସୁରେନ୍ଦ୍ର ମୁଣ୍ଡା, ରଇବାରି ମୁଣ୍ଡା, ନାଥ ମୁଣ୍ଡା, ଶନିବାର ମୁଣ୍ଡା,ଢୁସା ମୁଣ୍ଡା, ଗୁଲୁ ମୁଣ୍ଡା, ଅଭିରାମ ମୁଣ୍ଡା, ସୁନିଲ ମୁଣ୍ଡା, ପି- ସୁରେନ୍ଦ୍ର ମୁଣ୍ଡା, ଦୁର୍ଗା ମୁଣ୍ଡା, ବୁଟୁ ମୁଣ୍ଡା, ନିରଜଂନ ମୁଣ୍ଡା, ଶିବ ମୁଣ୍ଡା, ଶିତଳ ମୁଣ୍ଡା, ସୁରେଶ ମୁଣ୍ଡା, ନିରଳ ମୁଣ୍ଡା, ମିଲନ ମୁଣ୍ଡା, ପି-ମୋହନ ମୁଣ୍ଡା, ଜା- କୋହ୍ଲ ବା-ନିଜଗାଁ । ୩୦୯/୪୫୦ ଶାରଦ-୨ ୦.୦୨୦ ୦.୦୧୦
୮ ୨୯/୧୧ ସୁବୁନି ମୁଣ୍ଡା,ସ୍ୱା-ଦଶରା ମୁଣ୍ଡା, ଜା- କୋହ୍ଲ ବା-ନିଜଗାଁ । ୨୨୬/୪୨୮ ଶାରଦ-୩ ୦.୦୫୦ ୦.୦୫୦
୯ ୨୯/୪ ଜନ ମୁଣ୍ଡା,ପି-ଲଖନ ମୁଣ୍ଡା, ବା- ଭୋଳବେଡା । ୨୮୨/୪୪୨ ଶାରଦ-୩ ୦.୧୨୦ ୦.୧୨୦
୧୦ ୨୯/୫ ସିତାନାଥ ମ ୁ ଣ୍ଡା,ପି-ତନୁରାମ ମ ୁ ଣ୍ଡା, ବା-ଜଳହରି । ୨୮୨/୪୪୧ ଘରବାରି ୦.୧୩୦ ୦.୧୩୦
୧୧ ୨୯/୧୨ ଗୁରୁଚରଣ ଓରାମପି-ବୈଶାଖୁ ଓରାମ,ଜା-ଓରାମ, ବା-ଜଳହରି । ୨୬୭ ଶାରଦ-୨ ୦.୫୦୦ ୦.୧୦୦
ମୋଟ ୮.୪୮୦ ୧.୮୩୦
4 5

ରାଜ୍ୟପାଳଙ୍କ ଆଦେଶାନୁକ୍ରମେ ଆଶିଷ ଠାକ୍ରେ ଜିଲ୍ଲାପାଳ, କେନ୍ଦୁଝର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2888—173+12

Cite this issue. Odisha Gazette, Government of Odisha, 19 March 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-03-19.Extraordinary_678/. Archive identifier in.gazette.odisha_govpress.2024-03-19.Extraordinary_678.