Servants of Knowledge
Odisha Gazette · Government of Odisha

Odisha Gazette, No. 682, 19 March 2024

Published 19 March 2024

Department
Revenue & Disaster Management
Type
Extraordinary
Gazette no.
682
Notification no.
752
Notification Date
21-12-2020
Identifier
in.gazette.odisha_govpress.2024-03-19.Extraordinary_682
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 682 CUTTACK, TUESDAY, MARCH 19, 2024/FALGUNA 29, 1945

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଅଧିସୂଚନା

The 21st December 2020

No. 752(cid:650)IX(C)-26/2020(cid:650)ଯେହେତୁ ଓଡିଶା ସରକାରଙ୍କୁ ପ୍ରତିତ ହେଉଅଛି କି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲାର ବାମେବାରି–ରଣସାଳ ଘାଟି , ଭାୟା ଯୋଡା-ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ ସରକାର (Appropriate Government) ସରକାରୀ ବ୍ୟୟରେ ମୌଜା- ପଳଶା(କ), ଥାନା-ଯୋଡା, ତହସିଲ- ବଡବିଲ, ଜିଲ୍ଲା କେନ୍ଦୁଝର ରେ ନିମ୍ନ ତଫସିଲ ମତେ ପ୍ରାୟ ଏ୪.୧୭ ରକବା ଭୂମି ଅର୍ଜନ କରିବା ଆବଶ୍ୟକ ହେଉଅଛି ।

ତେଣୁ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ୧୧(୧) ଧାରା ରେ ଭାରପ୍ରାପ୍ତ ହୋଇ ସରକାର (Appropriate Government ) ଏତଦ୍ୱାରା ନିମ୍ନ ଅନୁସୁଚୀ ରେ ପ୍ରଦଃତ ଜମି ଅଧିଗ୍ରହଣ ପାଇଁ ପ୍ରାରମ୍ଭିକ ଅଧିସୂଚନା ଜାରି କରାଯାଉଛି ।

ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ , ର ୧୧(୧) ଧାରା ଅନୁଯାୟୀ ଘୋଷିତ ଏହି ପ୍ରାରମ୍ଭିକ ଅଧିସୂଚନାଟି ଏଥି ସହିତ ସମ୍ପୃକ୍ତ ସମସ୍ତଙ୍କ ପାଇଁ ପ୍ରୟୁଜ୍ୟ ଅଟେ ।

ଯଦି ସମ୍ପୃକ୍ତ ଜମିର କୌଣସି ସ୍ୱତ୍ୱାଧିକାରୀ / ଜମି ମାଲିକ ଭୂମି ଅଧିଗ୍ରହଣ ଅଧିସୂଚନା ସମ୍ପର୍କିତ ଅଧିସୂଚୀତ ଜମିର ଉପଯୋଗିତା, ରକବା ଏବଂ ସାର୍ବଜାନୀନ ଉଦ୍ଦେଶ୍ୟର ଔଚିତ୍ୟ ବିଷୟରେ କୌଣସି ଆପତି ଥାଏ, ସେ ଉକ୍ତ ପ୍ରାରମ୍ଭିକ ଅଧିସୂଚନା ପ୍ରକାଶନର ୬୦ ଦିନ ମଧ୍ୟରେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଆକାରରେ ଅଭିଯୋଗ କରିପାରିବେ ।

2

ପ୍ରକଳ୍ପ ସମ୍ବନ୍ଧୀୟ ବିବରଣୀ

୧-ସାର୍ବଜନୀନ ଉଦ୍ଦେଶ୍ୟର ସ୍ୱରୁପ- ବାମେବାରି–ରଣସାଳ ଘାଟି , ଭାୟା ଯୋଡା-ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ ।

୨-ଜମି ଆବଶ୍ୟକ କରୁଥିବା ସଂସ୍ଥାର ନାମ-ନିର୍ବାହୀ ଯନ୍ତ୍ରୀ (ଆରଏଣ୍ଡ ବି. ଡିଭିଜନ) କେନ୍ଦୁଝର ।

୩-କ୍ଷତିଗ୍ରସ୍ତ ଲୋକଙ୍କ ବିସ୍ଥାପନ ଆବଶ୍ୟକତାର କାରଣ-ସାର୍ବଜନୀନ ଉଦ୍ଦେଶ୍ୟରେ ବାମେବାରି–ରଣସାଳ ଘାଟି , ଭାୟା ଯୋଡା -ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ କାର୍ଯ୍ୟକାରି କରିବା ।

୪-ସାମାଜିକ ପ୍ରଭାବ ମୂଲ୍ୟାୟନର ସାରାଂଶ -ଉକ୍ତ ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ ଅଟେ ।ଏହି ବିକାଶ ପ୍ରକଳ୍ପଟି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଯଥାର୍ଥ ଅଟେ । ପ୍ରକଳ୍ପର ସକରାମିକ ପ୍ରଭାବ ଗୁଡିକ ନକରାମିକ ପ୍ରଭାବ ଠାରୁ ଯଥେଷ୍ଟ ଅଧିକ ।

୫-ପୁନର୍ବାସ ଓ ଥଇଥାନ ପାଇଁ ନିଯୁକ୍ତ ପ୍ରଶାସକଙ୍କ ବିବରଣୀ-ଉପ ଜିଲ୍ଲାପାଳ,ଚମ୍ପୁଆ ।

୬-ଜମିର ବିବରଣୀ-

ଜ ି ଲ ୍ଲ । ତହସିଲ ଗ ୍ର ।ମ ଗ ୍ର ।ମାଂଚଳ/ ସହରାଂଚଳ ଖାତା ନଂ. ପ୍ଲଟ ନଂ. ପ୍ଲଟ ର ମୋଟ ରକବା ଅଧିସୂଚୀତ ଜମିର ରକବା ରୟତ ର ନାମ
କେନ୍ଦୁଝର ବଡବିଲ ପଳଶା(କ) ଗ୍ରାମାଂଚଳ ସଂଲଗ୍ନ ସଂଲଗ୍ନ ଏ ୧୩.୮୨ ଏ ୪.୧୭ ସଂଲଗ୍ନ

ଉକ୍ତ ଅଧିସୁଚିତ ଜମି ରକବା ମଧ୍ୟରୁ ଏ.୦.୦୦ ସଂରକ୍ଷିତ ସରକାରୀ ଜମି ପ୍ରତିବଦଳ ପାଇଁ ଉଦ୍ଦିଷ୍ଟ ।

ଉକ୍ତ ଭୂମିର ଏକ ନକ୍ସା ଭୂ-ଅର୍ଜନ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, କେନ୍ଦୁଝର ରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।

ଉକ୍ତ ଅଧିସୂଚନା ଅନ୍ତର୍ଭୂକ୍ତ କୌଣସି ଜମିର କ୍ରୟ ବିକ୍ରୟ, ହସ୍ତାନ୍ତର (ଦେଣ ନେଣ) କିମ୍ବା ଦାୟ ସୃଷ୍ଟି କେନ୍ଦୁଝର ଜିଲ୍ଲାପାଳଙ୍କ ପୂର୍ବାନୁମୋଦନ ବିନା କରାଯାଇପାରିବ ନାହିଁ ।

3

ଭୂମି ଅନୁସୂଚୀ

ପ୍ର୍ରକଳ୍ପର ନାମ - ବାମେବାରି – ରଣସାଳ ଘାଟି , ଭାୟା ଯୋଡା ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ

ମୌଜା- ପଳଶା(କ) ଥାନା ନଂ-୫୨

ଥାନା-ଯୋଡା ତହସିଲ-୨(୭୩)

ତହସିଲ-ବଡବିଲ

ଜିଲ୍ଲା-କେନ୍ଦୁଝର

କ ୍ର ମ ି କ ନଂ ଖତିଆନ ନଂ ପ୍ରଜାର ନାମ ଓ ଠିକଣା ପ୍ଲଟ ନଂ କିସମ ମୋଟରକବା ଅର୍ଜନ ରକବା ମନ୍ତବ୍ୟ
୧ ୮ କଳାକର ନାଏକ, ପ -ନଳିନ୍ଦ୍ର ି ନାଏକ, ଫୁଲମଣି ନାଏକ, ସ୍ୱା- ନଳିନ୍ଦ୍ର ନାଏକ, ଜା-ଭୂୟାଁ, ବା- ନିଜଗାଁ । ୫୮୧ ଶାରଦ-୩ ୦.୦୯୦ ୦.୦୫୦
୫୮୨ ଘରବାରି ୦.୦୨୦ ୦.୦୨୦
୨ ୧୨ କ ି ର୍ତନ ତେନ୍ତୁଆଳ, ଲୋଚନ ତେନ୍ତୁଆଳ, ଦ ୁର୍ଯ୍ୟୋଧନ ତେନ୍ତୁଆଳ, ପ-କୁଶ ତେନ୍ତୁଆଳ, ସ ି ଂଗ ତେନ୍ତୁଆଳ, ପି-ନବ ତେନ୍ତୁଆଳ, ଅନାମ ତେନ୍ତୁଆଳ, ହଳୁ ତେନ୍ତୁଆଳ, ପି-ଦର୍ଯୁ ତେନ୍ତୁଆଳ, ଜା-ଭୂୟାଁ ବା- ନିଜଗାଁ । ୨୪୮ ଶାରଦ-୨ ୦.୨୭୦ ୦.୦୬୦
୨୪୯ ଶାରଦ-୨ ୦.୧୮୦ ୦.୦୬୦
୨୫୦ ତଇଳା-୧ ୦.୧୨୦ ୦.୦୮୦
୨୭୦ ତଇଳା-୧ ୦.୮୫୦ ୦.୨୬୦
୨୬୯/ ୭୧୪ ପତିତ ୦.୦୭୦ ୦.୦୭୦
୨୬୯/ ୭୧୫ ରାସ୍ତା ୦.୧୪୦ ୦.୦୬୦
୩ ୨୦ ଗ ୁ ରା କୋହ୍ଲ, ଦାସ କୋହ୍ଲ, ଡୁରୁଗୁ କୋହ୍ଲ, ପି-ଦୁଲାଲ କୋହ୍ଲ, ମହନ ୫୬୨ ତଇଳା-୧ ୦.୫୧୦ ୦.୩୭୦
କୋହ୍ଲ, ଶ ୁ କଦେବ କୋହ୍ଲ୍ଲ,ପି- ଗାର୍ଦୀ କୋହ୍ଲ, ମାଗନ୍ତା କୋହ୍ଲ, ପି- ଦାସ କୋହ୍ଲ, ଜା-କୋହ୍ଲ,ବା- ନିଜଗାଁ । ୬୪୧ ତଇଳା-୧ ୦.୭୭୦ ୦.୨୧୦
୪ ୨୫ ରଜନି ନାଏକ, ସ୍ୱା-ଜଦୁ ନାଏକ, ପୁଜା ନାଏକ, ସଂଜିବ ନାଏକ, ପି-ଜଦୁ ନାଏକ, ଜା-ଭୂୟାଁ ବା- ନିଜଗାଁ । ୨୪୭ ଶାରଦ-୨ ୧.୦୪୦ ୦.୧୮୦
୫ ୪୨ ପ ି ତାମ୍ବର ବଳଦି, ରଂଗା ବଳଦି, ଚଇତୁ ବଳଦି, ପି-ବଗଲ ବଳଦି, ଉବ ବଳଦି, ସହଦେବ ବଳଦି, କ ୃ ଷ୍ଣ ବଳଦି, ପି-ଦଶୁରୁ ବଳଦି, ଜା-ଭୂୟାଁ ବା-ନିଜଗାଁ । ୬୦୩ ଶାରଦ-୩ ୦.୩୨୦ ୦.୧୩୦
୬୦୪ ତଇଳା-୧ ୦.୪୩୦ ୦.୧୨୦
୬୦୫ ରାସ୍ତା ୦.୧୯୦ ୦.୦୪୦
୬୦୬ ଘରବାରି ୧.୧୨୦ ୦.୨୨୦
୬ ୫୭ ମଂଗିଳି ପାତ୍ର, ସ୍ୱା-କାର୍ତିଜ ପାତ୍ର, ଜା-ପାଣ, ବା-ନିଜଗାଁ । ୫୬୩ ତଇଳା-୧ ୦.୩୬୦ ୦.୧୬୦
୬୪୦ ତଇଳା-୧ ୦.୪୫୦ ୦.୦୫୦
୭ ୬୮ ପ୍ରତାପ ବାରିକ, ଶଶୀ ବାରିକ, ଅନ୍ନପୂର୍ଣା ବାରିକ, ଦୟାନିଧି ବାରିକ, ବାସନ୍ତି ବାରିକ, ପି-ମିଲୁ ବାରିକ, ମେଘା ବାରିକ, ସ୍ୱା- ମିଲୁ ବାରିକ, ଜା-ଗୋପାଳ ବା- ପଳସା(ଖ) ୧୮୦ ରାସ୍ତା ୦.୨୦୦ ୦.୦୩୦
୮ ୮୮ ଶ ୁ କନାଥ ନାଏକ, ପ ି -ପଦିଆ ନାଏକ, ଧର୍ମୁ ନାଏକ, ହରି ନାଏକ, ପି-ପଂଚୁ ନାଏକ, କୈୖରୁ ନାଏକ, ପି-ରୟା ନାଏକ, ରବି ନାଏକ, ବୁଭନ ନାଏକ, ପି- ୧୧୬ ତଇଳା-୧ ୦.୬୦୦ ୦.୧୦୦
୧୨୩ ତଇଳା-୧ ୦.୨୩୦ ୦.୨୧୦
୧୨୪ ଶାରଦ-୨ ୦.୪୩୦ ୦.୦୩୦
୨୪୬ ଶାରଦ-୨ ୦.୨୫୦ ୦.୧୫୦
କାର୍ତିକା ନାଏକ, ଧନୁ ନାଏକ, ପ -ପର୍ବତିଆ ି ନାଏକ, ବଂଶି ନାଏକ, କଂନ୍ଦା ନାଏକ, ପି-ରାମ ନାଏକ, ଦାମ ନାଏକ,ପି- ପର୍ବତିଆ ନାଏକ,ଭୁଲୁ ନାଏକ, ପି-ବେନୁ ନାଏକ, କଳାକର ନାଏକ, ନଳିନ୍ଦ୍ର ନାଏକ, ନନ୍ଦୁ ନାଏକ, ପି-ଗଙ୍ଗା ନାଏକ, ବ ି ଶ ୍ୱ ନାଥ ନାଏକ, ବୁଧୁ ନାଏକ, ପି-ସୁତାର ନାଏକ, ସମ୍ବାରି ନାଏକ, ଯଦୁ ନାଏକ, ଜା-ଭୂୟାଁ, ବା-ନିଜଗାଁ ।
୯ ୯୨ ସ ୁ ର୍ବ ପାଲିସି, ମଂଗୁଲୁ ପାଲିସି, ପ ି -ମକୁନ୍ଦ ପାଲିସି, ସିଦ ପାଲିସି, ପ ି -ରଘୁ ପାଲିସି, ଅସାଡୁ ପାଲିସି, ନାନ୍ଦୁ ପାଲିସି, ପି-ହରି ପାଲିସି, ଜା-ଭୂୟାଁ ବା-ନିଜଗାଁ । ୨୮୪ ତଇଳା-୧ ୦.୯୩୦ ୦.୦୪୦
୧୦ ୯୫ ଶ ୁ ଶ ି ଳା ଦେହୁରି, ପି-ସୁନା ଦେହୁରି, ଗୁରା ଦେହୁରି, ପି-ବେନୁ ଦେହୁରି, ଜା-ଭୂୟାଁ, ବା-ନିଜଗାଁ । ୧୧୭ ତଇଳା-୧ ୦.୨୯୦ ୦.୧୩୦
୧୧୫/ ୬୯୦ ରାସ୍ତା ୦.୩୦୦ ୦.୦୫୦
୧୧ ୯୬/୧୨ ଶମ୍ବୁ ନାଏକ, ପି-ନିଶା ନାଏକ, ଜା-ଭୂୟାଁ ବା-ନିଜଗାଁ ଜ ି- କେନ୍ଦୁଝର । ୬୩୮/ ୮୩୬ ଘରବାରି ୦.୦୪୦ ୦.୦୨୦
୧୨ ୯୬/୧୮ ସ ୁ ମ ି ତ୍ରା କାରୁଆ,ପି-ବାଗୁନ କାରୁଆ, ଜା- ଘାସି ବା-ନିଜଗାଁ । ୬୪୨/ ୮୪୨ ଘରବାରି ୦.୦୪୦ ୦.୦୩୦
୧୩ ୯୬/୨୦ ଲବ ମୁଣ୍ଡା, ପି-ଜଙ୍କ ମୁଣ୍ଡା ଜା- କୋହ୍ଲ, ବା-ନିଜଗାଁ । ୬୪୨/ ୮୪୪ ଘରବାରି ୦.୦୪୦ ୦.୦୩୦
୧୪ ୯୬/୨୬ ଦ ବାକର ଝରା, ପି-ବୁଟୁ ଝରା, ି ଜା-ଝରା, ବା-ନିଜଗାଁ । ୬୪୨/ ୮୪୦ ଘରବାରି ୦.୦୪୦ ୦.୦୧୦
୧୫ ୯୬/୨୭ ବର୍ଜୁ ପାତ୍ର, ପି-ମଥୁରା ପାତ୍ର, ଜା- ପାଣ, ବା-ନିଜଗାଁ । ୬୪୨/ ୮୫୧ ଘରବାରି ୦.୦୪୦ ୦.୦୧୦
୧୬ ୯୬/୩୨ ବ ଦା ନାଏକ, ପି-ପଦିଆ ନାଏକ, ି ଜା-ଭୂୟାଁ, ବା-ବା୍ରହ୍ମଣୀବାରି, ଜି- କେନ୍ଦୁଝର । ୫୬୯ ପତିତ ୦.୩୦୦ ୦.୦୮୦
୧୭ ୯୬/୫୧ ଶ ୀମତି ୍ର କ ସୁମ ୁ ଦେବୀ, ସ୍ୱା- ଦେବୀଦତ ସଦାରାମକା, ସା- ବାମେବାରି, ଥା-ଯୋଡା,ଜି- କେନ୍ଦ୍ ଝର । ୁ ୫୮୧/ ୮୬୩ ଘରବାରି ୦.୧୦୦ ୦.୦୬୦
୫୮୨/ ୭୬୭ ଘରବାରି ୦.୦୨୦ ୦.୦୨୦
୧୮ ୯୬/୫୫ ପ୍ରେମ ନାରାୟଣ ଆଚାର୍ଯ୍ୟ, ପି- ସାରିକା ପ୍ରସାଦ ଆଚାର୍ଯ୍ୟ ବା- ବାମେବାରି, ଥା-ଯୋଡା, ଜ - ି କେନ୍ଦ୍ ଝର । ୁ ୫୮୧/ ୮୬୪ ଶାରଦ-୩ ୦.୧୦୦ ୦.୦୬୦
୧୯ ୯୬/୭୩ ମ ୁ ନି ମୁଣ୍ଡା, ପି-ସୁନାରାମ ମୁଣ୍ଡା, ଜା-କୋହ୍ଲ, ବା-ବଡକାଲିମାଟିି ଥା-ଯୋଡା, ଜି-କେନ୍ଦ୍ୁଝର । ୧୨୧ ପତିତ ୦.୨୩୦ ୦.୨୩୦
୨୦ ୯୬/୮୩ ପଙ୍କଜିନି ପାତ୍ର, ସ୍ୱା-ଷିକେସ ପାତ୍ର,ଲିିତା ପାତ୍ର, ପି- ଷିକେସ ପାତ୍ର, ମହରଗି ପାତ୍ର, ସ୍ୱା-ସନାଦି ପାତ୍ର, ଜା-ପାଣ, ବା- ପଳସା(କ), ଥା-ଯୋଡା, ଜ ି - କେନ୍ଦ୍ ଝର । ୁ ୫୬୪ ଘରବାରି ୦.୭୯୦ ୦.୦୮୦
୫୬୫ ପତିତ ୦.୨୨୦ ୦.୨୨୦
୬୩୯ ତଇଳା-୧ ୦.୩୯୦ ୦.୧୨୦
୨୧ ୯୬/୧୨୬ ମେଘ ବାରିକ, ସ୍ୱା-ମିଲୁ ବାରିକ, ଶଶି ମହାକୁଡ, ଅନ୍ନ ର୍ ପ ୂ ର୍ଣା ବାରିକ, ଦମୟନ୍ତି ବେହେରା, ବାସନ୍ତି ମହାକୁଡ, ପି-ମିଲୁ ବାରିକ, ଜା- ଗେପାଳ ବା-ପଳସା(ଖ) ୧୭୯/ ୯୨୩ ତଇଳା-୧ ୦.୪୪୦ ୦.୧୦୦
୧୮୧/ ୯୨୪ ଶାରଦ-୩ ୦.୮୭୦ ୦.୨୨୦
ମୋଟ ୧୩.୮୨ ୪.୧୭୦
4 5 6 7

ରାଜ୍ୟପାଳଙ୍କ ଆଦେଶାନୁକ୍ରମେ ଆଶିଷ ଠାକ୍ରେ ଜିଲ୍ଲାପାଳ, କେନ୍ଦୁଝର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2892—173+12

Cite this issue. Odisha Gazette, Government of Odisha, 19 March 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-03-19.Extraordinary_682/. Archive identifier in.gazette.odisha_govpress.2024-03-19.Extraordinary_682.