The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 679 CUTTACK, TUESDAY, MARCH 19, 2024/FALGUNA 29, 1945
କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
ଅଧିସୂଚନା
The 21st December 2020
No. 731(cid:650)IX(C)-23/2020(cid:650)ଯେହେତୁ ଓଡିଶା ସରକାରଙ୍କୁ ପ୍ରତିତ ହେଉଅଛି କି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲାର ବାମେବାରି–ରଣସାଳ ଘାଟି , ଭାୟା ଯୋଡା-ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ ସରକାର (Appropriate Government) ସରକାରୀ ବ୍ୟୟରେ ମୌଜା- ଜଡିବାହାଳ, ଥାନା-ଯୋଡା, ତହସିଲ- ବଡବିଲ, ଜିଲ୍ଲା କେନ୍ଦୁଝର ରେ ନିମ୍ନ ତଫସିଲ ମତେ ପ୍ରାୟ ଏ୪.୧୪ ରକବା ଭୂମି ଅର୍ଜନ କରିବା ଆବଶ୍ୟକ ହେଉଅଛି ।
ତେଣୁ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ୧୧(୧) ଧାରା ରେ ଭାରପ୍ରାପ୍ତ ହୋଇ ସରକାର (Appropriate Government ) ଏତଦ୍ୱାରା ନିମ୍ନ ଅନୁସୁଚୀ ରେ ପ୍ରଦଃତ ଜମି ଅଧିଗ୍ରହଣ ପାଇଁ ପ୍ରାରମ୍ଭିକ ଅଧିସୂଚନା ଜାରି କରାଯାଉଛି ।
ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ , ର ୧୧(୧) ଧାରା ଅନୁଯାୟୀ ଘୋଷିତ ଏହି ପ୍ରାରମ୍ଭିକ ଅଧିସୂଚନାଟି ଏଥି ସହିତ ସମ୍ପୃକ୍ତ ସମସ୍ତଙ୍କ ପାଇଁ ପ୍ରୟୁଜ୍ୟ ଅଟେ ।
ଯଦି ସମ୍ପୃକ୍ତ ଜମିର କୌଣସି ସ୍ୱତ୍ୱାଧିକାରୀ / ଜମି ମାଲିକ ଭୂମି ଅଧିଗ୍ରହଣ ଅଧିସୂଚନା ସମ୍ପର୍କିତ ଅଧିସୂଚୀତ ଜମିର ଉପଯୋଗିତା, ରକବା ଏବଂ ସାର୍ବଜାନୀନ ଉଦ୍ଦେଶ୍ୟର ଔଚିତ୍ୟ ବିଷୟରେ କୌଣସି ଆପତି ଥାଏ, ସେ ଉକ୍ତ ପ୍ରାରମ୍ଭିକ ଅଧିସୂଚନା ପ୍ରକାଶନର ୬୦ ଦିନ ମଧ୍ୟରେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଆକାରରେ ଅଭିଯୋଗ କରିପାରିବେ ।
2ପ୍ରକଳ୍ପ ସମ୍ବନ୍ଧୀୟ ବିବରଣୀ
୧-ସାର୍ବଜନୀନ ଉଦ୍ଦେଶ୍ୟର ସ୍ୱରୁପ- ବାମେବାରି–ରଣସାଳ ଘାଟି , ଭାୟା ଯୋଡା-ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ ।
୨-ଜମି ଆବଶ୍ୟକ କରୁଥିବା ସଂସ୍ଥାର ନାମ-ନିର୍ବାହୀ ଯନ୍ତ୍ରୀ (ଆରଏଣ୍ଡ ବି. ଡିଭିଜନ) କେନ୍ଦୁଝର ।
୩-କ୍ଷତିଗ୍ରସ୍ତ ଲୋକଙ୍କ ବିସ୍ଥାପନ ଆବଶ୍ୟକତାର କାରଣ-ସାର୍ବଜନୀନ ଉଦ୍ଦେଶ୍ୟରେ ବାମେବାରି–ରଣସାଳ ଘାଟି , ଭାୟା ଯୋଡା -ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ କାର୍ଯ୍ୟକାରି କରିବା ।
୪-ସାମାଜିକ ପ୍ରଭାବ ମୂଲ୍ୟାୟନର ସାରାଂଶ -ଉକ୍ତ ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ ଅଟେ ।ଏହି ବିକାଶ ପ୍ରକଳ୍ପଟି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଯଥାର୍ଥ ଅଟେ । ପ୍ରକଳ୍ପର ସକରାମିକ ପ୍ରଭାବ ଗୁଡିକ ନକରାମିକ ପ୍ରଭାବ ଠାରୁ ଯଥେଷ୍ଟ ଅଧିକ ।
୫-ପୁନର୍ବାସ ଓ ଥଇଥାନ ପାଇଁ ନିଯୁକ୍ତ ପ୍ରଶାସକଙ୍କ ବିବରଣୀ-ଉପ ଜିଲ୍ଲାପାଳ,ଚମ୍ପୁଆ ।
୬-ଜମିର ବିବରଣୀ-
| ଜ ି ଲ ୍ଲ । | ତହସିଲ | ଗ ୍ର ।ମ | ଗ ୍ର ।ମାଂଚଳ/ସ ହରାଂଚଳ | ଖାତା ନଂ. | ପ୍ଲଟ ନଂ. | ପ୍ଲଟ ର ମୋଟ ରକବା | ଅଧିସୂଚୀତ ଜମିର ରକବା | ରୟତ ର ନାମ |
| କେନ୍ଦୁଝର | ବଡବିଲ | ଜଡିବାହାଳ | ଗ ।ମାଂଚଳ ୍ର | ସଂଲଗ୍ନ | ସଂଲଗ୍ନ | ଏ ୨୧.୯୭ | ଏ ୪.୧୪ | ସଂଲଗ୍ନ |
ଉକ୍ତ ଅଧିସୁଚିତ ଜମି ରକବା ମଧ୍ୟରୁ ଏ.୦.୦୦ ସଂରକ୍ଷିତ ସରକାରୀ ଜମି ପ୍ରତିବଦଳ ପାଇଁ ଉଦ୍ଦିଷ୍ଟ ।
ଉକ୍ତ ଭୂମିର ଏକ ନକ୍ସା ଭୂ-ଅର୍ଜନ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, କେନ୍ଦୁଝର ରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।
ଉକ୍ତ ଅଧିସୂଚନା ଅନ୍ତର୍ଭୂକ୍ତ କୌଣସି ଜମିର କ୍ରୟ ବିକ୍ରୟ, ହସ୍ତାନ୍ତର (ଦେଣ ନେଣ) କିମ୍ବା ଦାୟ ସୃଷ୍ଟି କେନ୍ଦୁଝର ଜିଲ୍ଲାପାଳଙ୍କ ପୂର୍ବାନୁମୋଦନ ବିନା କରାଯାଇପାରିବ ନାହିଁ ।
3ଭୂମି ଅନୁସୂଚୀ
ପ୍ର୍ରକଳ୍ପର ନାମ -ବାମେବାରି – ରଣସାଳ ଘାଟି , ଭାୟା ଯୋଡା ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ
ମୌଜା- ଜଡିବାହାଳ ଥାନା ନଂ-୫୧
ଥାନା-ଯୋଡା ତହସିଲ-୨(୭୩)
ତହସିଲ-ବଡବିଲ
ଜିଲ୍ଲା-କେନ୍ଦୁଝର
| କ ୍ର ମ ି କ ନଂ | ଖତିଆନ ନଂ | ପ ଜାର ନାମ ଓ ଠିକଣା ୍ର | ପ୍ଲଟ ନଂ | କ ି ସମ | ମୋଟ ରକବା | ଅର୍ଜନ ରକବା | ମନ୍ତବ୍ୟ |
| ୧ | ୭ | ଗୋରା କୋହ୍ଲ,ପି-ବନା କୋହ୍ଲ, ଜା- କୋହ୍ଲ, ବା-ନିଜଗାଁ । | ୧୪୪ | ଜଙ୍ଗଲ | ୩.୫୧୦ | ୦.୩୦୦ | |
| ୨ | ୧୧ | ଟାଟା କଂପାନି | ୯ | ନୟନଯୋରି | ୧.୧୫୦ | ୦.୪୦୦ | |
| ୧୦ | ରାସ୍ତା | ୦.୪୧୦ | ୦.୪୧୦ | ||||
| ୧୧ | ନୟନଯୋରି | ୦.୭୫୦ | ୦.୭୫୦ | ||||
| ୪୬/୨୦୭ | ରାସ୍ତା | ୦.୦୯୦ | ୦.୦୯୦ | ||||
| ୪୭/୨୦୮ | ନୟନଯୋରି | ୦.୦୪୦ | ୦.୦୨୦ | ||||
| ୪୭/୨୦୯ | ନୟନଯୋରି | ୦.୦୮ | ୦.୦୪୦ | ||||
| ୩ | ୧୯ | ବ ୁ ଧ ୁ ମ ୁ ଣ୍ଡା,ପି-ମୁଗୁରା ମୁଣ୍ଡା,ଜା- କୋହ୍ଲ, ବା-ନିଜଗାଁ । | ୧୧୫ | ତଇଳା-୨ | ୧.୦୨୦ | ୦.୨୫୦ | |
| ୪ | ୨୦ | ବେଣୁଧର କୋଡା, ପି-କୁମର କୋଡା, ପିହଡି କୋଡା, ସ୍ୱା-କୁମର କୋଡା, ସୂର୍ଯ୍ୟ କୋଡା,ପି-କାନ୍ଦୁରୁ କୋଡା, ଜା-କୋଡା, ବା-କୋଇଡା | ୪ | ପତିତ | ୦.୩୬୦ | ୦.୦୩୦ | |
| ୪(କ) | ୩୯/୭ | ରବିନ୍ଦ୍ରନାଥ ପଟନାୟକ, ପି-ବଂଶିଧର ୫୨/୨୨୧ ପଟନାୟକ, ମାନେଜିଙ୍ଗ ଡାଇରେକ୍ଟର ମେସସ୍ ପଟନାୟକ ମିନେରାଲସ୍ ପ୍ରା ଲିଃ ବନେଇକଳା । | ଘରବାରି | ୦.୪୦୦ | ୦.୦୧୦ | ||
| ୫ | ୨୪ | ପ୍ରତାପ ବାରିକ, ଶଶୀ ମହାକୁଡ, ଅର୍ନ୍ନପୂର୍ଣା ମହାକୁଡ, ଦମୟନ୍ତି ବେହେରା, ବାସନ୍ତି ମହାକୁଡ, ପି-ମିଲୁ ମାହାକୁଡ, ମେଘା ବାରିକ, ସ୍ୱା-ମିଲୁ ବାରିକ, ଚନ୍ଦିର ବାରିକ, ଚାନ୍ଦମଣୀ ବାରିକ, ପି-ତ୍ରଲୋଚନ ବାରିକ, ନଟ ବାରିକ, ନାଥ ବାରିକ, ଗୋଲାପ ବାରିକ, ଖ ି ଣିଙ୍ଗ ବାରିକ, ମୁଣ୍ଡା ବାରିକ, ଭାନି ବାରିକ, ମୁନି ବାରିକ, କୋଇଲ ବାରି, ପି-କବି ବାରିକ, ମିତ୍ର ବାରିକ, ପି-ରତ୍ନାକର ପଲେଇ, ବ ଳାସ ବାରିକ, ି ସ୍ୱା-କବି ବାରିକ, କଲୁ ବାରିକ, ବିରଂଚି ବାରିକ, କେଶବ ବାରିକ, ପାଲୁଣି ବାରିକ,ପି- ବୈକୁଣ୍ଠ ବାରିକ, ସୁଲୋଚନା ବାରିକ, ସ୍ୱା-ବୈକୁଣ୍ଠ ବାରିକ, ବଳରାମ ବାରିକ,ପି-ରଥି ବାରିକ, ବେଣୁଧର ବାରିକ,ପି-ଭକ୍ତ ବାରିକ, କୃପା ବାରିକ, ଚନ୍ଦ୍ରମଣି ବାରିକ, ପ ି - ନ ିରଂଜନ ବାରିକ, ବିଲେଇ ବାରିକ, ସ୍ୱା-ନିରଂଜନ ବାରିକ, ପ ତାମ୍ବର ି ବାରିକ, ବୈସନବ ବାରିକ, ଗୟା | ୫ | ତଇଳା-୨ | ୧.୦୯୦ | ୦.୦୨୦ | |
| ୭ | ତଇଳା-୨ | ୧.୧୩୦ | ୦.୦୨୦ | ||||
| ୫୩ | ତଇଳା-୧ | ୧.୭୭୦ | ୦.୦୭୦ | ||||
| ୭୮ | ବିଆଳି | ୧.୫୬୦ | ୦.୦୭୦ | ||||
| ୧୧୦ | ଘରବାରି | ୦.୪୧୦ | ୦.୦୧୦ | ||||
| ୧୫୨ | ଶାରଦ-୨ | ୦.୩୦୦ | ୦.୦୩୦ | ||||
| ୧୦୯/୨୩୪ | ଘରବାରି | ୦.୨୯୦ | ୦.୦୪୦ | ||||
| ବାରିକ, କଇଁ ବାରିକ, ପି-ଦୁର୍ଯ୍ୟୋଧନ ବାରିକ, ଜା-ଗୋପାଳ, ବା- ନିଜଗଁଁା । | ୧୫୮ | ତଇଳା-୨ | ୦.୭୧୦ | ୦.୬୪୦ | |||
| ୬ | ୨୯ | ଲ ସୁକି ୁ ତାମୁଡିଆ, ପି-ନାରଣ ତାମୁଡିଆ, ଜା- ତାମୁଡିଆ, ବା- ନ ି ଜଗଁଁା । | ୧୩୭ | ଘରବାରି | ୦.୧୫୦ | ୦.୧୦୦ | |
| ୭ | ୩୫ | ସାଦୁ ଘନ,ପି-ଭରତ ଘଣା,ଜା- ଗୋପାଳ, ବା- ନିଜଗଁଁା । | ୧୧୬ | ତଇଳା-୨ | ୨.୨୪୦ | ୦.୧୪୦ | |
| ୧୫୭ | ତଇଳା-୨ | ୦.୭୮୦ | ୦.୨୨୦ | ||||
| ୮ | ୩୭ | ସ ୁ ୁ ନାରାମ ଟୁଟି,ପି-ବୁଧୁରାମ ଟୁଟି,ଜା- ତାମୁଡିଆ, ବା- ନିଜଗଁଁା । | ୧୩୨ | ଘରବାରି | ୧.୬୫୦ | ୦.୦୬୦ | |
| ୯ | ୩୮ | ସ ୁ କଲାଲ ତାମୁଡିଆ,ପି-ସୁକୁରାମ ତାମୁଡିଆ,ଜା- ତାମୁଡିଆ, ବା- ନ ି ଜଗଁଁା । | ୧୦୫/୨୫୬ | ଘରବାରି | ୦.୧୦୦ | ୦.୦୩୦ | |
| ୧୦ | ୨୯/୧୦ | କୁମାରୀ ଲଷ୍ମୀଖୟା ଓରାମ,କୁମାରୀ ରେଣୁଖୟା ଓରାମ,କୁମାରୀ ଇତୁଖୟା ଓରାମ,ପି-ସତୀସଖୟା ଓରାମ,ଜା- ଓରାମ,ବା-ଗୁରୁଡା,ଥା- ଯୋଡା,ଜିଲ୍ଲା-କେନ୍ଦୁଝର । | ୧୩୩ | ଘରବାରି | ୦.୧୫୦ | ୦.୦୨୦ | |
| ୧୧ | ୩୯/୧୦ | ଶିବ ନାରାୟଣ ପ୍ରସାଦ,ପି-ଜେଳଶ୍ୱର ପ ୍ର ସାଦ,ଜା-ଗୁଡିଆ,ନିର୍ମଳ କୁମାର ଘୋସ,ପି-ନରେସ କୁମାର ଘୋସ,ଜା-ବିଙ୍ଗାଳି, ହରି ଶଙ୍କର ଜୟସ୍ୱାଲ,ପି-ଶିବ ପ୍ରସାଦ ମୋହନ ଜୟସ୍ୱାଲ,ଜା-ଶୁି,ଗୋବିନ୍ଦ ଚନ୍ଦ୍ର ସତପଥି,ପି-ରାମଚନ୍ଦ୍ର ସତପଥି,ଜା- ବ ୍ର ।ହ୍ମଣ,ସୁରେନ୍ଦ୍ରନାଥ ମହାନ୍ତି,ପି- ବାସୁଦେବ ମହାନ୍ତି, ଜା-କରଣ, ବା- ଜରୋଳି, ଥା-ଯୋଡା, ଜ ି ଲ୍ଲା- କେନ୍ଦୁଝର । | ୧୭ | ଘରବାରି | ୦.୯୪୦ | ୦.୧୫୦ | |
| ୧୨ | ୩୯/୨୦ | ମେସର ରୁଙ୍ଗଟା ମାଇନ ଲି.ଇ- ବଡବିଲ | ୧୩ | ଘରବାରି | ୦.୭୨୦ | ୦.୦୨୦ | |
| ୧୩ | ୩୯/୨୧ | ମେସର୍ସ ଭୂ ଷଣ ପାବାର ଏଣ୍ଡ ଷ୍ଟିଲ.ଇ- ୂ ୪ର୍ଥ ମହଲା ଟଲୟ ହାଉସ, ଟଲୟ ମାର୍ଗ କର୍ନୋପ୍ଲେସ, ନୂଆଦୀଲ୍ଲୀ, ଥା-ଯୋଡା । | ୪୪/୨୦୬ | ଘରବାରି | ୦.୮୦୦ | ୦.୦୫୦ | |
| ୧୪ | ୩୯/୨୩ | ବାଉଁସପାଣି ଆଇରନ ଲି. ମାର୍ଫତ ନର୍ଦ୍ଦେଶକ, ସା-ବନେଇକଳା | ୧୨ | କାରଖାନା | ୦.୩୯୦ | ୦.୧୫୦ | |
| ମୋଟ | ୨୧.୯୭ | ୪.୧୪୦ |
ରାଜ୍ୟପାଳଙ୍କ ଆଦେଶାନୁକ୍ରମେ ଆଶିଷ ଠାକ୍ରେ ଜିଲ୍ଲାପାଳ, କେନ୍ଦୁଝର
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2889—173+12