Servants of Knowledge
Odisha Gazette · Government of Odisha

Odisha Gazette, No. 2040, 01 November 2024

Published 01 November 2024

Department
Revenue & Disaster Management
Type
Extraordinary
Gazette no.
2040
Notification no.
33067
Notification Date
25-09-2024
Identifier
in.gazette.odisha_govpress.2024-11-01.Extraordinary_2040
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 2040 CUTTACK, FRIDAY, NOVEMBER 1, 2024/KARTIKA 10, 1946

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଘ ାଷଣା

S.R.O. No. 564/2024 Dated 25-09-2024

ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ - ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୮, ଅଧ ିନିୟମ ୨ ଅନୁସାରେ ରାୟଗଡା ଜିଲ୍ଲାର ୧ ଗୋଟି ମୌଜାରେ ମୋଟ ଏକର ୫.୮୦୦ ପରିସୀମାରେ ଘରୋଇ ଜମିରେ ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଅର୍ଥାତ ରାୟଗଡା ଜିଲ୍ଲାର ପୂଜାରିଗୁଡା କ୍ଷୁଦ୍ରଜଳସେଚନ ପ୍ରକଳ୍ପ ନିମନ୍ତେ ଭୂ ମି ଅଧ ିଗ୍ରହଣ ଆବଶ୍ୟକ ହେଉଥ ିବାରୁ , ନିମ୍ନ ସୂଚିତ "କ" ତଫସିଲ ଜମି ନିମନ୍ତେ ଜିଲ୍ଲାପାଳ, ରାୟଗଡାଙ୍କ ପ୍ରଦତ୍ତ ରିପୋର୍ଟ ଏବଂ ବିଶେଷଜ୍ଞ ଗୋଷ୍ଠୀ ରିପୋର୍ଟକୁ ତର୍ଜମା କରି ସରକାର ଙ୍କ ଦ୍ୱାରା ନିମ୍ନୋକ୍ତ ନିଷ୍ପତ୍ତି ନିଆଗଲା |

୧. ସର୍ବସାଧାରଣ ଉଦ୍ଦେଶ୍ୟରେ ଚିହ୍ନିତ କରାଯାଇଥ ିବା ପ୍ରସ୍ତାବିତ ଆବଶ୍ୟକ ଜମି ଅଧ ିଗ୍ରହଣ ବିଧ ି ସଙ୍ଗତ ଏବଂ ଯଥାର୍ଥ ଅଟେ ।

୨ .ଏହି ପ୍ରକଳ୍ପ ପାଇ ଁ ଆକଳନ କରାଯାଇଥ ିବା ଖର୍ଚ୍ଚ ଠାରୁ ସମ୍ଭାବ୍ୟ ଉପକାର ଓ ସର୍ବସାଧାରଣ ହିତର ମୂଲ୍ୟ ଯଥେଷ୍ଟ ଅଧ ିକ ଅଟେ ।

୩ . ଏହି ପ୍ରକଳ୍ପ ପାଇ ଁ ଆବଶ୍ୟକ ହେଉଥ ିବା ସର୍ବନିମ୍ନ ଜମି ଅଧ ିଗ୍ରହଣ ପାଇ ଁ ପ୍ରସ୍ତାବ ଦିଆ ଯାଇଅଛି ।

୪ .ପୂର୍ବରୁ ଅଧ ିଗ୍ରହଣ ହୋଇଥ ିବା ବଳକା ଜମି ଅବ୍ୟବହୃତ ହୋଇ ପଡି ରହିନାହି ଁ ।

୫ .ଉକ୍ତ ପ୍ରକଳ୍ପ ରେ କୌଣସି ଲୋକ ବିସ୍ଥାପିତ ହେଉନାହାନ୍ତି , ପ୍ରପୀଡିତ ବ୍ୟକ୍ତି ବିଶେଷଙ୍କର ସର୍ବନିମ୍ନ ପ୍ରତିକୂଳ ପ୍ରଭାବ ଓ ଭିତ୍ତିଭୂ ମି ର ପ୍ରୟୋଗ ନିମନ୍ତେ ଧ୍ୟାନ ରଖାଯାଇଅଛି ।

2

ତଫସିଲ-କ

(ପ୍ରସ୍ତାବିତ ଭୂ ମି ଅଧିଗ୍ରହଣ ଅନୁସୂଚୀ)

ଜିଲ୍ଲା- ରାୟଗଡା

କ୍ରମି କ ନଂ ଗ୍ରାମର ନାମ ତହସିଲ ଖା ତା ନଂ ପ୍ଲଟ ନଂ କ ିସମ ପ୍ଲଟ ର ଘମାଟ ରକବା ଅଧିଗ୍ରହ ଣ ଘହବାକୁ ଥିବା ଜମିର ରକବା ରୟତ ଙ୍କ ନାମ
୧ ପୂଜାରିଗୁଡା ଘକାଲନରା ଏଥ ି ସହି ତ ସଂ ଲଗ୍ନ ଏଥ ି ସହି ତ ସଂ ଲଗ୍ନ ଏଥ ି ସହିତ ସଂଲ ଗ୍ନ ଏ. ୨୩.୮୭ ଏ. ୫.୮୦୦ ଏଥ ି ସହିତ ସଂଲ ଗ୍ନ
ଘମାଟ ଏ. ୨୩.୮୭ ଏ. ୫.୮୦୦

ଏଥି ସହିତ ଭୂ ମି ଅନୁସୂଚୀ ସଂଲଗ୍ନ କରା ର୍ଯାଇଅଛି ।

ଭୂ ମି ଅଧିଗ୍ରହଣ ଅନୁସୂଚୀ

ଘମୌଜା- ପୂଜାରିଗୁଡା(ଗ୍ରାମାଞ୍ଚଳ), ତହସିଲ- ଘକାଲନରା, ଥାନା- ଚାନ୍ଦିଲି, ଥାନା ନଂ.୩୩,

ଜିଲ୍ଲା- ରାୟଗଡା

ପୂଜାରିଗୁଡା କ୍ଷୁଦ୍ର ଜଳଘସଚନ ପ୍ରକଳ୍ପ ନିମଘେ

କ୍ରମିକ ନଂ ୧ ୨ ୩ ୪ ୫ ୬ ୭ ୮
ଖତିୟାନ ନଂ ପ୍ଲଟ ନଂ ମୌଜା ଗ୍ରା:ପ ରକବା ଅଧ ିଗ୍ରହଣ ରକବା କିସମ ଅଭିଲିଖ ିତ ରୟତ ନାମ
୧ ୧୨ ୩ ପୂଜାରିଗୁଡା କେଲିଗୁଡା ଏ୧.୯୩୦ ଏ୧.୯୩୦ ଡଙ୍ଗର ୩ କଣ୍ଡାଗର ପାଗୁ ପି:କଣ୍ଡାଗର ନାନ୍ଦୁ ଜା :କନ୍ଧ ବା :ନିଜଗ ଁା
୨ ୧୯ ୪ ପୂଜାରିଗୁଡା କେଲିଗୁଡା ଏ୧.୨୧୦ ଏ୧.୨୧୦ ଡଙ୍ଗର ୩ ପେରିସିକା ରତନ ପ ି:ପେରିସିକା ଟିଣୁ ଜା :କନ୍ଧ ବା :ନିଜଗ ଁା
୩ ୫ ୧୧୯ ପୂଜାରିଗୁଡା କେଲିଗୁଡା ଏ୦.୮୦୦ ଏ୦.୨୬୦ ଡଙ୍ଗର ୨ ପେରିସିକା ରାଇସିଙ୍ଗି , ପେରିସିକା ଗୋପି, ପେରିସିକା ଭିକାରୀ, ପେରିସିକା ଜୟସିଙ୍ଗି ପି: ପେରିସିକା କୁରୁ ମି, ପେରିସିକା ପୋଲାଇ ସ୍ୱା : ପେରିସିକା କୁସୁନ, ପେରିସିକା ଟ ିନୁ ପି: ପେରିସିକା କୁସୁନ ଜା :କନ୍ଧ ବା :ପୁଜାରି ଗୁଡା
୪ ୫ ୧୩୩ ପୂଜାରିଗୁଡା କେଲିଗୁଡା ଏ୧.୨୪୦ ଏ୦.୧୭୦ ଡଙ୍ଗର ୩ ପେରିସିକା ରାଇସିଙ୍ଗି , ପେରିସିକା ଗୋପି, ପେରିସିକା ଭିକାରୀ, ପେରିସିକା ଜୟସିଙ୍ଗି ପି: ପେରିସିକା କୁରୁ ମି, ପେରିସିକା ପୋଲାଇ ସ୍ୱା : ପେରିସିକା କୁସୁନ, ପେରିସିକା ଟ ିନୁ ପି: ପେରିସିକା କୁସୁନ ଜା :କନ୍ଧ ବା :ପୁଜାରି ଗୁଡା
୫ ୮ ୧୩୧ ପୂଜାରିଗୁଡା କେଲିଗୁଡା ଏ୦.୧୨୦ ଏ୦.୦୨୦ ଡଙ୍ଗର୨ ପେରିସିକା ଜାଗିଲି ପ ି:ପେରିସିକା ନାରି ଜା :କନ୍ଧ ବା :ନିଜଗ ଁା
୬ ୩ ୧୩୦ ପୂଜାରିଗୁଡା କେଲିଗୁଡା ଏ୦.୧୫୦ ଏ୦.୦୨୦ ଡଙ୍ଗର୨ ର ୁ ଷ୍ୟ ଶୃଙ୍ଗ ବୃନ୍ଧାମା ପି:ଆର୍ .CkVkdk ସ୍ୱାମୀ ବା :ନିଜଗ ଁା
୭ ୩ ୩୨ ପୂଜାରିଗୁଡା କେଲିଗୁଡା ଏ୦.୩୪୦ ଏ୦.୦୮୦ ଧାନ୨ ର ୁ ଷ୍ୟ ଶୃଙ୍ଗ ବୃନ୍ଧାମା ପି:ଆର୍ .CkVkdk ସ୍ୱାମୀ ବା :ନିଜଗ ଁା
୮ ୧୪ ୧୧୫ ପୂଜାରିଗୁଡା କେଲିଗୁଡା ଏ୦.୪୧୦ ଏ୦.୦୨୦ ଡଙ୍ଗର୧ ପେରିସିକା ବାରିକ ପ ି:ପେରିସିକା ସାଣା ଜା :କନ୍ଧ ବା :ନିଜଗ ଁା
୯ ୧୫ ୧୧୮ ପୂଜାରିଗୁଡା କେଲିଗୁଡା ଏ୦.୫୬୦ ଏ୦.୦୩୦ ଡଙ୍ଗର୧ ନିମାଲ ପୁଇପାଇଡାମା ସ୍ୱା : ନମିଲ ପୁରମାଲନା, ନମିଲ ପୁର ଦଣ୍ଡାସି, ନମିଲ ପୁର ପେଣ୍ଟା, ନମିଲ ପୁର ଅର୍ଜ ୁନ ପ ି :ନମିଲ ପୁର ଯାମାନା ଜା : ଶୁଣ୍ଢି ବା :ନିଜଗ ଁା
୧୦ ୧୬ ୧୧୭ ପୂଜାରିଗୁଡା କେଲିଗୁଡା ଏ୦.୬୯୦ ଏ୦.୦୪୦ ଡଙ୍ଗର୧ ପେରିସିକା ମାହାରି, ପେରିସିକା ହାଡିଆ ପି : ପେରିସିକା ଗୁରୁ ବା ଯାନି ଜା : କନ୍ଧ ବା :ନିଜଗ ଁା
୧୧ ୧୬ ୧୩୨ ପୂଜାରିଗୁଡା କେଲିଗୁଡା ଏ୦.୦୯୦ ଏ୦.୦୨୦ ଡଙ୍ଗର୩ ପେରିସିକା ମାହାରି, ପେରିସିକା ହାଡିଆ ପି : ପେରିସିକା ଗୁରୁ ବା ଯାନି ଜା : କନ୍ଧ ବା :ନିଜଗ ଁା
୧୨ ୨୨ ୨୩ ପୂଜାରିଗୁଡା କେଲିଗୁଡା ଏ୦.୭୬୦ ଏ୦.୦୯୦ ଡଙ୍ଗର୩ ପେରେସିକା ହର୍ଷ ସ୍ୱା :ପେରିସିକା ସୁକଦେବ, ପେରିସିକା ନାମା, ପେରିସିକା ସିବାନା ପି :ପେରିସିକା ସାରୁ ଜା :କନ୍ଧ ବା :ନିଜଗ ଁା
୧୩ ୨୨ ୧୨୭ ପୂଜାରିଗୁଡା କେଲିଗୁଡା ଏ୦.୧୧୦ ଏ୦.୦୨୦ ଡଙ୍ଗର୨ ପେରେସିକା ହର୍ଷ ସ୍ୱା : ପେରିସିକା ସୁକଦେବ, ପେରିସିକା ନାମା, ପେରିସିକା ସ ିବାନା ପି :ପେରିସିକା ସାରୁ ଜା :କନ୍ଧ ବା :ନିଜଗ ଁା
୧୪ ୧୮ ୧୨୬ ପୂଜାରିଗୁଡା କେଲିଗୁଡା ଏ୦.୦୯୦ ଏ୦.୦୧୦ ଡଙ୍ଗର୨ ପେରିସିକା ମକୁନା ପ ି:ପେରିସିକା ଦେକିନା ଜା : କନ୍ଧ ବା :ନିଜଗ ଁା
୧୫ ୧୮ ୨୨ ପୂଜାରିଗୁଡା କେଲିଗୁଡା ଏ୦.୪୧୦ ଏ୦.୦୪୦ ଡଙ୍ଗର୩ ପେରିସିକା ମକୁନା ପ ି:ପେରିସିକା ଦେକିନା ଜା : କନ୍ଧ ବା :ନିଜଗ ଁା
୧୬ ୨୬/୧୪ ୧୨୧ ପୂଜାରିଗୁଡା କେଲିଗୁଡା ଏ୦.୨୩୦ ଏ୦.୦୨୦ ଡଙ୍ଗର୨ ହିମିରିକା ଉତ୍ତରା ହିମିରିକା ସମ୍ବୁ ଜା :କନ୍ଧ ବା :ନିଜଗ ଁା
୧୭ ୨୬/୧୪ ୧୪ ପୂଜାରିଗୁଡା କେଲିଗୁଡା ଏ୦.୯୪୦ ଏ୦.୧୦୦ ଡଙ୍ଗର୩ ହିମିରିକା ଉତ୍ତରା ହିମିରିକା ସମ୍ବୁ ଜା :କନ୍ଧ ବା :ନିଜଗ ଁା
୧୮ ୨୬/୩ ୧୨୨ ପୂଜାରିଗୁଡା କେଲିଗୁଡା ଏ୦.୪୨୦ ଏ୦.୦୨୦ ଡଙ୍ଗର୨ ସାଇଲଡା ମାଲାମ ନାଇଡୁ ପ ି:ସାଇଲଡା ବାୟାନାନାଇଡୁ ଜା :କାମ୍ପ ବା :ପୁଜାରି ଗୁଡା
୧୯ ୨୬/୫୯ ୧୧୬ ପୂଜାରିଗୁଡା କେଲିଗୁଡା ଏ୦.୫୭୦ ଏ୦.୦୨୦ ଡଙ୍ଗର୧ ପେରିସିକା କମୁଳୁ ପ ି:ପେରିସିକା ମୁଶୁରି ଜା :କନ୍ଧ ବା :ପୂଜାରି ଗୁଡା
୨୦ ୨୬/୧୦୮ ୧୨୮ ପୂଜାରିଗୁଡା କେଲିଗୁଡା ଏ୦.୬୩୦ ଏ୦.୦୮୦ ଡଙ୍ଗର୨ ମ ିଣିଆକା ଲଛମପତି ପ ି:ମିଣିଆକା ଦାଲସିଂ ଜା : କନ୍ଧ ବା :ପୁଝାରିଗୁଡା
୨୧ ୨୬/୧୭୭ ୬୯/୪ ୫୭ ପୂଜାରିଗୁଡା କେଲିଗୁଡା ଏ୦.୩୨୦ ଏ୦.୧୬୦ ଡଙ୍ଗର୩ ପେରିସିକା ଲିଙ୍ଗାନା ପ ି:ପେରିସିକା ନାରସି ଜା : କନ୍ଧ ବା :ନିଜଗ ଁା
୨୨ ୨୬/୧୫ ୯ ପୂଜାରିଗୁଡା କେଲିଗୁଡା ଏ୧.୦୨୦ ଏ୦.୩୮୦ ଡଙ୍ଗର୩ ଲଛପତି : ହିମିରିକା , ଅନନ୍ତ ହିମିରିକା ପି :ଭୀମ ହିମିରିକା ଜା :କନ୍ଧ ବା :ପୂଜାରିଗୁଡା, ପାଇକପଡା
୨୩ ୧୦ ୧୫ ପୂଜାରିଗୁଡା କେଲିଗୁଡା ଏ୧.୭୭୦ ଏ୦.୧୩ ଡଙ୍ଗର୩ ମ ିଣିଆକା ଡାଲ ପି:ମିଣିଆକା ଦିନବନ୍ଧୁ ଜା :କନ୍ଧ ବା :ନିଜଗ ଁା
୨୪ ୨୬/୩୫ ୧୦/୪୪ ୦ ପୂଜାରିଗୁଡା କେଲିଗୁଡା ଏ୧.୦୦୦ ଏ୦.୧୫୦ ଡଙ୍ଗର୩ ପେରିସିକା ଶୋଭନା ପ ି:କ୍ରୀଷ୍ଣା ବା :ନିଜଗ ଁା
୨୫ ୨୬/୩୬ ୧୦/୪୪ ୧ ପୂଜାରିଗୁଡା କେଲିଗୁଡା ଏ୧.୦୦୦ ଏ୦.୦୩୦ ଡଙ୍ଗର୩ ପ୍ରାସକା ଘାସି ପି:ଯାମା ଜା : କନ୍ଧ ବା :ନିଜଗ ଁା
୨୬ ୨୬/୩୭ ୧୦ ପୂଜାରିଗୁଡା କେଲିଗୁଡା ଏ୦.୫୪୦ ଏ୦.୦୬୦ ଡଙ୍ଗର୩ ନାମିଲିପୁରି ଗୁମ୍ଫା ସ୍ୱାମି ପ ି:ଦାମ ଜା :ସୁଣ୍ଢି ବା :ନିଜଗ ଁା
୨୭ ୨୬/୪୬ ୧୧ ପୂଜାରିଗୁଡା କେଲିଗୁଡା ଏ୦.୫୫୦ ଏ୦.୧୮୦ ଡଙ୍ଗର୩ ମ ିଣିଆକା ରେଲି ପି:ମିଣିଆକା ପେରିଗା ଜା :କନ୍ଧ ବା :ନିଜଗ ଁା
୨୮ ୨୬/୫୧ ୯/୪୨୬ ପୂଜାରିଗୁଡା କେଲିଗୁଡା ଏ୨.୦୪୦ ଏ୦.୧୨୦ ଡଙ୍ଗର୩ ମ ିଣିଆକା ଦାନୁ ପି:ମିଣିଆକା ପେରିଗା ଜା :କନ୍ଧ ବା :ନିଜଗ ଁା
୨୯ ୨୬/୬୮ ୧୩ ପୂଜାରିଗୁଡା କେଲିଗୁଡା ଏ୧.୩୨୦ ଏ୦.୧୩୦ ଡଙ୍ଗର୨ ପେରିସିକା ଲିଙ୍ଗାୟା ପ ି:ପେରିସିକା ନାଶି ଜା :କନ୍ଧ ବା :ପୁଝାରି ଗୁଡା
୩୦ ୨୬/୧୧୪ ୨୧ ପୂଜାରିଗୁଡା କେଲିଗୁଡା ଏ୦.୯୯୦ ଏ୦.୧୦ ଡଙ୍ଗର୩ ମ ିଣିଆକା ମଣି ପି:ମିଣିଆକା ରେଲି ଜା :କନ୍ଧ ବା :ନିଜଗ ଁା
୩୧ ୨୬/୧୮୫ ୨୯/୪୫ ୪ ପୂଜାରିଗୁଡା କେଲିଗୁଡା ଏ୦.୪୦୦ ଏ୦.୧୪୦ ଡଙ୍ଗର୩ ମଧୁ ପେରିସିକା ପି:ଗୋପି ପେରିସିକା ଜା :କନ୍ଧ ବା : ନିଜଗ ଁା
୩୨ ୨୬/୭୫ ୨୮ ପୂଜାରିଗୁଡା କେଲିଗୁଡା ଏ୧.୨୨୦ ଏ୦.୦୨୦ ଧାନ୨ ମ ିଣିଆକା ଜଗଦିଶ ପି : ମ ିଣିଆକା ଦାନୁ, ମିଣିଆକା ରଘୁନାଥ ପି :ମିଣିଆକା ରେଲି ଜା :କନ୍ଧ ବା :ପୁଝାରି ଗୁଡା
ଘମାଟ ଏ୨୩.୮୭ ଏ୫.୮୦୦
3 4 5 6

[No. 33067--RDM-LAB-RGD-0001/2023-R&DM]

ରାଜ୍ୟପାଳଙ୍କ ଆଦେଶାନୁସାରେ

ମଧୁସ୍ମିତା ସାହୁ

ଅତିରିକ୍ତ ଶାସନ ସଚିବ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1280—173+25

Cite this issue. Odisha Gazette, Government of Odisha, 01 November 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-11-01.Extraordinary_2040/. Archive identifier in.gazette.odisha_govpress.2024-11-01.Extraordinary_2040.