Servants of Knowledge
Odisha Gazette · Government of Odisha

Odisha Gazette, No. 1591, 23 August 2024

Published 23 August 2024

Type
Extraordinary
Gazette no.
1591
Notification no.
2218
Notification Date
23-08-2024
Identifier
in.gazette.odisha_govpress.2024-08-23.Extraordinary_1591
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1591 CUTTACK, FRIDAY, AUGUST 23, 2024/BHADRA 1, 1946

ରାଜ୍ୟ ନିର୍ବାଚନ ଆୟୋଗ ,ଓଡିଶା ତୋଷାଳି ଭବନ, ବି-୨, ପ୍ରଥମ ମହଲା, ସତ୍ୟ ନଗର,

ଭୁବନେଶ୍ୱର-୭୫୧୦୦୭

E-mail ID – [email protected]

Fax No. 0674-2573494

ଅଧିସୂଚନା

ପତ୍ର ସଂଖ୍ୟା ୨୨୧୮ / ରା.ନି.ଆ ତା ୨୩-୦୮-୨୦୨୪ ରିଖ

ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟକୁ (cid:269)(cid:283)(cid:359)(cid:283) କରି, ଓଡିଶା ଜିଲ୍ଲା ପରିଷଦ ନିର୍ବାଚନ ନିୟମାବଳୀ ୧୯୯୪ ନିୟମ ୫୭ ଅନ୍ତର୍ଗତ ଉପନିୟମ (୧) ଅନୁଯାୟୀ ରାଜ୍ୟ ନିର୍ବାଚନ ଆୟୋଗ, ଓଡିଶା ଏତଦ୍ୱାରା କେନ୍ଦ୍ରାପଡା ଜିଲ୍ଲା ପରିଷଦର ଉପ ନିର୍ବାଚନରେ ନିମ୍ନ ଲିଖିତ ସଭାପତିଙ୍କୁ ବିଧିବ ଭାବେ ନିର୍ବାଚିତ ହୋଇଥିବା ଅଧିସୂଚିତ କରୁଅଛନ୍ତି ।

କ ୍ର ମ ିକ ସଂଖ୍ୟା ଜ ି ଲ୍ଲା ପରିଷଦ ମଣ୍ଡଳୀର ନାମ ନ ବ ି ।ଚିତ ସଭାପତିଙ୍କ ନାମ ର୍
[୧] [୨] [୩]
୧. କେନ୍ଦ୍ରାପଡା ଲ ଲିତା ଦାସ ି

ରାଜ୍ୟ ନିର୍ବାଚନ ଆୟୋଗ, ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ

(ରବୀନ୍ଦ୍ର ନାଥ ସାହୁ) ଓ.ଏସ୍.ଡି.- ତଥା - ସଚିବ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 831—173+10

Cite this issue. Odisha Gazette, Government of Odisha, 23 August 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-08-23.Extraordinary_1591/. Archive identifier in.gazette.odisha_govpress.2024-08-23.Extraordinary_1591.