The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 1851 CUTTACK, MONDAY, SEPTEMBER 30, 2024/ASWINA 8, 1946
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜୟପୁର ରାଜସ୍ୱ ବିପର୍ଯ୍ୟୟ, ପରିଚାଳନା ବିଭାଗ ଘୋଷଣା ତା ୧୭-୦୮-୨୦୨୪ ରିଖ
ନଂ. ୬୬୦୫(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱତା ଆଇନ ୨୦୧୩ (RFCTLAR & R Act, ୨୦୧୩) ର ଧାରା ୧୯ର ଅଧିନିୟମ ୧ ଅନୁଯାୟୀ ଏହ ିଘୋଷଣାନାମା ଦିଆଯାଉଛି ଯେ, ଉକ୍ତ ଆଇନର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳ କୋରାପୁଟଙ୍କ ଦ୍ୱାରା ପ୍ରଦତ ରିପର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ, ଗ୍ରାମ-ସୌରାଗୁଡା, ଥାନା-ଜୟପୁର ସଦର, ତହସିଲ-ଜୟପୁର, ଜିଲ୍ଲା-କୋରାପୁଟରେ ନିମ୍ନ ସୂଚୀତ କ ତଫସିଲ ଜମି ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ଜୟପୁର ବିମାନ ଧାବନ ସଂମ୍ପ୍ରସାରଣ ପ୍ରକଳ୍ପ ନିମନ୍ତେ ପ୍ରାୟ ଏ. ୧.୯୪ ପରିମାଣର ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି । ଏହି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିପ୍ତି ନ୍ୟାୟଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ୨୦୧୩ (RFCTLAR & R Act, ୨୦୧୩) ର ଧାରା ୧୧(୧) ଅନୁଯାୟୀ ବିପ୍ତି ସଂଖ୍ୟା...............ତା............ ରିଖରେ ପ୍ରକାଶିତ ହୋଇଅଛି ।
ପୁନ ଏହା ଘୋଷଣା କରାଯାଉଅଛି ଯେ, ଗ୍ରାମ-ସୌରାଗୁଡା, ଥାନା-ଜୟପୁର ସଦର, ତହସିଲ-ଜୟପୁର, ଜିଲ୍ଲା-କୋରାପୁଟରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୁପରେଖାର ସାରମର୍ମ ସଂଲଗ୍ନ କରାଯାଇନାହିଁ ।
ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ଯୋଜନା ପ୍ରକାଶନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ୍ https://koraput.odisha.gov.in/ ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ୍ https://revenue.odisha.gov.in/ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ କରାଯାଇଛି । ପୁନର୍ବାସ ଓ ଥଇଥାନ ଯୋଜନାରେ ଭୂମିର ନକ୍ସା ଭୂ-ଅର୍ଜନ ଅଧିକାରୀ, ଜୟପୁର, ଜିଲ୍ଲା-କୋରାପୁଟ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସମାନଙ୍କରେ ଦେଖିବାକୁ ମିଳିପାରିବ ।
2ସୂଚୀ- କ (SHEDULE-A) ପ୍ରସ୍ତାବିତ ଅଧିଗ୍ରହଣ ଅଧିନରେ ଜମି ଜିଲ୍ଲା- କୋରାପୁଟ ତହସିଲ-ଜୟପୁର
| ଗ ।ମର ୍ର ନାମ | ଗ ୍ର ।ମାଞ୍ଚଳ/ ସହରାଞ୍ଚଳ | ଖାତା ନମ୍ବର | ପ ୍ଲ ଟ ୍ ନମ୍ବର | କ ସମ ି | ସମୁଦାୟ ଅଞ୍ଚଳ | ଅଧିଗ୍ରହଣ କରାଯିବାକୁ ଥ ି ବା ଅଞ୍ଚଳ | ନଥିଭୁକ୍ତ ରୟତର ନାମ |
| ସୗରାଗୁଡା | ଗ ୍ର ।ମାଞ୍ଚଳ | ୨୬ | ୪୩/୨ | ଡଙ୍ଗର-୨ | ୦.୨୨ | ୦.୨୨ | ଡମୁନି ସୌରା, ପ ି ତା/ସ୍ୱାମୀ- ସିମାଞ୍ଚଳ ସୌରା, ଜାତି- ଆଦିବାସୀ |
| ସୗରାଗୁଡା | ଗ ୍ର ।ମାଞ୍ଚଳ | ୨୨ | ୩୮/୧ | ଡଙ୍ଗର-୨ | ୧.୯ | ୦.୫୨ | ତ ି ଳତମା ସୌରୀଣି, ପିତା/ସ୍ୱାମୀ- ଗଙ୍ଗାଧର ସୌରା, ଜାତି- ଆଦିବାସୀ |
| ସୗରାଗୁଡା | ଗ ୍ର ।ମାଞ୍ଚଳ | ୩ | ୩୯/୧ | ଡଙ୍ଗର-୨ | ୧.୨ | ୧.୨ | ଅର୍ଜ ନ ସୌରା, ୁ ପିତା/ସ୍ୱାମୀ- ସଦନ ସୌରା, ଜାତି- ଆଦିବାସୀ |
| ମୋଟ | ୩.୩୨ | ୧.୯୪ |
ରାଜ୍ୟପାଳଙ୍କ ଆଦେଶକ୍ରମେ ପ୍ରଭାତ କୁମାର ପରିଡ଼ା ଉପ-ଜିଲ୍ଲାପାଳ, ଜୟପୁର