Servants of Knowledge
Odisha Gazette · Government of Odisha

Odisha Gazette, No. 1380, 22 July 2024

Published 22 July 2024

Department
Revenue & Disaster Management
Type
Extraordinary
Gazette no.
1380
Notification no.
961
Notification Date
08-12-2023
Identifier
in.gazette.odisha_govpress.2024-07-22.Extraordinary_1380
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1380 CUTTACK, MONDAY, JULY 22, 2024/ASADHA 31, 1946

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋରାପୁଟ

ତା ୦୮-୧୨-୨୦୨୩ ରିଖ

ସଂଖ୍ୟା ୯୬୧/୨୦୨୩(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱତା ଆଇନ୍, ୨୦୧୩ ର ଧାରା ୧୯(୧) ଅନୁଯାୟୀ ଏହି ଘୋଷଣାନାମା ଜାରିକରାଯାଉଅଛି ଯେ ଉକ୍ତ ଆଇନର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳ କୋରାପୁଟଙ୍କ ଦ୍ୱାରା ପ୍ରଦ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନ୍ର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା-କୁମ୍ଭା-୧, ଥାନା-କୋରାପୁଟ ଟାଉନ୍, ତହସିଲ-କୋରାପୁଟରେ ନିମ୍ନ ସୂଚିତ କ ତଫସିଲ୍ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ, କୋରାପୁଟର ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ଚିକିାଳୟକୁ ରାସ୍ତା ନିର୍ମାଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି

ଏହି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିପ୍ତି ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱତା ଆଇନ୍, ୨୦୧୩ ର ଧାରା ୧୧(୧) ଅନୁଯାୟୀ ବିପ୍ତି ସଂଖ୍ୟା ୧୦୩୮, ତା. ୧୫/୧୨/୨୦୨୨ ରିଖରେ ପ୍ରକାଶିତ ହୋଇଅଛି

ପୁନ ଏହା ଘୋଷଣା କରାଯାଉଅଛି ଯେ ମୌଜା-କୁମ୍ଭା-୧, ଥାନା – କୋରାପୁଟ ଟାଉନ୍, ତହସିଲ୍ – କୋରାପୁଟ, ଜିଲ୍ଲା – କୋରାପୁଟରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ ନିମି କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହିଁ2 ତଫସିଲ କ

(ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚି)

ଜିଲ୍ଲା – କୋରାପୁଟ, ତହସିଲ – କୋରାପୁଟ

ମୌଜା ଗ୍ରାମାଞ୍ଚଳ/ ସହରାଞ୍ଚଳ ଖାତା ସଂଖ୍ୟା ପ ୍ଲ ଟ ୍ ସଂଖ୍ୟା କିସମ ମୋଟ ରକବା (ଏକର) ଅଧିଗ୍ରହଣ ରକବା (ଏକର) ଖାତାଦାର/ ରୟତଙ୍କ ନାମ
(୧) (୨) (୩) (୪) (୫) (୬) (୭) (୮)
କୁମ୍ଭା-୧ ସହରାଞ୍ଚଳ ୧୨୫/ ୨୪୦ ୧୭୦ ଡଙ୍ଗର ଦ ୁ ଇ ୦.୬୮ ୦.୩୦ ।ମ ଜାନି ପି ପଦ୍ମନାଭ ଜାନି ଜା ପରଜା ବାଜାନିଗୁଡା
୧୯୧ ଡଙ୍ଗର ତିନି ୧.୨୦ ୦.୯୨
୭୨ ୧୬୧ ଡଙ୍ଗର ତିନି ୩.୯୬ ୦.୫୮ ପ ୂ ର୍ବ ଗୁଡିଆ ପ ି ଚୈତନ୍ୟ ଗୁଡିଆ ନାଥ ଗୁଡିଆ ପ ି ଗୁଡିଆ ଗୁଡିଆ
୧୯୩ ଡଙ୍ଗର ତିନି ୧.୨୭ ୦.୧୮
୯୪ ୧୭୪ ଡଙ୍ଗର ତିନି ୩.୬୫ ୦.୩୦ ରତି ପରଜା, ରୁପ ପରଜା, ମଙ୍ଗଳୁ ପରଜା, ପୁର୍ବ ପରଜା, ପି ଦମିନାଡୁ ପରଜା ଜାପରଜା ବାନିଜଗଁା
୧୯୨ ଡଙ୍ଗର ତିନି ୦.୭୦ ୦.୨୩
୧୯୮ ଡଙ୍ଗରୁ ତିନି ୧.୩୦ ୦.୩୦
୯୫ ୧୭୨ ଧାନ ଦ ୁ ଇ ୧.୮୨ ୦.୮୪ ରତି ପରଜା, ରୁପ ପରଜା, ମଙ୍ଗଳୁ ପରଜା, ପୁର୍ବ ପରଜା, ପି ଦମିନାଡୁ ପରଜା ଜାପରଜା ବାନିଜଗଁା
ମୋଟ ୧୪.୫୮ ୩.୬୫
3 ତଫସିଲ ଖ

(ପୁନର୍ବାସ ନିମି ଚିହ୍ନଟ ଭୂମିର ଅନୁସୂଚି)

ଜିଲ୍ଲା – କୋରାପୁଟ, ତହସିଲ – କୋରାପୁଟ

ମୌଜା ଗ୍ରାମାଞ୍ଚଳ/ ସହରାଞ୍ଚଳ ଖାତା ସଂଖ୍ୟା ପ ୍ଲ ଟ ୍ ସଂଖ୍ୟା କିସମ ମୋଟ ରକବା (ଏକର) ପ ୁ ନର୍ବାସ ନିମି ଚ ି ହ ୍ନ ଟ ଭ ୂ ମିର ରକବା (ଏକର) ଖାତାଦାର/ ରୟତଙ୍କ ନାମ
(୧) (୨) (୩) (୪) (୫) (୬) (୭) (୮)
ପ ୍ର ଯୁଜ୍ୟ ନୁହେଁ

ରାଜ୍ୟପାଳଙ୍କ ଆଦେଶକ୍ରମେ ଆଲ ଏମ. ଅଖତର ଜିଲ୍ଲାପାଳ, କୋରାପୁଟ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 620—173+20

Cite this issue. Odisha Gazette, Government of Odisha, 22 July 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-07-22.Extraordinary_1380/. Archive identifier in.gazette.odisha_govpress.2024-07-22.Extraordinary_1380.