The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 1920 CUTTACK, MONDAY, OCTOBER 14, 2024/ASWINA 22, 1946
କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
ଘୋଷଣା
ତା ୨୯-୦୬-୨୦୨୪ ରିଖ
ନଥି ସଂ. ୨୮୧(cid:650)IX(E)-05/2024(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ଧାରା ୧୯(୧) ଅଧିନିୟମ ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ , ମୌଜା- ରିମୁଳି ଥାନା- ଚମ୍ପୁଆ, ତହସିଲ- ଚମ୍ପୁଆ, ଜିଲ୍ଲା-କେନ୍ଦୁଝର ରେ ନିମ୍ନ ସୂଚୀତ କ ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା- ବି. କରିଆ- ରିମୁଳି ରାସ୍ତାରେ ଅରଡେଇ ନଦୀ ଉପରେ ଏଚ୍.ଏଲ ପୋଲ ନିର୍ମାଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।
ଏହି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିପ୍ତି ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ- ୧୧(୧) ଅନୁଯାୟୀ ବିପ୍ତି ସଂଖ୍ୟା-୩୬୬ତା-୨୨-୦୮-୨୦୨୩ ରିଖରେ ପ୍ରକାଶିତ ହୋଇଅଛି ।
ପୁନ ଏହା ଘୋଷଣା କରାଯାଉଅଛି ଯେ ମୌଜା- ରିମୁଳି, ଥାନା- ଚମ୍ପୁଆ, ଜିଲ୍ଲା- କେନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ ନିମିତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହିଁ । ଅନୁମୋଦିତ ପୁନର୍ବାସ ଓ ଥଇଥାନ2 ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ୍ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝର ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।
ତଫସିଲ-କ
(ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ)
ଜିଲ୍ଲା- କେନ୍ଦୁଝର ତହସିଲ- ଚମ୍ପୁଆ
| ଗ୍ରାମର ନାମ | ଗ୍ରାମାଚଂଳ /ସହରାଚଂଳ | ଖାତା ନଂ | ପ ଟ ନଂ ୍ଲ | କ ି ସମ | ପ ୍ଲ ଟର ମୋଟ ରକବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ର ମ ି ଳ ୁ ି | ଗ୍ରାମାଚଂଳ | ସଂଲଗ୍ନ | ସଂଲଗ୍ନ | ସଂଲଗ୍ନ | ଏ୨.୯୯ | ଏ୦.୨୨୪ | ସଂଲଗ୍ନ |
ତଫସିଲ-ଖ
(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)
ଜିଲ୍ଲା- କେନ୍ଦୁଝର ତହସିଲ- ଚମ୍ପୁଆ
| ଗ୍ରାମର ନାମ | ଗ୍ରାମାଚଂଳ /ସହରାଚଂଳ | ଖାତା ନଂ | ପ ଟ ନଂ ୍ଲ | କ ି ସମ | ପ ୍ଲ ଟର ମୋଟ ରକବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ପ ଯ ୍ର ଜ୍ୟ ନୁହେଁ ୁ |
ଅଧିସୂଚନାର ବୈୖଧ ତାରିଖ- ୨୮-୦୮-୨୦୨୩3
ଭୂମି ଅନୁସୂଚୀ
ପ୍ରକଳ୍ପ ର ନାମ- ବି. କରିଆ- ରିମୁଳି ରାସ୍ତାରେ ଅରଡେଇ ନଦୀ ଉପରେ ଏଚ୍.ଏଲ ପୋଲ ନିର୍ମାଣ ମୌଜା-ରିମୁଳି ଥାନା ନଂ-୧୦୫ ଥାନା-ଚମ୍ପୁଆ ତହସିଲ ନଂ-୦୩ ତହସିଲ- ଚମ୍ପୁଆ ଜିଲ୍ଲା-କେନ୍ଦୁଝର
| କ ମିକ ୍ର ନଂ | ଖତିଆନ ନଂ | ପ୍ରଜାର ନାମ ଓ ଠିକଣା | ପ୍ଲଟ ନଂ | କିସମ | ମୋଟ ରକବା | ଅର୍ଜନ ରକବା | ମନ୍ତବ୍ୟ |
| ୧ | ୧୬୧ | ଦୁଃଖବନ୍ଧୁ ପାତ୍ର, ଅନି ପାତ୍ର, ବାସୁମତି ପାତ୍ର, ସାବିତ୍ରୀ ପାତ୍ର, କସ୍ତୁରି ପାତ୍ର ପି-ବୁଧୁ ପାତ୍ର, ଟିକିଲି ପାତ୍ର ସ୍ୱା- ବୁଧୁ ପାତ୍ର ଜା-ପାଣ,ବା- ନ ି ଜଗଁା | ୨୮୨୦ | ବିଆଳି | ୧.୨୨ | ୦.୦୨୪ | |
| ୨ | ୨୬୬ | ବିରଂଚି ନାରାୟଣ ବେହେରା, ପି-କାଙ୍ଗାଳି ବେହେରା, ସାର ବେହେରା ,ସ୍ୱା- କାଙ୍ଗାଳି ବେହେରା ଜା-ଧୋବା ବା- ନିଜଗଁା । | ୨୮୧୮ | ଶାରଦ- ୨ | ୦.୪୨ | ୦.୧୦ | |
| ୩ | ୫୨୪/ ୬୮ | ଦୁଷ୍ମନ୍ତ ଦେହୁରି, ଦୁର୍ଯ୍ୟୋଧନ ଦେହୁରି ପି- ମାୟାଧର ଦେହୁରି ଭ କାରି ଦେହୁରି ପି- ି ବୈୖକୁଣ୍ଠନାଥ ଦେହୁରି ଜା-ଭୂୟାଁ, ବା-ନିଜଗଁା, ବି.କେ.ନଂ-୮୯/ସ୍ନ- ୧୯୮୫-୮୬ ମସିହା ଆଦେଶ ମତେ | ୨୮୨୨ | ଶାରଦ- ୩ | ୦.୮୬ | ୦.୦୮ | |
| ୪ | ୫୨୪/ ୭୨ | କାଠିଆ ଦେହୁରି,ସନାତନ ଦେହୁରି,କହ୍ନେଇ ଦେହୁରି,ପି- ଜଗନ୍ନାଥ ଦେହୁରି, ଜା-ଭୁୟାଁ, ବା- ନିଜଗଁା ,ବି.କେ. ନଂ- ୮୮/ସ୍ନ ୧୯୮୫-୮୬ ମସିହା ଆଦେଶ ମତେ । | ୨୮୨୧ | ଶାରଦ- ୩ | ୦.୧୪ | ୦.୦୧ | |
| ୫ | ୫୬ | କ ଶ ଟାଙ୍ଗଣିଆ,ପି-ଜଗ ୁ ଟାଙ୍ଗଣିଆ, ଜା-ସାଉଁନ୍ତି ବା-ନିଜଗଁା | ୨୮୨୩ | ତଇଳା- ୧ | ୦.୩୫ | ୦.୦୧ | |
| ମୋଟ | ୨.୯୯ | ୦.୨୨୪ |
ରାଜ୍ୟପାଳଙ୍କ ଆଦେଶକ୍ରମେ ଶ୍ରୀ ବିଶାଲ ସିଂହ ଜିଲ୍ଲାପାଳ, କେନ୍ଦୁଝର
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1160—173+9
- ର ଧାରା ↩