The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 1661 CUTTACK, TUESDAY, SEPTEMBER 10, 2024/BHADRA 19, 1946
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ଘୋଷଣା
No. 20151—RDM-LAA-MBJ-0017/2023-R&DM Dated 28-06-2024
ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013 )ର ଧାରା ୧୯ ର ଅଧ ିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ ମୌଜା- ଶାତଶଗଡିଆ, ଥାନା- ବ ୈଶିଙ୍ଗା (ନଂ. ୨୧୧), ତହସିଲ- ରାସବଗା ିନ୍ଦପୁର, ଜିଲ୍ଲା- ମୟୂ ରଭଞ୍ଜ ରେ ନିମ୍ନ ସୂଚୀତ 'କ' ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ବେଶରୀ ଡିଷ୍ଟ୍ି ି ୁୁଟାରୀ ଓ ଶାତଶଗଡିଆ ସ ୍-ମାଇନର ନିର୍ମାଣ ନିମନ୍ତେ ଭୂ ମି ଅଧ ିଗ୍ରହଣ ଆବଶ୍ୟକ ହେଉଅଛି I
ଏହି ଭୂ ମି ଅଧ ିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିଜ୍ଞପ୍ତି ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ - ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୧(୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୪୨୯୩୮ ତା. ୦୬.୧୨.୨୦୨୩ ରିଖ ରେ ପ୍ରକାଶିତ ହୋଇଅଛି ।
ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ ମୌଜା – ଶାତଶଗଡିଆ, ଥାନା- ବ ୈଶିଙ୍ଗା (ନଂ. ୨୧୧), ଜିଲ୍ଲା- ମୟୂ ରଭଞ୍ଜ ରେ କୌଣସି ବିସ୍ଥାପିତ ପରିବାର ନ ଥ ିବାରୁ ପୁନର୍ବାସ ଓ
ସଂଲଗ୍ନ କରାଯାଇନାହି
ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂ ପରେଖର ସାରମର୍ମ ଁ I ପୁନର୍ବାସ ଓ ଥଇଥାନ ଯୋଜନା ଏବଂ କ୍ଷତିପୂରଣ ସମ୍ବନ୍ଧୀୟ ତଥ୍ୟ ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲବ୍ଧ ଅଟେ । ପୁନର୍ବାସ ଓ ଥଇଥାନ ଯୋଜନାର ଭୂ ମି ନକ୍ସା ଭୂ -ଅର୍ଜନ ମହାମଣ୍ଡଳ ଅଧ ିକାରୀ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ , ଲକ୍ଷ୍ମୀପୋଷି, ବାରିପଦା, ସ୍ଥିତ ମୟୂ ରଭଞ୍ଜ ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।
2ତଫସିଲ- କ
(ପ୍ରସ୍ତାବିତ ଭୂ ମି ଅଧିଗ୍ରହଣ ଅନୁସୂଚୀ)
ଜିଲ୍ଲା: ମୟୂ ରଭଞ୍ଜ ତହସିଲ: - ରାସବଗା ିନ୍ଦପୁର
| ଗ୍ରାମର ନାମ ଗ୍ରାମାଞ୍ଚଳ / ସହରାଞ୍ଚଳ | ଖାତା ନଂ | ପ୍ଲଟ୍ ନଂ | କ ିସମ | ପ୍ଲଟ୍ ର ମୋଟ ରକବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତ୍ ଙ୍କ ନାମ | |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ଶାତଶଗଡିଆ | ଗ୍ରାମାଞ୍ଚଳ | ଏଥି ସହିତ ସଂଲଗ୍ନ | ଏଥି ସହିତ ସଂଲଗ୍ନ | ଏଥି ସହିତ ସଂଲଗ୍ନ | ଏକର ୮.୩୬ | ଏକର ୧.୬୩ | ଏଥି ସହିତ ସଂଲଗ୍ନ |
ତଫସିଲ- ଖ
(ପୁନର୍ବାସ ନିମିତ୍ତ ଚିହ୍ନଟ ଭୂ ମି ଅନୁ ସୂଚୀ)
ଜିଲ୍ଲା:- ମୟୂ ରଭଞ୍ଜ ତହସିଲ: - ରାସବଗା ିନ୍ଦପୁର
| ଗ୍ରାମର ନାମ | ଗ୍ରାମାଞ୍ଚଳ / ସହରାଞ୍ଚଳ | ଖାତା ନଂ | ପ୍ଲଟ୍ ନଂ | କ | ିସମ ପ୍ଲଟ୍ ର ମୋଟ ରକବା | ପୁନର୍ବାସ ନିମିତ୍ତ ଚିହ୍ନଟ ଜମିର ରକବା | ରୟତ୍ ଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ପ୍ରଯୁଜ୍ୟ ନୁହେ ଁ |
ଅଧିସୂଚନାର ବୈଧ ତାରିଖ- ୦୫.୦୧.୨୦୨୪।
3ଭୂମି ଅନୁସୂଚୀ
ଭୂଅର୍ଜନ ମାମଲା ସଂଖ୍ୟା- ୧୦୫/୨୩ ଏ. ୧.୬୩ ଡି.
ସୁର୍ବରେଖା ଜଳସେଚନ ପ୍ରକଳ୍ପର କେଶରୀ ଡିଷ୍ଟ୍ରିବ୍ୟୁଟାରୀ ଓ ଶାତଶଗଡିଆ ସବ୍-ମାଇନର ନିମନ୍ତେ ମୌଜା- ଶାତଶଗଡିଆ ଥାନା-ବୈଶିଙ୍ଗା, ନଂ-୨୧୧, ତହସିଲ-ରାସଗୋବିନ୍ଦପୁର, ଜିଲ୍ଲା-ମୟୂରଭ
| ଖାତା ନଂ ଓ ସତ୍ୱ | ପ୍ଲଟ ନଂ | ମୋଟ ରକବା | ଆକ୍ୟୁଆର ରକବା | କ ସମ ି | ରୟତଙ୍କ ନାମ, ପିତା, ଜାତି ଓ ବାସସ୍ଥାନ |
| ୧ | ୨ | ୩ | ୪ | ୫ | ୬ |
| 11 | 173 | 0.36 | 0.06 | ଶାରଦ ଦୁଇ | ଉମାକାନ୍ତ ମହାନ୍ତ ପି: କ୍ଷେତ୍ର ମୋହନ ମହାନ୍ତ, ବୈରାଗି ମହାନ୍ତ ପି: ଦୁବରାଜ ମହାନ୍ତ, ପ୍ରସାଦ ମହାନ୍ତ ପି: ଘାସିଆ ମହାନ୍ତ, ହେମ ମହାନ୍ତ ପି: ସନାତନ ମହାନ୍ତ, ପ୍ରେମଚାନ୍ଦ ମହାନ୍ତ ପି: ହଳଧର ମହାନ୍ତ, ଯଇରାମ ମହାନ୍ତ ପି: ନାରଣ ମହାନ୍ତ, ନଳକଣ୍ଠ ମହାନ୍ତ, ହଳଧର ମହାନ୍ତ, ସରଦାର ମହାନ୍ତ ପି: ଛୋଟୁ ମହାନ୍ତ, ଦେବେନ୍ଦ୍ର ମହାନ୍ତ ପି: ଚୈତନ ମହାନ୍ତ, ସତୃ ଘନ ମହାନ୍ତ ପି: ଗଦାଧର ମହାନ୍ତ, ଛୁଟୁ ମହାନ୍ତ ପି: ପରିକ୍ଷିତ ମହାନ୍ତ ଜା: କୁଡୁ ମି ବା: ରାଘବପୁର |
| 38 | 180 | 0.05 | 0.03 | ଶାରଦ ଦୁଇ | ଚନ୍ଦ୍ର ମୋହନ ମହାନ୍ତ, ଆନନ୍ଦ ମହାନ୍ତ, ବ ୃନ୍ଦାବନ ମହାନ୍ତ, ଶ୍ରୀନାଥ ମହାନ୍ତ ପି: ଜିତା ମହାନ୍ତ ଜା: କୁଡୁ ମି ବା: ରାଘବପୁର |
| 183 | 0.40 | 0.10 | ଶାରଦ ଦୁଇ | ||
| 167/1 | 169 | 0.70 | 0.13 | ଶାରଦ ଦୁଇ | ସନାତନ ମହାନ୍ତ ପି: ନିଳକଣ୍ଠ ମହାନ୍ତ, ହଳଧର ମହାନ୍ତ, ସର୍ଦ୍ଦାର ମହାନ୍ତ ପି: ଛୁଟୁ ଆ ମହାନ୍ତ ଜା: କୁଡୁ ମି ବା: ସାରଦା |
| 167/5 | 168 | 0.50 | 0.08 | ଶାରଦ ଦୁଇ | ଜୟରାମ ମହାନ୍ତ ପି:ନାରଣ ମହାନ୍ତ ଜା: କୁଡୁ ମି କ୍ଷତ୍ରିୟ ବା: ଡେମ୍ବରୁ ଡହର |
| 167/6 | 174 | 1.24 | 0.01 | ଶାରଦ ଦୁଇ | ପ୍ରେମଚାନ୍ଦ ମହାନ୍ତ ପି:ହଳଧର ମହାନ୍ତ ଜା: କୁଡୁ ମି ବା: ରାଘବପୁର |
| 165/7 | 190 | 0.12 | 0.02 | ଶାରଦ ଦୁଇ | ଛ ୁଟୁ ମହାନ୍ତ ପି:ପରିକ୍ଷିତ ମହାନ୍ତ ଜା: କୁଡୁ ମି ବା: ଡେମ୍ବରୁ ଡହର |
| 165/8 | 184 | 0.30 | 0.03 | ଶାରଦ ଦୁଇ | ଦଶରଥ ମହାନ୍ତ, ସୁରେନ୍ଦ୍ର ମହାନ୍ତ, ଉପେନ୍ଦ୍ର ମହାନ୍ତ, ସୂର୍ଯ୍ୟ ମହନ ମହାନ୍ତ, ପ୍ରଫୁ ଲ୍ଲ ମହାନ୍ତ ପ ି: ଆନନ୍ଦ ମହାନ୍ତ ଜା: କୁଡୁ ମି କ୍ଷତ୍ରିୟ ବା: ରାଘବପୁର |
| 185 | 0.28 | 0.09 | ଶାରଦ ଦୁଇ | ||
| 186 | 0.37 | 0.13 | ଶାରଦ ଦୁଇ | ||
| 188 | 0.34 | 0.12 | ଶାରଦ ଦୁଇ | ||
| 165/10 | 182 | 0.49 | 0.14 | ଶାରଦ ଦୁଇ | ବାଇଧର ମହାନ୍ତ, ଶ୍ରୀଧର ମହାନ୍ତ, ଗୋରାଚାନ୍ଦ ମହାନ୍ତ, ସହଦେବ ମହାନ୍ତ ପି: ସାଇବୁ ମହାନ୍ତ ଜା: କୁଡୁ ମି ବା: ରାଉତରା |
| 159/14 | 189 | 0.13 | 0.03 | ଶାରଦ ଦୁଇ | ନରେନ୍ଦ୍ର ରାଏ ପି:ମଥୁରା ରାଏ ଜା: ରାଜୁଆଡ଼ ବା: ନିଜଗ ଁା |
| 159/25 | 223/611 | 2.40 | 0.54 | ଶାରଦ ଦୁଇ | ବଳରାମ ମହାନ୍ତ ପି:ଗୋପାଲ ମହାନ୍ତ ଜା: କୁଡୁ ମି ବା: ଡମ୍ବରୁ ଡହର ଥାନା- ବଇଶିଙ୍ଗା |
| 159/32 | 172 | 0.68 | 0.12 | ଶାରଦ ଦୁଇ | ଧନଞ୍ଜୟ ମହାନ୍ତ, ବୈଦ୍ୟନାଥ ମହାନ୍ତ, ହଳଧର ମହାନ୍ତ ପି: କୁଶ ମହାନ୍ତ ଜା: କୁଡୁ ମି ବା: ନିଜଗ ଁା |
| ମୋଟ | ୧୫ ପ୍ଲଟକୁ | ଏ. ୮.୩୬ ଡେ.ମି. | ଏ. ୧.୬୩ ଡେ.ମି. |
ରାଜ୍ୟପାଳଙ୍କ ଆଦେଶକ୍ରମେ
ନୃସିଂହ ଚରଣ ସ୍ୱାଇ ଁ
ସ୍ୱତନ୍ତ୍ର ଶାସନ ସଚିବ
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 901—173+25