Servants of Knowledge
Odisha Gazette · Government of Odisha

Odisha Gazette, No. 1921, 14 October 2024

Published 14 October 2024

Department
Revenue & Disaster Management
Type
Extraordinary
Gazette no.
1921
Notification no.
407
Notification Date
26-09-2024
Identifier
in.gazette.odisha_govpress.2024-10-14.Extraordinary_1921
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 1921 CUTTACK, MONDAY, OCTOBER 14, 2024/ASWINA 22, 1946

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଘୋଷଣା

ତା ୨୬-୦୯-୨୦୨୪ ରିଖ

ନଥି ସଂ. ୪୦୭(cid:650)IX(E)-03/2024(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ଧାରା ୧୯(୧) ଅଧିନିୟମ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ , ମୌଜା- ଗହ୍ମାରିଆ ଥାନା- ସଦର, ତହସିଲ- ସଦର, ଜିଲ୍ଲା-କେନ୍ଦୁଝର ରେ ନିମ୍ନ ସୂଚୀତ କ ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା- କଚେରୀ ଛକ- ବୋଦାପଳସା ରାସ୍ତାରେ ଅରଡେଇ ନଦୀ ଉପରେ ପୋଲ ନିର୍ମାଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।

ଏହି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିପ୍ତି ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ- ୧୧(୧) ଅନୁଯାୟୀ ବିପ୍ତି ସଂଖ୍ୟା-୧୭୬ ତା-୦୬-୦୫-୨୦୨୪ ରିଖରେ ପ୍ରକାଶିତ ହୋଇଅଛି ।

ପୁନ ଏହା ଘୋଷଣା କରାଯାଉଅଛି ଯେ ମୌଜା- ଗହ୍ମାରିଆ ଥାନା- ସଦର, ତହସିଲ- ସଦର, ଜିଲ୍ଲା-କେନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ ନିମିତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହିଁ । ଅନୁମୋଦିତ ପୁନର୍ବାସ ଓ2 ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ୍ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।

ତଫସିଲ-କ

(ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ)

ଜିଲ୍ଲା- କେନ୍ଦୁଝର ତହସିଲ- ସଦର

ଗ୍ରାମର ନାମ ଗ୍ରାମାଚଂଳ /ସହରାଚଂଳ ଖାତା ନଂ ପ ଟ ନଂ ୍ଲ କ ି ସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ଗହ୍ମାରିଆ ସହରାଚଂଳ ସଂଲଗ୍ନ ସଂଲଗ୍ନ ସଂଲଗ୍ନ ଏ୦.୦୭୦ ଏ ୦.୦୪୦ ସଂଲଗ୍ନ

ତଫସିଲ-ଖ

(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)

ଜିଲ୍ଲା- କେନ୍ଦୁଝର ତହସିଲ- ସଦର

ଗ୍ରାମର ନାମ ଗ୍ରାମାଚଂଳ /ସହରାଚଂଳ ଖାତା ନଂ ପ ଟ ନଂ ୍ଲ କ ି ସମ ପ ୍ଲ ଟର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ ଯ ୍ର ଜ୍ୟ ନୁହେଁ ୁ

ଅଧିସୂଚନାର ବୈୖଧ ତାରିଖ- ୧୭.୦୫.୨୦୨୪3

ଭୂମି ଅନୁସୁଚୀ

ପ୍ରକଳ୍ପ ର ନାମ – କଚେରୀ ଛକ- ବୋଦାପଳସା ରାସ୍ତାରେ ଅରଡେଇ ନଦୀ ଉପରେ ପୋଲ ନିର୍ମାଣ

ଥାନା ନଂ- ୧୪୮

ମୌଜା- ଗହ୍ମାରିଆ

ଥାନା- ସଦର

ତହସିଲ- ସଦର

ଜିଲ୍ଲା- କେନ୍ଦୁଝର

କ ମିକ ୍ର ନଂ ଖତିଆନ ନଂ ପ ଜାର ନାମ ଓ ୍ର ଠ କଣା ି ପ ଟ ୍ଲ ନଂ କ ି ସମ ମୋଟ ରକବା ଅର୍ଜନ ରକବା ମନ୍ତବ୍ୟ
୧ ୧୨୭ ମାୟାଧର ପାତ୍ର, ପ -ଗଲୁ ପାତ୍ର ି ଜା-ପାଣ ବା- ନିଜଗଁା ୩୬୧ ଶାରଦ ତିନି ୦.୦୭୦ ୦.୦୪୦
ମୋଟ ୦.୦୭୦ ୦.୦୪୦

ରାଜ୍ୟପାଳଙ୍କ ଆଦେଶକ୍ରମେ ଶ୍ରୀ ବିଶାଲ ସିଂହ ଜିଲ୍ଲାପାଳ, କେନ୍ଦୁଝର

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1161—173+9


  1. ର ଧାରା ↩
Cite this issue. Odisha Gazette, Government of Odisha, 14 October 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-10-14.Extraordinary_1921/. Archive identifier in.gazette.odisha_govpress.2024-10-14.Extraordinary_1921.