The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 1670 CUTTACK, TUESDAY, SEPTEMBER 10, 2024/BHADRA 19, 1946
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ଅଧିସୂଚନା
No. 27630--RDM-LAB-BOUDH-0003/2024-R&DM, Dated 16-08-2024
ଯେଯେତୁ ଓଡିଶା ସରକାରଙ୍କୁ ପ୍ରତୀତ ଯେଉଅଛି କି, ଏକ ସାର୍ବଜନୀନ ଉଯେଶୟଯର ଅର୍ବାତ ଯ ାର୍ଦ୍ବା ଯରାଡ୍ - ର୍ଲାଙ୍ଗୀର ନୂତନ ଓସାରିଆ ଯରଳପର୍ ପ୍ରକଳ୍ପ ନିମଯେ ଯମୌଜା- ପୁରୁ ଣାପାଣି, ର୍ାନା - ମନମୁଣ୍ଡା, ନଂ-୧୩୫, ତେସିଲ - କଣ୍ଟାମାଳ, ଜିଲ୍ଲା - ଯର୍ୌର୍ଦ୍ ଯର ନିମ୍ନ ତଫସିଲ ମଯତ ପ୍ରାୟ ଏ. ୦.୫୩୦ ଭୂ ମି ଅଜବନ କରିର୍ା ଆର୍ଶୟକ ଯେଉଅଛି।
ଯତଣୁ ନୟାଯୟାଚିତ କ୍ଷତିପୂରଣ ଅଧ ିକାର ଏର୍ଂ ଭୂ -ଅଜବନ, ପୁନର୍ବାସ ଓ ର୍ଇର୍ାନ ଯକ୍ଷତ୍ରଯର ସ୍ଵଚ୍ଛତା ଆଇନ, ୨୦୧୩ (RFCTLAR &R Act, 2013) ର ୧୧(୧) ଧାରା ଯର ଭାରପ୍ରାପ୍ତ ଯୋଇ ସରକାର ଏତଦ୍ଵାରା ନିମ୍ନ ଅନୁସୂଚୀ ଯର ପ୍ରଦତ୍ତ ଜମି ଅଧ ିଗ୍ରେଣ ପାଇ ଁ ପ୍ରାରମ୍ଭିକ ଅଧ ିସୂଚନା ଜାରି କରୁ ଛେି ।
ନୟାଯୟାଚିତ କ୍ଷତିପୂରଣ ଅଧ ିକାର ଏର୍ଂ ଭୂ -ଅଜବନ, ପୁନର୍ବାସ ଓ ର୍ଇର୍ାନ ଯକ୍ଷତ୍ରଯର ସ୍ଵଚ୍ଛତା ଆଇନ, ୨୦୧୩ ର ଧାରା ୧୧(୧) ର ର୍ୟର୍ସ୍ଥା ଅନୁୋୟୀ ଯ ାଷିତ ଏେି ପ୍ରାରମ୍ଭିକ ଅଧ ିସୂଚନାଟି ଏର୍ ି ସେିତ ସମ୍ପୃକ୍ତ ସମସ୍ତଙ୍କ ପାଇ ଁ ପ୍ରେୁଜୟ ଅଯଟ।
େଦି ସମ୍ପୃକ୍ତ ଜମିର ଯକୌଣସି ସ୍ଵତ୍ଵାଧ ିକାରୀ / ଜମି ମାଲିକ ଭୂ ମି ଅଧ ିଗ୍ରେଣ ଅଧ ିସୂଚନା ସମ୍ପକିତ ଅଧ ିସୂଚୀତ ଜମିର ଉପଯୋଗିତା, ରକର୍ା ଏର୍ଂ ସାର୍ବଜନୀନ ଉଯେଶୟର ଔଚିତୟ ର୍ିଷୟଯର ଯକୌଣସି ଆପତ୍ତି ର୍ାଏ, ଯସ ଉକ୍ତ ପ୍ରାରମ୍ଭିକ ଅଧ ିସୂଚନା ପ୍ରକାଶନର ୬୦ ଦିନ ମଧ୍ୟଯର ନୟାଯୟାଚିତ କ୍ଷତିପୂରଣ ଅଧ ିକାର ଏର୍ଂ ଭୂ -ଅଜବନ, ପୁନର୍ବାସ ଓ ର୍ଇର୍ାନ ଯକ୍ଷତ୍ରଯର ସ୍ଵଚ୍ଛତା ଆଇନ, ୨୦୧୩ (RFCTLAR &R Act, 2013) ର ଧାରା ୧୫ ର ର୍ୟର୍ସ୍ଥା ଅନୁୋୟୀ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟଯର ଲି ିତ ଆକାରଯର ଅଭିଯୋଗ କରିପାରିଯର୍ ।
2
ପ୍ରକଳ୍ପ ସମ୍ବନ୍ଧୀୟ ବିବରଣୀ
୧- ସାବ୍ଜନୀନ ଉଦ୍ଦେଶୟର ସ୍ୱରୁ ପ- ଯ ାର୍ଦ୍ବା ଯରାଡ୍ -ର୍ଲାଙ୍ଗୀର ନୂତନ ଓସାରିଆ ଯରଳପର୍ ପ୍ରକଳ୍ପ ନିମବାଣ ନିମଯେ ।
୨-ଜମି ଆବଶୟକ କରୁ ଥିବା ସଂସ୍ଥାର ନାମ- ଉପମୁ ୟ େନ୍ତ୍ରୀ (ନିମବାଣ) ପୂର୍ବତଟ ଯରଳପର୍, ଯର୍ୌର୍ଦ୍।
୩-କ୍ଷତିଗ୍ରସ୍ତ ଦ୍ଦ ାକଙ୍କ ବିସ୍ଥାପନ ଆବଶୟକତାର କାରଣ-ସାର୍ବଜନୀନ ଉଯେଶୟଯର ଯରଳପର୍ ପ୍ରକଳ୍ପ କାେବୟକାରୀ କରିର୍ା।
୪- ସାମାଜିକ ପ୍ରଭାବ ମୂ ୟାୟନର ସାରାଂଶ- ଉକ୍ତ ପ୍ରକଳ୍ପ ପାଇ ଁ ପ୍ରେୁଜୟ। ରାଜସ୍ଵ ଓ ର୍ିପେବୟୟ ପରିଚାଳନା ର୍ିଭାଗ ଯ ାଷଣାନାମା ସଂ ୟା ୮୨୫୩ ତାରି ୧୬.୦୩.୨୦୨୪ ପ୍ରକାଯର ଭୂ ମି ଅଧ ିଗ୍ରେଣ ନିମଯେ ୮(୨) ଧାରା ଯର ଅନୁଯମାଦନ ଯୋଇଅଛି।
୫- ପୁନବ୍ାସ ଓ ଥଇଥାନ ପାଇ ଁ ନିର୍ଯୁକ୍ତ ପ୍ରଶାସକଙ୍କ ବିବରଣୀ- ଉପ ଜିଲ୍ଲାପାଳ, ଯର୍ୌର୍ଦ୍।
୬- ଜମିର ବିବରଣୀ-
| ଜିଲ୍ଲା | ତହସି | ଗ୍ରାମ | ଗ୍ରାମାଞ୍ଚଳ/ ସହରାଞ୍ଚଳ | ଖାତା ନଂ | ପ୍ଲଟ ନଂ | ପ୍ଲଟ ର ଦ୍ଦମାଟ ରକବା | ଅଧିସୂଚୀ ତ ଜମିର ରକବା | ରୟତ ର ନାମ |
| ଦ୍ଦବୌଦ୍ଧ | କଣ୍ଟାମାଳ ପୁରୁ ଣାପାଣି ଗ୍ରାମାଞ୍ଚଳ | ଏଥି ସହିତ ସଂ ଗ୍ନ | ଏଥି ସହିତ ସଂ ଗ୍ନ | ୦.୫୩୦ | ୦.୫୩୦ | ଏଥି ସହିତ ସଂ ଗ୍ନ |
ଉକ୍ତ ଭୂ ମିର ଏକ ନକ୍ସା ଭୂ -ଅଜବନ ମୋମଣ୍ଡଳ ଅଧ ିକାରୀ, ଯ ାର୍ଦ୍ବା ଯରାଡ୍ -ର୍ଲାଙ୍ଗୀର ନୂତନ ଓସାରିଆ ଯରଳପର୍ ପ୍ରକଳ୍ପ, ଯର୍ୌର୍ଦ୍ କାେବୟାଳୟଯର କାେବୟ ଦିର୍ସ ମାନଙ୍କଯର ଯଦ ିର୍ାକୁ ମିଳିପାରିର୍ ।
ୁ କ୍ତ ଯକୌଣସି ଜମିର କ୍ରୟ ର୍ିକ୍ରୟ, େସ୍ତାେର (ଯଦଣ ଯନଣ) କିମ୍ବା ଦାୟ ସୃଷ୍ଟି ଉକ୍ତ ଅଧ ିସୂଚନା ଅେଭବ ଯର୍ୌର୍ଦ୍ ଜିଲ୍ଲାପାଳଙ୍କ ପୂର୍ବାନୁଯମାଦନ ର୍ିନା କରାୋଇପାରିର୍ ନାେି ଁ ।
| ଜମିର ତା ିକା 3 | ||||||
| ପ୍ରସ୍ତାବିତ ଦ୍ଦଖାଦ୍ଧ୍ା ଦ୍ଦରାଡ -ବ ାଙ୍ଗୀର ନୂତନ ଦ୍ଦରଳପଥ ପ୍ରକଳ୍ପ | ||||||
| ଗ୍ରାମ- ପୁରୁ ଣାପାଣି (ଅତିରିକ୍ତ), ର୍ାନା- ମନମୁଣ୍ଡା(ନଂ-୧୩୫), ତେସିଲ- କଣ୍ଟାମାଳ, ଜିଲ୍ଲା- ଯର୍ୌର୍ଦ୍ | ||||||
| ଏ. ର୍ୟକ୍ତିଗତ ଜମି | ||||||
| କ୍ର ମି କ ନ ଂ | ୧ | ୨ | ୩ | ୪ | ||
| ତିୟାନ ନଂ | ପ୍ଲଟ୍ ନଂ | ରକର୍ା | ଅଧ ିଗ୍ରେଣ ରକର୍ା | କିସମ | ଅଭିଲି ିତ ରୟତ ନାମ | |
| ୧ | ୬୨ | ୬୧୯ | ୦.୨୯୦ | ୦.୨୯୦ | ଆଟ | ବୈଷ୍ଣବ ପାତ୍ର, ଗଙ୍ଗାଧର ପାତ୍ର, ହରିହର ପାତ୍ର, ପ୍ରଫୁଲ୍ଲ ଗେଜ, ଯମୁନା କର୍ମି, ପି-ଖେଡୁ ପାତ୍ର |
| ୨ | ୧୧୦/ ୪୧ | ୪୧୧/ ୧୩୪୨ | ୦.୦୪୦ | ୦.୦୪୦ | ଘରବାରି | ସୁରୁବାଲୀ ନାଗ, ସ୍ୱା-ପଦ୍ମ ନାଗ |
| ୩ | ୧୧୦/ ୪୨ | ୪୧୧/ ୧୩୪୩ | ୦.୦୪୦ | ୦.୦୪୦ | ଘରବାରି | ବାହାନ ନାଗ, ପି-ପଦ୍ମ ନାଗ, ରଇବାରୀ ନାଗ ସ୍ୱା-ବାହାନ ନାଗ |
| ୪ | ୧୧୦/ ୬୩ | ୪୧୧/ ୧୩୫୫ | ୦.୦୪୦ | ୦.୦୪୦ | ଘରବାରି | କୁମର ମଲ୍ଲ କ, ପି-ଭିକାରୀ ମଲ୍ଲିକ, ଅରା ି ମଲ୍ଲିକ, ସ୍ୱା-କୁମର ମଲ୍ଲ କ ି |
| ୫ | ୧୧୦/ ୬୪ | ୪୧୧/ ୧୩୫୬ | ୦.୦୪୦ | ୦.୦୪୦ | ଘରବାରି | ତୋଫାନ ସୁନା, ପି-କଷ୍ଟ ସୁନା, ପ୍ରେମଶିଳା ସୁନା, ସ୍ୱା-ତୋଫାନ ସୁନା |
| ୬ | ୧୧୦/ ୬୫ | ୪୧୧/ ୧୩୫୭ | ୦.୦୪୦ | ୦.୦୪୦ | ଘରବାରି | କଷ୍ଟ ସୁନା, ସ୍ୱା-ସୁରୁ ସୁନା, କୌଶଲ୍ୟା ସୁନା, ସ୍ୱା-କଷ୍ଟ ସୁନା |
| ୭ | ୧୧୦/ ୬୬ | ୪୧୧/ ୧୩୫୮ | ୦.୦୪୦ | ୦.୦୪୦ | ଘରବାରି | କର୍ମୁ ସାଗର, ପି-ଚାପଧାରୀ ସାଗର, ରାସେଶ୍ୱରୀ ସାଗର, ସ୍ୱା-କର୍ମୁ ସାଗର |
| ଦ୍ଦମାଟ ଏକର | ୦.୫୩୦ | ୦.୫୩୦ |
ରାଜୟପାଳଙ୍କ ଆଯଦଶକ୍ରଯମ
ମଧୁସ୍ମିତା ସାେୁ
ଅତିରିକ୍ତ ଶାସନ ସଚିର୍
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 910—173+25