The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 1878 CUTTACK, THURSDAY, OCTOBER 3, 2024/ASWINA 11, 1946
ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
ଘୋଷଣା
ତାରିଖ ୨୩ ସେପେମ୍ବର ୨୦୨୪
ସଂଖ୍ୟା 757—ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ (RFCTLA R & R Act, 2013)ର ଧାରା ୧୯ ର ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନର ଧାରା ୧୫ (୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨ (୧) ପ୍ରକାରେ ପ୍ରତୀତ ହେଉଅଛି ଯେ, ମୌଜା କନ୍ୟାବେଡା, ଥାନା ଅନୁଗୋଳ, ତହସିଲ ବଅଁରପାଳ, ଜିଲ୍ଲା ଅନୁଗୋଳରେ ନିମ୍ନସୂଚିତ "କ'' ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା ତାଳଚେର- ସମ୍ବଲପୁର ଦୋହରି ରେଳପଥ ନିର୍ମାଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।
| ଗ୍ରାମର ନାମ | ଗ୍ରାମାଞ୍ଚଳ/ ସହରାଞ୍ଚଳ | ଖାତା ନଂ. | ପ୍ଲଟ ନଂ. | କିସମ | ପ୍ଲଟର ମୋଟ ରକବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତଙ୍କ ନାମ |
| (୧) | (୨) | (୩) | (୪) | (୫) | (୬) | (୭) | (୮) |
| କନ୍ୟାବେଡା | ଗ୍ରାମାଞ୍ଚଳ | ଏଥିସହିତ ସଂଲଗ୍ନ | ଏଥିସହିତ ସଂଲଗ୍ନ | ଏଥିସହିତ ସଂଲଗ୍ନ | ଏଥିସହିତ ସଂଲଗ୍ନ | ଏ୦.୫୯୦ | ଏଥିସହିତ ସଂଲଗ୍ନ |
ତଫସିଲ-"ଖ''
(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)
| ଗ୍ରାମର ନାମ | ଗ୍ରାମାଞ୍ଚଳ/ ସହରାଞ୍ଚଳ | ଖାତା ନଂ. | ପ୍ଲଟ ନଂ. | କିସମ | ପ୍ଲଟର ମୋଟ ରକବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତଙ୍କ ନାମ |
| (୧) | (୨) | (୩) | (୪) | (୫) | (୬) | (୭) | (୮) |
| କନ୍ୟାବେଡା | ଗ୍ରାମାଞ୍ଚଳ | ||||||
| ପ୍ରଯୁଜ୍ୟ ନୁହେଁ |
ଅଧିସୂଚନାର ବୈଧ ତାରିଖ ୨୩-୧୧-୨୦୨୪
ଭୂମି ଅନୁସୂଚୀ
ମୌଜା : କନ୍ୟାବେଡା ତହସିଲ ବଅଁରପାଳ ଥାନା ଅନୁଗୁଳ ଜିଲ୍ଲା ଅନୁଗୋଳରେ
ସମ୍ବଲପୁର- ତାଳଚେର ଦୋହରା ରେଳପଥ ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ
କ୍ର.ନ. ଖାତା ପ୍ରଜାମାନଙ୍କର ନାମ ଓ ବାସସ୍ଥାନ ପ୍ଲଟ କିସମ ମୋଟ ଅଧିକୃତ ନମ୍ବର
ନମ୍ବର ରକବା ରକବା (୧) (୨) (୩) (୪) (୫) (୬) (୭) ୧ ୨୧ କଲ୍ୟାଣ ଦଳେଇ, ପି. ବନମାଳୀ ଦଳେଇ, ପୁରନ୍ଦର
ଦଳେଇ, ପି. ଗଦା ଦଳେଇ, ଶଦ୍ଦ ଦଳେଇ, ସ୍ୱା.
ଲକ୍ଷ୍ମୀଧର ଦଳେଇ, ମନୋଜ କୁମାର ଦଳେଇ,
ସରୋଜ କୁମାର ଦଳେଇ, ପି. ନିତ୍ୟାନନ୍ଦ ଦଳେଇ,
ଗେଲି ଦଳେଇ, ସ୍ୱା. ମିଛୁ ଦଳେଇ,
ପାନ ଦଳେଇ, ସ୍ୱା. ଚୈତନ୍ୟ ଦଳେଇ, ୭୭୦ ପତିତ ୦.୦୫୦ ୦.୦୫୦ ଜା. କେଉଟ, ଫକିର ସାହୁ, ସୁରିଆ
ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ରାଧାନାଥ ସାହୁ,
ପି. ବିକା ସାହୁ, ଜା. ଚଷା, ଏକାଦଶିଆ
ବେହେରା, ପି. ଅରକ୍ଷିତ ବେହେରା, ଜା. ଚମାର,
ଲମ୍ବୋଦର ସାହୁ, ପି. ବା।ନିଧି ସାହୁ, ଜା. ତେଲି
ବା. ନିଜଗାଁ ।
୨ ୬୭ ଜୟକୃଷ୍ଣ ସାହୁ, ପି. ନିଳାଦ୍ରୀ ସାହୁ, ଆଶାଲତା ୭୧୦ ଚକ ୦.୧୧୦ ୦.୦୨୦ ସାହୁ, ସ୍ୱା. ନିଳାଦ୍ରୀ ସାହୁ, ଜା. ଚଷା, ବା. ନିଜଗାଁ । ୭୧୧ ଚକ ୦.୩୯୦ ୦.୦୧୦ ୩ ୭୧ ଝାରୁ ଦଳେଇ, ପି. ଆନନ୍ଦ ଦଳେଇ, ଜା. କେଉଟ, ୭୬୯ ପତିତ ୦.୨୨୦ ୦.୧୮୦ ବା. ନିଜଗାଁ ।
3୪ ୧୦୬ ପ୍ରହଲ୍ଲାଦ ସାହୁ, ସଦାନନ୍ଦ ସାହୁ, ପି. ବୈରାଗି ସାହୁ, ୭୧୬ ଚକ ୦.୭୭୦ ୦.୨୨୦ ଜା. ତେଲି,ବା. ନିଜଗାଁ ।
୫ ୧୧୪ ପ୍ରାଣବନ୍ଧୁ ଦାଶ, ପି. ମଦନ ଦାଶ, ଜା. ବ୍ରାହ୍ମଣ ୭୭୧ ପତିତ ୦.୦୬୦ ୦.୦୫୦ ବା. ନିଜଗାଁ ।
୬ ୧୧୮ ପିଞ୍ଜ ସାହୁ, ପି. କୁହଁ। ସାହୁ, ତନୁ ସାହୁ, ସ୍ୱା. କୁହଁ। ସାହୁ, ୭୧୭ ଚକ ୦.୩୩୦ ୦.୦୬୦ ଭଗବାନ ସାହୁ, ପି. ବିଷ୍ଣ ସାହୁ, ରବି ସାହୁ,
ପି. ଗୋବର୍ନ୍ଧନ ସାହୁ, ଜା. ଚଷା, ବା. ନିଜଗାଁ ।
ମୋଟ ୦.୫୯୦
ରାଜ୍ୟପାଳଙ୍କ ଆଦେଶକ୍ରମେ ଅଦ୍ଦାଲ ଏମ. ଅଖତର ଜିଲ୍ଲାପାଳ, ଅନୁଗୋଳ
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz.1118(cid:151)173+9
- ର ଧାରା ୧୧ (୧) ଅନୁଯାୟୀ ବିଜ୍ଞପ୍ତି ସଂଖ୍ୟା ୮୮୪, ତା ୨୪- ୧୧- ୨୦୨୩ ରିଖରେ ପ୍ରକାଶିତ ହୋଇଅଛି । ପୁନଶ୍ଚ ଏହା ଘୋଷଣା କରାଯାଉଅଛି ଯେ ମୌଜା କନ୍ୟାବେଡା, ଥାନା ଅନୁଗୋଳ, ତହସିଲ ବଅଁରପାଳ, ଜିଲ୍ଲା ଅନୁଗୋଳ ନିମନ୍ତେ, କୌଣସି ବିସ୍ଥାପିତ ପରିବାର ନଥିବାରୁ ପୁନର୍ବାସ ଓ ଥଇଥାନ ନିମିତ୍ତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହଁ । ଉକ୍ତ ପ୍ରକଳ୍ପ ନିମନ୍ତେ ଅଧିଗ୍ରହଣ ହେବାକୁଥିବା ଭୂମିର ନକ୍ସା ଓ ଭୂମି ଅନୁସୂଚୀ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ, ତାଳଚେର-ସମ୍ବଲପୁର ରେଳପଥ, ସମ୍ବଲପୁରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସମାନଙ୍କରେ ଦେଖିବାକୁ ମିଳିପାରିବ । ତଫସିଲ-"କ'' (ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ) ଉକ୍ତ ଅଧିସୂଚୀତ ଜମି ରକବା ମଧ୍ୟରୁ ଏ.୦.୦୦୦ ସଂରକ୍ଷିତ ସରକାରୀ ଜମି ପ୍ରତିବଦଳ ପାଇଁ ଉଦ୍ଦି । ↩