Servants of Knowledge
Odisha Gazette · Government of Odisha

Odisha Gazette, No. 1672, 10 September 2024

Published 10 September 2024

Department
Revenue & Disaster Management
Type
Extraordinary
Gazette no.
1672
Notification no.
29700
Notification Date
31-08-2024
Identifier
in.gazette.odisha_govpress.2024-09-10.Extraordinary_1672
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1672 CUTTACK, TUESDAY, SEPTEMBER 10, 2024/BHADRA 19, 1946

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଅଧିସୂଚନା

No. 29700--RDM-LAB-BOUDH-0005/2024-R&DM, Dated 31-08-2024

ଯେଯେତୁ ଓଡିଶା ସରକାରଙ୍କୁ ପ୍ରତୀତ ଯେଉଅଛି କି, ଏକ ସାର୍ବଜନୀନ ଉଯେଶୟଯର ଅର୍ବାତ ଯ ାର୍ଦ୍ବା ଯରାଡ୍ - ର୍ଲାଙ୍ଗୀର ନୂତନ ଓସାରିଆ ଯରଳପର୍ ପ୍ରକଳ୍ପ ନିମଯେ ଯମୌଜା- କନ୍ଧୁରିଆପଡା , ର୍ାନା- ମନମୁଣ୍ଡା, ନଂ-୧୫୫, ତେସିଲ- ଯର୍ୌର୍ଦ୍, ଜିଲ୍ଲା- ଯର୍ୌର୍ଦ୍ ଯର ନିମ୍ନ ତଫସିଲ ମଯତ ପ୍ରାୟ ଏ. ୦.୨୩୦ ଭୂ ମି ଅଜବନ କରିର୍ା ଆର୍ଶୟକ ଯେଉଅଛି।

ଯତଣୁ ନୟାଯୟାଚିତ କ୍ଷତିପୂରଣ ଅଧ ିକାର ଏର୍ଂ ଭୂ -ଅଜବନ, ପୁନର୍ବାସ ଓ ର୍ଇର୍ାନ ଯକ୍ଷତ୍ରଯର ସ୍ଵଚ୍ଛତା ଆଇନ, ୨୦୧୩ (RFCTLAR &R Act, 2013) ର ୧୧(୧) ଧାରା ଯର ଭାରପ୍ରାପ୍ତ ଯୋଇ ସରକାର ଏତଦ୍ଵାରା ନିମ୍ନ ଅନୁସୂଚୀ ଯର ପ୍ରଦତ୍ତ ଜମି ଅଧ ିଗ୍ରେଣ ପାଇ ଁ ପ୍ରାରମ୍ଭିକ ଅଧ ିସୂଚନା ଜାରି କରୁ ଛେି ।

ନୟାଯୟାଚିତ କ୍ଷତିପୂରଣ ଅଧ ିକାର ଏର୍ଂ ଭୂ -ଅଜବନ, ପୁନର୍ବାସ ଓ ର୍ଇର୍ାନ ଯକ୍ଷତ୍ରଯର ସ୍ଵଚ୍ଛତା ଆଇନ, ୨୦୧୩ ର ଧାରା ୧୧(୧) ର ର୍ୟର୍ସ୍ଥା ଅନୁୋୟୀ ଯ ାଷିତ ଏେି ପ୍ରାରମ୍ଭିକ ଅଧ ିସୂଚନାଟି ଏର୍ି ସେିତ ସମ୍ପୃକ୍ତ ସମସ୍ତଙ୍କ ପାଇ ଁ ପ୍ରେୁଜୟ ଅଯଟ।

େଦି ସମ୍ପୃକ୍ତ ଜମିର ଯକୌଣସି ସ୍ଵତ୍ଵାଧ ିକାରୀ / ଜମି ମାଲିକ ଭୂ ମି ଅଧ ିଗ୍ରେଣ ଅଧ ିସୂଚନା ସମ୍ପକିତ ଅଧ ିସୂଚୀତ ଜମିର ଉପଯୋଗିତା, ରକର୍ା ଏର୍ଂ ସାର୍ବଜନୀନ ଉଯେଶୟର ଔଚିତୟ ର୍ିଷୟଯର ଯକୌଣସି ଆପତ୍ତି ର୍ାଏ, ଯସ ଉକ୍ତ ପ୍ରାରମ୍ଭିକ ଅଧ ିସୂଚନା ପ୍ରକାଶନର ୬୦ ଦିନ ମଧ୍ୟଯର ନୟାଯୟାଚିତ କ୍ଷତିପୂରଣ ଅଧ ିକାର ଏର୍ଂ ଭୂ -ଅଜବନ, ପୁନର୍ବାସ2 ଓ ର୍ଇର୍ାନ ଯକ୍ଷତ୍ରଯର ସ୍ଵଚ୍ଛତା ଆଇନ, ୨୦୧୩ (RFCTLAR &R Act, 2013) ର ଧାରା ୧୫ ର ର୍ୟର୍ସ୍ଥା ଅନୁୋୟୀ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟଯର ଲି ିତ ଆକାରଯର ଅଭିଯୋଗ କରିପାରିଯର୍ ।

ପ୍ରକଳ୍ପ ସମ୍ବନ୍ଧୀୟ ବିବରଣୀ

୧- ସାବ୍ଜନୀନ ଉଦ୍ଦେଶୟର ସ୍ୱରୁ ପ- ଯ ାର୍ଦ୍ବା ଯରାଡ୍ -ର୍ଲାଙ୍ଗୀର ନୂତନ ଓସାରିଆ ଯରଳପର୍ ପ୍ରକଳ୍ପ ନିମବାଣ ନିମଯେ ।

୨-ଜମି ଆବଶୟକ କରୁ ଥିବା ସଂସ୍ଥାର ନାମ- ଉପମୁ ୟ େନ୍ତ୍ରୀ (ନିମବାଣ) ପୂର୍ବତଟ ଯରଳପର୍, ଯର୍ୌର୍ଦ୍।

୩-କ୍ଷତିଗ୍ରସ୍ତ ଦ୍ଦ ାକଙ୍କ ବିସ୍ଥାପନ ଆବଶୟକତାର କାରଣ- - ସାର୍ବଜନୀନ ଉଯେଶୟଯର ଯରଳପର୍ ପ୍ରକଳ୍ପ କାେବୟକାରୀ କରିର୍ା।

୪- ସାମାଜିକ ପ୍ରଭାବ ମୂ ୟାୟନର ସାରାଂଶ- ଉକ୍ତ ପ୍ରକଳ୍ପ ପାଇ ଁ ପ୍ରେୁଜୟ। ରାଜସ୍ଵ ଓ ର୍ିପେବୟୟ ପରିଚାଳନା ର୍ିଭାଗ ଯ ାଷଣାନାମା ସଂ ୟା ୮୨୫୩ ତାରି ୧୬.୦୩.୨୦୨୪ ପ୍ରକାଯର ଭୂ ମି ଅଧ ିଗ୍ରେଣ ନିମଯେ ୮(୨) ଧାରା ଯର ଅନୁଯମାଦନ ଯୋଇଅଛି।

୫- ପୁନବ୍ାସ ଓ ଥଇଥାନ ପାଇ ଁ ନିର୍ଯୁକ୍ତ ପ୍ରଶାସକଙ୍କ ବିବରଣୀ- ଉପ ଜିଲ୍ଲାପାଳ, ଯର୍ୌର୍ଦ୍।

୬- ଜମିର ବିବରଣୀ-

ଜ ିଲ୍ଲା ତହସି ଗ୍ରାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖାତା ନଂ ପ୍ଲଟ ୍‍ ନଂ ପ୍ଲଟ ୍‍ ର ଦ୍ଦମାଟ ରକବା ଅଧିସୂଚୀତ ଜମିର ରକବା ରୟତ ୍‍ର ନାମ
ଦ୍ଦବୌଦ୍ଧ ଦ୍ଦବୌଦ୍ଧ କନ୍ଧୁରିଆପଡା ଗ୍ରାମାଞ୍ଚଳ ଏଥି ସହିତ ସଂ ଗ୍ନ ଏଥି ସହିତ ସଂ ଗ୍ନ ଏ.୦.୨୩୦ ଏ. ୦.୨୩୦ ଏଥି ସହିତ ସଂ ଗ୍ନ

ଉକ୍ତ ଭୂ ମିର ଏକ ନକ୍ସା ଭୂ -ଅଜବନ ମୋମଣ୍ଡଳ ଅଧ ିକାରୀ, ଯ ାର୍ଦ୍ବା ଯରାଡ୍ -ର୍ଲାଙ୍ଗୀର ନୂତନ ଓସାରିଆ ଯରଳପର୍ ପ୍ରକଳ୍ପ, ଯର୍ୌର୍ଦ୍ କାେବୟାଳୟଯର କାେବୟ ଦିର୍ସ ମାନଙ୍କଯର ଯଦ ିର୍ାକୁ ମିଳିପାରିର୍ ।

ଉକ୍ତ ଅଧ ିସୂଚନା ଅେଭବ

ୁ କ୍ତ ଯକୌଣସି ଜମିର କ୍ରୟ ର୍ିକ୍ରୟ, େସ୍ତାେର (ଯଦଣ ଯନଣ) କିମ୍ବା ଦାୟ ସୃଷ୍ଟି ଯର୍ୌର୍ଦ୍ ଜିଲ୍ଲାପାଳଙ୍କ ପୂର୍ବାନୁଯମାଦନ ର୍ିନା କରାୋଇପାରିର୍ ନାେି ଁ ।

3
ଜମିର ତାଲିକା
ପ୍ରସ୍ତାବିତ ର୍ଖୋାରୋଡ – ବଲାଙ୍ଗୀର ନୂତନ ରେଳପଥ ପ୍ରକଳ୍ପ
ଗ ୍ର ।ମ – କନ୍ଧୁରିଆପଡା (ଅତିରିକ୍ତ), ତହସିଲ – ବୌ, ଥାନା-ମନମୁଣ୍ଡା (ନଂ ୧୫୫) ଜିଲ୍ଲା-ବୌ
ଏ. ବ୍ୟକ୍ତିଗତ ଜମି
କ ମିକ ୍ର ନଂ ୧ ୨ ୩ ୪ ୫ ୪
ଖତିୟାନ ନଂ ପ ଟ ନଂ ୍ଲ ରକବା ଅଧିଗ୍ରହଣ ରକବା କ ି ସମ ଅଭିଲିଖିତ ରୟତ ନାମ
୧ ୪୪/ ୭୧ ୪୫୭/ ୫୭୫ ୦.୧୨୦ ୦.୧୨୦ ଘରବା ରି ସୁଶାନ୍ତ କୁମାର ସାହୁ,ପି-ସ୍ୱାଧୀନ କୁମାର ସାହୁ
୨ ୪୪/ ୭୨ ୪୫୭/ ୫୬୬ ୦.୧୧୦ ୦.୧୧୦ ଘରବାରି ଅଚ୍ୟୁତ ଥାଟି ପି-କୁ ଥାଟି, ରଙ୍କ ଥାଟି ପି- ଗୌତମ ଥାଟି, ଦାମୋଦର ଥାଟି ପି-ନିତ୍ୟା ଥାଟି, ପିତାମ୍ବର ପ୍ରଧାନ ପ ି - ସ୍ୱପ୍ନେଶ୍ୱର ପ୍ରଧାନ, ଗିରିଧାରି ନେପାକ ପ ି- ରାମଚନ୍ଦ୍ର ନେପାକ
ମୋଟ (ଏକର) ୦.୨୩୦ ୦.୨୩୦

ରାଜୟପାଳଙ୍କ ଆଯଦଶକ୍ରଯମ

ମଧୁସ୍ମିତା ସାେୁ ଅତିରିକ୍ତ ଶାସନ ସଚିର୍

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 912—173+25

Cite this issue. Odisha Gazette, Government of Odisha, 10 September 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-09-10.Extraordinary_1672/. Archive identifier in.gazette.odisha_govpress.2024-09-10.Extraordinary_1672.