The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 1852 CUTTACK, MONDAY, SEPTEMBER 30, 2024/ASWINA 8, 1946
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜୟପୁର ରାଜସ୍ୱ ବିପର୍ଯ୍ୟୟ, ପରିଚାଳନା ବିଭାଗ ଘୋଷଣା ତା ୧୭-୦୮-୨୦୨୪ ରିଖ
ନଂ. ୬୬୦୬(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱତା ଆଇନ ୨୦୧୩ (RFCTLAR & R Act, 2013) ର ଧାରା ୧୯ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଛି ଯେ, ଉକ୍ତ ଆଇନର ଧାରା ୧୫(୨)ଅନୁସାରେ ଜିଲ୍ଲାପାଳ କୋରାପୁଟଙ୍କ ଦ୍ୱାରା ପ୍ରଦତ ରିପର୍ଟକୁ ବିବେଚନା କରି ରାଜ୍ୟସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ, ଗ୍ରାମ-ସୌରାଗୁଡା, ବାଙ୍କବିଜା-୧ ଏବଂ ବାଙ୍କବିଜା-୨, ଥାନା-ଜୟପୁର ସଦର, ତହସିଲ-ଜୟପୁର, ଜିଲ୍ଲା-କୋରାପୁଟରେ ନିମ୍ନସୂଚୀତ କ ତଫସିଲ ଜମି ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ଜୟପୁର ବିମାନ ଧାବନ ସଂମ୍ପ୍ରସାରଣ ପ୍ରକଳ୍ପ ନିମନ୍ତେ ପ୍ରାୟ ଏ. ୧୦.୭୫ ପରିମାଣର ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।
ଏହି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିପ୍ତି ନ୍ୟାୟଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ୨୦୧୩ (RFCTLAR & R Act, 2013) ର ଧାରା ୧୧(୧) ଅନୁଯାୟୀ ବିପ୍ତି ସଂଖ୍ୟା...............ତା............ ରିଖରେ ପ୍ରକାଶିତ ହୋଇଅଛି ।
ପୁନ ଏହା ଘୋଷଣା କରାଯାଉଅଛି ଯେ, ଗ୍ରାମ-ସୌରାଗୁଡା, ବାଙ୍କବିଜା-୧ ଏବଂ ବାଙ୍କବିଜା-୨, ଥାନା-ଜୟପୁର ସଦର, ତହସିଲ-ଜୟପୁର, ଜିଲ୍ଲା- କୋରାପୁଟରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୁପରେଖାର ସାରମର୍ମ ସଂଲଗ୍ନ କରାଯାଇନାହିଁ ।
ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ଯୋଜନା ପ୍ରକାଶନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ ୍https://koraput.odisha.gov.in/ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ୍ https://revenue.odisha.gov.in/ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ କରାଯାଇଛି । ପୁନର୍ବାସ ଓ ଥଇଥାନ ଯୋଜନାରେ ଭୂମିର ନକ୍ସା ଭୂ-ଅର୍ଜନ ଅଧିକାରୀ, ଜୟପୁର, ଜିଲ୍ଲା-କୋରାପୁଟ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସମାନଙ୍କରେ ଦେଖିବାକୁ ମିଳିପାରିବ ।
2ସୂଚୀ-କ (SHEDULE-A) ପ୍ରସ୍ତାବିତ ଅଧିଗ୍ରହଣ ଅଧିନରେ ଜମି ଜିଲ୍ଲା- କୋରାପୁଟ ତହସିଲ-ଜୟପୁର
| ଗ୍ରାମର ନାମ | ଗ୍ରାମାଞ୍ଚଳ/ ସହରାଞ୍ଚଳ | ଖାତା ନମ୍ବର | ପ ଟ୍ ନମ୍ବର ୍ଲ | କିସମ | ସମୁଦାୟ ଅଞ୍ଚଳ | ଅଧିଗ୍ରହଣ କରାଯିବାକୁ ଥିବା ଅଞ୍ଚଳ | ନଥିଭୁକ୍ତ ରୟତର ନାମ |
| ସୌରାଗୁଡା | ଗ୍ରାମାଞ୍ଚଳ | ୫୫ | ୧୬୯ | ବସ୍ତି | ୨୯.୯୫ | ୦.୦୨ | ରଘୁ ଟାକ୍ର ି |
| ୦.୧୨ | ଇଳରାମ ଟାକ୍ର ି | ||||||
| ୦.୩୭ | ପାର୍ବତୀ ପରଜା | ||||||
| ସୌରାଗୁଡା | ଗ୍ରାମାଞ୍ଚଳ | ୫୫ | ୧୬୯ | ବସ୍ତି | ୦.୨୨ | ଶାଭା ପରଜା | |
| ୦.୦୨ | ମହମ୍ମଦ ଫାରୁକ | ||||||
| ୦.୦୪ | ଅଙ୍ଗନବାଡି | ||||||
| ୦.୧ | ଖାଲିସ୍ଥାନ | ||||||
| ୦.୨୨ | ରାସ୍ତା | ||||||
| ସୌରାଗୁଡା | ଗ୍ରାମାଞ୍ଚଳ | ୭୫/୧୯୭ | ୬୨/୫୯୬ | ଡଙ୍ଗର-୨ | ୨.୫୨ | ୦.୮ | ହରିହର ନାୟକ, ପ ତା/ସ୍ୱାମୀ- ମୀନକେତନ ନାୟକ, ି ଜାତି- ଆଦିବାସୀ |
| ବାଙ୍କବିଜା | ଗ୍ରାମାଞ୍ଚଳ | ୨ | ୧୫୨ | ଡଙ୍ଗର-୨ | ୦.୫୧ | ୦.୦୪ | କେଶବ ପରଜା, ପ ିତା/ସ୍ୱାମୀ- ସନିଆ ପରଜା, ଜାତି-ପରଜା |
| ବାଙ୍କବିଜା | ଗ୍ରାମାଞ୍ଚଳ | ୧୦ | ୧୫୮ | ଧାନ-୧ | ୧.୦୪ | ୦.୧୪ | ଡାନିଏଲ ମିଶଶନ, ପିତା/ସ୍ୱାମୀ- ମାଲକେ ମିଶଶନ, ଜାତି- ଅନ୍ୟାନ୍ୟ |
| ୧୬୭ | ଡଙ୍ଗର-୩ | ୩.୭୮ | ୦.୧୨ | ||||
| ବାଙ୍କବିଜା | ଗ୍ରାମାଞ୍ଚଳ | ୨୪ | ୧୫୩ | ଡଙ୍ଗର-୨ | ୩.୪୨ | ୨.୧ | ଭଗବାନ ପୂଜାରୀ, ପିତା/ସ୍ୱାମୀ- ଘେନୁଆ ପୂଜାରୀ, ଜାତି- ପରଜା |
| ବାଙ୍କବିଜା | ଗ୍ରାମାଞ୍ଚଳ | ୨୮ | ୧୫୭ | ଧାନ-୩ | ୧.୨୪ | ୧.୨୪ | ପଦୁ ଜାନି, ପ ିତା/ସ୍ୱାମୀ-ମଙ୍ଗଳା ଚାଲାଣ, ଜାତି- ପରଜା |
| ବାଙ୍କବିଜା | ଗ୍ରାମାଞ୍ଚଳ | ୪୭/୧୭୨ | ୧୬୮ | ଡଙ୍ଗର-୨ | ୧.୮୪ | ୧.୮୪ | ନ ତ୍ୟାନନ୍ଦ ଦାଶ, ି ପିତା/ସ୍ୱାମୀ- ଶ୍ୟାମସୁନ୍ଦର ଦାଶ, ଜାତି- ବ୍ରାହ୍ମଣ, ଗୋପବନ୍ଧୁ ନଗର, ଜୟପୁର |
| ବାଙ୍କବିଜା | ଗ୍ରାମାଞ୍ଚଳ | ୨୯ | ୧୫୪ | ଡଙ୍ଗର-୨ | ୦. ୭୮ | ୦. ୭୮ | ପଦୁ ଜାନି, ପ ିତା/ସ୍ୱାମୀ-ମଙ୍ଗଳାଚାଲାଣ, ଜାତି- ପରଜା |
| ୧୫୬ | ଡଙ୍ଗର-୨ | ୦. ୧୬ | ୦. ୧୬ | ||||
| ବାଙ୍କବିଜା | ଗ୍ରାମାଞ୍ଚଳ | ୪୭/୩୫୭ | ୧୬୯/୬୨୨ | ଘରବାରି | ୦.୦୪ | ୦.୦୪ | ଡମୁ ପରଜା, ପିତା/ସ୍ୱାମୀ- ପୁରୁ ପରଜା, ଜାତି- ପରଜା |
| ବାଙ୍କବିଜା | ଗ୍ରାମାଞ୍ଚଳ | ୪୭/୩୬୨ | ୧୬୯/୬୨୭ | ଘରବାରି | ୦.୦୪ | ୦.୦୧ | ବ ୁ ଦ ୁ ହରିଜନ, ପିତା/ସ୍ୱାମୀ-ରାମ ହରିଜନ, ଜାତି- ଡମ୍ବ |
| ବାଙ୍କବିଜା | ଗ୍ରାମାଞ୍ଚଳ | ୪୭/୩୬୫ | ୧୬୯/୬୩୦ | ଘରବାରି | ୦.୦୪ | ୦.୦୪ | ।ମ ହରିଜନ, ପିତା/ସ୍ୱାମୀ-ଗୋରା ହରିଜନ, ଜାତି- ଡମ୍ବ |
| ବାଙ୍କବିଜା | ଗ୍ରାମାଞ୍ଚଳ | ୪୭/୩୭୧ | ୧୬୯/୬୩୪ | ଘରବାରି | ୦.୦୪ | ୦.୦୪ | ଗୋପୀ ହରିଜନ, ପିତା/ସ୍ୱାମୀ- ରାମ ହରିଜନ, ଜାତି-ଡମ୍ବ |
| ବାଙ୍କବିଜା | ଗ୍ରାମାଞ୍ଚଳ | ୪୭/୫୨ | ୧୫୫ | ଡଙ୍ଗର-୨ | ୧.୭୮ | ୧.୪୬ | , /- , - , ଗ୍ରାମ- ଘୁମର, |
| ବାଙ୍କବିଜା | ଗ୍ରାମାଞ୍ଚଳ | ୪୭/୫୬୯ | ୧୬୯/୭୯୮ | ଘରବାରି | ୦.୦୨ | ୦.୦୨ | ମହମ୍ମଦ ଫାରୁକ, ପ ି ତା/ସ୍ୱାମୀ- ଅବଦୁଲ କରିମ, ଜାତି-ମୁସଲିମ |
| ବାଙ୍କବିଜା | ଗ୍ରାମାଞ୍ଚଳ | ୫୨ | ୧୫୯ | ଧାନ-୩ | ୦.୭ | ୦.୬୩ | ପଦୁ ଚାଲାଣ, ମୁଣ୍ଡରା ଚାଲାଣ, ପ ିତା/ସ୍ୱାମୀ-ମଙ୍ଗଳା ଚାଲାଣ, ବାଣ ୁଚାଲାଣ, ଜାତି- ପରଜା |
| ୧୬୦ | ଧାନ-୨ | ୦.୫୩ | ୦.୧୮ | ||||
| ମୋଟ | ୪୮.୪୩ | ୧୦.୭୫ ଏକର |
ରାଜ୍ୟପାଳଙ୍କ ଆଦେଶକ୍ରମେ ପ୍ରଭାତ କୁମାର ପରିଡ଼ା ଉପ-ଜିଲ୍ଲାପାଳ, ଜୟପୁର
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1092—173+0