Servants of Knowledge
Odisha Gazette · Government of Odisha

Odisha Gazette, No. 1148, 20 May 2024

Published 20 May 2024

Department
Revenue & Disaster Management
Type
Extraordinary
Gazette no.
1148
Notification no.
190
Notification Date
06-05-2024
Identifier
in.gazette.odisha_govpress.2024-05-20.Extraordinary_1148
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1148 CUTTACK, MONDAY, MAY 20, 2024/BAISAKHA 30, 1946

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଘୋଷଣା

ତାରିଖ ୬ ମେ ୨୦୨୪

ସଂଖ୍ୟା 190—I (X)-04/2024—ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013)ର ଧାରା ୧୯ (୧) ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ, ମୌଜା ବଡଡେରା, ଥାନା ସଦର, ତହସିଲ ସଦର, ଜିଲ୍ଲା କେନ୍ଦୁଝରରେ ନିମ୍ନ ସୂଚିତ "କ'' ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ମଞ୍ଜୁଆରୁ ବଡବିଲ ରାସ୍ତାରେ ଅରଡେଇ ନଦୀ ଉପରେ ପୋଲ ନିର୍ମାଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

ଗ୍ରାମର ନାମ ଗ୍ରାମାଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
(୧) (୨) (୩) (୪) (୫) (୬) (୭) (୮)
ବଡଡେରା ସହରାଞ୍ଚଳ ସଂଲଗ୍ନ ସଂଲଗ୍ନ ସଂଲଗ୍ନ ଏ୦.୮୨ ଏ୦.୦୨ ସଂଲଗ୍ନ
2 ତଫସିଲ-ଖ

(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)

ଗ୍ରାମର ନାମ ଗ୍ରାମାଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
(୧) (୨) (୩) (୪) (୫) (୬) (୭) (୮)
ପ୍ରଯୁଜ୍ୟ ନୁହେଁ

ଅଧିସୂଚନାର ବୈଧ ତାରିଖ- ୦୭.୦୯.୨୦୨୩

ଭୂମି ଅନୁସୁଚୀ

ପ୍ରକଳ୍ପର ନାମ : ମଞ୍ଜୁଆରୁ ବଡବିଲ ରାସ୍ତାରେ ଅରଡେଇ ନଦୀ ଉପରେ ପୋଲ ନିର୍ମାଣ

ମୌଜା : ବଡଡେରା

ଥାନା : କେନ୍ଦୁଝର ସଦର

ତହସିଲ : କେନ୍ଦୁଝର ସଦର

ଜିଲ୍ଲା : କେନ୍ଦୁଝର

କ୍ରମିକ ନଂ ଖତିୟାନ ନଂ ପ୍ରଜାର ନାମ ଓ ଠିକଣା ପ୍ଲଟ ନଂ. କିସମ ମୋଟ ରକବା (ଏକର) ଅର୍ଜନ ରକବା
(୧) (୨) (୩) (୪) (୫) (୬) (୭)
୧ ୬୭ ଲକ୍ଷ୍ମଣ ନାଏକ, ବନମାଳି ନାଏକ, ଜଗବନ୍ଧୁ ନାଏକ, ଅଛୁତା ନାଏକ, ରନି।କର ନାଏକ, ପି. ବାଣ ନାଏକ, ଭାର ନାଏକ, ପି. ଶିରପାଣି ନାଏକ, ଜା ସାଉନ୍ତି ବା ନିଜଗାଁ ୩୮୩ ଶାରଦ ତିନି ୦.୮୨୦ ୦.୦୨୦
ମୋଟ ୦.୮୨୦ ୦.୦୨୦

ରାଜ୍ୟପାଳଙ୍କ ଆଦେଶକ୍ରମେ ବିଶାଲ ସିଂହ ଜିଲ୍ଲାପାଳ, କେନ୍ଦୁଝରPrinted and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 388(cid:151)173+9


  1. ର ଧାରା ୧୧ (୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୩୮୧, ତା ୨୪- ୦୮- ୨୦୨୩ ରିଖରେ ପ୍ରକାଶିତ ହୋଇଅଛି । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ ମୌଜା ବଡଡେରା, ଥାନା ସଦର, ତହସିଲ ସଦର, ଜିଲ୍ଲା କେନ୍ଦୁଝରରେ କୌଣସି ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ୱେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ । ତଫସିଲ-କ (ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ) ↩
Cite this issue. Odisha Gazette, Government of Odisha, 20 May 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-05-20.Extraordinary_1148/. Archive identifier in.gazette.odisha_govpress.2024-05-20.Extraordinary_1148.