Servants of Knowledge
Odisha Gazette · Government of Odisha

Odisha Gazette, No. 2022, 01 November 2024

Published 01 November 2024

Department
Revenue & Disaster Management
Type
Extraordinary
Gazette no.
2022
Notification no.
22718
Notification Date
12-07-2024
Identifier
in.gazette.odisha_govpress.2024-11-01.Extraordinary_2022
Languages
English, Odia
Published at
Original source ↗

click here for IIIF manifest

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 2022 CUTTACK, FRIDAY, NOVEMBER 1, 2024/KARTIKA 10, 1946

ରାଜସ୍ୱ ଓ ୍ୱିପଥଯୟୟ ପରିଚାଳନା ୍ୱିଭାଗ

ଅଧିସୂଚନା

No. 22718--RDM-LAA-MBJ-0019/2024-R&DM, Dated 12-07-2024

ଯଦ୍ଧଯଦ୍ଧତୁ ଓଡିା ସରକାରଙ୍କୁ ପ୍ରତୀତ ଯଦ୍ଧଉଅଛି କି ଏକ ସାଥ୍ୱଜନୀନ ଉଯଦ୍ଧୟଯର ଅଥ୍ୱାତ ମୟୂରଭଞ୍ଜ ଜିଲ୍ଲାର ସୁଥଣ୍ଣ୍ୱଯରା ଜଳଯସଚନ ପ୍ରକଳପର ରଘୁପୁର ଡିଷ୍ଟୀଥୁୟଟାରୀ ମାଇରେ ଓ ନୁଦ୍ଧୁରୁ ଦା ସବ- ମାଇରେ ନଂ-୧ ନିମ୍ୱାଣ ନିମଯଦ୍ଧ ସରକାର ସରକାରୀ ଥୟୟଯର ଯମୗଜା- ଛେିପୁରିଆ(ଅତିରିକ୍ତ), ଥାନା- ବ ୈଶିଙ୍ଗା ନଂ. ୧୩୩, ତଦ୍ଧସିଲ- ଯଥତଟେୀ, ଜିଲ୍ଲା- ମୟୁରଭଞ୍ଜ ଯର ନିମନ ତଫସିଲ ମଯତ ପ୍ରାୟ ଏ. ୦.୦୫ ଭୂ ମି ଅଜ୍ୱନ କରିଥା ଆଥୟକ ଯଦ୍ଧଉଅଛି;

ଯତଣୁ ନୟାଯୟାଚିତ କ୍ଷତିପୂରଣ ଅଧିକାର ଏଥଂ ଭୂ -ଅଜ୍ୱନ, ପୁଥ୍ୱୋସ ଓ ଥଇଥାନ ଯକ୍ଷତ୍ରଯର ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR &R Act, 2013) ର ୧୧(୧) ଧାରା ଯର ଭାରପ୍ରାପ୍ତ ଯଦ୍ଧାଇ ସରକାର ଏତଦ୍ଵାରା ନିମନ ଅନୁସୂଚୀ ଯର ପ୍ରଦତ୍ତ ଜମି ଅଧିଗ୍ରଦ୍ଧଣ ପାଇଁ ପ୍ରାରମ୍ଭିକ ଅଧିସୂଚନା ଜାରି କରାଦ୍ଧାଉଛି ।

ନୟାଯୟାଚିତ କ୍ଷତିପୂରଣ ଅଧିକାର ଏଥଂ ଭୂ -ଅଜ୍ୱନ, ପୁଥ୍ୱୋସ ଓ ଥଇଥାନ ଯକ୍ଷତ୍ରଯର ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୧୧(୧) ର ଥୟଥସ୍ଥା ଅନୁଦ୍ଧାୟୀ ଯଘାଷିତ ଏଦ୍ଧି ପ୍ରାରମ୍ଭିକ ଅଧିସୂଚନାଟି ଏଥି ସଦ୍ଧିତ ସମ୍ପୃକ୍ତ ସମସ୍ତଙ୍କ ପାଇଁ ପ୍ରଦ୍ଧୁଜୟ ଅଯଟ।

ଦ୍ଧଦି ସମ୍ପୃକ୍ତ ଜମିର ଯକୗଣସି ସ୍ୱତ୍ଵାଧିକାରୀ / ଜମି ମାଲିକ ଭୂ ମି ଅଧିଗ୍ରଦ୍ଧଣ ଅଧିସୂଚନା ସମ୍ପକିତ ଅଧିସୂଚୀତ ଜମିର ଉପଯଦ୍ଧାଗିତା, ରକଥା ଏଥଂ ସାଥ୍ୱଜନୀନ ଉଯଦ୍ଧୟର ଔଚିତ୍ୟ ଥିଷୟଯର ଯକୗଣସି ଆପତ୍ତି ଥାଏ, ଯସ ଉକ୍ତ ପ୍ରାରମ୍ଭିକ ଅଧିସୂଚନା ପ୍ରକାରେ ୬୦ ଦିନ ମଧ୍ୟଯର ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟଯର ଲିଖିତ ଆକାରଯର ଅଭିଯଦ୍ଧାଗ କରିପାରିଯଥ ।

2

ପ୍ରକଳପ ସମ୍ବନ୍ଧୀୟ ୍ୱି୍ୱରଣୀ

୧- ସାବଜନୀନ ଉଦ୍ଦଦ୍ଧୟର ସ୍ୱରୁ ପ- ସୁଥଣ୍ଣ୍ୱଯରା ଜଳଯସଚନ ପ୍ରକଳପର ରଘୁପୁର ଡିଷ୍ଟୀଥୁୟଟାରୀ ଓ ନୁଦ୍ଧୁରୁ ଦା ସବ-ମାଇରେ ନଂ-୧ ନିମ୍ୱାଣ ନିମଯଦ୍ଧ ।

୨-ଜମ୍ି ଆ୍ୱୟକ କରୁ ଥି୍ୱା ସଂସ୍ଥାର ନାମ୍- ଅଧିକ୍ଷଣ ଦ୍ଧନ୍ତରୀ, ଯଥୖିଙ୍ଗା ଯକନାଲ ଡିଭିଜନ, ଲକ୍ଷ୍ମୀଯପାଷି, ମୟୂରଭଞ୍ଜ ।

୩-କ୍ଷତିଗ୍ରସ୍ତ ଦ୍ଦଶାକଙ୍କ ୍ୱିସ୍ଥାପନ ଆ୍ୱୟକତାର କାରଣ- - ସାଥ୍ୱଜନୀନ ଉଯଦ୍ଧୟଯର ଜଳଯସଚନ ପ୍ରକଳପ କାଦ୍ଧ୍ୱୟକାରି କରିଥା।

୪- ସାମ୍ାଜିକ ପ୍ରଭା୍ୱ ମ୍ୂ ୟାୟରେ ସାରାଂ- ଉକ୍ତ ପ୍ରକଳପ ପାଇଁ ପ୍ରଦ୍ଧୁଜୟ ନୁଯଦ୍ଧଁ।

୫- ପୁବୋସ ଓ ର୍ର୍ଇାନ ପାଇଁ ନିଥଯୁକ୍ତ ପ୍ରାସକଙ୍କ ୍ୱି୍ୱରଣୀ- ଉପ ଜିଲ୍ଲାପାଳ, ମୟୂରଭଞ୍ଜ ।

୬- ଜମ୍ିର ୍ୱି୍ୱରଣୀ-

ଜିଲ୍ଲା ତହସି ଗ୍ରାମ୍ ଗ୍ରାମ୍ାଞ୍ଚଳ / ସହରାଞ୍ଚଳ ାତା ନଂ ପ ଲଟ ନଂ ପ ଲଟ ର ଦ୍ଦମ୍ାଟ ରକ୍ୱା ଅଧିସୂଚୀତ ଜମ୍ିର ରକ୍ୱା ରୟତ୍ ର ନାମ୍
ମ୍ୟୂରଭଞ୍ଜ ଦ୍ଦ୍ୱତଟେୀ ଛେିପୁରିଆ (ଅତିରିକ୍ତ) ଗ୍ରାମ୍ାଞ୍ଚଳ ଏଥି ସହିତ ସଂ ଗନ ଏଥି ସହିତ ସଂ ଗନ ଏ. ୦.୩୭ ଏ. ୦.୦୫ ଏଥି ସହିତ ସଂ ଗନ

ଉକ୍ତ ଭୂ ମିର ଏକ କ୍ସୋ ଭୂ -ଅଜ୍ୱନ ମଦ୍ଧାମଣ୍ଡଳ ଅଧିକାରୀ, ସୁଥଣ୍ଣ୍ୱଯରା ଜଳଯସଚନ ପ୍ରକଳପ, ଲକ୍ଷ୍ମୀଯପାଷି, ଥାରିପଦା ସ୍ଥିତ ମ୍ୟୂରଭଞ୍ଜଙ୍କ କାଦ୍ଧ୍ୱୟାଳୟଯର କାଦ୍ଧ୍ୱୟ ଦିଥସ ମାଙ୍କେଯର ଯଦଖିଥାକୁ ମିଳିପାରିଥ ।

ୁ କ୍ତ ଯକୗଣସି ଜମିର କ୍ରୟ ଥିକ୍ରୟ, ଦ୍ଧସ୍ତାଦ୍ଧର (ଯଦଣ ଯଣେ) କିମ୍ୱା ଦାୟ ସୃଷ୍ଟି ଉକ୍ତ ଅଧିସୂଚନା ଅଦ୍ଧଭ୍ୱ ମ୍ୟୂରଭଞ୍ଜ ଜିଲ୍ଲାପାଳଙ୍କ ପୂଥ୍ୱାନୁଯମାଦନ ଥିନା କରାଦ୍ଧାଇପାରିଥ ନାଦ୍ଧିଁ ।

3

ରାଜ୍ୟପାଳଙ୍କ ଆଦେଶକ୍ରମେ ନୃସିଂହ ଚରଣ ସ୍ୱାଇଁ ସ୍ୱତନ୍ତ୍ର ଶାସନ ସଚିବ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1262—173+25

Cite this issue. Odisha Gazette, Government of Odisha, 01 November 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-11-01.Extraordinary_2022/. Archive identifier in.gazette.odisha_govpress.2024-11-01.Extraordinary_2022.