Servants of Knowledge
Odisha Gazette · Government of Odisha

Odisha Gazette, No. 2039, 01 November 2024

Published 01 November 2024

Department
Revenue & Disaster Management
Type
Extraordinary
Gazette no.
2039
Notification no.
31247
Notification Date
11-09-2024
Identifier
in.gazette.odisha_govpress.2024-11-01.Extraordinary_2039
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 2039 CUTTACK, FRIDAY, NOVEMBER 1, 2024/KARTIKA 10, 1946

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଘୋଷଣା

S.R.O. No. 563/2024 Dated 11-09-2024

ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଏବଂ ଭୂ -ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୮, ଅଧିନିୟମ ୨ ଅନୁସାରେ ଯାଜପୁର ଜିଲ୍ଲାର ୦୨ ଗୋଟି ମୌଜାରେ ଏକର ୨.୯୧୭୫ ଜମିରେ ଯାଜପୁର ରେଡ କ୍ରସ ଛକ ଠାରୁ ଟିଭିଏସ ସୋରୁ ମ ଭାୟା ମହାବୀର ଛକ ୦/୦୦୦ କି.ମି. ରୁ ୧/୩୫୦ କି.ମି. ରାସ୍ତା ର ପ୍ରଶସ୍ଥିକରଣ ଓ ଉ୍ନତିକରଣ (ଦୁଇ ମଧ୍ୟବର୍ତ୍ତୀ ପଥ ବିଶିଷ୍ଠ) ନିମନ୍ତେ ଅଧିକ୍ଷଣ ଯନ୍ତ୍ରୀ, ପାଣିକୋଇଲି (ରାସ୍ତା ଓ ଗୃହ) ବିଭାଜନ, ପାଣିକୋଇଲିଙ୍କ ଦ୍ୱାରା ଭୂ ମି ଅଧିଗ୍ରହଣ ଆବଶ୍ୟକ ହେଉଥ ିବାରୁ , ନିମ୍ନ ସୂଚିତ "କ" ତଫସିଲ ଜମି ନିମନ୍ତେ ଜିଲ୍ଲାପାଳ, ଯାଜପୁରଙ୍କ ପ୍ରଦତ୍ତ ରିପୋର୍ଟ ଏବଂ ବିଶେଷଜ୍ଞ ଗୋଷ୍ଠୀ ରିପୋର୍ଟକୁ ତର୍ଜମା କରି ସରକାର ଙ୍କ ଦ୍ୱାରା ନିମ୍ନୋକ୍ତ ନିଷ୍ପତ୍ତି ନିଆଗଲା |

୧. ସର୍ବସାଧାରଣ ଉଦ୍ଦେଶ୍ୟରେ ଚିହ୍ନିତ କରାଯାଇଥ ିବା ପ୍ରସ୍ତାବିତ ଆବଶ୍ୟକ ଜମି ଅଧିଗ୍ରହଣ ବିଧି ସଙ୍ଗତ ଏବଂ ଯଥାର୍ଥ ଅଟେ ।

୨ .ଏହି ପ୍ରକଳ୍ପ ପାଇ ଁ ଆକଳନ କରାଯାଇଥ ିବା ଖର୍ଚ୍ଚ ଠାରୁ ସମ୍ଭାବ୍ୟ ଉପକାର ଓ ସର୍ବସାଧାରଣ ହିତର ମୂଲ୍ୟ ଯଥେଷ୍ଟ ଅଧିକ ଅଟେ ।

୩.ଏହି ପ୍ରକଳ୍ପ ପାଇ ଁ ଆବଶ୍ୟକ ହେଉଥ ିବା ସର୍ବନିମ୍ନ ଜମି ଅଧିଗ୍ରହଣ ପାଇ ଁ ପ୍ରସ୍ତାବ ଦିଆ ଯାଇଅଛି ।

୪ .ପୂର୍ବରୁ ଅଧ ିଗ୍ରହଣ ହୋଇଥ ିବା ବଳକା ଜମି ଅବ୍ୟବହୃତ ହୋଇ ପଡି ରହିନାହି ଁ ।

2

୫ .ଉକ୍ତ ପ୍ରକଳ୍ପ ରେ କୌଣସି ଲୋକ ବିସ୍ଥାପିତ ହେଉନାହାନ୍ତି , ପ୍ରପୀଡିତ ବ୍ୟକ୍ତି ବିଶେଷଙ୍କର ସର୍ବନିମ୍ନ ପ୍ରତିକୂଳ ପ୍ରଭାବ ଓ ଭିତ୍ତିଭୂ ମି ର ପ୍ରୟୋଗ ନିମନ୍ତେ ଧ୍ୟାନ ରଖାଯାଇଅଛି ।

ତଫସିଲ-କ

(ପ୍ରସ୍ତାବିତ ଭୂ ମି ଅଧିଗ୍ରହଣ ଅନୁସୂଚୀ)

ଜିଲ୍ଲା- ଯାଜପୁର

କ୍ରମିକ ନଂ ଗ୍ରାମର ନାମ ତହସିଲ ଖାତା ନଂ ପ୍ଲଟ ନଂ କ ିସମ ପ୍ଲଟ ର ମୋଟ ରକବା ଅଧିଗ୍ରହଣ ହେବାକୁ ଥିବା ଜମିର ରକବା ରୟତ ଙ୍କ ନାମ
୧ ୟ ୁ ନିଟ -୬ ଗୋବିନ୍ଦ ଜୀଉ ନଗର ଯାଜପୁର ଏଥ ି ସହିତ ସଂଲଗ୍ନ ଏଥ ି ସହିତ ସଂଲଗ୍ନ ଏଥ ି ସହିତ ସଂଲଗ୍ନ ଏଥ ି ସହିତ ସଂଲଗ୍ନ ଏ.୧.୮୫୩ ଏଥ ି ସହିତ ସଂଲଗ୍ନ
୨ ୟ ୁ ନିଟ-୭ ଶୀତଳେଶ୍ୱର ଯାଜପୁର ଏଥ ି ସହିତ ସଂଲଗ୍ନ ଏଥ ି ସହିତ ସଂଲଗ୍ନ ଏଥ ି ସହିତ ସଂଲଗ୍ନ ଏଥ ି ସହିତ ସଂଲଗ୍ନ ଏ.୧.୦୬୪୫ ଏଥ ି ସହିତ ସଂଲଗ୍ନ
ମୋଟ ଏ.୨.୯୧୭୫

ଏଥି ସହିତ ଭୂ ମି ଅନୁସୂଚୀ ସଂଲଗ୍ନ କରା ଯାଇଅଛି ।

ଭ ୂ ମି ଅନୁସୂଚୀ
ପ୍ରକଳ୍ପ- ରେଡ କ୍ରଶ ଛକ ଠାରୁ ଟିଭିଏସ ସୋରୁ ମ ଭାୟା ମହାବୀର ଛକ ୦/୦୦୦ କି.ମି. ରୁ ୧/୩୫୦ କି.ମି. ରାସ୍ତାର ପ୍ରଶସ୍ତିକରଣ ଓ ଉ୍ନତିକରଣ (ଦୁଇ ମଧ୍ୟବର୍ତ୍ତୀ ପଥ ବିଶିଷ୍ଟ)
ମୌଜା-ୟୁ ନିଟ-୬ ଗୋବିନ୍ଦଜିଉ ନଗର, ଥାନା ନଂ୨୧୧- ଥାନା/ତହସିଲ/ଜିଲ୍ଲା-ଯାଜପୁର
କ୍ରମିକ ନଂ ଖାତା ନଂ ପ୍ଲଟ ନଂ ମୋଟ ରକବା ଅଧିଗ୍ରହଣ ରକବା କିସମ ପ୍ରଜାଙ୍କ ନାମ
୧ ୨ ୩ ୪ ୫ ୬ ୭
୧ ୩୫୪/୨୧୭ ୨୬ ୦.୦୮୦ ୦.୦୧୫ ଘରବାରି- ୧ ପ୍ରମୋଦ କୁମାର ଦାସ ପ ି:ନରସିଂହ ଚରଣ ଦାସ ଜା: କରଣ ବା: ପଣସା
୨ ୩୫୪/୧ ୨୬/୧୩୪୬ ୦.୦୬୩ ୦.୦୧୦ ଘରବାରି କୃଷ୍ଣଚନ୍ଦ୍ର ମହାନ୍ତି ପ ି:ଦୀନବନ୍ଧୁ ମହାନ୍ତି ଜା: କରଣ ବା: ମାଳଦା ଥା: ଭଣ୍ଡାରୀ ପୋଖରୀ ହା. ସା. ନିଜଗ ଁା
୩ ୧୧୬ ୨୭ ୦.୧୦୦ ୦.୦୧୮ ଘରବାରି- ୧ ନବ କୁମାର ମହାନ୍ତି ପ ି:ରାମଚନ୍ଦ୍ର ମହାନ୍ତି ଜା: କରଣ ବା: ନବାଙ୍ଗ ଥାନା-
୪ ୩୫୪/୧୦୪ ୩୧ ୦.୦୫୮ ୦.୦୦୯ ଘରବାରି- ୧ ମମତା ରାଣୀ ନାୟକ ପ ି:ଆଦିକନ୍ଦ ନାୟକ ଜା: ଖଣ୍ଡାୟତ ବା: ଆନ୍ଦୋଳା
୫ ୩୫୪/୫୫୦ ୩୨ ୦.୦୫୦ ୦.୦୦୮ ଘରବାରି- ୧ ଶିଶିର କୁମାର ରାଉତ ପ ି:ରୁ ଷି ପ୍ରସାଦ ରାଉତ ଜା: ଖଣ୍ଡାୟତ ବା: ଭୀମକରପୁର
୬ ୩୫୪/୫୪୮ ୩୨/୧୭୧୬ ୦.୦୫୦ ୦.୦୦୫ ଘରବାରି- ୧ ପ୍ରଫୁ ଲ କୁମାର ରାଉତ ପି:ରୁ ଷି ପ୍ରସାଦ ରାଉତ ଜା: ଖଣ୍ଡାୟତ ବା: ଭୀମକରପୁର
୭ ୩୫୪/୫୪୯ ୩୨/୧୭୧୭ ୦.୦୫୦ ୦.୦୦୭ ଘରବାରି- ୧ ଶରତ କୁମାର ରାଉତ ପ ି:ରୁ ଷି ପ୍ରସାଦ ରାଉତ ଜା: ଖଣ୍ଡାୟତ ବା: ଭୀମକରପୁର
୮ ୩୫୪/୩୫୮ ୩୩ ୦.୧୫୦ ୦.୦୦୮ ଘରବାରି- ୧ ନାରାୟଣ ଚନ୍ଦ୍ର ଧଳ ପ ି:ରଘୁନାଥ ଧଳ ଜା: ଖଣ୍ଡାୟତ ବା: ବାଣପୁର ଥା. ବ ିଂଝାରପୁର
୯ ୨୫ ୧୧୯ ୦.୧୨୦ ୦.୧୨୦ ଶାରଦ-୨ ଶ୍ରୀ ହରପାର୍ବତୀ ଠାକୁରାଣୀ ବିଜେ ନିଜଗ ଁା ମାରଫତ କହ୍ନେଇ ଚରଣ ପୃଷ୍ଟି ପ ି: ମଧୁସୁଦନ ପୃଷ୍ଟି ଜା: ତନ୍ତି ବା: ନିଜଗ ଁା
୧୦ ୩୫୪/୫୪୦ ୧୫୦ ୦.୯୩୩ ୦.୯୩୩ ଜଳାଶୟ- ୨ କୈଳାସ ଚନ୍ଦ୍ର ଦାସ, କୃଷ୍ଣଚନ୍ଦ୍ର ଦାସ, କିଶୋର ଚନ୍ଦ୍ର ଦାସ, କଲ୍ୟାଣି ଦାସ ପି: କାଲାଚାନ୍ଦ ଦାସ, ଅନିମା ଦାସ ସ୍ୱା: କାଲାଚାନ୍ଦ ଦାସ ବା: ନିଜଗ ଁା, ଗଣେଶ ଚନ୍ଦ୍ର ନାୟକ ପି: ଦ ୁର୍ଯ୍ୟୋଧନ ନାୟକ କିସ୍ମତ ଟ0. ଏଗାରଅଣା ନଅପାହି ଜା: ଖଣ୍ଡାୟତ ବା: କୁମ୍ଭାରିଆ, ଥା. ଭଣ୍ଡାରୀପୋଖରୀ, ଜି. ଭଦ୍ରକ, ହା. ବା. ନିଜଗ ଁା, ଇନୁସ ଅଲ୍ଲି ଖ ଁା ପି: ସମସର ଅଲ୍ଲି ଖ ଁା କିସ୍ମତ ଟ0. ଚାରିଅଣା ତିନିପାହି ଜା: ମୁସଲମାନ ବା: ନହରାପୁର
୧୧ ୩୨ ୧୫୧ 4 ୦.୦୩୦ ୦.୦୩୦ ଜଳାଶୟ- ୨ କୈଳାସ ଚନ୍ଦ୍ର ଦାସ, କୃଷ୍ଣଚନ୍ଦ୍ର ଦାସ, କିଶୋର ଚନ୍ଦ୍ର ଦାସ, କଳ୍ୟାଣି ଦାସ ପି: କାଲାଚାନ୍ଦ ଦାସ, ଅନିମା ଦାସ ସ୍ୱା: କାଲାଚାନ୍ଦ ଦାସ କିସ୍ମତ ଟ 0 . ଚଉଦଅଣା ଛ ପାହି ଜା: ଖଣ୍ଡାୟତ ବା: ନିଜଗ ଁା, ଇନୁସ ଅଲ୍ଲି ଖ ଁା ପି: ସମସର ଅଲ୍ଲି ଖ ଁା କିସ୍ମତ ଟ 0 . ଏକ ଅଣା ଛ ପାହି ଜା: ମୁସଲମାନ ବା: ନହରାପୁର
୧୨ ୩୫୪/୪୩୦ ୧୫୨ ୦.୦୩୦ ୦.୦୩୦ ଜଳାଶୟ- ୨ ସୁକାନ୍ତି ପୃଷ୍ଟି ସ୍ୱା:ଅଜୟ କୁମାର ସାହୁ ଜା: ବୈଶ୍ୟ ବଣିଆ ବା: ଯଯାତିନଗର ୟ ୁ ନିଟନଂ -8
୧୩ ୫୫ ୧୫୩ ୦.୦୩୦ ୦.୦୩୦ ଜଳାଶୟ- ୨ ନିଳମଣୀ ବେଦୀ, କୁଳମଣି ବେଦୀ, ସୂର୍ଯ୍ୟମଣି ବେଦୀ ପି: ଗଣେଷ ବେଦୀ ଜା: ବ୍ରାହ୍ମଣ ବା: ୟୁ ନିଟନଂ - 7 ଶିତଳେଶ୍ୱର
୧୪ ୩୫୪/୨୮୮ ୧୫୪ ୦.୦୬୦ ୦.୦୬୦ ଶାରଦ-୨ ଶରତ ଚନ୍ଦ୍ର ରାଉତ ପ ି:ନିତ୍ୟାନନ୍ଦ ରାଉତ ଜା: ଖଣ୍ଡାୟତ ବା: ବାସୁପୁର
୧୫ ୩୫୪/୨୧ ୧୫୫ ୦.୦୫୫ ୦.୦୫୫ ଘରବାରି- ୨ ଜ ୁଳପ୍ରଭା ସାହୁ ସ୍ୱା:କାଳନ୍ଦି ଚରଣ ସାହୁ ଜା: ତେଲି ବା: ଛତିସ ରତନପାଳ
୧୬ ୩୫୪/୬୧୮ ୧୫୬/୧୭୫୪ ୦.୦୨୦ ୦.୦୨୦ ଶାରଦ-୨ ସୁକାନ୍ତି ସାମଲ ସ୍ୱା: ଶ୍ରୀକାନ୍ତ ସାମଲ ବା: ଡିହବଳରାମପୁର, ଥା. ପାଟକୁରା, ଜି. କେନ୍ଦ୍ରାପଡା, ଅଦୈତ ପ୍ରସାଦ ସାମଲ ପି: କରୁ ଣାସିନ୍ଧୁ ସାମଲ ବା: ଗଣେଶ୍ୱରପୁର, ଥା. ଆଳି, ଅଦୈତ ପ୍ରସାଦ ନାୟକ ପି: ଜଗ୍ନାଥ ନାୟକ ବା: ନପଙ୍ଗ, ଥା. ଭଣ୍ଡାରିପୋଖରୀ, ଅଞ୍ଜନ କୁମାର ରାୟ ପ ି: ଉପେନ୍ଦ୍ର ସାମନ୍ତରା ସ ିଂହ ମହାପାତ୍ର, ଜ୍ୟୋତି ରାୟ ପି: ହରିଶ ଚନ୍ଦ୍ର ରାୟ ଜା: ଖଣ୍ଡାୟତ ବା:
୧୭ ୩୫୪/୬୧୮ ୧୫୭ ୦.୦୬୦ ୦.୦୬୦ ଜଳାଶୟ- ୨
ମୋହନନଗର, ଥା. ଆଳି, ଜି. କେନ୍ଦ୍ରପଡା, ରତ୍ନ ମଞ୍ଜରୀ ରାଉତ ସ୍ୱା: ମଧୁସୂଦନ ମାହୁନ୍ତ ଜା: ମହାଲାୟକ ବା: ତାରାମଦନ
୧୮ ୩୫୪/୮୯ ୧୫୬/୧୪୨୨ ୦.୦୪୦ ୦.୦୪୦ ଘରବାରି- ୨ ତାରାକାନ୍ତ ଦାସ ପ ି:ହରେକୃଷ୍ଣ ଦାସ ଜା: କରଣ ବା: ବରୁ ଆଡି
୧୯ ୩୫୪/୬୧୯ ୧୫୭/୧୭୫୫ ୦.୧୦୦ ୦.୧୦୦ ଜଳାଶୟ- ୨ ଅଞ୍ଜନ କୁମାର ରାୟ ପ ି:ଉପେନ୍ଦ୍ର ସାମନ୍ତ ସ ିଂହ ମହାପାତ୍ର ଜା: ଖଣ୍ଡାୟତ ବା: ମହାପୁର
୨୦ ୩୫୪/୬୨୦ ୧୫୭/୧୭୫୬ ୦.୦୮୦ ୦.୦୮୦ ଜଳାଶୟ- ୨ ରତ୍ନମଞ୍ଜରୀ ରାଉତ ସ୍ୱା:ମଧୁସୂଦନ ମାହୁନ୍ତ ଜା: ମହାଲାୟକ ବା: ତାରାମଦନ
୨୧ ୩୫୪/୬୨୧ ୧୫୭/୧୭୫୭ ୦.୧୦୦ ୦.୧୦୦ ଜଳାଶୟ- ୨ ଜ୍ୟୋତି ରାୟ ପ ି:ହରିଶ ଚନ୍ଦ୍ର ରାୟ ଜା: ଖଣ୍ଡାୟତ ବା: ମୋହନପୁର, ଥା. ଆଳି
୨୨ ୩୫୪/୬୨୨ ୧୫୭/୧୭୫୮ ୦.୧୦୦ ୦.୧୦୦ ଜଳାଶୟ- ୨ ଅଦ୍ୱୈତ ପ୍ରସାଦ ନାୟକ ପି:ଜଗ୍ନାଥ ନାୟକ ଜା: ଖଣ୍ଡାୟତ ବା: ନପଙ୍ଗ, ଥା. ଭଣ୍ଡାରିପୋଖରୀ
୨୩ ୨୩୦ ୩ ୦.୦୨୫ ୦.୦୦୫ ଘରବାରି- ୨ ମନୋଜ ମଞ୍ଜରୀ ନାଏକ ସ୍ୱା:ଅଭିମନୁ୍ୟ ନାଏକ ଜା: ଖଣ୍ଡାୟତ ବା: ନିଜଗ ଁା
୨୪ ୨୩୦ ୬ ୦.୦୭୪ ୦.୦୦୫ ଘରବାରି- ୧
୨୫ ୭୮ ୭ ୦.୦୫୦ ୦.୦୦୫ ଘରବାରି- ୨ ଜନାର୍ଦ୍ଦନ ମିଶ୍ର ପ ି:ଶଙ୍କର ମିଶ୍ର ଜା: ବ୍ରାହ୍ମଣ ବା: ନିଜଗ ଁା ସାମିଲ ଭୀମକରପୁର
ମୋଟ ୧.୮୫୩
ଭ ୂ ମି ଅନୁସୂଚୀ
ପ୍ରକଳ୍ପ- ରେଡ କ୍ରଶ ଛକ ଠାରୁ ଟିଭିଏସ ସୋରୁ ମ ଭାୟା ମହାବୀର ଛକ ୦/୦୦୦ କି.ମି. ରୁ ୧/୩୫୦ କି.ମି. ରାସ୍ତାର ପ୍ରଶସ୍ତିକରଣ ଓ ଉ୍ନତିକରଣ (ଦୁଇ ମଧ୍ୟବର୍ତ୍ତୀ ପଥ ବିଶିଷ୍ଟ)
ମୌଜା-ୟୁ ନିଟ-୭ ଶିତଳେଶ୍ୱର, ଥାନା ନଂ-୨୧୦ ଥାନା/ତହସିଲ/ଜିଲ୍ଲା-ଯାଜପୁର
କ୍ରମିକ ନଂ ଖାତା ନଂ ପ୍ଲଟ ନଂ ମୋଟ ରକବା ଅଧିଗ୍ରହଣ ରକବା କିସମ ପ୍ରଜାଙ୍କ ନାମ
୧ ୨ ୩ ୪ ୫ ୬ ୭
୧ ୩୩ ୧ ୦.୦୫୦ ୦.୦୦୭ ଘରବାରି- ୨ ସେକ୍ ଆବାସ ଅଲି, ସେକ୍ ମଂଯୁର ଅଲି, ସେକ୍ ସୋଲତାନ ଅଲି, ଅମିନା ବ ିବି ପି: ସେକ୍ ଗୋଲାପ, ମୋକରମ ବିବି ସ୍ୱା: ସେକ୍ ଗୋଲାପ ଜା: ମୁସଲମାନ ବା: ନହରା ପୁର
୨ ୩୩ ୨ ୦.୦୩୦ ୦.୦୧୦ ଘରବାରି- ୨
୩ ୧୬୭ ୬ ୦.୦୧୮ ୦.୦୦୮ ଘରବାରି- ୨ ସେକ୍ ଯସିରୁ ଦ୍ଦିନ, ସେକ୍ ବସିରୁ ଦ୍ଦିନ, ସେକ୍ ନସିରୁ ଦ୍ଦିନ, ସେକ୍ ବାବୁ, ସେକ୍ ଯୁଦ୍ଧି ପି: ସେକ୍ ଉଯିରା, ସେକ୍ ଆବାସ ଅଲି, ସେକ୍ ମଂଯୁର ଅଲି, ସେକ୍ ସୁଲତାନ ଅଲି ପି: ସେକ୍ ଗୋଲାପ, ମକରମ ବ ିବି ସ୍ୱା: ସେକ୍ ଗୋଲାପ ଜା: ମୁସଲମାନ ବା: ନହରା ପୁର
୪ ୪୭୮ ୯ ୦.୧୭୫ ୦.୦୦୧ ଘରବାରି- ୨ ସୁନା ମିର୍ଜା, ଗନି ମିର୍ଜା, ଧନି ମିର୍ଜା, ସୁଯାତ ମିର୍ଜା, ଇସୁମନ ବିବି, ଆସିମନ ବ ିବି ପି: ମୁନା ମିର୍ଜା ଜା: ମୁସଲମାନ ବା: ନହରା ପୁର
୫ ୫୨୯ ୭ ୦.୦୨୩ ୦.୦୦୪୬ ଘରବାରି- ୨ ଫରିଦା ମିର୍ଜା ପି: ଗନି ମ ିର୍ଜା, ଧନି ମିର୍ଜା, ସୁଯାତ ମ ିର୍ଜା, ଉସୁମାନ ବିବି, ଆସିମନ ବିବି, ସୁନା ମିର୍ଜା ପ ି: ମୁନା ମିର୍ଜା ଜା: ମୁସଲମାନ ବା: ନହରା ପୁର
୬ ୫୦ ୧୨ ୦.୦୨ ୦.୦୦୩୩ ଘରବାରି- ୨ ସେକ୍ କୟୁ ମ ବକସ, ସେକ୍ ଜଲାଲ ବକସ୍, ସେକ୍ ଅବୁବ କର, ସେକ୍ ଉମର ଅଲ୍ଲି, ସେକ୍ ସୋଲେମାନ, ସେକ୍ ରମଜାନ ପି: ସେକ୍ ଅବଦୁଲ ହକିମ ଜା: ମୁସଲମାନ ବା: ନହରା ପୁର
୭ ୪୨୫ ୮୮ ୦.୦୬ ୦.୦୦୩୧ ଘରବାରି- ୨ ସୟଦୁନ ବିବି ସ୍ୱା: ସେକ୍ ହକିମ, ସେକ୍ କୟମୁ, ସେକ୍ ଜଲାଲ, ସେକ୍ ଅବଦୁଲ, ସେକ୍ ଉମର ଅଲି, ସେକ୍ ସୋଲେତାନ, ସେକ୍ ରମଜାନ ପି: ସେକ୍ ହକିମ ଜା: ମୁସଲମାନ ବା: ନହରା ପୁର
୮ ୧୧୫ ୮୯ ୦.୦୭ ୦.୦୧୫ ଘରବାରି- ୨ ଗଣେଷ ଯେନା, ସାବି ଯେନା, କେଶରୀ ଯେନା, ସମ୍ଭୁ ଯେନା ପି: ବୋଧି ଯେନା, ସୁକି ଯେନା ସ୍ୱା: ବୋଧି ଯେନା ଜା: ପାଣ ବା: ସନ୍ଥସର ପୁର
୯ ୩୦୧ ୯୦ ୦.୧୦୫ ୦.୦୧୨ ଘରବାରି- ୨ ବାବାଜି ଯେନା, ନଣ୍ଡେଇ ଯେନା ପି: ନନ୍ଦ ଯେନା ଜା: ପାଣ ବା: ସନ୍ଥସର ପୁର
୧୦ ୨୨୮ ୯୧ ୦.୦୮୮ ୦.୦୧୨ ଘରବାରି- ୨ ନିଳମଣି ଯେନା, କୁଳମଣି ଯେନା, ଭାଷ୍କର ଯେନା ପି: ମୁରଲି ଯେନା, ହେମ ଯେନା ସ୍ୱା: ମୁରଲି ଯେନା, ବଂଶିଧର ଯେନା ପି: ବଇଦ ଯେନା ଜା: ପାଣ ବା: ନିଜଗ ଁା
୧୧ ୪୯୧ ୯୨ ୦.୦୭ ୦.୦୧ ଘରବାରି- ୨ ଅବଦୁଲ ହକିମ ଖ ଁା ପ ି:ଅବଦୁଲ ଗଫୁ ର ଜା: ମୁସଲମାନ ବା: ସନ୍ଥସର ପୁର
୧୨ ୧୧୮ ୯୪ ୦.୦୪ ୦.୦୦୬ ରାସ୍ତା ସେକ୍ ଅବଦୁଲ ଗଫୁ ର ପ ି:ସେକ୍ ଅବଦୁଲ ରହେମାନ ଜା: ମୁସଲମାନ ବା: ସନ୍ଥସର ପୁର
୧୩ ୪୨୯ ୧୦୭ ୦.୧୩ ୦.୦୩ ଘରବାରି- ୨ ସଖି ଜେନା ସ୍ୱା: କାହ୍ନୁ ଜେନା, ଶାନ୍ତି ଜେନା, ଚୁ ଳି ଜେନା ପି: କାହ୍ନୁ ଜେନା, ସରସ୍ୱତୀ ଜେନା ସ୍ୱା: ଶୁକ ଜେନା, ଶିବ ଜେନା ପି: ଶୁକ ଜେନା, ବସନ୍ତ ଜେନା ସ୍ୱା: ପଦନ ଜେନା, ଗଣେଷ ଯେନା ପି: ପଦନ ଯେନା, ପଦ୍ମାବତୀ ଯେନା ସ୍ୱା: ଲୋକନାଥ ଯେନା, ଦ ିବାକର ଯେନା, ବିଦୁ ଯେନା ପି: ଲୋକନାଥ ଯେନା, ଧରଣି ଯେନା, ନରେନ୍ଦ୍ର ଯେନା ପି: ବେନୁ ଯେନା, କୋଇଲି ଯେନା ସ୍ୱା: ବେନୁ ଯେନା ଜା: ପାଣ ବା: ସନ୍ଥସର ପୁର
୧୪ ୪୬ ୧୦୮ ୦.୦୬୩ ୦.୦୧ ଘରବାରି- ୨ ଉମା ଯେନା ପି:କାର୍ତ୍ତୀକ ଯେନା ଜା: ପାଣ ବା: ସନ୍ଥସର ପୁର
୧୫ ୪୫୫ ୧୦୯ ୦.୦୮୫ ୦.୦୦୧ ଘରବାରି- ୨ ଶାନ୍ତନୁ କୁମାର ଦାସ ପ ି:ନିଧି ଦାସ ଜା: କଣ୍ଡରା ବା: ନିଜଗ ଁା
୧୬ ୬୨ ୧୧୦/୧୩୪୭ ୦.୧୦୦ ୦.୦୦୭ ରାସ୍ତା କଲ୍ୟାଣୀ ଦାସ ସ୍ୱା:ସାନ୍ତନୁ କୁମାର ଦାସ ଜା: କଣ୍ଡରା ବା: ନିଜଗ ଁା
୧୭ ୬୨ ୧୧୯/୧୩୪୮ ୦.୦୨୫ ୦.୦୧୫ ଘରବାରି- ୨ କଲ୍ୟାଣୀ ଦାସ ସ୍ୱା:ସାନ୍ତନୁ କୁମାର ଦାସ ଜା: କଣ୍ଡରା ବା: ନିଜଗ ଁା
୧୮ ୧୭୨ ୧୨୦ ୦.୨୦୫ ୦.୦୨୮ ଘରବାରି- ୧ ଜ୍ୟୋତିର୍ମୟୀ ଦାସ ସ୍ୱା:ନିମାଇ ଁ ଚରଣ ଦାସ ଜା: କରଣ ବା: ନିଜଗ ଁା
୧୯ ୧୯୭ ୧୨୬ ୦.୧୧୫ ୦.୦୧୫ ଘରବାରି- ୨ ଦ ୁର୍ଗାଚରଣ ଦେବତା ପ ି:ଗିରିଧାରି ଦେବତା ଜା: ବ୍ରାହ୍ମଣ ବା: ପୁର୍ବସାହି
୨୦ ୧୩୦ ୧୨୭ ୦.୨୧ ୦.୦୨ ଘରବାରି- ୨ ଗୋଲକ ଚନ୍ଦ୍ର ପଣ୍ଡା, ମଧୁସୁଦନ ପଣ୍ଡା, ପ୍ରଫୁଲ କୁମାର ପଣ୍ଡା ପି: ଶୁକଦେବ ପଣ୍ଡା, ପ୍ରତିମା ପଣ୍ଡା ସ୍ୱା: ମଧୁସୁଦନ ପଣ୍ଡା ଜା: ବ୍ରାହ୍ମଣ ବା: ତରପଦା
୨୧ ୨୪ ୧୨୮ ୦.୧୮ ୦.୦୨ ଘରବାରି- ୨ ଅଶୋକ କୁମାର ପୃଷ୍ଟି ପ ି:ଆନନ୍ଦ ଚନ୍ଦ୍ର ପୃଷ୍ଟି ଜା: କାପୁଡିଆ ବା: ନିଜଗ ଁା
୨୨ ୨୪୧ ୧୩୧ ୦.୨୦୧ ୦.୦୩ ଘରବାରି- ୨ ପ୍ରଦିପ୍ତ କୁମାର ପୃଷ୍ଟି ପ ି:ଆନନ୍ଦ ଚନ୍ଦ୍ର ପୃଷ୍ଟି ଜା: କାପୁଡିଆ ବା: ନିଜଗ ଁା
୨୩ ୩୫୨ ୧୩୧/୧୩୯୧ ୦.୦୩ ୦.୦୦୫ ରାସ୍ତା ମନୋରମା ପୃଷ୍ଟି ସ୍ୱା:ଆନନ୍ଦ ଚନ୍ଦ୍ର ପୃଷ୍ଟି ଜା: କାପୁଡିଆ ବା: ସନ୍ଥସର ପୁର
୨୪ ୨୩ ୧୩୨ ୦.୨୩୧ ୦.୦୪ ଘରବାରି- ୨ ଅଶ୍ୱିନୀ କୁମାର ପୃଷ୍ଟି ପ ି:ଆନନ୍ଦ ଚନ୍ଦ୍ର ପୃଷ୍ଟି ଜା: କାପୁଡିଆ ବା: ନିଜଗ ଁା
୨୫ ୫୦୩/୫୮୦ ୧୩୩/୧୬୮୦ ୦.୦୨ ୦.୦୨ ଘରବାରି- ୨ ଚ ିତ୍ତରଞ୍ଜନ ସାହୁ ପ ି:ମୁରଲିଧର ସାହୁ ଜା: ତେଲି ବା: ପାରିପଦା, ଥା. ମଙ୍ଗଳପୁର
୨୬ ୫୦୩/୫୨୦ ୧୩୩/୧୭୩୬ ୦.୦୨ ୦.୦୧୮ ଘରବାରି- ୨ ସବିତା ପାଢୀ ସ୍ୱା:ବାସୁଦେବ ପାଢୀ ଜା: ବ୍ରାହ୍ମଣ ବା: ସନ୍ଥେଶ୍ୱରପୁର, ହା. ବା. ନିଜଗ ଁା
୨୭ ୨୮ ୧୩୪ ୦.୦୮୫ ୦.୦୦୮ ରାସ୍ତା ଶ୍ରୀ ରଘୁନାଥ ଜୀଉ ବିଜେ ନିଜଗ ଁା ମାର୍ଫ ତ ବା:, ଆନନ୍ଦ ଚନ୍ଦ୍ର ପୃଷ୍ଟି ପି: କାଶିନାଥ ପୃଷ୍ଟି ଜା: କାପୁଡିଆ ବା: ସନ୍ଥସର ପୁର,ଏହି ପ୍ଲଟରେ ବା:, ବଳରାମ ରାଉତ ପି: ତଉଲି ରାଉତ ଜା: ଖଣ୍ଡାୟତ ବା: ଦେଓପଡା, ଇଛାମଣି ସାମଲ ସ୍ୱା: ବୈଦ୍ୟନାଥ ସାମଲ ଜା: ଖଣ୍ଡାୟତ ବା: କମଳପୁର ଥାନା ମଙ୍ଗଳପୁର, ସୁଲେଖା ମହାନ୍ତି ସ୍ୱା: ରାମଚନ୍ଦ୍ର ମହାନ୍ତି ଜା: ଖଣ୍ଡାୟତ ବା: ଜଇମରା ଥାନା ବିଂଝାରପୁର, ସବିତା ପାଢି ସ୍ୱା: ବାସୁଦେବ ପାଢି ଜା: ବ୍ରାହ୍ମଣ ବା: ତରାଙ୍ଗ ସାଗର ପୁର, ସୁଲୋଚନା ପାଢି ସ୍ୱା: ଗଙ୍ଗାଧର ପାଢି ଜା: ବ୍ରାହ୍ମଣ ବା: କରିଲୋ ଥାନ କାନପୁର,ଗତାଗତ କରିବାର ଅଧିକାର ଅଛି
୨୮ ୩୧୮ ୧୩୫ ୦.୧୫୫ ୦.୦୪ ଘରବାରି- ୧ ଶ୍ରୀରଘୁନାଥ ଜୀଉ ବିଜେ ଭ ିମକର ପୁର ମାର୍ଫ ତ ବା:, ବ ିଣାପାଣି ମହାନ୍ତି ସ୍ୱା: କୃଷ୍ଣଚନ୍ଦ୍ର ମହାନ୍ତି ଜା: କରଣ ବା: ଉଆସାହି
୨୯ ୧୬ ୨୧୮ ୦.୦୩୫ ୦.୦୩୫ ଘରବାରି- ୨ ଅରକ୍ଷିତ ଦାସ, ବିଦ୍ୟାଧର ଦାସ, ଗଦାଧର ଦାସ, ସଦାନନ୍ଦ ଦାସ, ସରସ୍ୱତୀ ଦାସ ପି: ଧନି ଦାସ ଜା: ବ୍ରାହ୍ମଣ ବା: ଭିମକଅ ଁର ପୁର
୩୦ ୧୬ ୨୧୭ ୦.୩୩୫ ୦.୦୧ ଶାରଦ-୧
୩୧ ୧୬ ୨୧୯ ୦.୧୦୦ ୦.୦୧୮ ଶାରଦ-୧
୩୨ ୩୧ ୨୪୩ ୦.୦୨ ୦.୦୦୬ ଘରବାରି- ୧ ଆନନ୍ଦ ଚନ୍ଦ୍ର ରଣା ପ ି:ମୁଷେଇ ରଣା ଜା: ମାଳି ବା: ନିଜଗ ଁା ସାମିଲ ଭ ିମକରପୁର
୩୩ ୩୦ ୨୪୪ ୦.୦୧ ୦.୦୧ ଦେବସ୍ଥ ଳୀ ଶ୍ରୀସିଂହ ବାହିନୀ ଠାକୁରାଣୀ ବିଜେ ଭ ିମକରପୁର ମାର୍ଫ ତ ବା:, ଆନନ୍ଦ ଚନ୍ଦ୍ର ରଣା, ପୁର୍ଣ୍ଣଚନ୍ଦ୍ର ରଣା ପି: ମୁଷେଇ ରଣା, ବିନୋଦ ଚନ୍ଦ୍ର ରଣା ପ ି: ଲୋକନାଥ ରଣା, ମାଳତୀ ରଣା ସ୍ୱା: ଲୋକନାଥ ରଣା ଜା: ମାଳି ବା: ଭିମକର ପୁର
୩୪ ୩୨୦ ୨୪୫ ୦.୦୪୫ ୦.୦୨୪ ଘରବାରି- ୧ ବ ିନୋଦ ଚନ୍ଦ୍ର ରଣା ପି: ଲୋକନାଥ ରଣା, ମାଳତୀ ରଣା ସ୍ୱା: ଲୋକନାଥ ରଣା ଜା: ମାଳି ବା: ନିଜଗାଂ
୩୫ ୩୧ ୨୪୮ ୦.୦୩୮ ୦.୦୧୮ ଘରବାରି- ୧ ଆନନ୍ଦ ଚନ୍ଦ୍ର ରଣା ପ ି:ମୁଷେଇ ରଣା ଜା: ମାଳି ବା: ନିଜଗ ଁା ସାମିଲ ଭ ିମକରପୁର
୩୬ ୩୨୦ ୨୫୨ ୦.୦୪୫ ୦.୦୨୫ ଘରବାରି- ୧ ବ ିନୋଦ ଚନ୍ଦ୍ର ରଣା ପି: ଲୋକନାଥ ରଣା, ମାଳତୀ ରଣା ସ୍ୱା: ଲୋକନାଥ ରଣା ଜା: ମାଳି ବା: ନିଜଗାଂ
୩୭ ୫୪୪ ୨୫୭ ୦.୦୩୩ ୦.୦୩୩ ଘରବାରି- ୧ ଶ୍ରୀକଦମ ରସୁଲ ମାର୍ଫ ତ ତପନ କୁମାର ମହାପାତ୍ର ପ ି: ମାୟାଧର ମହାପାତ୍ର, ସୁରଲତା ମହାପାତ୍ର ସ୍ୱା: ମାୟାଧର ମହାପାତ୍ର ଜା: ମହାଲାଏକ ବା: ନିଜଗ ଁା
୩୮ ୫୦୩/୫୯୯ ୨୫୮ ୦.୦୩ ୦.୦୨ ଘରବାରି- ୨ ପ୍ରଭାତି ବେହେରା ସ୍ୱା:ଚନ୍ଦ୍ର ଶେଖର ବେହେରା ଜା: ଚମାର ବା: ଭାଗବତପୁର, ହା. ବା. ୟୁ ନିଟ ନଂ - ୪ ବୈଦ୍ୟନାଥନଗର
୩୯ ୩୨୭ ୨୬୧ ୦.୦୬ ୦.୦୦୫ ଘରବାରି- ୧ ବ ୃନ୍ଦାବନ କର ପି:ନିଶାମଣି କର ଜା: ବ୍ରାହ୍ମଣ ବା: ପଣଷା
୪୦ ୨୪୮ ୨୬୩ ୦.୧୬ ୦.୦୨୨ ଘରବାରି- ୨ ପ୍ରମୋଦ କୁମାର ନାୟକ ପ ି:କଣ୍ଡୁ ରୀ ନାୟକ ଜା: ଖଣ୍ଡାୟତ ବା: ଭୀମକରପୁର
୪୧ ୨୪୭ ୨୬୨ ୦.୧୬ ୦.୦୩ ଘରବାରି- ୧ ପ୍ରମିଳା ନାୟକ ସ୍ୱା:ପ୍ରମୋଦ କୁମାର ନାୟକ ଜା: ଖଣ୍ଡାୟତ ବା: ଭୀମକରପୁର
୪୨ ୩୨୬ ୨୬୬ ୦.୧୪ ୦.୦୧୫ ଘରବାରି- ୧ ବ ିଶେଶ୍ୱର ପ୍ରସାଦ ବୋଷ ପ ି: କୃର୍ଷ୍ଣ ପ୍ରସାଦ ବୋଷ, ଗ ିରିଜା ପ୍ରସାଦ ବୋଷ, ବ ିରଜା ପ୍ରସାଦ ବୋଷ ପି: କମଳା କାନ୍ତ ବୋଷ, ଅନନ୍ତ ପ୍ରସାଦ ବୋଷ, ସନତ କୁମାର ବୋଷ, ରଜତ କୁମାର ବୋଷ, ସୁଜିତ କୁମାର ବୋଷ, ନିଲିମା ଦତ୍ତ ପି: ନଗେନ୍ଦ୍ର ପ୍ରସାଦ ବୋଷ, ଅନିଲ କୁମାର ରାୟ ପି: ଆନନ୍ଦ ବଲବ ରାୟ, ମାଧୁରୀ ରାୟ, ମାନୁ ରାୟ ପି: ସୁରେନ୍ଦ୍ର ବଲବ ରାୟ, ହ ୃଦୟ ବଲବ ରାୟ, ଜୀବନ ବଲବ ରାୟ, ଅସିତ ବଲବ ରାୟ, ଆତ୍ମା ବଲବ ରାୟ, ନମିତା ବୋଷ, ରେଣୁ ମହାପାତ୍ର ପ ି: ନଗେନ୍ଦ୍ର ବଲବ ରାୟ ଜା: କାୟସ୍ଥ ବା: କୁଆସର ପୁର
୪୩ ୩୨୬ ୨୬୭ ୦.୦୧୫ ୦.୦୦୬ ଘରବାରି- ୧
୪୪ ୧୬୦ ୨୭୩ ୦.୦୩ ୦.୦୩ ଘରବାରି- ୧ ଜନାର୍ଦ୍ଦନ ମିଶ୍ର ପି:ଶଙ୍କର ମ ିଶ୍ର ଜା: ବ୍ରାହ୍ମଣ ବା: ଭ ିମକର ପୁର
୪୫ ୩୧୭ ୨୭୮ ୦.୦୫ ୦.୦୨୫ ଘରବାରି- ୨ ବ ିର୍ଷ୍ଣ ପ୍ର ୁ ିୟା ଦାସ ସ୍ୱା:ପ୍ରତାପ ଚନ୍ଦ୍ର ଦାସ ଜା: କରଣ ବା: ନିଜଗ ଁା
୪୬ ୫୦୩/୧୮୮ ୨୭୯/୧୫୦୯ ୦.୧୦୨ ୦.୦୧୫ ଘରବାରି- ୧ ବ ିଷ୍ଣୁପ୍ରିୟା ଦାସ ସ୍ୱା:ପ୍ରତାପ ଚନ୍ଦ୍ର ଦାସ ଜା: କରଣ ବା: ଭିମକରପୁର ହାଲ. ୟୁ ନିଟ ନଂ -7 ଶିତଳେଶ୍ୱର
୪୭ ୧୯ ୨୮୦ ୦.୧୮ ୦.୦୩୨ ଘରବାରି- ୨ ଅଲେଖ ଚରଣ ସାମଲ ପ ି:ଶତୃ ଘନ ସାମଲ ଜା: ଖଣ୍ଡାୟତ ବା: ଅରିଲୋ ଥାନା ବିଂଝାର ପୁର
୪୮ ୧୧୪ ୩୨୫ ୦.୧୭ ୦.୦୦୧ ରାସ୍ତା ଗଣେଶ ବେଦୀ ପି: ନିଧି ବେଦୀ, ଜନାର୍ଦ୍ଦନ ମିଶ୍ର ପି: ଶଙ୍କର ମିଶ୍ର, ବ୍ରଜକିଶୋର ତ୍ର ିପାଠୀ ପି: ନିତ୍ୟାନନ୍ଦ ତ୍ର ିପାଠୀ, ରାଧାଶ୍ୟାମ ପଣ୍ଡା ପ ି: ଭାସ୍କର ପଣ୍ଡା, ଲକ୍ଷ୍ମୀପ୍ରିୟା ପାଣିଗ୍ରାହି ପି: ଚନ୍ଦ୍ରମଣି ପାଣିଗ୍ରାହି, ବାସନ୍ତି ପଣ୍ଡା ପି: ଚନ୍ଦ୍ରମଣି ସାମନ୍ତ, ନାରାୟଣ ଦାଶ ପି: ଝୁ ଲଣ ଦାଶ, ଗୋଦାବରିଶ ମିଶ୍ର ପ ି: ପରମାନନ୍ଦ ମିଶ୍ର ଜା: ବ୍ରାହ୍ମଣ ବା: ଭିମକର ପୁର
୪୯ ୧୬୦ ୩୨୮ ୦.୦୧ ୦.୦୧ ଘରବାରି- ୨ ଜନାର୍ଦ୍ଦନ ମିଶ୍ର ପି:ଶଙ୍କର ମ ିଶ୍ର ଜା: ବ୍ରାହ୍ମଣ ବା: ଭ ିମକର ପୁର
୫୦ ୧୬୦ ୩୪୬ ୦.୦୮ ୦.୦୧୬ ଘରବାରି- ୨
୫୧ ୫୦୩/୫୪୪ ୩୪୭/୧୭୪୮ ୦.୦୪୩ ୦.୦୧୧ ଘରବାରି- ୨ ବୈକୁଣ୍ଠନାଥ ଖଟୁ ଆ ପ ି:କେଶବାନନ୍ଦ ଖଟୁ ଆ ଜା: ଖଣ୍ଡାୟତ ବା: ପିମ୍ପୁଡି, ଥା. ରାଜକନିକା, ଜି. କେନ୍ଦ୍ରାପଡା, ହା. ବା. ନିଜଗ ଁା
୫୨ ୫୦୩/୫୫୫ ୩୪୮ ୦.୦୫୫ ୦.୦୧୭ ଘରବାରି- ୨ ବୈକୁଣ୍ଠ ନାଥ ଖଟୁ ଆ ପ ି:କେଶବାନନ୍ଦ ଖଟୁ ଆ ଜା: ଖଣ୍ଡାୟତ ବା: ପିମ୍ପଡି, ଥା. ରାଜକନିକା, ଜି. କେନ୍ଦ୍ରାପଡା, ହା. ବା. ନିଜଗ ଁା
୫୩ ୪୮୭ ୩୭୨ ୦.୪୧୮ ୦.୦୯୫ ଘରବାରି- ୨ ସେକ୍ରେଟାରି କୁରାଳ ସହଯୋଗ ସମିତି ଲ ିମିଟେଡ ଯାଯପୁର
୫୪ ୫୦୩/୩୮ ୩୭୪ ୦.୦୬୮ ୦.୦୨୮ ଘରବାରି- ୨ ମୀନ କୁମାରୀ ରାଉତ ସ୍ୱା:ନରେନ୍ଦ୍ର କୁମାର ରାଉତ ଜା: ଖଣ୍ଡାୟତ ବା: ଶୋଳମ ପୁର
୫୫ ୨୭୬ ୩୭୭ ୦.୧୨ ୦.୦୦୨୫ ଘରବାରି- ୨ ବନଲତା କର ସ୍ୱା: କିଶୋର ଚନ୍ଦ୍ର କର, କିଶୋର ଚନ୍ଦ୍ର କର ପି: ଅନନ୍ତ କର ଜା: ବ୍ରାହ୍ମଣ ବା: ଘୋଳପୁର ଥାନା ଧର୍ମଶାଳା,କିସ୍ମତ ଆଠଅଣା ବା:, ରେଖାମଣୀ ମିଶ୍ର ସ୍ୱା: ତ୍ର ିଲୋଚନ ମିଶ୍ର ଜା: ବ୍ରାହ୍ମଣ ବା: ଭୁ ବନ ଜିଲା ଢେଙ୍କାନାଳ,କିସ୍ମତ ଆଠଅଣା
୫୬ ୨୫୫ ୩୮୩/୧୩୬୦ ୦.୦୫ ୦.୦୨୧ ଘରବାରି ପାର୍ବତୀ ଦାସ ସ୍ୱା:ଅଜୟ କୁମାର ଦାସ ଜା: କ୍ଷତ୍ରିୟ ବା: ଅହ୍ଲିଆ ବାଦ
୫୭ ୫୦୩/୩୮୩ ୩୮୫ ୦.୦୨୨ ୦.୦୨୨ ଘରବାରି ପାର୍ବତୀ ଦାସ ସ୍ୱା:ଅଜୟ କୁମାର ଦାସ ଜା: ଗୋଲା ବା: ନିଜଗ ଁା
୫୮ ୫୦୩/୬୮୪ ୩୪୬/୧୫୫୫ ୦.୦୧ ୦.୦୦୪ ଘରବାରି- ୨ ଲକ୍ଷ୍ମୀଧର ମିଶ୍ର ପ ି:ବିଦ୍ୟାଧର ମିଶ୍ର ଜା: ବ୍ରାହ୍ମଣ ବା: ଭୀମକରପୁର, ୟ ୁ ନିଟ ନଂ. ୬ ଗୋବିନ୍ଦଜିଉନଗର
୫୯ ୨୯୦ ୨୫୫ ୦.୦୨୫ ୦.୦୦୫ ଘରବାରି- ୨ ବାଇଧର ସାହୁ ପ ି:ଲାଲମୋହନ ସାହୁ ଜା: କଂସାରୀ ବା: ୟୁ ନିଟ ନମ୍ବର 4
୬୦ ୨୫୪ ୩୮୪ ୦.୦୬୫ ୦.୦୩୯ ଘରବାରି- ୧ ପାର୍ବତୀ ଦାସ ସ୍ୱା-ଅଜୟ କୁମାର ଦାସ ଜା-କ୍ଷତ୍ରିୟ ବା-ଅଳିହାବାଦ, ଥାନା- ବ ିଂଝାରପୁର ଜି-ଯାଜପୁର
୬୧ ୧୨୩ ୪୦୯ ୦.୨୨୩ ୦.୦୧୫ ଘରବାରି- ୨ ଗୋଦାବରୀଶ ମିଶ୍ର ପି- ପରମାନନ୍ଦ ମିଶ୍ର ଜା- ବ୍ରାହ୍ମଣ ବା-ଭିମକରପୁର
ମୋଟ ୧.୦୬୪୫

[No. 31247--RDM-LAA-JAJ-0020-2023-R&DM]

ରାଜ୍ୟପାଳଙ୍କ ଆଦେଶାନୁସାରେ

ସୁରଞ୍ଜନ ପ୍ରଧାନ

ଅତିରିକ୍ତ ଶାସନ ସଚିବ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1279—173+0

Cite this issue. Odisha Gazette, Government of Odisha, 01 November 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-11-01.Extraordinary_2039/. Archive identifier in.gazette.odisha_govpress.2024-11-01.Extraordinary_2039.