The Odisha G a z e t t e
EXTRAORDINARY
PUBLISHED BY AUTHORITY
No. 1922 CUTTACK, MONDAY, OCTOBER 14, 2024/ASWINA 22, 1946
କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ
ଘୋଷଣା
ତା ୨୬-୦୯-୨୦୨୪ ରିଖ
ନଥି ସଂ. ୪୧୩(cid:650)IX(E)-03/2024(cid:650)ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ, ୨୦୧୩ (RFCTLAR & R Act 2013) ର ଧାରା ୧୯(୧) ଅଧିନିୟମ୧ ଅନୁଯାୟୀ ଏହି ଘୋଷଣାନାମା ଦିଆଯାଉଅଛି ଯେ ଉକ୍ତ ଆଇନ ର ଧାରା ୧୫(୨) ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ ରିପୋର୍ଟକୁ ବିବେଚନା କରି ରାଜ୍ୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାରେ ପ୍ରତୀତ ହେଉଅଛି ଯେ , ମୌଜା-ବୋଦାପଳସା ଥାନା- ସଦର, ତହସିଲ- ସଦର, ଜିଲ୍ଲା-କେନ୍ଦୁଝର ରେ ନିମ୍ନ ସୂଚୀତ କ ତଫସିଲ ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଯଥା- କଚେରୀ ଛକ- ବୋଦାପଳସା ରାସ୍ତାରେ ଅରଡେଇ ନଦୀ ଉପରେ ପୋଲ ନିର୍ମାଣ ନିମନ୍ତେ ଭୂମି ଅଧିଗ୍ରହଣ ଆବଶ୍ୟକ ହେଉଅଛି ।
ଏହି ଭୂମି ଅଧିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିପ୍ତି ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ- ଧାରା ୧୧(୧) ଅନୁଯାୟୀ ବିପ୍ତି ସଂଖ୍ୟା-୧୮୩ ତା-୦୬-୦୫-୨୦୨୪ ରିଖରେ ପ୍ରକାଶିତ ହୋଇଅଛି ।
ପୁନ ଏହା ଘୋଷଣା କରାଯାଉଅଛି ଯେ ମୌଜା- ବୋଦାପଳସା ଥାନା- ସଦର, ତହସିଲ- ସଦର, ଜିଲ୍ଲା-କେନ୍ଦୁଝର ରେ କୌଣସି ବିସ୍ଥାପିତ ପରିବାର ନ ଥିବାରୁ ପୁନର୍ବାସ ଓ ଥଇଥାନ ନିମିତ କୌଣସି ଜମି ଚିହ୍ନଟ ଓ ପୁନର୍ବାସ ଓ ଥଇଥାନ ଯୋଜନା ରୂପରେଖର ସାରମର୍ମ ସଂଲଗ୍ନ କରାଯାଇନାହିଁ ।
ଅନୁମୋଦିତ ପୁନର୍ବାସ ଓ ଥଇଥାନ ଯୋଜନା ଜିଲ୍ଲାପାଳ ଏବଂ ପୁନର୍ବାସ ଓ ଥଇଥାନ ପ୍ରଶାସନ କରାଯାଇଅଛି । ପୁନର୍ବାସ ଓ ଥଇଥାନ ଯୋଜନାର ଭୂମି ନକ୍ସା ଜିଲ୍ଲାପାଳ କେନ୍ଦୁଝରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ଦିବସ ମାନଙ୍କରେ ଦେଖିବାକୁ ମିଳିପାରିବ ।
2ତଫସିଲ-କ
(ପ୍ରସ୍ତାବିତ ଭୂମି ଅଧିଗ୍ରହଣ ଅନୁସୂଚୀ)
ଜିଲ୍ଲା- କେନ୍ଦୁଝର ତହସିଲ- ସଦର
| ଗ୍ରାମର ନାମ | ଗ୍ରାମାଚଂଳ /ସହରାଚଂଳ | ଖାତା ନଂ | ପ୍ଲଟ ନଂ | କିସମ | ପ୍ଲଟର ମୋଟ ରକବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ବୋଦାପଳସା | ଗ୍ରାମାଚଂଳ | ସଂଲଗ୍ନ | ସଂଲଗ୍ନ | ସଂଲଗ୍ନ | ଏ୦.୩୮ | ଏ ୦.୦୬ | ସଂଲଗ୍ନ |
ତଫସିଲ-ଖ
(ପୁନର୍ବାସ ନିମିତ ଚିହ୍ନଟ ଭୂମି ଅନୁସୂଚୀ)
ଜିଲ୍ଲା- କେନ୍ଦୁଝର ତହସିଲ- ସଦର
| ଗ୍ରାମର ନାମ | ଗ୍ରାମାଚଂଳ /ସହରାଚଂଳ | ଖାତା ନଂ | ପ୍ଲଟ ନଂ | କିସମ | ପ୍ଲଟର ମୋଟ ରକବା | ଅଧିଗ୍ରହଣ ହେବାକୁ ଥିବା ଜମିର ରକବା | ରୟତଙ୍କ ନାମ |
| ୧ | ୨ | ୩ | ୪ | ୫ | ୬ | ୭ | ୮ |
| ପ ୍ର ଯ ୁ ଜ୍ୟ ନୁହେଁ |
ଅଧିସୂଚନାର ବୈୖଧ ତାରିଖ- ୧୭.୦୫.୨୦୨୪3
ଭୂମି ଅନୁସୁଚୀ
ପ୍ରକଳ୍ପର ନାମ - କଚେରୀ ଛକ- ବୋଦାପଳସା ରାସ୍ତାରେ ଅରଡେଇ ନଦୀ ଉପରେ ପୋଲ ନିର୍ମାଣ । ମୌଜା -ବୋଦାପଳଶା
ଥାନା - କେନ୍ଦୁଝର ସଦର
ତହସିଲ - କେନ୍ଦୁଝର ସଦର
ଜିଲ୍ଲା - କେନ୍ଦୁଝର
| କ୍ରମିକ ନଂ | ଖତିୟାନ ନଂ | ପ ଜାର ନାମ ଓ ଠିକଣା ୍ର | ପ ଟ ନଂ ୍ଲ | କିସମ | ମୋଟ ରକବା (ଏକର) | ଅର୍ଜନ ରକବା | ମନ୍ତବ୍ୟ |
| ୧ | ୨୪୪/ ୩୩୫ | ସନାତନ ଦାସ, ପି- ଦାମୋଦର ଦାସ, ଜା- ଗୋପାଳ, ବା-ନିଜଗଁା । | ୫୭୮ | ଶାରଦ ତିନି | ୦.୩୮ | ୦.୦୬୦ | |
| ମୋଟ - | ୦.୩୮ | ୦.୦୬୦ |
ରାଜ୍ୟପାଳଙ୍କ ଆଦେଶକ୍ରମେ ଶ୍ରୀ ବିଶାଲ ସିଂହ ଜିଲ୍ଲାପାଳ, କେନ୍ଦୁଝର
Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1162—173+9
- ର କାର୍ଯ୍ୟାଳୟରେ ଉପଲ ଅଟେ । ଏହା ମଧ୍ୟ ଜିଲ୍ଲା ଓ୍ୱେବସାଇଟ www.kendujhar.nic.in ରେ ଏବଂ ରାଜ୍ୟ ସରକାରଙ୍କ ଓ୍ୱେବସାଇଟ www.revenueodisha.gov.in ରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଅପଲୋଡ୍ ↩