Servants of Knowledge
Odisha Gazette · Government of Odisha

Odisha Gazette, No. 2294, 02 December 2024

Published 02 December 2024

Department
Revenue & Disaster Management
Type
Extraordinary
Gazette no.
2294
Notification no.
23515
Notification Date
19-07-2024
Identifier
in.gazette.odisha_govpress.2024-12-02.Extraordinary_2294
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 2294 CUTTACK, MONDAY, DECEMBER 2, 2024/MARGASIRA 11, 1946

ରାଜସ୍ୱ ଓ ବିପଯ୍ୟୟ ପରିଚାଳନା ବିଭାଗ.

ଅଧିସୂଚନା

No. 23515--RDM-LAC-KNJ-0007/2024-R&DM, Dated 19-07-2024 ଯେହେତୁ ଓଡିଶା ସରକାରଙ୍କୁ ପ୍ରତୀତ ହେଊଅଛିକି ଏକ ସାବବଜନୀନ ଉଶେେୟରେ ଅଥବାତ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବୟାରେଜ ପ୍ରକଳ୍ପର ବେୈତରଣୀ ବାମ ପାର୍ଶ୍ବ ମୂଖୟ କେନାଲ ନିମବାଣ ପାଇ ଁ ସରକାର ସରକାରୀ ବୟୟରେ ମୌଜା- ଘୁସୁରାପଦା ( ଅତିରିକ୍ତ), ଥାନା- ନ୍ଦେୀପଦl , ତହସିଲ- ହାଟଡିହି , ଜିଲ୍ଲା- କେନ୍ଦୁଝର ରେ ନିମ୍ନ ତଫସିଲ ମତେ ପ୍ରାୟ ଏ ୧.୪୫ ଭୂ ମି ଅଜବନ କରିବା ଆବଶୟକ ହେଉଅଛି ;

ତେଣୁ ନୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅଜବନ, ପୁନବବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ ୨୦୧୩ (RFCTLAR&R Act, 2013) ର ୧୧(୧) ଧାରା ରେ ଭାରପ୍ରାପ୍ତ ହୋଇ ସରକାର ଏତଦ୍ୱାରା ନିମ୍ନ ଅନୁସୂଚୀ ରେ ପ୍ରଦତ୍ତ ଜମି ଅଧ ିଗ୍ରହଣ ପାଇ ଁ ପ୍ରାରମ୍ଭିକ ଅଧ ିସୂଚନା ଜାରି କରାଯାଉଛି ।

ନୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅଜବନ, ପୁନବବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଛତା ଆଇନ ୨୦୧୩ ର ଧାରା ୧୧(୧) ର ବୟବସ୍ଥା ଅନୁଯାୟୀ ଘୋଷିତ ଏହି ପ୍ରାରମ୍ଭିକ ଅଧ ିସୂଚନାଟି ଏଥି ସହିତ ସମ୍ପୃକ୍ତ ସମସ୍ତଙ୍କ ପାଇ ଁ ପ୍ରଯୁଯୟ ଅଟେ ।

ଯଦି ସମ୍ପୃକ୍ତ ଜମିର କୌଣସି ସ୍ୱତ୍ଵାଧ ିକାରୀ / ଜମି ମାଲିକ ଭୂ ମି ଅଧ ିଗ୍ରହଣ ଅଧ ିସୂଚନା ସମ୍ପକିତ ଅଧ ିସୂଚିତ ଜମିର ଉପଯୋଗିତା, ରକବା ଏବଂ ସାବବଜନୀନ ଉଶେେୟର ଔଚିତୟ ବିଷୟରେ କୌଣସି ଆପତ୍ତି ଥାଏ, ସେ ଉକ୍ତ ପ୍ରାରମ୍ଭିକ ଅଧ ିସୂଚନା ପ୍ରକାଶନର ୬୦ ଦିନ ମଧ୍ୟରେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିକଟରେ ଲିଖ ିତ ଆକାରରେ ଅଭିଯୋଗ କରିପାରିବେ ।

ପ୍ରକଳ୍ପ ସମ୍ବନ୍ଧୀୟ ବିବରଣୀ

୧- ସାବବଜନୀନ ଉଶେେୟରେ ସ୍ୱରୁ ପ- ଆନନ୍ଦପୁର ବୟାରେଜ ପ୍ରକଳ୍ପର ବେୈତରଣୀ ଦକ୍ଷିଣ ପାର୍ଶ୍ବ ମୂଖୟ କେନାଲ ନିମବାଣ ନିମେେ

୨- ଜମି ଆବଶୟକ କରୁ ଥିବା ସଂସ୍ଥାର ନାମ- ଅଧ ିକ୍ଷଣ ଯନ୍ତ୍ରୀ, ଆନନ୍ଦପୁର ବୟାରେଜ ଡିଭିଜନ, ଶାଳପଡା ।

୩- କ୍ଷତିଗ୍ରସ୍ତ ଲୋକଙ୍କ ବିସ୍ଥାପନ ଆବଶୟକତାର କାରଣ :- ସାବବଜନୀନ ଉଶେେୟରେ ଆନନ୍ଦପୁର ବୟାରେଜ ପ୍ରକଳ୍ପର ବେୈତରଣୀ ଦକ୍ଷିଣ ପାର୍ଶ୍ବ ମୂଖୟ କେନାଲ ନିମବାଣ ନିମ େେକାଯବୟକାରି କରିବା ।

୪- ସାମାଜିକ ପ୍ରଭାବ ମୂଲୟାୟନ ର ସାରାଂଶ :- ଉକ୍ତ ପ୍ରକଳ୍ପ ପାଇ ଁ ପ୍ରଯୁଯୟ ନୁହେ ଁ୫- ପୁନବବାସ ଓ ଥଇଥାନ ପାଇ ଁ ନିଯୁକ୍ତ ପ୍ରଶାସକଙ୍କ ବିବରଣୀ :- ଉପ-ଜିଲ୍ଲା ପାଳ, ଆନନ୍ଦପୁର । ୬- ଜମି ର ବିବରଣୀ:-

ଜିଲ୍ଲା ତହସିଲ ଗ୍ରାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖାତାନଂ ପ୍ଲଟ୍ ନଂ ପ୍ଲଟ୍ ରମୋଟ ରକବା ଅଧ ିସୂଚୀତ ଜମିର ରକବା ରୟତ୍ ର ନାମ
କେନ୍ଦୁଝର ହାଟଡିହି ଘୁସୁରାପଦା ( ଅତିରିକ୍ତ) ଗ୍ରାମାଞ୍ଚଳ ଏଥି ସହିତ ସଂଲଗ୍ନ ଏଥି ସହିତ ସଂଲଗ୍ନ ଏ ୩.୬୩ ଏ ୧.୪୫ ଏଥି ସହିତ ସଂଲଗ୍ନ

ଉକ୍ତ ଭୂ ମିର ଏକ ନକ୍ସା ତଥା ବିସ୍ତୃତ ବିବରଣୀ ସ୍ୱତନ୍ତ୍ର ଭୂ -ଅଜବନ ଅଧ ିକାରୀ, ଆନନ୍ଦପୁର ବୟାରେଜ ପ୍ରକଳ୍ପ,

ସାଳପଡା, କେନ୍ଦୁଝରଙ୍କ କାଯବୟାଳୟ ରେ କାଯବୟ ଦିବସ ମାନଙ୍କରେ ଦେଖ ିବାକୁ ମିଳିପାରିବ I

ଉକ୍ତ ଅଧ ିସୂଚନା ଅଭେବ

ୁ କ୍ତ କୌଣସି ଜମିର କ୍ରୟ ବିକ୍ରୟ, ହସ୍ତାରେ (ଦେଣନେଣ) କିମ୍ବା ଦାୟ ସୃଷ୍ଟି କେନ୍ଦୁଝର ଜିଲ୍ଲାପାଳଙ୍କ ପୂବବାନୁମୋଦନ ବିନା କରା ଯାଇ ପାରିବ ନାହି ଁ ।

LAND SCHEDULE

Addl. Land Acquisition for Construction of Anandapur Barrage Project (Baitarani Left Bank Canal) of Village - Ghusurapada (AddI), Tahasil - Hatadihi, P.S. - Nandipada, Dist. – Keonjhar, L.A. Case No. LACN/1/12/2024.

କ୍ର : ନଂ ଖାତା ନଂ ଜମି ମାଲିକଙ୍କ ନାମ, ଜାତି, ବାସସ୍ଥାନ ପ୍ଲଟ୍ ନଂ କ ିସମ ମୋଟ ରକବା ଅଧିଗ୍ରହଣ ରକବା
1 2 3 4 5 6 7
୧ 23 ଚଢେଇ ନାୟକ, ପି- ଗଙ୍ଗଧର ନାୟକ, ଜାତି- ଖଣ୍ଡାୟତ, ବା – ନିଜଗ ଁା । 400 ଶାରଦ- ୧ 1.33 0.02
୨ 99/19 ଶ୍ରୀ କରୁ ଣାକର ବାରିକ, ପ ି- ନବ ବାରିକ, ଜା- ଗୋପାଳ, ବା- ନିଜଗ ଁା । 216/520 ଶାରଦ- ୧ 0.15 0.03
୩ 99/92 ଅପତି ଚରଣ ବାରିକ, ପି – ଆନନ୍ଦ ବାରିକ, ଜା- ଗୋପାଳ, ବା- ନିଜଗ ଁା । 216/637 ଶାରଦ- ୧ 0.85 0.03
୪ 99/141 ପ୍ରତାପ କୁମାର ବେଉରିଆ, ପି - ଉମାକା େବେଉରିଆ, ଜାତି – ଖଣ୍ଡାୟତ, ବା- ମନନାଥପୁର । 339/444 ଶାରଦ- ୧ 0.40 0.40
290 ଶାରଦ- ୨ 0.22 0.22
339/646 ଶାରଦ- ୧ 0.51 0.51
339/680 ଶାରଦ- ୧ 0.07 0.07
344/679 ଶାରଦ- ୧ 0.10 0.10
345/515 ଶାରଦ- ୧ 0.07 0.07
ମୋଟ ଅଧିଗ୍ରହଣ ରକବା ଏ 1.45

ରାଜୟପାଳଙ୍କ ଆଦେଶକ୍ରମେ(ଦିଗ େ ରାଉତରାୟ) ଅତିରିକ୍ତ ଶାସନ ସଚିବ Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1534—173+30

Cite this issue. Odisha Gazette, Government of Odisha, 02 December 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-12-02.Extraordinary_2294/. Archive identifier in.gazette.odisha_govpress.2024-12-02.Extraordinary_2294.