Servants of Knowledge
Odisha Gazette · Government of Odisha

Odisha Gazette, No. 2032, 01 November 2024

Published 01 November 2024

Department
Revenue & Disaster Management
Type
Extraordinary
Gazette no.
2032
Notification no.
35066
Notification Date
09-10-2024
Identifier
in.gazette.odisha_govpress.2024-11-01.Extraordinary_2032
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 2032 CUTTACK, FRIDAY, NOVEMBER 1, 2024/KARTIKA 10, 1946

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଅଧ ିସୂଚନା

No. 35066—RDM-LAA-MBJ-0012/2024-R&DM Dated 09-10-2024

ଯର୍ଯଯେତୁ ଓଡିଶା ସରକାରଙ୍କୁ ପ୍ରତୀତ ଯେଉଅଛି କି ଏକ ସାବ୍ଜନୀନ ଉଯେଶୟଯର ଅର୍୍ାତ ମୟୂ ରଭଞ୍ଜ ଜିଲ୍ଲାଯର ସୁବର୍ଣ୍୍ଯରଖା ଜଳଯସଚନ ପ୍ରକଳ୍ପର ଯକଶରୀ ଡିଷ୍ଟ୍ି ିବୁୟଟାରୀ , ମଗୁସିରିଆ ସବ୍-ମାଇନର ନିମ୍ାଣ ନିମଯେ ସରକାରୀ ବୟୟଯର ଯମୌଜା- ମଗୁସିରିଆ, ର୍ାନା- ଯବୈଶିଙ୍ଗା, ନଂ. ୧୯୮, ତେସିଲ- ଯବତନଟୀ, ଜିଲ୍ଲା- ମୟୂ ରଭଞ୍ଜ ଯର ନିମ୍ନ ତଫସିଲ ମଯତ ପ୍ରାୟ ଏ. ୨.୩୧ଭୂ ମି ଅଜ୍ନ କରିବା ଆବଶୟକ ଯେଉଅଛି;

ଯତଣୁ ନୟାଯୟାଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅଜ୍ନ, ପୁନବ୍ାସ ଓ ର୍ଇର୍ାନ ଯକ୍ଷତ୍ରଯର ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR &R Act, 2013) ର ୧୧(୧) ଧାରା ଯର ଭାରପ୍ରାପ୍ତ ଯୋଇ ସରକାର ଏତଦ୍ଵାରା ନିମ୍ନ ଅନୁସୂଚୀ ଯର ପ୍ରଦତ୍ତ ଜମି ଅଧ ିଗ୍ରେଣ ପାଇ ଁ ପ୍ରାରମ୍ଭିକ ଅଧ ିସୂଚନା ଜାରି କରାର୍ଯାଉଛି ।

ନୟାଯୟାଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅଜ୍ନ, ପୁନବ୍ାସ ଓ ର୍ଇର୍ାନ ଯକ୍ଷତ୍ରଯର ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୧୧(୧) ର ବୟବସ୍ଥା ଅନୁର୍ଯାୟୀ ଯ ାଷିତ ଏେି ପ୍ରାରମ୍ଭିକ ଅଧ ିସୂଚନାଟି ଏର୍ ି ସେିତ ସମ୍ପୃକ୍ତ ସମସ୍ତଙ୍କ ପାଇ ଁ ପ୍ରର୍ଯୁଜୟ ଅଯଟ।

ର୍ଯଦି ସମ୍ପୃକ୍ତ ଜମିର ଯକୌଣସି ସ୍ୱତ୍ଵାଧ ିକାରୀ / ଜମି ମାଲିକ ଭୂ ମି ଅଧ ିଗ୍ରେଣ ଅଧ ିସୂଚନା ସମ୍ପକିତ ଅଧ ିସୂଚୀତ ଜମିର ଉପଯର୍ଯାଗିତା, ରକବା ଏବଂ ସାବ୍ଜନୀନ ଉଯେଶୟର ଔଚିତୟ ବିଷୟଯର ଯକୌଣସି ଆପତ୍ତି ର୍ାଏ, ଯସ ଉକ୍ତ ପ୍ରାରମ୍ଭିକ ଅଧ ିସୂଚନା ପ୍ରକାଶନର ୬୦ ଦିନ ମଧ୍ୟଯର ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟଯର ଲିଖ ିତ ଆକାରଯର ଅଭିଯର୍ଯାଗ କରିପାରିଯବ ।

ପ୍ରକଳ୍ପ ସମ୍ବନ୍ଧୀୟ ବିବରଣୀ

୧- ସାବ୍ଜନୀନ ଉଯେଶୟର ସ୍ୱରୁ ପ- ସୁବର୍ଣ୍୍ଯରଖା ଜଳଯସଚନ ପ୍ରକଳ୍ପର ଯକଶରୀ ଡିଷ୍ଟ୍ି ିବୁୟଟାରୀ , ମଗୁସିରିଆ ସବ୍-ମାଇନର ନିମ୍ାଣ ନିମଯେ ।

2

୨- ଜମି ଆବଶୟକ କରୁ ର୍ ିବା ସଂସ୍ଥାର ନାମ- ଅଧ ିକ୍ଷଣ ର୍ଯନ୍ତ୍ରୀ, ଯବୈଶିଙ୍ଗା ଯକନାଲ ଡିଭିଜନ, ଲକ୍ଷ୍ମୀଯପାଷି, ମୟୂ ରଭଞ୍ଜ।

୩-କ୍ଷତିଗ୍ରସ୍ତ ଯଲାକଙ୍କ ବିସ୍ଥାପନ ଆବଶୟକତାର କାରଣ- ସାବ୍ଜନୀନ ଉଯେଶୟଯର ଜଳଯସଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା।

୪- ସାମାଜିକ ପ୍ରଭାବ ମୂଲୟାୟନର ସାରାଂଶ- ଉକ୍ତ ପ୍ରକଳ୍ପ ପାଇ ଁ ପ୍ରର୍ଯୁଜୟ ନୁଯେ ଁ।

୫- ପୁନବ୍ାସ ଓ ର୍ଇର୍ାନ ପାଇ ଁ ନିର୍ଯୁକ୍ତ ପ୍ରଶାସକଙ୍କ ବିବରଣୀ- ଉପ ଜିଲ୍ଲାପାଳ, ବାରିପଦା ।

୬- ଜମିର ବିବରଣୀ-

ଜିଲ୍ଲା ତେସିଲ ଗ୍ରାମ ଗ୍ରାମାଞ୍ଚଳ / ସେରାଞ୍ଚଳ ଖାତା ନଂ ପ୍ଲଟ୍ ନଂ ପ୍ଲଟ୍ ର ଯମାଟ ରକବା ଅଧ ିସୂଚୀତ ଜମିର ରକବା ରୟତ୍ ର ନାମ
ମୟୂ ରଭଞ୍ଜ ଯବତନଟୀ ମଗୁସିରିଆ ଗ୍ରାମାଞ୍ଚଳ ଏର୍ ି ସେିତ ସଂଲଗ୍ନ ଏର୍ ି ସେିତ ସଂଲଗ୍ନ ଏ. ୧୮.୨୦ ଏ. ୨.୩୧ ଏର୍ ି ସେିତ ସଂଲଗ୍ନ

ଉକ୍ତ ଭୂ ମିର ଏକ ନକ୍ସା ଭୂ -ଅଜ୍ନ ମୋମଣ୍ଡଳ ଅଧ ିକାରୀ ନଂ. ୧, ସୁବର୍ଣ୍୍ଯରଖା ଜଳଯସଚନ ପ୍ରକଳ୍ପ, ବାରିପଦା, ମୟୂ ରଭଞ୍ଜଙ୍କ କାର୍ଯ୍ୟାଳୟଯର କାର୍ଯ୍ୟ ଦିବସ ମାନଙ୍କଯର ଯଦଖ ିବାକୁ ମିଳିପାରିବ ।

ଉକ୍ତ ଅଧ ିସୂଚନା ଅେଭ୍

ୁ କ୍ତ ଯକୌଣସି ଜମିର କ୍ରୟ ବିକ୍ରୟ, େସ୍ତାେର (ଯଦଣ ଯନଣ) କିମ୍ବା ଦାୟ ସୃଷ୍ଟ୍ି ମୟୂ ରଭଞ୍ଜ ଜିଲ୍ଲାପାଳଙ୍କ ପୂବ୍ାନୁଯମାଦନ ବିନା କରାର୍ଯାଇପାରିବ ନାେି ଁ ।

ଭୂମି ଅନୁସୂଚୀ

ଭୂଅର୍ଜନ ମାମଲା ସଂଖ୍ୟା- ୧୨୮/୨୦୨୩ ଏ. ୨.୩୧ ଡି.

ସୁର୍ବରେଖା ଜଳସେଚନ ପ୍ରକଳ୍ପର କେଶରୀ ଡିଷ୍ଟ୍ରିବ୍ୟୁଟାରୀ, ମଗୁସିରିଆ ସବ୍-ମାଇନର ନିମନ୍ତେ ମୌଜା- ମଗୁସିରିଆ ଥାନା-ବୈଶିଙ୍ଗା, ନଂ-୧୯୮, ତହସିଲ-ବେତନଟୀ, ଜିଲ୍ଲା-ମୟୂରଭ

ଖାତା ନଂ ଓ ସତ୍ୱ ପ ୍ଲଟ ନଂ ମୋଟ ରକବା ଆକ୍ୟୁଆର ରକବା କିସମ ରୟତଙ୍କ ନାମ, ପିତା, ଜାତି ଓ ବାସସ୍ଥାନ
୧ ୨ ୩ ୪ ୫ ୬
3 399 0.61 0.03 ଶାରଦ ଦୁଇ ଅନନ୍ତ ଗିରି ପି:ରଣଜିତ ଗିରି ଜା: ଗଗାଲା ବା: ନିଜଗ ା
19 33 0.18 0.06 ଶାରଦ ଦୁଇ ଗଙ୍ଗାଧର ମାଝୀ ପି:ଶ୍ରୀମତ୍ ମାଝୀ ଜା: ସାନ୍ତାଳ ବା: ଚାଞ୍ଛପଦା
32 0.10 0.06 ପତିତ
26 393 0.19 0.01 ଶାରଦ ଦୁଇ ଗଗାଲକ ଗିରି, ସାବିତ୍ରୀ ଗିରି ପି: ଗସାମ ନାଥ ଗ ିରି, ଲକ୍ଷ୍ମୀ ଗିରି ସ୍ଵା: ଗସାମ ନାଥ ଗିରି ଜା: ଗଗାଲା ବା: ନିଜଗ ା
28 71 0.37 0.07 ଶାରଦ ଦୁଇ ଚିନ୍ତା ମଣୀ ମହାନ୍ତ ସ୍ଵା:ସହଗଦବ ମହାନ୍ତ ଜା: କୁଡୁ ମି ବା: ନିଜଗ ା
31 54 0.35 0.02 ଶାରଦ ଦୁଇ ଗଚୌଧୁରୀ ମହାନ୍ତ ପି:ଚୁ ନୁକା ମହାନ୍ତ ଜା: କୁଡୁ ମି ବା: ନିଜଗ ା
33 31 2.75 0.18 ଶାରଦ ଦୁଇ ଛାକୁ ମାଝୀ, ବୁଚିଆ ମାଝୀ, ପାଦୁ ମାଝୀ ପି: ସ ିମାଲ ମାଝୀ ଜା: ସାନ୍ତାଳ ବା: ନିଜଗ ା
39 65/581 0.40 0.18 ଶାରଦ ଦୁଇ ଯୁଗଜଷ୍ଟି ର ମହାନ୍ତ ପି:କୃତ୍ତିବାସ ମହାନ୍ତ ଜା: କୁଡୁ ମି ବା: ନିଜଗ ା
53 38 2.25 0.02 ଶାରଦ ଏକ ଧରମୁ ମାଝୀ, ପୁନ୍ତା ମାଝୀ ପି: ସାକିଲା ମାଝୀ, ରାଇମାତ ମାଝୀ ସ୍ଵା: ସାକିଲା ମାଝୀ, ଗମଘ ରାଏ ମାଝୀ ପି: ସଲୁ ମାଝୀ ଜା: ସାନ୍ତାଳ ବା: ନିଜଗ ା
63 70 0.335 0.03 ଶାରଦ ଦୁଇ ନିମାଇ ମହାନ୍ତ, ଭୀମ ମହାନ୍ତ, ଅଜଜ ନ ମହାନ୍ତ, ୁ ମଇନ ମହାନ୍ତ, କାରୀ ମହାନ୍ତ ପି: ଦ ୁଗଯଜୟାଧନ ମହାନ୍ତ ଜା: କୁଡୁ ମି ବା: ନିଜଗ ା
75 46 4.35 0.50 ଶାରଦ ଦୁଇ ପାଇକ ମାଝୀ, ଫାଗୁ ମାଝୀ, ତୁ ଳି ମାଝୀ ପି: ଗେଲା ମାଝୀ ଜା: ସାନ୍ତାଳ ବା: ନିଜଗ ା
43 0.08 0.05 ଜଳାଶୟ ଦୁଇ
94 40 0.29 0.20 ଶାରଦ ଦୁଇ ଭାଗିରଥି ଦାସ ପି:ଗଦବ ଦାସ ଜା: ଗବୈଷ୍ଣବ ବା: ନିଜଗ ା
39 0.03 0.03 ଜଳାଶୟ ଦୁଇ
102 397 0.14 0.08 ଶାରଦ ଦୁଇ ରତି କାନ୍ତ ଗିରି, ସୁଗରନ୍ଦ୍ର ଗିରି ପି: ଫକିର ଗ ିରି ଜା: ଗଗାଲା ବା: ନିଜଗ ା
398 0.17 0.04 ଶାରଦ ଦୁଇ
109 159/605 0.17 0.08 ଶାରଦ ତିନି ଲକ୍ଷଣା ମାଝୀ ପି: ମଙ୍ଗଳା ମାଝୀ, ସୀତା ରାମ ମାଝୀ, କଙ୍କା ମାଝୀ, ମଙ୍ଗଲା ମାଝୀ, ସୁବୁଧା ମାଝୀ ପି: ବାଡୁ ମାଝୀ, ସମାୟ ମାଝୀ, ତାତୁ ମାଝୀ ପି: ଲକ୍ଷ୍ମଣ ମାଝୀ, ବୁଦୁଡ ମାଝୀ ପି: କଗେଇ ମାଝୀ ଜା: ସାନ୍ତାଳ ବା: ନିଜଗ ା
159/607 0.70 0.08 ଶାରଦ ତିନି
159 0.70 0.06 ଶାରଦ ତିନି
121 65/580 0.38 0.06 ଶାରଦ ଦୁଇ ଶ୍ରୀମତୀ ମହାନ୍ତ ସ୍ଵା: ଯୁଗଜଷ୍ଟି ମହାନ୍ତ, ଗବଙ୍ଗ ମହାନ୍ତ ସ୍ଵା: ବିଶନ ମହାନ୍ତ ଜା: କୁଡୁ ମି ବା: ସଇତପୁର
133/4 159/602 0.35 0.04 ଶାରଦ ତିନି ଲ ୁଗୁ ମାଝୀ, ଲକ୍ଷ୍ମଣ ମାଝୀ ପି: ଭୁ ଣ୍ଡା ମାଝୀ ଜା: ସାନ୍ତାଳ ବା: ମୁଗୁସିରିଆ
133/7 159/601 0.35 0.03 ଶାରଦ ତିନି ଗେପା ମାଝୀ, ଓରଫ ଚାନା ମାଝୀ, ପରାନ ମାଝୀ ପି: କନ୍ଦା ମାଝୀ ଜା: ସାନ୍ତାଳ ବା: ଚାଞ୍ଚିପଦା
133/16 46/665 0.31 0.11 ଶାରଦ ଦୁଇ ଗାଲୁରାମ ହ ାସଦା ପି:ଚନ୍ଦ୍ର ଗମାହନ ହ ାସଦା ଜା: ସାନ୍ତାଳ ବା: ଚାଞ୍ଚିପଦା
133/26 40/670 0.17 0.03 ଶାରଦ ଦୁଇ ଜଟିଆ ବିନ୍ଧାଣୀ ପି:ଲାଲଗମାହନ ବିନ୍ଧାଣୀ ଜା: କମାର ବା: ନିଜଗ ା
133/67 69/613 0.32 0.03 ଶାରଦ ଦୁଇ ସାବିତ୍ରୀ ମହାନ୍ତ ସ୍ଵା: ତନୁ ମହାନ୍ତ, ଶ୍ରୀମତୀ ମହାନ୍ତ ସ୍ଵା: ଶରତ ଚନ୍ଦ୍ର ମହାନ୍ତ, ସବଜ ପିତା ଆତ୍ମାରାମ ମହାନ୍ତ ଜା: କୁଡୁ ମି ବା: ନିଜଗ ା
69 0.78 0.02 ଶାରଦ ଦୁଇ
133/75 40/704 0.17 0.02 ଶାରଦ ଦୁଇ ରାଗମଶ୍ବର ମହାନ୍ତ ପି:ଶରାବଣ ମହାନ୍ତ ଜା: କୁଡୁ ମି ବା: ନିଜଗ ା
133/79 65/580/707 0.37 0.06 ଶାରଦ ଦୁଇ ସଗନ୍ତାଷ କୁମାର ମହାନ୍ତ, ମଙ୍ଗୁ ଳୁ ମହାନ୍ତ ପି: ରାଘବ ମହାନ୍ତ ଜା: କୁଡୁ ମି ବା: ମଗୁସିରିଆ
133/91 72 0.15 0.06 ଶାରଦ ଦୁଇ ଲକ୍ଷ୍ମୀଧର ମହାନ୍ତ, ହରିଶ୍ଚନ୍ଦ୍ର ମହାନ୍ତ ପ ି:ଉଗପନ୍ଦ୍ର ମହାନ୍ତ ଜା: କୁଡୁ ମି ବା: ନିଜଗ ା
133/118 70/729 0.17 0.02 ଶାରଦ ଦୁଇ ଦିଲ୍ଲୀପ କୁମାର ମହାନ୍ତ, ନରହରି ମହାନ୍ତ, ହଗରକୃଷ୍ଣ ମହାନ୍ତ ପି:ପ୍ରଭାକର ମହାନ୍ତ ଜା: କୁଡୁ ମି ବା: ମଗୁସିରିଆ
133/120 70/731 0.335 0.04 ଶାରଦ ଦୁଇ ଦିଲ୍ଲିପ କୁମାର ମହାନ୍ତ, ନରହରି ମହାନ୍ତ, ହଗରକୃଷ୍ଣ ମହାନ୍ତ ପି: ପ୍ରଭାକର ମହାନ୍ତ ଜା: କୁଡୁ ମି ବା: ମଗୁସିରିଆ
133/125 30/345 0.18 0.01 ଶାରଦ ଦୁଇ ପୁରସ୍ତମ ମହାନ୍ତ, ଶଙ୍କର ମହାନ୍ତ, ସାବିତ୍ରୀ ମହାନ୍ତ, ଯ ାତ୍ରୀ ମହାନ୍ତ, ପୂର୍ଣ୍ଜମି ମହାନ୍ତ ପି: ପଗରଶ ମହାନ୍ତ, ସଗନ୍ତାଷ ମହାନ୍ତ, ବ୍ରଜଗମାହନ ମହାନ୍ତ ପି: ବନୁ ମହାନ୍ତ, ସୁସ୍ତନୀ ମହାନ୍ତ ସ୍ଵା: ବନୁ ମହାନ୍ତ ଜା: କୁଡୁ ମି ବା: ଫାଲଝରୀ
ମୋଟ ୩୨ ପ୍ଲଟକୁ ଏ. ୧୮.୨୦ ଡେ.ମି. ଏ. ୨.୩୧ ଡେ.ମି.
3 4

ରାଜ୍ୟପାଳଙ୍କ ଆଦେଶକ୍ରମେ ସୁରନ ପ୍ରଧାନ ଅତିରିକ୍ତ ଶାସନ ସଚିବ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1272—173+25

Cite this issue. Odisha Gazette, Government of Odisha, 01 November 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-11-01.Extraordinary_2032/. Archive identifier in.gazette.odisha_govpress.2024-11-01.Extraordinary_2032.