The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 1659 CUTTACK, TUESDAY, SEPTEMBER 10, 2024/BHADRA 19, 1946
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ଘ ାଷଣା
No. 20135—RDM-LAA-MBJ-0010/2023-R&DM Dated 28-06-2024
ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013 )ର ଧାରା ୧୯ ର ଅଧ ିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା- ହାତିଝରି, ଥାନା- ବୈଶିଙ୍ଗା (ନଂ. ୭୪), ତହସିଲ- ବେତନଟୀ, ଜିଲ୍ଲା- ମୟୂ ରଭଞ୍ଜ ରେ ନିମ୍ନ ସୂଚୀତ 'କ' ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ବୈଶିଙ୍ଗା ବ୍ରାଞ୍ଚ କେନାଲ ନିର୍ମାଣ ନିମନ୍ତେ ଭୂ ମି ଅଧିଗ୍ରହଣ ଆବଶ୍ୟକ ହେଉଅଛି I
ଏହି ଭୂ ମି ଅଧ ିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିଜ୍ଞପ୍ତି ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ - ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୧(୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୨୩୭୪୪ ତା. ୦୫.୦୭.୨୦୨୩ ରିଖ ରେ ପ୍ରକାଶିତ ହୋଇଅଛି ।
ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ ମୌଜା – ହାତିଝରି, ଥାନା- ବୈଶିଙ୍ଗା (ନଂ.
୭୪), ଜିଲ୍ଲା- ମୟୂ ରଭଞ୍ଜ ରେ କୌଣସି ବିସ୍ଥାପିତ ପରିବାର ନ ଥ ିବାରୁ ପୁନର୍ବାସ ଓ ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂ ପରେଖର ସାରମର୍ମ ସଂଲଗ୍ନ ଁ I ପୁନର୍ବାସ ଓ ଥଇଥାନ ଯୋଜନା ଏବଂ କ୍ଷତିପୂରଣ ସମ୍ବନ୍ଧୀୟ ତଥ୍ୟ ଜିଲ୍ଲାପାଳ କରାଯାଇନାହି
ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲବ୍ଧ ଅଟେ । ପୁନର୍ବାସ ଓ ଥଇଥାନ ଯୋଜନାର ଭୂ ମି ନକ୍ସା ଭୂ -ଅର୍ଜନ ମହାମଣ୍ଡଳ ଅଧିକାରୀ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ , ଲକ୍ଷ୍ମୀପୋଷି, ବାରିପଦା, ସ୍ଥିତ ମୟୂ ରଭଞ୍ଜ ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।
2ତଫସିଲ- କ
(ପ୍ରସ୍ତାବିତ ଭୂ ମି ଅଧିଗ୍ରହଣ ଅନୁସୂଚୀ)
ଜିଲ୍ଲା: ମୟୂ ରଭଞ୍ଜ ତହସିଲ: - ଘବତନଟୀ
| ଗ୍ରାମର ନାମ | ଗ୍ରାମାଞ୍ଚଳ / ସହରାଞ୍ଚଳ | ଖାତା ନଂ | ପ୍ଳଟ ନଂ | କ ିସମ | ପ୍ଳଟ ର ଘମାଟ ରକବା | ଅଧିଗ୍ରହଣ ଘହବାକୁ ଥିବା ଜମିର ରକବା | ରୟତ ଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ହାତିଝରି | ଗ୍ରାମାଞ୍ଚଳ | ଏଥି ସହିତ ସଂଲଗ୍ନ | ଏଥି ସହିତ ସଂଲଗ୍ନ | ଏଥି ସହିତ ସଂଲଗ୍ନ | ଏକର ୨୫.୭୭ | ଏକର ୭.୬୮ | ଏଥି ସହିତ ସଂଲଗ୍ନ |
ତଫସିଲ- ଖ
(ପୁନବ୍ାସ ନିମିତ୍ତ ଚିହ୍ନଟ ଭୂ ମି ଅନୁ ସୂଚୀ)
ଜିଲ୍ଲା:- ମୟୂ ରଭଞ୍ଜ ତହସିଲ: - ଘବତନଟୀ
| ଗ୍ରାମର ନାମ | ଗ୍ରାମାଞ୍ଚଳ / ସହରାଞ୍ଚଳ | ଖାତା ନଂ | ପ୍ଲଟ ନଂ | କ | ିସମ ପ୍ଲଟ ର ଘମାଟ ରକବା | ପୁନବ୍ାସ ନିମିତ୍ତ ଚିହ୍ନଟ ଜମିର ରକବା | ରୟତ ଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ପ୍ରର୍ଯୁଜୟ ନୁଘହ େଁ |
ଅଧିସୂଚନାର ଘବୈଧ ତାରିଖ- ୧୪.୦୮.୨୦୨୩।
ଭୂମି ଅନୁସୂଚୀ
3ଭୂଅର୍ଜନ ମାମଲା ସଂଖ୍ୟା- ୦୨/୨୨ ଏ. ୭.୬୮ ଡି.
ସୁର୍ବରେଖା ଜଳସେଚନ ପ୍ରକଳ୍ପର ବୈଶିଙ୍ଗା ବ୍ରାଂଚ କେନାଲ ନିମନ୍ତେ ମୌଜା- ହାତୀଝରୀ ଥାନା-ବୈଶିଙ୍ଗା, ନଂ-୭୪, ତହସିଲ-ବେତନଟୀ, ଜିଲ୍ଲା-ମୟୂରଭ
| ଖାତା ନଂ ଓ ସତ୍ୱ | ପ୍ଲଟ ନଂ | ମୋଟ ରକବା | ଆକ୍ୟୁଆର ରକବା | କ ସମ ି | ରୟତଙ୍କ ନାମ, ପିତା, ଜାତି ଓ ବାସସ୍ଥାନ |
| ୧ | ୨ | ୩ | ୪ | ୫ | ୬ |
| 8 | 470 | 0.20 | 0.02 | ଶାରଦ ଅଣ ଜଳସେଚିତ ଦ ୁ ଇ | ଅନିଲ କୁମାର ପଟ୍ଟନାୟକ ପି:ଲୋକନାଥ ପଟ୍ଟନାୟକ ଜା: କରଣ ବା: ନିଜଗ ଁା |
| 471 | 0.10 | 0.08 | ଶାରଦ ଅଣ ଜଳସେଚିତ ଦ ୁ ଇ | ||
| 474 | 0.03 | 0.01 | ଶାରଦ ଅଣ ଜଳସେଚିତ ଦ ୁ ଇ | ||
| 16 | 534 | 1.13 | 0.28 | ଶାରଦ ଅଣ ଜଳସେଚିତ ଦ ୁ ଇ | ଅମରେନ୍ଦ୍ର କୁମାର ମହାପାତ୍ର, ନରେନ୍ଦ୍ର କୁମାର ମହାପାତ୍ର ପି: ବାଞ୍ଛାନିଧି ମହାପାତ୍ର ଜା: ବ୍ରାହ୍ମଣ ବା: ନିଜଗ ଁା |
| 20 | 785 | 0.49 | 0.25 | ଶାରଦ ଅଣ ଜଳସେଚିତ ଦ ୁ ଇ | ଅରୁ ଣ କୁମାର ମହାପାତ୍ର, ପୂର୍ଣ୍ଣେନ୍ଦୁ କୁମାର ମହାପାତ୍ର, ମନୋଜ କୁମାର ମହାପାତ୍ର, ରଜତ କୁମାର ମହାପାତ୍ର ପି: ଉପେନ୍ଦ୍ର ମହାପାତ୍ର ଜା: ବ୍ରାହ୍ମଣ ବା: ନିଜଗ ଁା |
| 32 | 784 | 0.77 | 0.18 | ଶାରଦ ଅଣ ଜଳସେଚିତ ଦ ୁ ଇ | ଉପେନ୍ଦ୍ର ମହାପାତ୍ର ପି:ଉଚ୍ଛବ ମହାପାତ୍ର ଜା: ବ୍ରାହ୍ମଣ ବା: ନିଜଗ ଁା |
| 41 | 531 | 0.13 | 0.02 | ଶାରଦ ଅଣ ଜଳସେଚିତ ଦ ୁ ଇ | କାତ୍ତିକ ଚନ୍ଦ୍ର ସେଠୀ ପି:ଶତୃ ଘ୍ନ ସେଠୀ ଜା: ଧୋବା ବା: ନିଜଗ ଁା |
| 42 | 532 | 0.12 | 0.12 | ଶାରଦ ଅଣ ଜଳସେଚିତ ଦ ୁ ଇ | କାତ୍ତିକ ସେଠୀ ପି: ଶତୃ ଘନ ସେଠୀ, ଲକ୍ଷ୍ମୀ ସେଠୀ ସ୍ୱା: ଶତୃ ଘନ ସେଠୀ, ଅମୂଲ୍ୟ ସେଠୀ, ବଳରାମ ସେଠୀ, ରବିନ୍ଦ୍ର ସେଠୀ ପି: ଚନ୍ଦ୍ରମୋହନ ସେଠୀ, ତିଳୋତ୍ତମା ସେଠୀ ସ୍ୱା: ଚନ୍ଦ୍ରମୋହନ ସେଠୀ, ଦୋଳଗୋବିନ୍ଦ ସେଠୀ, ପରମାନନ୍ଦ ସେଠୀ, ଶେୈଳବାଳା ସେଠୀ, ଅର୍ଜ ୁନ ସେଠୀ, ହରେକୃଷ୍ଣ ସେଠୀ, କରୁ ଣାକର ସେଠୀ ପି: ଭାନୁ ସେଠୀ ଜା: ରଜକ ବା: ନିଜଗ ଁା |
| 45 | 780 | 0.35 | 0.02 | ଶାରଦ ଅଣ ଜଳସେଚିତ ଦ ୁ ଇ | କାହ୍ନୁଚରଣ ପରିଡା ପି:ଭିକାରୀ ପରିଡା ଜା: ଖଣ୍ଡାୟତ ବା: ନିଜଗ ଁା |
| 49 | 439 | 0.36 | 0.08 | ଶାରଦ ଅଣ ଜଳସେଚିତ ଦ ୁ ଇ | କିଶୋର କୁମାର ସିଂ, ଦିପକ କୁମାର ସିଂ ପି: ଲାଲମୋହନ ସିଂ, ପଦ୍ି ନ ମ ି ସିଂ ସ୍ୱା: ଲାଲମୋହନ ସିଂ ଜା: ଭୂ ମିଜ ବା: ନିଜଗ ଁା |
| 56 | 529 | 1.28 | 0.28 | ଶାରଦ ଅଣ ଜଳସେଚିତ ଦ ୁ ଇ | କୈଳାସଚନ୍ଦ୍ର ପଣ୍ଡା ପି:ଗଙ୍ଗାଧର ପଣ୍ଡା ଜା: ବ୍ରାହ୍ମଣ ବା: ନିଜଗ ଁା |
| 68 | 440 | 0.30 | 0.30 | ଶାରଦ ଅଣ ଜଳସେଚିତ ଦ ୁ ଇ | ଗ ିରିଶ ଦେହୁରୀ ପି:ଚକ୍ରଧର ଦେହୁରୀ ଜା: ଅମାତ ବା: ବଗଲପୁର |
| 90 | 472 | 0.28 | 0.09 | ଶାରଦ ଅଣ ଜଳସେଚିତ ଏକ | ଜଗବନ୍ଧୁ ମହାନ୍ତ, ରବିନ୍ଦ୍ର ମହାନ୍ତ, ହରିଶ ମହାନ୍ତ, ଡମ୍ବରୁ ଧର ମହାନ୍ତ ପି: ଚୈଧୁରୀ ମହାନ୍ତ ଜା: କୁଡୁ ମି ବା: ବଗଲପୁର |
| 513 | 1.10 | 0.74 | ଶାରଦ ଅଣ ଜଳସେଚିତ ଦ ୁ ଇ | ||
| 93 | 782 | 0.37 | 0.07 | ଶାରଦ ଅଣ ଜଳସେଚିତ ଦ ୁ ଇ | ଜୟକୃଷ୍ଣ ମହାପାତ୍ର, ହରେକୃଷ୍ଣ ମହାପାତ୍ର ପି: ଦୈତାରୀ ମହାପାତ୍ର ଜା: ବ୍ରାହ୍ମଣ ବା: ନିଜଗ ଁା |
| 105 | 505 | 0.20 | 0.06 | ଶାରଦ ଅଣ ଜଳସେଚିତ ଦ ୁ ଇ | ଯୁଧିଷ୍ି ର ସେଠୀ, ମୃତୁ ଞ୍ଜୟ ସେଠୀ ପି: ଠ ରଘୁନାଥ ସେଠୀ, ଜୟନ୍ତୀ ସେଠୀ ସ୍ୱା: ରଘୁନାଥ ସେଠୀ ଜା: ଧୋବା ବା: ନିଜଗ ଁା |
| 508 | 0.03 | 0.03 | ଶାରଦ ଅଣ ଜଳସେଚିତ ଦ ୁ ଇ | ||
| 509 | 0.04 | 0.04 | ଶାରଦ ଅଣ ଜଳସେଚିତ ଦ ୁ ଇ | ||
| 512 | 1.28 | 0.14 | ଶାରଦ ଅଣ ଜଳସେଚିତ ଦ ୁ ଇ | ||
| 110 | 473 | 0.06 | 0.06 | ଶାରଦ ଅଣ ଜଳସେଚିତ ଦ ୁ ଇ | ଟ ୁ ରୀ ମାଝୀ ପି:ରାମ ମାଝୀ ଜା: ସାନ୍ତାଳ ବା: ସଠିଲୋ, ଥାନା ବେତନଟୀ |
| 111 | 496 | 1.45 | 0.70 | ଶାରଦ ଅଣ ଜଳସେଚିତ ଦ ୁ ଇ | ତରଣୀ ମହାନ୍ତ ପି:ଅର୍ଜ ୁନ ମହାନ୍ତ ଜା: କୁଡୁ ମି ବା: ବଗଲପୁର |
| 113 | 533 | 0.48 | 0.19 | ଶାରଦ ଅଣ ଜଳସେଚିତ ଦ ୁ ଇ | ତିଳୋତ୍ତମା ପଣ୍ଡା ପି: ନିରଞ୍ଜନ ପଣ୍ଡା, ଗୁରୁ ବାରୀ ପଣ୍ଡା ସ୍ୱା: ନିରଞ୍ଜନ ପଣ୍ଡା ଜା: ବ୍ରାହ୍ମଣ ବା: ନିଜଗ ଁା |
| 123 | 535 | 1.17 | 0.28 | ଶାରଦ ଅଣ ଜଳସେଚିତ ଦ ୁ ଇ | ଦ ୁର୍ଗାଚରଣ ମହାନ୍ତି ପି: ପ୍ରାଣକୃଷ୍ଣ ମହାନ୍ତି, ଇନ୍ଦୁ ମହାନ୍ତି ପି: ଦୋଳଗୋବିନ୍ଦ ମହାନ୍ତି, ସ୍ୱର୍ଣ୍ଣପ୍ରଭା ମହାନ୍ତି ସ୍ୱା: ଦୋଳଗୋବିନ୍ଦ ମହାନ୍ତି ଜା: କରଣ ବା: ନିଜଗ ଁା |
| 788 | 0.98 | 0.02 | ଶାରଦ ଅଣ ଜଳସେଚିତ ଦ ୁ ଇ | ||
| 127 | 536 | 0.84 | 0.20 | ଶାରଦ ଅଣ ଜଳସେଚିତ ଦ ୁ ଇ | ଦେବବ୍ରତ ପରିଡା, ସତ୍ୟବ୍ରତ ପରିଡା ପି: କମଳାକାନ୍ତ ପରିଡା ଜା: ଖଣ୍ଡାୟତ ବା: ନିଜଗ ଁା |
| 787 | 0.40 | 0.10 | ଶାରଦ ଅଣ ଜଳସେଚିତ ଦ ୁ ଇ | ||
| 134 | 506 | 0.54 | 0.37 | ଶାରଦ ଅଣ ଜଳସେଚିତ ଦ ୁ ଇ | ନରେନ୍ଦ୍ର ମହାନ୍ତ ପି:କଟି ମହାନ୍ତ ଜା: କୁଡୁ ମି ବା: କୈଳାଶଚନ୍ଦ୍ରପୁର, ଥାନା ବେତନଟୀ |
| 147 | 442 | 0.42 | 0.20 | ଶାରଦ ଅଣ ଜଳସେଚିତ ଦ ୁ ଇ | ପରମାନନ୍ଦ ମହାପାତ୍ର ପି:ବନମାଳୀ ମହାପାତ୍ର ଜା: ବ୍ରାହ୍ମଣ ବା: ନିଜଗ ଁା |
| 155 | 497 | 0.21 | 0.08 | ଶାରଦ ଅଣ ଜଳସେଚିତ ଦ ୁ ଇ | ପ୍ରତାପ ଚନ୍ଦ୍ର ମହାନ୍ତ ପି:ମୋଚିରାମ ମହାନ୍ତ ଜା: କୁଡୁ ମି ବା: ବଗଲପୁର |
| 179 | 396 | 1.87 | 0.40 | ଶାରଦ ଅଣ ଜଳସେଚିତ ଦ ୁ ଇ | ବଗଲା ସିଂ, ଶୁକୁରା ସିଂ, ମଡି ସିଂ, ଦୁର୍ଗୀ ସିଂ, କଟି ସିଂ ପି: ଚାମୁଟୁ ସିଂ, କଣ୍ଡୁ ରୁ ସିଂ, ପାତି ସ ିଂ, ଶ୍ରୀମତି ସିଂ, ଗୟାମଣି ସିଂ ପି: ରାମ ସିଂ ଜା: ଭୂ ମିଜ ବା: ନିଜଗ ଁା |
| 191 | 443 | 0.42 | 0.10 | ଶାରଦ ଅଣ ଜଳସେଚିତ ଦ ୁ ଇ | ବାଞ୍ଛାନିଧି ମହାପାତ୍ର ପି:କାଳନ୍ଦି ମହାପାତ୍ର ଜା: ବ୍ରାହ୍ମଣ ବା: ନିଜଗ ଁା |
| 537 | 0.94 | 0.12 | ଶାରଦ ଅଣ ଜଳସେଚିତ ଦ ୁ ଇ | ||
| 213 | 511 | 0.17 | 0.01 | ଶାରଦ ଅଣ ଜଳସେଚିତ ଦ ୁ ଇ | ବିରାଟ ମହାନ୍ତ, ଦିବ୍ରାଟ ମହାନ୍ତ, ସୁମିତ୍ରା ମହାନ୍ତ, ସାବିତ୍ରୀ ମହାନ୍ତ ପି: କାଳିଚରଣ ମହାନ୍ତ ଜା: କୁଡୁ ମି ବା: ନିଜଗ ଁା |
| 223 | 416 | 0.77 | 0.01 | ଶାରଦ ଅଣ ଜଳସେଚିତ ଦ ୁ ଇ | ଭଜରାମ ସିଂ, ଗୋରା ସିଂ ପି: ଦୁର୍ଗା ସିଂ ଜା: ଭ ୂ ମିଜ ବା: ନିଜଗ ଁା |
| 228 | 783 | 0.42 | 0.10 | ଶାରଦ ଅଣ ଜଳସେଚିତ ଦ ୁ ଇ | ଭାସ୍କର ପଣ୍ଡା ପି:ଆକୁଳି ପଣ୍ଡା ଜା: ବ୍ରାହ୍ମଣ ବା: ନିଜଗ ଁା |
| 310 | 501 | 0.98 | 0.07 | ଶାରଦ ଅଣ ଜଳସେଚିତ ଦ ୁ ଇ | ସତ୍ୟରଞ୍ଜନ ପରିଡା, ମନୋରଞ୍ଜନ ପରିଡା ପ ି: ପୂର୍ଣ୍ଣଚନ୍ଦ୍ର ପରିଡା ଜା: ଖଣ୍ଡାୟତ ବା: ନିଜଗ ଁା |
| 323 | 441 | 0.53 | 0.22 | ଶାରଦ ଅଣ ଜଳସେଚିତ ଦ ୁ ଇ | ସରଧାମଣି ପତି ସ୍ୱା:କ୍ଷେତ୍ରମୋହନ ପତି ଜା: ବ୍ରାହ୍ମଣ ବା: ନିଜଗ ଁା |
| 330 | 438 | 0.09 | 0.01 | ଶାରଦ ଅଣ ଜଳସେଚିତ ଦ ୁ ଇ | ସାବିତ୍ରୀ ମହାନ୍ତ ସ୍ୱା:ପ୍ରଫୁ ଲ୍ଲ ମହାନ୍ତ ଜା: କୁଡୁ ମି ବା: ବଗଲପୁର |
| 447 | 1.20 | 0.08 | ଶାରଦ ଅଣ ଜଳସେଚିତ ଦ ୁ ଇ | ||
| 357 | 477 | 0.28 | 0.02 | ଶାରଦ ଅଣ ଜଳସେଚିତ ଦ ୁ ଇ | ସୁନାରାମ ମାଝୀ, ଦୁଲାଲ ମାଝୀ ପି: ଦଶରଥ ମାଝୀ ଜା: ସାନ୍ତାଳ ବା: ନିଜଗ ଁା |
| 358 | 395 | 1.81 | 0.79 | ଶାରଦ ଅଣ ଜଳସେଚିତ ଦ ୁ ଇ | ସୁମିତ୍ରା ମହାନ୍ତ ସ୍ୱା:ବନମାଳୀ ମହାନ୍ତ ଜା: କୁଡୁ ମି ବା: ବଗଲପୁର |
| 371 | 786 | 0.49 | 0.22 | ଶାରଦ ଅଣ ଜଳସେଚିତ ଦ ୁ ଇ | ହରିମୋହନ ଦେହୁରୀ ପି:ନାଲୁ ଦେହୁରୀ ଜା: ଅମାନ୍ତ ବା: ବଗଲପୁର |
| 374 | 507 | 0.34 | 0.28 | ଶାରଦ ଅଣ ଜଳସେଚିତ ଦ ୁ ଇ | ହରିଶ୍ଚନ୍ଦ୍ର ସେଠୀ, ଉପେନ୍ଦ୍ର ସେଠୀ, ଚନ୍ଦ୍ରଶେଖର ସେଠୀ ପି: ସୁବର୍ଣ୍ଣ ସେଠୀ ଜା: ରଜକ ବା: ଡାକୋଇ |
| 375 | 510 | 0.35 | 0.24 | ଶାରଦ ଅଣ ଜଳସେଚିତ ଦ ୁ ଇ | ହରିହର ସେଠୀ, ଉପେନ୍ଦ୍ର ସେଠୀ, ଚନ୍ଦ୍ରଶେଖର ସେଠୀ, ମନୋରଞ୍ଜନ ସେଠୀ ପି: ସୁବର୍ଣ୍ଣ ସେଠୀ, ସୁକାନ୍ତି ସେଠୀ ସ୍ୱା: ସୁବର୍ଣ୍ଣ ସେଠୀ ଜା: ରଜକ ବା: ଡାକୋଇ, ଥାନା ବେତନଟି |
| ମୋଟ | ୪୪ ପ୍ଲଟକୁ | ଏ. ୨୫.୭୭ ଡେ.ମି. | ଏ. ୭.୬୮ ଡେ.ମି. |
ରାଜ୍ୟପାଳଙ୍କ ଆଦେଶକ୍ରମେ
ନୃସିଂହ ଚରଣ ସ୍ୱାଇ ଁ
ସ୍ୱତନ୍ତ୍ର ଶାସନ ସଚିବ
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 899—173+25