Servants of Knowledge
Odisha Gazette · Government of Odisha

Odisha Gazette, No. 683, 19 March 2024

Published 19 March 2024

Department
Revenue & Disaster Management
Type
Extraordinary
Gazette no.
683
Notification no.
759
Notification Date
21-12-2020
Identifier
in.gazette.odisha_govpress.2024-03-19.Extraordinary_683
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 683 CUTTACK, TUESDAY, MARCH 19, 2024/FALGUNA 29, 1945

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଅଧିସୂଚନା

The 21st December 2020

No. 759(cid:650)IX(C)-27/2020(cid:650)ଯେହେତୁ ଓଡିଶା ସରକାରଙ୍କୁ ପ୍ରତିତ ହେଉଅଛି କି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲାର ବାମେବାରି–ରଣସାଳ ଘାଟି , ଭାୟା ଯୋଡା-ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ ସରକାର (Appropriate Government) ସରକାରୀ ବ୍ୟୟରେ ମୌଜା- ଜରୋଳି, ଥାନା-ଯୋଡା, ତହସିଲ- ବଡବିଲ, ଜିଲ୍ଲା କେନ୍ଦୁଝର ରେ ନିମ୍ନ ତଫସିଲ ମତେ ପ୍ରାୟ ଏ ୧.୪୯ ରକବା ଭୂମି ଅର୍ଜନ କରିବା ଆବଶ୍ୟକ ହେଉଅଛି ।

ତେଣୁ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ୧୧(୧) ଧାରା ରେ ଭାରପ୍ରାପ୍ତ ହୋଇ ସରକାର (Appropriate Government ) ଏତଦ୍ୱାରା ନିମ୍ନ ଅନୁସୁଚୀ ରେ ପ୍ରଦଃତ ଜମି ଅଧିଗ୍ରହଣ ପାଇଁ ପ୍ରାରମ୍ଭିକ ଅଧିସୂଚନା ଜାରି କରାଯାଉଛି ।

ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ , ର ୧୧(୧) ଧାରା ଅନୁଯାୟୀ ଘୋଷିତ ଏହି ପ୍ରାରମ୍ଭିକ ଅଧିସୂଚନାଟି ଏଥି ସହିତ ସମ୍ପୃକ୍ତ ସମସ୍ତଙ୍କ ପାଇଁ ପ୍ରୟୁଜ୍ୟ ଅଟେ ।

ଯଦି ସମ୍ପୃକ୍ତ ଜମିର କୌଣସି ସ୍ୱତ୍ୱାଧିକାରୀ / ଜମି ମାଲିକ ଭୂମି ଅଧିଗ୍ରହଣ ଅଧିସୂଚନା ସମ୍ପର୍କିତ ଅଧିସୂଚୀତ ଜମିର ଉପଯୋଗିତା, ରକବା ଏବଂ ସାର୍ବଜାନୀନ ଉଦ୍ଦେଶ୍ୟର ଔଚିତ୍ୟ ବିଷୟରେ କୌଣସି ଆପତି ଥାଏ, ସେ ଉକ୍ତ ପ୍ରାରମ୍ଭିକ ଅଧିସୂଚନା ପ୍ରକାଶନର ୬୦ ଦିନ ମଧ୍ୟରେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଆକାରରେ ଅଭିଯୋଗ କରିପାରିବେ ।

2

ପ୍ରକଳ୍ପ ସମ୍ବନ୍ଧୀୟ ବିବରଣୀ

୧-ସାର୍ବଜନୀନ ଉଦ୍ଦେଶ୍ୟର ସ୍ୱରୁପ- ବାମେବାରି–ରଣସାଳ ଘାଟି , ଭାୟା ଯୋଡା-ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ ।

୨-ଜମି ଆବଶ୍ୟକ କରୁଥିବା ସଂସ୍ଥାର ନାମ-ନିର୍ବାହୀ ଯନ୍ତ୍ରୀ (ଆରଏଣ୍ଡ ବି. ଡିଭିଜନ) କେନ୍ଦୁଝର ।

୩-କ୍ଷତିଗ୍ରସ୍ତ ଲୋକଙ୍କ ବିସ୍ଥାପନ ଆବଶ୍ୟକତାର କାରଣ-ସାର୍ବଜନୀନ ଉଦ୍ଦେଶ୍ୟରେ ବାମେବାରି–ରଣସାଳ ଘାଟି , ଭାୟା ଯୋଡା -ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ କାର୍ଯ୍ୟକାରି କରିବା ।

୪-ସାମାଜିକ ପ୍ରଭାବ ମୂଲ୍ୟାୟନର ସାରାଂଶ -ଉକ୍ତ ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ ଅଟେ ।ଏହି ବିକାଶ ପ୍ରକଳ୍ପଟି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଯଥାର୍ଥ ଅଟେ । ପ୍ରକଳ୍ପର ସକରାମିକ ପ୍ରଭାବ ଗୁଡିକ ନକରାମିକ ପ୍ରଭାବ ଠାରୁ ଯଥେଷ୍ଟ ଅଧିକ ।

୫-ପୁନର୍ବାସ ଓ ଥଇଥାନ ପାଇଁ ନିଯୁକ୍ତ ପ୍ରଶାସକଙ୍କ ବିବରଣୀ-ଉପ ଜିଲ୍ଲାପାଳ,ଚମ୍ପୁଆ ।

୬-ଜମିର ବିବରଣୀ-

ଜ ି ଲ ୍ଲ । ତହସିଲ ଗ ୍ର ।ମ ଗ ୍ର ।ମାଂଚଳ/ ସହରାଂଚଳ ଖାତା ନଂ. ପ୍ଲଟ ନଂ. ପ୍ଲଟ ର ମୋଟ ରକବା ଅଧିସୂଚୀତ ଜମିର ରକବା ରୟତ ର ନାମ
କେନ୍ଦୁଝର ବଡବିଲ ଜରୋଳି ଗ ।ମାଂଚଳ ୍ର ସଂଲଗ୍ନ ସଂଲଗ୍ନ ଏ ୩.୯୧୫ ଏ ୧.୪୯ ସଂଲଗ୍ନ

ଉକ୍ତ ଅଧିସୁଚିତ ଜମି ରକବା ମଧ୍ୟରୁ ଏ.୦.୦୦ ସଂରକ୍ଷିତ ସରକାରୀ ଜମି ପ୍ରତିବଦଳ ପାଇଁ ଉଦ୍ଦିଷ୍ଟ ।

ଉକ୍ତ ଭୂମିର ଏକ ନକ୍ସା ଭୂ-ଅର୍ଜନ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, କେନ୍ଦୁଝର ରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।

ଉକ୍ତ ଅଧିସୂଚନା ଅନ୍ତର୍ଭୂକ୍ତ କୌଣସି ଜମିର କ୍ରୟ ବିକ୍ରୟ, ହସ୍ତାନ୍ତର (ଦେଣ ନେଣ) କିମ୍ବା ଦାୟ ସୃଷ୍ଟି କେନ୍ଦୁଝର ଜିଲ୍ଲାପାଳଙ୍କ ପୂର୍ବାନୁମୋଦନ ବିନା କରାଯାଇପାରିବ ନାହିଁ ।

3

ଭୂମି ଅନୁସୂଚୀ

ପ୍ର୍ରକଳ୍ପର ନାମ- ବାମେବାରି –ରଣସାଳ ଘାଟି , ଭାୟା ଯୋଡା-ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ

ମୌଜା- ଜରୋଳି ଥାନା ନଂ-୪୧

ଥାନା-ଯୋଡା ତହସିଲ-୨(୭୩)

ତହସିଲ-ବଡବିଲ

ଜିଲ୍ଲା-କେନ୍ଦୁଝର

କ ୍ର ମ ି କ ନଂ ଖତିଆନ ନଂ ପ୍ରଜାର ନାମ ଓ ଠିକଣା ପ୍ଲଟ ନଂ କିସମ ମୋଟ ରକବା ଅର୍ଜନ ରକବା ମନ୍ତବ୍ୟ NaN
୧ ୨ ଲଛମନ ପେଣ୍ଠେଇ,ପି-ଦୁଃଖୁ ପେଣ୍ଠେଇ,ଲକ୍ଷ୍ମଣ ପେଣ୍ଠେଇ, ନରୋତମ ପେଣ୍ଠେଇ, ଜା-କମାର,ବା-ନିଜଗାଁ ଁ । ୭୮ ଶାରଦ-୨ ୦.୧୧୦ ୦.୦୨୦ NaN
୨ ୬ ଆର୍ତ ବେହେରା,କାଳିଆ ବେହେରା,ଦୁଃଖୁ ବେହେରାପ,ପି-ବିଟା ବେହେରା,ଜା- ଗୋପାଳ,ବା-କମଳପୁର । ୩୩୮ ବାଜେଫସଲ- ୨ ୦.୦୩୦ ୦.୦୧୦ NaN
୩ ୨୫ ଚରଣ ବିଶ୍ୱାଳ,ପି-ଅଛୁତ ବିଶ୍ୱାଳ, ଜା- ଖଣ୍ଡାୟତ,ବା-ନିଜଗଁା । ୧୭୪ ଘରବାରି ୦.୧୧୦ ୦.୦୨୦ NaN
୪ ୨୬ ଚତୁର୍ଭୁଜ ଶର୍ମ୍ମା,ପି-ଆଶୁରାମ ଶର୍ମ୍ମା, ଜା- ବ ୍ରାହ୍ମଣ,ବା-ନିଜଗାଁ ୧୧୦ ଘରବାରି ୦.୦୮୦ ୦.୦୨୦ NaN
୨୯୫ ଘରବାରି ୦.୧୧୦ ୦.୦୨୦ NaN
୫ ୨୭ ଚୈତନ୍ୟ ଚରଣ ମହାନ୍ତ,ପି-କୃଷ୍ଣ ଚନ୍ଦ୍ର ମହାନ୍ତ,ଜା-କୁଡୁମି,ବା-ନିଜଗାଁ ୧୭୫/୪୨୭ ଘରବାରି ୦.୦୫୦ ୦.୦୨୦ NaN
୬ ୩୪ ଧନିଆଁ ପାତ୍ର,ପି-ବିଦା ପାତ୍ର,ଜା- ପାଣ,ବା-ଜଳହରି । ୨୨୭/୪୫୧ ଶାରଦ-୨ ୦.୦୫୦ ୦.୦୧୦ NaN
୭ ୩୮ ନରୋତମ ବେହେରା,ପି-ବାସୁ ବେହେରା,ଜା-ଗୋପାଳ,ବା-କମଳପୁର । ୩୩୯ ବାଜେଫସଲ- ୨ ୦.୧୬୦ ୦.୧୫୦ NaN
୩୫୮ ରାସ୍ତା ୦.୫୦୦ ୦.୨୬୦ NaN
୮ ୪୧ ଦୁଃଖିଶ୍ୟାମ ପେଣ୍ଠେଇ, ଦବେନ୍ଦ୍ର ପେଣ୍ଠେଇ, ଗୋଲାପ ପେଣ୍ଠେଇ, ଉଲାସି ପେଣ୍ଠେଇ, ଗୁଲାଚି ପେଣ୍ଠେଇ, ପି- ନୀର ପେଣ୍ଠେଇ, ଜେଗା ପେଣ୍ଠେଇ, ସ୍ୱା- ଗୋପାଳ ପେଣ୍ଠେଇ, ସୁକୁମାରି ପେଣ୍ଠେଇ, ବାସନ୍ତି ପେଣ୍ଠେଇ, ପି-ଗୋପାଳ ପେଣ୍ଠେଇ, ଶରତ ପେଣ୍ଠେଇ, ସୀତା ପେଣ୍ଠେଇ, ସାରଥୀ ପେଣ୍ଠେଇ, ପି- ବୈଷ୍ଣବ ପେଣ୍ଠେଇ, ଅଶାଢି ପେଣ୍ଠେଇ, ପି-ଶିର ପେଣ୍ଠେଇ, ବାପି ପେଣ୍ଠେଇ, ସୁଲୋଚନା ପେଣ୍ଠେଇ, ପି-ବଇଦା ପେଣ୍ଠେଇ, ହିରା ପେଣ୍ଠେଇ, ସ୍ୱା-ବଇଦା ପେଣ୍ଠେଇ, ରତ୍ନା ପେଣ୍ଠେଇ, କର ପେଣ୍ଠେଇ, ପି-ବିଦ୍ୟାଧର ପେଣ୍ଠେଇ, ଭଗବାନ ପେଣ୍ଠେଇ, ଅର୍ଜ ନ ପେଣ୍ଠେଇ, ୁ ଶଙ୍କର ପେଣ୍ଠେଇ, ଜଗା ପେଣ୍ଠେଇ, ଗୁର ପେଣ୍ଠେଇ, ପି-ଇନ୍ଦା ପେଣ୍ଠେଇ, ଦୈତାରୀ ପେଣ୍ଠେଇ, ଶରତ ପେଣ୍ଠେଇ, ଦୁର୍ଗା ପେଣ୍ଠେଇ, ୨୯୮/୪୮୫ ଘରବାରି ୦.୦୧୦ ୦.୦୦୫ NaN
୨୯୮/୫୨୦ ଘରବାରି ୦.୧୫୦ ୦.୦୧୦ NaN
ହେମନ୍ତି ପେଣ୍ଠେଇ, ପି-ହରିଆ ପେଣ୍ଠେଇ, ଶଶିଳା ପେଣ୍ଠେଇ, ପି-ରଙ୍ଗା ପେଣ୍ଠେଇ, ନେତ ପେଣ୍ଠେଇ, ପି-ଶଙ୍କର ପେଣ୍ଠେଇ, ଜା-କମାର,ବା-ନିଜଗାଁ ।
୯ ୪୨ ପ୍ରଫୁଲ ଚନ୍ଦ୍ର ମହାନ୍ତ, ପି-କୃଷ୍ଣ ଚନ୍ଦ୍ର ମହାନ୍ତ,ଜା-କୁଡୁମି,ବା-ନିଜଗାଁ । ୧୭୪/୪୨୬ ଘରବାରି ୦.୦୬୦ ୦.୦୨୦
୧୦ ୪୪ ପେନ ଖଣ୍ଡୁଆଳ,ସୁକୁମାରୀ ଖଣ୍ଡୁଆଳ ,ସମ୍ଭାରୀ ଖଣ୍ଡୁଆଳ,ପି-ମନୁ ଖଣ୍ଡୁଆଳ, ଜା- ଖଣ୍ଡୁଆଳ,ବା-ନିଜଗାଁ । ୩୩୭ ତଇଳା-୨ ୦.୧୦୦ ୦.୦୨୦
୧୧ ୬୬ ଲଛମନ ପେଣ୍ଠେଇ, ପି- ଦଃୁଖୁ ପେଣ୍ଠେଇ, ବେନୁକା ପେଣ୍ଠେଇ, ସ୍ୱା-ଦଃୁଖୁ ପେଣ୍ଠେଇ, ୬୪ ତଇଳା-୨ ୦.୦୭୦ ୦.୦୨୦
୮୧ ଶାରଦ-୩ ୦.୦୩୦ ୦.୦୧୦
ଲକ୍ଷ୍ମଣ ପେଣ୍ଠେଇ, ବ ଦ ି ପେଣ୍ଠେଇ, ସାବିତ୍ରୀ ପେଣ୍ଠେଇ, କନ୍ତୁରି ପେଣ୍ଠେଇ, ପି-ନରୋତମ ପେଣ୍ଠେଇ ,ଇନ୍ଦେଇ ପେଣ୍ଠେଇ, ସ୍ୱା-ନରୋତମ ପେଣ୍ଠେଇ, ଭଗବାନ ପେଣ୍ଠେଇ, ରାଧି ପେଣ୍ଠେଇ, ପି-ପିତେଇ ପେଣ୍ଠେଇ, ବାସ ପେଣ୍ଠେଇ, ଗୁରୁବାରି ପେଣ୍ଠେଇ, ପି-କାହ୍ନୁ ପେଣ୍ଠେଇ, ଶୁକ୍ରା ପେଣ୍ଠେଇ , ଧନୁ ପେଣ୍ଠେଇ, ପି-ନରି ପେଣ୍ଠେଇ, ଗୋପ ପେଣ୍ଠେଇ, ସାଗର ପେଣ୍ଠେଇ, କୁସୁନ ପେଣ୍ଠେଇ, ପି-ରତନ ପେଣ୍ଠେଇ, ଜା-କମାର, ବା-ନିଜଗାଁ । ୭୮/୩୯୮ ଶାରଦ-୨ ୦.୦୧୦ ୦.୦୦୫
୧୨ ୬୯ ମହେଶ କୁମାର ଶର୍ମା,ଗଣେଶ କୁମାର ଶର୍ମା,ଜୟନ୍ତି ଶର୍ମା,ପଦ୍ମା ଉପାଧ୍ୟାୟ,ପି- ଲକ୍ଷ୍ମୀ ନାରାୟଣ ଶର୍ମା,ଶକୁନ୍ତଳା ଦେବୀ,ସ୍ୱା- ଲକ୍ଷ୍ମୀ ନାରାୟଣ ଶର୍ମା,ଜା- ବ ।ହ୍ମଣ,ବା-ଜରୋଳି । ୍ର ୨୧୫/୪୪୨ ଘରବାରି ୦.୧୬୦ ୦.୦୨୦
୧୩ ୭୧ ଲକ୍ଷ୍ମୀ ନାରାୟଣ ଶର୍ମା,ଓମ ପ୍ରକାଶ ଶର୍ମା,ଆଶୁରାମ ଶର୍ମା, ଜା-ବ୍ରାହ୍ମଣ,ବା- ନିଜଗାଁ । ୨୨୫ ଘରବାରି ୦.୧୦୦ ୦.୦୧୦
୧୪ ୮୩ ସଂଜିବ କୁମାର ମହାନ୍ତି, ରାଜିବ କୁମାର ମାହାନ୍ତି, ପ୍ରବଣ କୁମାର ମହାନ୍ତି, ଶୁଭ୍ରାରାଣୀ ମହାନ୍ତି, ସୁପ୍ରାରାଣୀ ମହାନ୍ତି, ପି-ସୁରେନ୍ଦ୍ର କୁମାର ମହାନ୍ତି, କାନନମୟୀ ମହାନ୍ତି,ସ୍ୱା- ସୁରେନ୍ଦ୍ର କୁମାର ମହାନ୍ତି,ଜା- କରଣ,ବା-ନିଜଗାଁ । ୩୫୬ ତଇଳା-୨ ୦.୧୫୦ ୦.୦୬୦
୧୫ ୮୬/୨ ୧ ସୁରେଶ କୁମାର ସେଦା ରାମେକା,ପି-ବ୍ରିଜି ମୋହନ ସେଦା ରାମେକା,ଜା- ମାରୁଆଡି,ବା-ଜରୋଳି । ୩୩୫ ଘରବାରି ୦.୧୨୦ ୦.୦୦୫
୧୬ ୮୬/୩ ୦ ଶ୍ରୀମତି ଲାଲି ଜୟସୁଆଲ, ସ୍ୱା- ସାଲିକାରାମ ଜୟସୁଆଲ, ବା-ଜରୋଳି । ୩୫୯ ଘରବାରି ୦.୧୮୦ ୦.୦୮୦
୧୭ ୮୬/୩ ୧୬ ଜଗନ୍ନାଥ ମଜୁମଦାର, ପ -ରବିନ୍ଦ୍ର ି ମଜୁମଦାରଜା-କାୟସ୍ଥ, ବା- କମାରେଯାଡା । ୨୯୪ ଘରବାରି ୦.୦୭୦ ୦.୦୧୦
୧୮ ୮୬/୬ ୩ ଇସେଲ ମାଇନଂି ଏଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ,ବଡବି,ବା-ବଡବିଲ । ୨୨୩ ଘରବାରି ୦.୦୮୦ ୦.୦୧୦
୨୨୪/୪୫୦ ଘରବାରି ୦.୦୬୦ ୦.୦୦୫
୧୯ ୮୬/୭ ୧ କାନ୍ତି ପ୍ରସାଦ ଜୟସୁଆଲ,ପି-ଅମ୍ର ି ତ ଲାଲ ଜୟସୁଆଲ,କଳାବତି ଜୟସୁଆଲ,ସ୍ୱା- ଅମ୍ରିତ ଲାଲ ଜୟସୁଆଲ,ବା-ଜରୋଳି । ୬୧ ଶାରଦ-୧ ୦.୧୫୦ ୦.୦୫୦
୨୦ ୮୬/୮ ୨ ଦୈତାରି ବିଶ୍ୱାଳ,ପି-ପହଲଦ ବ ି ଶ୍ୱାଳ,ବା-ଜରୋଳି । ୮୨ ଶାରଦ-୩ ୦.୦୪୦ ୦.୦୨୦
୨୧ ୮୬/୧ ୨୩ ଲକ୍ଷ୍ମୀ ନାରାୟଣ ଶର୍ମା, ଜା-ବ୍ରାହ୍ମଣ,ବା- ଜରୋଳି ରେ, ମି କେଶ ନମ୍ବର- ୦୨/୨୦୦,ହୁକୁମ ମୁତାବକ ଓମ ପ୍ରକାଶ ଶର୍ମା ଙ୍କ ନାମ କର୍ତନ କରାଗଲା ଓ ଖାତା, ସତ୍ର ପ୍ଲଟ, ଏରିଆ ପୂର୍ବପରି କାଏମ ରହିଲା । ୨୨୬ ଘରବାରି-୧ ୦.୪୬୦ ୦.୧୬୦
୨୨ ୮୬/୧ ୩୩ ହରିହର ବେହେରା, ପି-ଆର୍ତ ବେହେରା, ବା-କମଳପୁର, ଥା-ଯୋଡା । ୩୩୮/୬୪୭ ଘରବାରି ୦.୧୦୦ ୦.୦୫୦
୨୩ ୮୬/୧ ୪୧ ସନାତନ ପେଣ୍ଠେଇ, ପି-ପଣ୍ଡୁ ପେଣ୍ଠେଇ, ୧୭୩ ଜା-କମାର,ବା-ଜରୋଳି ଘରବାରି ୦.୦୪୫ ୦.୦୧୦
୨୪ ୮୬/୧ ୪୫ ନେପାଳ ଚନ୍ଦ୍ର କର୍ମକାର, ପି-ନିରଂଜନ କର୍ମକାର, ଜା-ଲୋହାର, ବା-ନିଜଗାଁ । ୩୩୮/୬୫୬ ବାଜେଫସଲ- ୨ ୦.୧୧୦ ୦.୦୫୦
୨୫ ୮୬/୨ ୪୦ ସଂଜିବ କୁମାର ମହାନ୍ତି, ପି-ସୁରେନ୍ଦ୍ର କୁମାର ମହାନ୍ତି, ଜା-କରଣ, ବା- ଜରୋଳି । ୩୩୯/୫୩୭ ବାଜେଫସଲ- ୨ ୦.୧୫୦ ୦.୧୪୦
୨୬ ୮୬/୨ ୬୮ ଜୟ ଶଙ୍କର ପ୍ରସାଦ ସଂି, ପି-ରାଧାକାନ୍ତ ସଂି, ଜା-ବ୍ରାହ୍ମଣ, ବା-ନିଜଗାଁ । ୭୯ ଘରବାରି ୦.୦୫୦ ୦.୦୩୦
୨୭ ୮୬/୨ ୮୩ ଅନିଲ ଜୟସୁଆଲ, ପି-ଅସରଫିଲାଲ ଜୟସୁଆଲ, ଜା-ବଣିଆ, ବା-ନିଜଗାଁ । ୩୩୯/୫୩୦ ଘରବାରି ୦.୧୦୦ ୦.୦୯୦
୨୮ ୯୦/୧ ସୁରେଶ ଜୟସୁଆଲ,ପି-ଶିବ ମୋହନ ଜୟସୁଆଲ, ଜା-କାଲୁଆର,ବା-ନିଜଗାଁ । ୩୩୮/୬୦୮ ଘରବାରି ୦.୦୬୦ ୦.୦୨୦
୨୯ ୯୦/୪ ହରିଶଙ୍କର ଜୟସୁଆଲ, ପି-ମୋହନ ପ୍ରସାଦ ଜୟସୁଆଲ, ବା-ଜରୋଳି ୩୩୮/୫୭୫ ଘରବାରି ୦.୧୦୦ ୦.୦୫୦
ମୋଟ ୩.୯୧୫ ୧.୪୯୦
4 5 6 7 8

ରାଜ୍ୟପାଳଙ୍କ ଆଦେଶାନୁକ୍ରମେ ଆଶିଷ ଠାକ୍ରେ ଜିଲ୍ଲାପାଳ, କେନ୍ଦୁଝର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2893—173+12

Cite this issue. Odisha Gazette, Government of Odisha, 19 March 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-03-19.Extraordinary_683/. Archive identifier in.gazette.odisha_govpress.2024-03-19.Extraordinary_683.