Servants of Knowledge
Odisha Gazette · Government of Odisha

Odisha Gazette, No. 684, 19 March 2024

Published 19 March 2024

Department
Revenue & Disaster Management
Type
Extraordinary
Gazette no.
684
Notification no.
766
Notification Date
21-12-2020
Identifier
in.gazette.odisha_govpress.2024-03-19.Extraordinary_684
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 684 CUTTACK, TUESDAY, MARCH 19, 2024/FALGUNA 29, 1945

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଅଧିସୂଚନା

The 21st December 2020

No. 766(cid:650)IX(C)-28/2020(cid:650)ଯେହେତୁ ଓଡିଶା ସରକାରଙ୍କୁ ପ୍ରତିତ ହେଉଅଛି କି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲାର ବାମେବାରି–ରଣସାଳ ଘାଟି , ଭାୟା ଯୋଡା-ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ ସରକାର (Appropriate Government) ସରକାରୀ ବ୍ୟୟରେ ମୌଜା- ବାଂଶପାଣି , ଥାନା-ଯୋଡା, ତହସିଲ- ବଡବିଲ, ଜିଲ୍ଲା କେନ୍ଦୁଝର ରେ ନିମ୍ନ ତଫସିଲ ମତେ ପ୍ରାୟ ଏ୦.୩୩ ରକବା ଭୂମି ଅର୍ଜନ କରିବା ଆବଶ୍ୟକ ହେଉଅଛି ।

ତେଣୁ ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ୧୧(୧) ଧାରା ରେ ଭାରପ୍ରାପ୍ତ ହୋଇ ସରକାର (Appropriate Government ) ଏତଦ୍ୱାରା ନିମ୍ନ ଅନୁସୁଚୀ ରେ ପ୍ରଦଃତ ଜମି ଅଧିଗ୍ରହଣ ପାଇଁ ପ୍ରାରମ୍ଭିକ ଅଧିସୂଚନା ଜାରି କରାଯାଉଛି ।

ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ , ର ୧୧(୧) ଧାରା ଅନୁଯାୟୀ ଘୋଷିତ ଏହି ପ୍ରାରମ୍ଭିକ ଅଧିସୂଚନାଟି ଏଥି ସହିତ ସମ୍ପୃକ୍ତ ସମସ୍ତଙ୍କ ପାଇଁ ପ୍ରୟୁଜ୍ୟ ଅଟେ ।

ଯଦି ସମ୍ପୃକ୍ତ ଜମିର କୌଣସି ସ୍ୱତ୍ୱାଧିକାରୀ / ଜମି ମାଲିକ ଭୂମି ଅଧିଗ୍ରହଣ ଅଧିସୂଚନା ସମ୍ପର୍କିତ ଅଧିସୂଚୀତ ଜମିର ଉପଯୋଗିତା, ରକବା ଏବଂ ସାର୍ବଜାନୀନ ଉଦ୍ଦେଶ୍ୟର ଔଚିତ୍ୟ ବିଷୟରେ କୌଣସି ଆପତି ଥାଏ, ସେ ଉକ୍ତ ପ୍ରାରମ୍ଭିକ ଅଧିସୂଚନା ପ୍ରକାଶନର ୬୦ ଦିନ ମଧ୍ୟରେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଆକାରରେ ଅଭିଯୋଗ କରିପାରିବେ ।

2

ପ୍ରକଳ୍ପ ସମ୍ବନ୍ଧୀୟ ବିବରଣୀ

୧-ସାର୍ବଜନୀନ ଉଦ୍ଦେଶ୍ୟର ସ୍ୱରୁପ- ବାମେବାରି–ରଣସାଳ ଘାଟି , ଭାୟା ଯୋଡା-ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ ।

୨-ଜମି ଆବଶ୍ୟକ କରୁଥିବା ସଂସ୍ଥାର ନାମ-ନିର୍ବାହୀ ଯନ୍ତ୍ରୀ (ଆରଏଣ୍ଡ ବି. ଡିଭିଜନ) କେନ୍ଦୁଝର ।

୩-କ୍ଷତିଗ୍ରସ୍ତ ଲୋକଙ୍କ ବିସ୍ଥାପନ ଆବଶ୍ୟକତାର କାରଣ-ସାର୍ବଜନୀନ ଉଦ୍ଦେଶ୍ୟରେ ବାମେବାରି–ରଣସାଳ ଘାଟି , ଭାୟା ଯୋଡା -ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ ପ୍ରକଳ୍ପର ନିର୍ମାଣ ନିମନ୍ତେ କାର୍ଯ୍ୟକାରି କରିବା ।

୪-ସାମାଜିକ ପ୍ରଭାବ ମୂଲ୍ୟାୟନର ସାରାଂଶ -ଉକ୍ତ ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ ଅଟେ ।ଏହି ବିକାଶ ପ୍ରକଳ୍ପଟି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଯଥାର୍ଥ ଅଟେ । ପ୍ରକଳ୍ପର ସକରାମିକ ପ୍ରଭାବ ଗୁଡିକ ନକରାମିକ ପ୍ରଭାବ ଠାରୁ ଯଥେଷ୍ଟ ଅଧିକ ।

୫-ପୁନର୍ବାସ ଓ ଥଇଥାନ ପାଇଁ ନିଯୁକ୍ତ ପ୍ରଶାସକଙ୍କ ବିବରଣୀ-ଉପ ଜିଲ୍ଲାପାଳ,ଚମ୍ପୁଆ ।

୬-ଜମିର ବିବରଣୀ-

ଜ ି ଲ ୍ଲ । ତହସିଲ ଗ ୍ର ।ମ ଗ ୍ର ।ମାଂଚଳ/ ସହରାଂଚଳ ଖାତା ନଂ. ପ୍ଲଟ ନଂ. ପ୍ଲଟ ର ମୋଟ ରକବା ଅଧିସୂଚୀତ ଜମିର ରକବା ରୟତ ର ନାମ
କେନ୍ଦୁଝର ବଡବିଲ ବାଂଶପାଣି ଗ ।ମାଂଚଳ ୍ର ସଂଲଗ୍ନ ସଂଲଗ୍ନ ଏ ୩.୬୩୨ ଏ ୦.୩୩ ସଂଲଗ୍ନ

ଉକ୍ତ ଅଧିସୁଚିତ ଜମି ରକବା ମଧ୍ୟରୁ ଏ.୦.୦୦ ସଂରକ୍ଷିତ ସରକାରୀ ଜମି ପ୍ରତିବଦଳ ପାଇଁ ଉଦ୍ଦିଷ୍ଟ ।

ଉକ୍ତ ଭୂମିର ଏକ ନକ୍ସା ଭୂ-ଅର୍ଜନ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, କେନ୍ଦୁଝର ରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।

ଉକ୍ତ ଅଧିସୂଚନା ଅନ୍ତର୍ଭୂକ୍ତ କୌଣସି ଜମିର କ୍ରୟ ବିକ୍ରୟ, ହସ୍ତାନ୍ତର (ଦେଣ ନେଣ) କିମ୍ବା ଦାୟ ସୃଷ୍ଟି କେନ୍ଦୁଝର ଜିଲ୍ଲାପାଳଙ୍କ ପୂର୍ବାନୁମୋଦନ ବିନା କରାଯାଇପାରିବ ନାହିଁ ।

3

ଭୂମି ଅନୁସୂଚୀ

ପ୍ର୍ରକଳ୍ପର ନାମ- ବାମେବାରି – ରଣସାଳ ଘାଟି , ଭାୟା ଯୋଡା- ବାମେବାରି ଏକ୍ସପ୍ରେସ -୨ ରାସ୍ତାର ଉନ୍ନତିକରଣ

ମୌଜା-ବାଉଁଶପାଣି ୟୂ ନଂ-୫ ଥାନା ନଂ-୩୪

ଥାନା-ଯୋଡା ତହସିଲ-୨(୭୩)

ତହସିଲ-ବଡବିଲ

ଜିଲ୍ଲା-କେନ୍ଦୁଝର

କ ୍ର ମ ି କ ନଂ ଖତିଆନ ନଂ ପ୍ରଜାର ନାମ ଓ ଠିକଣା ପ୍ଲଟ ନଂ କିସମ ମୋଟ ରକବା ଅର୍ଜନ ରକବା ମନ୍ତବ୍ୟ
୧ ୩୩ ଡୁକା ମୁଣ୍ଡା,ପି-ଗଦେଇ ମୁଣ୍ଡା, ଜା- କୋହ୍ଲ ବା-ନିଜଗାଁ । ୫୭୬ ତଇଳା-୨ ୦.୪୩୦ ୦.୦୧୦
୨ ୪୩ ତାରିଣୀ ପ୍ରସାଦ ମହାନ୍ତି, ପି- ଧବଳେଶ୍ୱର ମହାନ୍ତି, ଜା- କରଣ, ବା- କମାରଯୋଡା ୧୧୨ ଘରବାରି-୧ ୦.୦୭୫ ୦.୦୧୫
୧୬୯/ ୭୫୮ ଘରବାରି ୦.୪୫୦ ୦.୦୦୫
୩ ୧୧୯ ଶିରିଶ ଚନ୍ଦ୍ର ମହାନ୍ତି, ପି-ଆନନ୍ଦ ମହାନ୍ତି, ଜା-କରଣ,ବା-ନିଜଗାଁ । ୨୮୭ ଘରବାରି ୦.୦୫୦ ୦.୦୧୦
୪ ୧୩୧/୩ ମହମ୍ମଦ ରେଜାକ୍, ପି-ଜୁମନ ମିଆଁ, ଜା-ମୁସଲମାନ, ବା- ନିଜଗାଁ ଁ ୬୩୩ ଘରବାରି-୩ ୦.୦୨୭ ୦.୦୧୦
୫ ୧୩୧/୮ ଗୌରି ଶଙ୍କର ଅଗ୍ରବାଲା, ପି- ହନୁମାନ ପ୍ରସାଦ ଅଗ୍ରବାଲା, ଜା- ଗୋପାଳ, ବା-ଯୋଡା । ୫୫୯ ତଇଳା-୧ ୦.୦୭୦ ୦.୦୧୦
୬ ୧୩୧/୧ ୫୦ ଦିପେନ୍ଦ୍ର ବାହଦୁର ସିଂହ, ପି- ସୁରେନ୍ଦ୍ର ବାହଦୁର ସିଂହ, ଜା- ରାଜପୁତ, ବା-ବନେଇକଳା । ୫୭୪ ତଇଳା-୨ ୦.୮୪୫ ୦.୦୫୦
୭ ୧୪୦/୪ ସୁୁଷମା ସାହୁ, ସ୍ୱା-ମକରଧ୍ୱଜ ସାହୁ, ବା-ବାଉଁଶପାଣି, ଥା-ଯୋଡା, ଜି- କେନ୍ଦୁଝର । ୫୭୩ ଘରବାରି ୦.୦୫୦ ୦.୦୧୫
୮ ୧୩୧/୧ ୯୮ କମଳ କିଶୋର କେଜରିବାଲ, ପି- ରମଣିରନ କେଜରିବାଲ ,ଜା-ବଣିଆ, ବା-୧୨୦ ମହର୍ଷି ଦେବେନ୍ଦ୍ର ରୋଡ, ଥା- ଯୋଡା ବାଗାନ , ଜି- କଲିକତା, ୫(ପ.ବ.) ହା/ବା- ଯୋଡା । ୫୭୩/ ୧୦୬୮ ତଇଳା-୨ ୦.୦୬୦ ୦.୦୨୦
୯ ୧୩୧/୨ ୦୭ ରୋହିତ ମୋହତା, ପି-ବିଜୟ କୁମାର ମୋହତା ,ଜା-ବଣିଆ,ବା- ଯୋଡା । ୫୭୩/ ୧୦୭୫ ଘରବାରି ୦.୦୩୦ ୦.୦୧୫
୫୭୩/ ୯୫୨ ଘରବାରି ୦.୦୪୦ ୦.୦୧୫
୧୦ ୧୩୧/୨ ୦୮ ଅମ୍ରିତା ମୋହତା, ସ୍ୱା-ରୋହିତ ମୋହତା, ଜା-ବଣିଆ, ବା- ଯୋଡା ୫୭୩/ ୧୦୭୬ ଘରବାରି ୦.୦୫୦ ୦.୦୩୦
୫୭୩/ ୧୦୭୭ ଘରବାରି ୦.୦୨୦ ୦.୦୧୦
୧୧ ୧୩୧/୧ ୪୫ ଶାହାନାଜ ବାନୋ , ଫିରୋଜ ଅହମ୍ମଦ, ଜା-ମୁସଲମାନ , ବା-ଯୋଡା, ଥା-ଯୋଡା , ଜି- କେନ୍ଦୁଝର । ୫୭୩/ ୯୫୫ ଘରବାରି-୧ ୦.୧୦୦ ୦.୦୧୦
୧୨ ୧୩୧/୧ ୪୪ ଜହିରୁନ ନିଶା , ସ୍ୱା-ମହମ୍ମଦ ଫଜଲକରିମ , ଜା - ମୁସଲମାନ ବା-ଯୋଡା,ଥା-ଯୋଡା, ଜ ି- କେନ୍ଦଝର । ୯୫୫/ ୧୦୨୦ ଘରବାରି-୧ ୦.୨୦୦ ୦.୦୦୫
୧୩ ୧୪୦/୬ ମକରଧ୍ୱଜ ସାହୁ, ପି- ବାଂଛାନିିଧି ସାହୁ, ଜା-ତେଲି, ବା-ନିଜଗାଁ , ଥା-ଯୋଡା, ଜି-କେନ୍ଦଝର । ୫୫୨/ ୧୦୨୮ ଘରବାରି-୧ ୦.୧୦୦ ୦.୦୨୦
୧୪ ୧୪୦/୩ ଯୋଡା ଟ କ ୍ର ଓନର ଆସୋସିଏସନ, ବା-ଯୋଡା, ଥା- ଯୋଡା, ଜି-କେନ୍ଦଝର । ୯୫୫/ ୧୦୧୧ ଘରବାରି-୧ ୦.୨୦୦ ୦.୦୨୫
୧୫ ୧୪୦/୮ ୦ ଅନୁରାଧା ଝା, ସ୍ୱା- ପ୍ରସନ୍ନ କୁମାର ଝା, ଜା-ବ୍ରାହ୍ମଣ, ବା-ଯୋଡା, ଥା- ଯୋଡା, ଜି-କେନ୍ଦଝର । ୯୫୫/ ୧୦୧୬ ଘରବାରି-୧ ୦.୧୦୦ ୦.୦୧୫
୧୬ ୧୪୦/୭ ଶିରିଶ ଚନ୍ଦ୍ର ମହାନ୍ତି, ପି-ଆନନ୍ଦ ମହାନ୍ତି, ଜା- କରଣ, ବା-ନିଜଗାଁ । ୨୮୬ ଘରବାରି-୧ ୦.୭୩୫ ୦.୦୪୦
ମୋଟ ୩.୬୩୨ ୦.୩୩୦
4 5

ରାଜ୍ୟପାଳଙ୍କ ଆଦେଶାନୁକ୍ରମେ ଆଶିଷ ଠାକ୍ରେ ଜିଲ୍ଲାପାଳ, କେନ୍ଦୁଝର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 2894—173+12

Cite this issue. Odisha Gazette, Government of Odisha, 19 March 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-03-19.Extraordinary_684/. Archive identifier in.gazette.odisha_govpress.2024-03-19.Extraordinary_684.