Servants of Knowledge
Odisha Gazette · Government of Odisha

Odisha Gazette, No. 1280, 01 July 2024

Published 01 July 2024

Department
Revenue & Disaster Management
Type
Extraordinary
Gazette no.
1280
Notification no.
1314
Notification Date
07-06-2024
Identifier
in.gazette.odisha_govpress.2024-07-01.Extraordinary_1280
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1280 CUTTACK, MONDAY, JULY 1, 2024/ASADHA 10, 1946

ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ

ଘୋଷଣା

The 7th June 2024

କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱତା ଆଇନ ୨୦୧୩ (RFCTLAR & R Act, 2013)ର ଧାରା ୧୯ ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳ କୋରାପୁଟ ଦ୍ୱାରା ପ୍ରଦତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା-ବିରିଗୁଡା, ଥାନା-ଲକ୍ଷ୍ମୀପୁର, ନଂ-୦୫, ତହସିଲ-ଲକ୍ଷ୍ମୀପୁର, ଜିଲ୍ଲ- କୋରାପୁଟ ରେ ନିମ୍ନ ସୂଚୀତ କ ତଫସିଲ ଜମି ଏ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା କୋରାପୁଟ – ସିଙ୍ଗାପୁର ରୋଡ ଦୋହରୀକରଣ ରେଳପଥ ପ୍ରକଳ୍ପ ନିର୍ମାଣ ନିମନ୍ତେ ପ୍ରାୟ ଏ.୪.୯୭୯ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

ଏହି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିପ୍ତି ନ୍ୟାୟଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ୨୦୧୩ (RFCTLAR & R Act, 2013)ର ଧାରା ୧୯ (୧) ଅନୁଯାୟୀ ବିପ୍ତି ସଂଖ୍ୟା ୩୩୩୭ ତା ୨୯.୧୧.୨୦୨୨ ରିଖରେ ପ୍ରକାଶିତ ହୋଇଅଛି ।

ପୁନ ଏହା ଘୋଷଣା କରାଯାଉଅଛି ଯେ ମୌଜା ବିରିଗୁଡା ଥାନା ଲକ୍ଷ୍ମୀପୁର ନଂ-୦୫ ତହସିଲ ଲକ୍ଷ୍ମୀପୁର, ଜିଲ୍ଲା କୋରାପୁଟ ରେ କୌଣସି ବିସ୍ଥାପତି ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୁପରେଖାର ସାରମର୍ମ ସଂଲଗ୍ନ କରାଯାଇନାହିଁ ।

ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ଯୋଜନା ପ୍ରକାଶନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ www.Rayagada.nic.in ରେ ଏବଂ2 ରାଜ୍ୟ ସରକାରଙ୍କ ଓ୍ୱେବସାଇଟ http://revenue.odisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ କରାଯାଇଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମିର ନକ୍ସା ଭୂ-ଅର୍ଜନ ଅଧିକାରୀ, ଲକ୍ଷ୍ମୀପୁର, ଜିଲ୍ଲା କୋରାପୁଟ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।

(ପ୍ରସ୍ତାବିତ ଭୁମି ଅଧିଗ୍ରହଣ -ଅନୁସୂଚୀ)

ଜିଲ୍ଲା- ରାୟଗଡା ତହସିଲ - କୋଲନରା

ଗ୍ରାମର ନାମ ଗ୍ରାମାଅଂଚଳ / ସହରାଂଚଳ ଖାତା ନଂ ପ ୍ଲ ଟ ନଂ କ ି ସମ ପ ଟର ୍ଲ ମୋଟ ରକବା ଅଧିସୂଚିତ ଜମିର ରକବା ରୟତିଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ବ ର ି ଗୁଡା ି ଗ୍ରାମାଅଂଚଳ ଏଥିସହିତ ସଂଲଗ୍ନ ଅଛି ଏଥିସହିତ ସଂଲଗ୍ନ ଅଛି ଏଥିସହିତ ସଂଲଗ୍ନ ଅଛି ୨୧.୧୯୨ ୪.୯୭୯ ଏଥିସହିତ ସଂଲଗ୍ନ ଅଛି

ଅଧିସୂଚନାର ବୈଧ ତାରିଖ –

ବ୍ୟକ୍ତିଗତ ଜମି

କ ୍ରମି କ ନ ଂ ܃ ܄ ܅ ܆ ܇ ܈ ୭
ଖତିଆନ ନଂ ପ ୍ଲଟ ନଂ ମୌଜା ଗ ।.ପ ୍ର ମୋଟ ରକବା ଅଧିଗ୍ରହଣ ରକବା କ ସମ ି ଅଭିଲିଖିତ ରୟତି ନାମ
܃ ୨ ୫୧୩ ବ ର ି ଗ ି ୁଡା ଓଡିଆ ପେଣ୍ଠ ୧.୨୫୦ ୦.୨୫୦ ଡଙ୍ଗର ଦ ୁ ଇ ମାଣ୍ଡିଙ୍ଗା ଆହାର, ମାଣ୍ଡିଙ୍ଗା ସାରୁ, ପି- ମାଣ୍ଡିଙ୍ଗା ରୁପୁ
܄ ୭ ୫୦୯ ବ ର ି ଗ ି ୁଡା ଓଡିଆ ପେଣ୍ଠ ୧.୨୬୦ ୦.୦୨୦ ଡଙ୍ଗର ଦ ୁ ଇ ମାଣ୍ଡିଙ୍ଗା କସାରି, ମାଣ୍ଡିଙ୍ଗା ମନୁ, ପ - ମାଣ୍ଡିଙ୍ଗା ରୁପୁଣା, ମାଣ୍ଡିଙ୍ଗା ି ପାଲି, ପି- ମାଣ୍ଡିଙ୍ଗା ତୁରୁପୁ, ମାଣ୍ଡିଙ୍ଗା ତୁରୁପୁ ପି- ମାଣ୍ଡିଙ୍ଗା ରୁପା
୩ ୧୬ ୧୫୦ ବ ର ି ଗ ି ୁଡା ଓଡିଆ ପେଣ୍ଠ ୦.୨୪୦ ୦.୨୪୦ ଡଙ୍ଗର ଦ ୁ ଇ ନ ତ୍ୟା ମାଣ୍ଡିଙ୍ଗା ପି- ଜୟରାମ ି ମାଣ୍ଡିଙ୍ଗା,
୪ ୮୦/୩୫୩ ୧୫୦/ ୧୭୩୩ ବ ର ି ଗ ି ୁଡା ଓଡିଆ ପେଣ୍ଠ ୦.୨୩୦ ୦.୨୩୦ ଡଙ୍ଗର ଦ ୁ ଇ ପଦନା ମାଣ୍ଡିଙ୍ଗା ପି-ଜୟରାମ ମାଣ୍ଡିଙ୍ଗା
୫ ୮୩/୩୫୪ ୧୫୦/ ୧୭୩୪ ବ ର ି ଗ ି ୁଡା ଓଡିଆ ପେଣ୍ଠ ୦.୨୩୦ ୦.୨୩୦ ଡଙ୍ଗର ଦ ୁ ଇ ଗୋବିନ୍ଦ ମାଣ୍ଡିଙ୍ଗା ପି-ଜୟରାମ ମାଣ୍ଡିଙ୍ଗା
୬ ୧୮ ୧୨୦ ବ ର ି ଗ ି ୁଡା ଓଡିଆ ପେଣ୍ଠ ୧.୦୭୦ ୦.୮୩୧ ଡଙ୍ଗର ଦ ୁ ଇ ମାଣ୍ଡିଙ୍ଗା ଜାଚୁ ପି- ମାଣ୍ଡିଙ୍ଗା ନରି
୭ ୧୯ ୬୬୬ ବ ର ି ଗ ି ୁଡା ଓଡିଆ ପେଣ୍ଠ ୦.୨୯୦ ୦.୧୩୮ ଡଙ୍ଗର ଦ ୁ ଇ ମାଣ୍ଡିଙ୍ଗା ଜାଗିଲି ପି- ମାଣ୍ଡିଙ୍ଗା ବେରୁକୁ, ମାଣ୍ଡିଙ୍ଗା ସକରି ପି- ମାଣ୍ଡିଙ୍ଗା ଭୁମୁରି
୮ ୨୧ ୭୭୪ ବ ର ି ଗ ି ୁଡା ଓଡିଆ ପେଣ୍ଠ ୦.୧୨୦ ୦.୧୧୦ ଡଙ୍ଗର ଦ ୁ ଇ ମାଣ୍ଡିଙ୍ଗା ଜୁମୁରା, ମାଣ୍ଡିଙ୍ଗା କାଙ୍ଗୁ ପି- ମାଣ୍ଡିଙ୍ଗା ରେଲି
୯ ୨୨ ୧୨୧ ବ ର ି ଗ ି ୁଡା ଓଡିଆ ପେଣ୍ଠ ୦.୭୯୦ ୦.୭୧୪ ଡଙ୍ଗର ଦ ୁ ଇ ମାଣ୍ଡିଙ୍ଗା ଟିମା, ମାଣ୍ଡିଙ୍ଗା ହିଡି, ପି- ମାଣ୍ଡିଙ୍ଗା ଦାସ, ମାଣ୍ଡିଙ୍ଗା ଦୋରା, ମାଣ୍ଡିଙ୍ଗା ବାସୁ ପି- ମାଣ୍ଡିଙ୍ଗା କୋସମା
୧୦ ୩୭ ୫୧୦ ବ ର ି ଗ ି ୁଡା ଓଡିଆ ପେଣ୍ଠ ୦.୬୮୦ ୦.୦୩୪ ଡଙ୍ଗର ଦ ୁ ଇ ମାଣ୍ଡିଙ୍ଗା ବୁରୁବିନା, ପି- ମାଣ୍ଡିଙ୍ଗା ଉମ୍ବୁରେ
୧୧ ୪୫ ୫୧୨ ବ ର ି ଗ ି ୁଡା ଓଡିଆ ପେଣ୍ଠ ୦.୯୧୦ ୦.୧୭୦ ଡଙ୍ଗର ଦ ୁ ଇ ମାଣ୍ଡିଙ୍ଗା ବରାଳ ପି- ମାଣ୍ଡିଙ୍ଗା ବେରୁକୁ
୧୨ ୫୩ ୫୧୪ ବ ର ି ଗ ି ୁଡା ଓଡିଆ ପେଣ୍ଠ ୩.୦୬୦ ୦.୧୧୦ ଡଙ୍ଗର ଦ ୁ ଇ ମାଣ୍ଡିଙ୍ଗା ମାହୁ, ମାଣ୍ଡିଙ୍ଗା ବାରୁସୁ, ମାଣ୍ଡିଙ୍ଗା କୁରୁମା ପି- ମାଣ୍ଡିଙ୍ଗା ଦେଇ
୧୩ ୫୮ ୫୧୧ ବ ର ି ଗ ି ୁଡା ଓଡିଆ ପେଣ୍ଠ ୦.୬୫୦ ୦.୦୭୫ ଡଙ୍ଗର ଦ ୁ ଇ ମାଣ୍ଡିଙ୍ଗା ରାନୁ ପି- ମାଣ୍ଡିଙ୍ଗା ଖ ିମିଡି, ମାଣ୍ଡିଙ୍ଗା ଉରୁକୁଡି ପି- ମାଣ୍ଡିଙ୍ଗା ଟିକିନା
୧୪ ୫୯ ୭୮୬ ବ ର ି ଗ ି ୁଡା ଓଡିଆ ପେଣ୍ଠ ୦.୬୫୦ ୦.୧୩୨ ଡଙ୍ଗର ଦ ୁ ଇ ମାଣ୍ଡିଙ୍ଗା ରାଜୁ ପି- ମାଣ୍ଡିଙ୍ଗା ତପୁ
୧୫ ୬୪ ୬୬୯ ବ ର ି ଗ ି ୁଡା ଓଡିଆ ପେଣ୍ଠ ୦.୧୦୦ ୦.୧୦୦ ଡଙ୍ଗର ଦ ୁ ଇ ମାଣ୍ଡିଙ୍ଗା ସାନି, ମାଣ୍ଡିଙ୍ଗା କିରସାନି ପ ି - ମାଣ୍ଡିଙ୍ଗା ଲୁଙ୍ଗା, ମାଣ୍ଡିଙ୍ଗା ବ ଲୁକା, ପି- ମାଣ୍ଡିଙ୍ଗା ସୁଗୁଣା ୁ
୧୬ ୬୫ ୬୭୦ ବ ର ି ଗ ି ୁଡା ଓଡିଆ ପେଣ୍ଠ ୦.୧୩୦ ୦.୧୩୦ ଡଙ୍ଗର ଏକ ମାଣ୍ଡିଙ୍ଗା ସମୁଡି, ପି- ମାଣ୍ଡିଙ୍ଗା ସମୁରୁ
୧୭ ୬୬ ୬୭୧ ବ ର ି ଗ ି ୁଡା ଓଡିଆ ପେଣ୍ଠ ୦.୧୩୦ ୦.୦୧୩ ଡଙ୍ଗର ଏକ ମାଣ୍ଡିଙ୍ଗା ସେନାପତି ପି- ମାଣ୍ଡିଙ୍ଗା କ ୁ ସୁମ
୧୮ ୭୮ ୧୫୧ ବ ର ି ଗ ି ୁଡା ଓଡିଆ ପେଣ୍ଠ ୦.୩୩୦ ୦.୩୩୦ ଡଙ୍ଗର ଦ ୁ ଇ
୧୯ ୮୦ ୬୬୪ ବ ର ି ଗ ି ୁଡା ଓଡିଆ ପେଣ୍ଠ ୦.୧୬୦ ୦.୦୬୮ ଡଙ୍ଗର ତିନି
୨୦ ୮୦/୨୬ ୫୯୩/ ୧୪୨୫ ବ ର ି ଗ ି ୁଡା ଓଡିଆ ପେଣ୍ଠ ୨.୦୦୦ ୦.୦୧୧ ଡଙ୍ଗର ତିନି
୨୧ ୮୦/୨୭ ୫୯୩/ ୧୪୨୬ ବ ର ି ଗ ି ୁଡା ଓଡିଆ ପେଣ୍ଠ ୧.୫୬୦ ୦.୪୨୬ ଡଙ୍ଗର ତିନି
୨୨ ୮୦/୩୦ ୫୯୩/ ୧୪୨୯ ବ ର ି ଗ ି ୁଡା ଓଡିଆ ପେଣ୍ଠ ୧.୯୭୦ ୦.୦୨୩ ଡଙ୍ଗର ତିନି
୨୩ ୮୦/୩୧ ୫୯୩/ ୧୪୩୦ ବ ର ି ଗ ି ୁଡା ଓଡିଆ ପେଣ୍ଠ ୧.୭୦୦ ୦.୧୫୩ ଡଙ୍ଗର ତିନି
୨୪ ୮୦/୩୨ ୫୯୩/ ୧୪୩୧ ବ ର ି ଗ ି ୁଡା ଓଡିଆ ପେଣ୍ଠ ୧.୩୨୦ ୦.୧୦୧ ଡଙ୍ଗର ତିନି
୨୫ ୮୦/୯୨ ୭୭୭ ବ ର ି ଗ ି ୁଡା ଓଡିଆ ପେଣ୍ଠ ୦.୨୩୦ ୦.୧୦୦ ଡଙ୍ଗର ଦ ୁ ଇ
୨୬ ୮୦/୩୫୯ ୭୭୫/ ୧୭୬୧ ବ ର ି ଗ ି ୁଡା ଓଡିଆ ପେଣ୍ଠ ୦.୦୨୦ ୦.୦୨୦ ଡଙ୍ଗର ଏକ
୨୭ ୮୦/୩୬୦ ୭୭୫ ବ ର ି ଗ ି ୁଡା ଓଡିଆ ପେଣ୍ଠ ୦.୨୨୦ ୦.୨୨୦ ଡଙ୍ଗର ଏକ
ମୋଟ ଏ ୨୧.୧୯୨ ୪.୯୭୯ ୦.୯୭୯
3 4

ରାଜ୍ୟପାଳଙ୍କ ଆଦେଶାନୁକ୍ରମେ ଶ୍ରୀ ୱି. କୀତ୍ତ ୱାସନ ଜିଲ୍ଲାପାଳ, କୋରାପୁଟ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 520—173+9


  1. / ↩
  2. / ↩
  3. (cid:888)LA-XXIV- (cid:888)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ ↩
Cite this issue. Odisha Gazette, Government of Odisha, 01 July 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-07-01.Extraordinary_1280/. Archive identifier in.gazette.odisha_govpress.2024-07-01.Extraordinary_1280.