Servants of Knowledge
Odisha Gazette · Government of Odisha

Odisha Gazette, No. 1149, 20 May 2024

Published 20 May 2024

Department
Revenue & Disaster Management
Type
Extraordinary
Gazette no.
1149
Notification no.
197
Notification Date
06-05-2024
Identifier
in.gazette.odisha_govpress.2024-05-20.Extraordinary_1149
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1149 CUTTACK, MONDAY, MAY 20, 2024/BAISAKHA 30, 1946

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଘୋଷଣା

ତାରିଖ ୬ ମଇ ୨୦୨୪

ସଂଖ୍ୟା-197-IX(E)-04/2024—ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013)ର ଧାରା ୧୯ (୧) ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ, ମୌଜା ସରାସ, ଥାନା ସଦର, ତହସିଲ ସଦର, ଜିଲ୍ଲା କେନ୍ଦୁଝରରେ ନିମ୍ନସୂଚିତ "କ'' ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ମଞ୍ଜୁଆରୁ ବଡବିଲ ରାସ୍ତାରେ ଅରଡେଇ ନଦୀ ଉପରେ ପୋଲ ନିର୍ମାଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

ଜିଲ୍ଲା : କେନ୍ଦୁଝର 2
କ୍ରମିକ ନଂ. ଖତିୟାନା ନଂ. ପ ୍ର ଜାର ନାମ ଓ ଠିକଣା ପ ୍ଲ ଟ ନଂ. କିସମ ମୋଟ ରକବା (ଏକର) ଅର୍ଜନ ରକବା
(୧) (୨) (୩) (୪) (୫) (୬) (୭)
୧ ୭୪ ସରସ୍ୱତୀ ନାଏକ, ସ୍ୱା. ଗୟା ନାଏକ, ଜା. ସାଉନ୍ତି, ବା. କେନ୍ଦୁଝର ଗଡ କାଶିପୁର ୧୭୬ ତଇଳା ଏକ ୨.୦୦୦ ୦.୧୦୦
ମୋଟ ୨.୦୦୦ ୦.୧୦୦

ତଫସିଲ-କ

(ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ)

ଗ୍ରାମର ନାମ ଗ୍ରାମାଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
(୧) (୨) (୩) (୪) (୫) (୬) (୭) (୮)
ସରାସ ଗ୍ରାମାଞ୍ଚଳ ସଂଲଗ୍ନ ସଂଲଗ୍ନ ସଂଲଗ୍ନ ଏ୨.୦୦ ଏ୦.୧୦ ସଂଲଗ୍ନ

ତଫସିଲ-ଖ

(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)

ଗ୍ରାମର ନାମ ଗ୍ରାମାଞ୍ଚଳ/ ସହରାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
(୧) (୨) (୩) (୪) (୫) (୬) (୭) (୮)
ପ୍ରଯୁଜ୍ୟ ନୁହେଁ

ଅଧିସୂଚନାର ବୈଧ ତାରିଖ- ୦୭-୦୯-୨୦୨୩

ରାଜ୍ୟପାଳଙ୍କ ଆଦେଶକ୍ରମେ ବିଶାଲ ସିଂହ ଜିଲ୍ଲାପାଳ, କେନ୍ଦୁଝରPrinted and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 389(cid:151)173+9


  1. ର ଧାରା ୧୧ (୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୩୮୦, ତା ୨୪- ୦୮- ୨୦୨୩ ରିଖରେ ପ୍ରକାଶିତ ହୋଇଅଛି । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ ମୌଜା ସରାସ, ଥାନା ସଦର, ତହସିଲ ସଦର, ଜିଲ୍ଲା କେନ୍ଦୁଝରରେ କୌଣସି ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ୱେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ, କେନ୍ଦୁଝରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସମାନଙ୍କରେ ଦେଖିବାକୁ ମିଳିପାରିବ । ଭୂମି ଅନୁସୁଚୀ ପ୍ରକଳ୍ପର ନାମ : ମଞ୍ଜୁଆରୁ ବଡବିଲ ରାସ୍ତାରେ ଅରଡେଇ ନଦୀ ଉପରେ ପୋଲ ନିର୍ମାଣ ମୌଜା : ସରାସ ଥାନା : କେନ୍ଦୁଝର ସଦର ତହସିଲ : କେନ୍ଦୁଝର ସଦର ↩
Cite this issue. Odisha Gazette, Government of Odisha, 20 May 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-05-20.Extraordinary_1149/. Archive identifier in.gazette.odisha_govpress.2024-05-20.Extraordinary_1149.