Servants of Knowledge
Odisha Gazette · Government of Odisha

Odisha Gazette, No. 1204, 04 June 2024

Published 04 June 2024

Department
Revenue & Disaster Management
Type
Extraordinary
Gazette no.
1204
Notification no.
466
Notification Date
28-05-2024
Identifier
in.gazette.odisha_govpress.2024-06-04.Extraordinary_1204
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1204 CUTTACK, TUESDAY, JUNE 4, 2024/JAISTHA 14, 1946

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଘୋଷଣା

ତାରିଖ ୨୮ ମଇ ୨୦୨୪

ସଂଖ୍ୟା 466—ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଅଧିନିୟମ, ୨୦୧୩ (RFCTLAR & R Act, 2013)ର ଧାରା ୧୯ (୧) ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କ ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ, ମୌଜା ଗୋରାଞ୍ଜିଯୋଡି, ଥାନା ପାଟଣା, ନଂ-୨୦୩, ତହସିଲ ସାହାରପଡା, ଜିଲ୍ଲା କେନ୍ଦୁଝରରେ ନିମ୍ନ ସୂଚିତ "କ'' ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ଦେଓ ମଧ୍ୟମ ଜଳ ସେଚନ ପ୍ରକଳ୍ପ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

2 (୧) (୨) (୩) (୪) (୫) (୬) (୭) (୮)

ଗୋରାଞ୍ଜି ଯୋଡି ଗ୍ରାମାଞ୍ଚଳ

ପି. ବୈଶାଖୁ

ଦେହୁରୀ, ପରମ

ଦେହୁରୀ, ମାଧ

ଦେହୁରୀ, ପି. କାତକା

ଦେହୁରୀ, ସୂରଥ

ଦେହୁରୀ, ବିଶୁନୁ

ଦେହୁରୀ, ରାଜନ

ଦେହୁରୀ, ଦୁଖୁ

ଦେହୁରୀ, ପି. ଯାଦବ

ଦେହୁରୀ, ଯାନୀ

ଦେହୁରୀ,

ସ୍ୱା. ଯାଦବ ଦେହୁରୀ

ନାଲୁ ଦେହୁରୀ,

ଅଧିକାରୀ ଦେହୁରୀ,

ପି. ପୁରନ୍ଦର ଦେହୁରୀ

ନୂରା ଦେହୁରୀ,

ସ୍ୱା. ପୁରନ୍ଦର

ଦେହୁରୀ,

ଇନ୍ଦ୍ର ଦେହୁରୀ, ପି.

ଭ୍ରମର ଦେହୁରୀ,

ଜା. ବାଥୂଡି

ବା. ନିଜଗା ୨୨୦ ୧୮୬୩ ବିଆଳି ୦.୭୨ ୦.୭ କପିଳ ନାଏକ,

ଦୋଫସଲି ପି. ବୈଦା ନାଏକ,

କୁଲତା ନାଏକ,

ପି. ପୁରସ୍ତମ ନାଏକ,

ଦୌପଦୀ ନାଏକ,

ସ୍ୱା. ପୁରସ୍ତମ ନାଏକ,

ଜା. ବାଥୂଡି

ବା. ନିଜଗା ଗୋରାଞ୍ଜି- ଗ୍ରାମାଞ୍ଚଳ ୨୧୯/୧୫୯ ୧୩୪୪ ବିଆଳି ୧.୨୬ ୦.୧୨ ସୟ କୁମାର ଯୋଡି

ନାଏକ, ପି. ଶ୍ରୀପତି

ନାଏକ, ଜା. ଭୂୟାଁ

ବା. କରିଆ ୱାର୍ଡ3 (୧) (୨) (୩) (୪) (୫) (୬) (୭) (୮) ନମ୍ବର ୧୧ (ଗିରିମା) ଗୋରାଞ୍ଜି ଯୋଡି ଗ୍ରାମାଞ୍ଚଳ ୨୧୯/୧୬୨ ୧୩୪୧/ ବିଆଳି ୦.୪୬ ୦.୧୩ ପର୍ଶୁରାମ ନାଏକ, ପି.

୨୧୯୬ ଯୋଗୀ ନାଏକ,

ଜା. ଶବର

ବା. କରିଆ

ଥା. କରିଆ

ଜି. ମୟୁରଭ ମୋଟ ୪ ଗୋଟି ପ୍ଲଟ ୨.୭୧ ୦.୪୬

ତଫସିଲ-"ଖ

(ପୁନର୍ବାସ ନିମିତ୍ତ ଚିହ୍ନଟ ଭୂମି ଅନୁସୂଚି)

ଜିଲ୍ଲା-କେନ୍ଦୁଝର

ତହସିଲ-ସାହାରପଡା

ଗ୍ରାମର ନାମ ଗ୍ରାମାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ଅଧିଗ୍ରହଣ ରୟତଙ୍କ ନାମ

ମୋଟ ହେବାକୁ ଥିବା ରକବା ଜମିର ରକବା

(୧) (୨) (୩) (୪) (୫) (୬) (୭) (୮)

ପ୍ରଯୁଜ୍ୟ ନୁହେଁ

ଅଧିସୂଚନାର ବୈଧ ତାରିଖ ୨୧-୧୧-୨୦୨୩

ରାଜ୍ୟପାଳଙ୍କ ଆଦେଶକ୍ରମେ ବିଶାଲ ସିଂହ ଜିଲ୍ଲାପାଳ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 444(cid:151)173+9


  1. ର ଧାରା ୧୧ (୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୧୦୧୭, ତା ୩୧- ୦୮- ୨୦୨୩ ରିଖରେ ପ୍ରକାଶିତ ହୋଇଅଛି । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ ମୌଜା ଗୋରାଞ୍ଜିଯୋଡି, ଥାନା ପାଟଣା, ନଂ-୨୦୩, ଜିଲ୍ଲା କେନ୍ଦୁଝରରେ କୌଣସି ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ୱେବସାଇଟ http : /revenue.odisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ କରାଯାଇଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ସ୍ୱତନ୍ତ୍ର ଭୂ-ଅର୍ଜନ ଓ ପୁନବସତି ଅଧିକାରୀ, ମୟୁରଭ, କରିଆ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସମାନଙ୍କରେ ଦେଖିବାକୁ ମିଳିପାରିବ । ତଫସିଲ-"କ'' (ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ) ଜିଲ୍ଲା-କେନ୍ଦୁଝର ତହସିଲ-ସାହାରପଡା ଗ୍ରାମର ନାମ ଗ୍ରାମାଞ୍ଚଳ ଖାତା ନଂ. ପ୍ଲଟ ନଂ. କିସମ ପ୍ଲଟର ଅଧିଗ୍ରହଣ ରୟତଙ୍କ ନାମ ମୋଟ ହେବାକୁ ରକବା ଥିବା ଜମିର ରକବା (୧) (୨) (୩) (୪) (୫) (୬) (୭) (୮) ଗୋରାଞ୍ଜି ଯୋଡି ଗ୍ରାମାଞ୍ଚଳ ୧୦୯ ୧୭୩୫ ତଇଳା ଏକ ୦.୨୭ ୦.୧୪ ପଦନ ଦେହୁରୀ, ଚୈତନ୍ୟ ଦେହୁରୀ, ↩
Cite this issue. Odisha Gazette, Government of Odisha, 04 June 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-06-04.Extraordinary_1204/. Archive identifier in.gazette.odisha_govpress.2024-06-04.Extraordinary_1204.