The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 1313 CUTTACK, SATURDAY, JULY 6, 2024/ASADHA 15, 1946
ଘୋଷଣା ନାମା
ଏତଦ୍ଦ୍ୱାରା ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ, ଆମ୍ଭ ଏମ/ଏସ ୟୁଥ ବ୍ରଦରସ ପିକରଣ ନଂ. ୧୨୦୨୧୦୦୯୫୩/୨୦୨୧, ଗ୍ରାମ/ପୋ.ଅ. ଘପଡା, ଥାନା କଲିୟରୀ, ଜିଲ୍ଲା ଅନୁଗୋଳ, ଆମ୍ଭର ୬ ଜଣ ସଭ୍ୟ ଯଥା— (୧) ସିପୁନ ସାହୁ, (୨) ସୁଭେନ୍ଦୁ ପ୍ରଧାନ, (୩) ପ୍ରଭାତ କୁମାର ସାହୁ, (୪) ରିତ ସାହୁ, (୫) ମନୋଜ କୁମାର ସାମଲ , (୬) ରିତ ଦାସ ସଭ୍ୟ ପଦରୁ ରଦ୍ଦ ହେବାକୁ ଇଛା ପ୍ରକାଶ କରି ନିଜ ଅଂଶ ବାବଦକୁ ଅର୍ଥ ଗ୍ରହଣ କରିବାରୁ ଆମ୍ଭେମାନେ ସଭ୍ୟ ପଦରୁ ରଦ୍ଦ କରିଦେଲୁ ।
MANOJ SAHOO
Managing Partner
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 553(cid:151)173+8