Servants of Knowledge
Odisha Gazette · Government of Odisha

Odisha Gazette, No. 2298, 02 December 2024

Published 02 December 2024

Department
Revenue & Disaster Management
Type
Extraordinary
Gazette no.
2298
Notification no.
27069
Notification Date
13-08-2024
Identifier
in.gazette.odisha_govpress.2024-12-02.Extraordinary_2298
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 2298 CUTTACK, MONDAY, DECEMBER 2, 2024/MARGASIRA 11, 1946

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଘ ାଷଣା

No. 27069—RDM-LAA-MBJ-0019/2023-R&DM Dated 13-08-2024

ସବ୍ସାଧାରଣଙ୍କ ଅବଗତି ନିମଘେ, ନୟାଘୟାଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ -ଅଜ୍ନ, ପୁନବ୍ାସ ଓ ଥଇଥାନ ଘକ୍ଷତ୍ରଘର ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013 )ର ଧାରା ୧୯ ର ଅଧ ିନିୟମ ୧ ଅନୁର୍ଯାୟୀ ଏହି ଘ ାଷଣାନାମା ଦିଆର୍ଯାଉଅଛି ଘର୍ଯ ଉକ୍ତ ଆଇନ ର ଧାରା ୧୫(୨) ଅନୁସାଘର ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ରିଘପାର୍୍କୁ ବିଘବଚନା କରି ରାଜୟ ସରକାରଙ୍କୁ ଏହି ଆଇନର ଧାରା ୨(୧) ପ୍ରକାଘର ପ୍ରତୀତ ଘହଉଅଛି ଘର୍ଯ ଘମୌଜା- ଜୟପୁରିଆ, ଥାନା- ଘବୈଶିଙ୍ଗା ନଂ. ୧୪୬, ତହସିଲ- ଘବତନର୍ୀ, ଜିଲ୍ଲା- ମୟୂ ରଭଞ୍ଜ ଘର ନିମ୍ନ ସୂଚୀତ 'କ' ତଫସିଲ ଜମି ଏକ ସାବ୍ଜନୀନ ଉଘେଶୟଘର ର୍ଯଥା ସୁବର୍ଣ୍୍ଘରଖା ଜଳଘସଚନ ପ୍ରକଳ୍ପର ର ୁନାଥପୁର ଡିଷ୍ଟ୍ି ିବୁୟର୍ାରୀ ଓ ବାଲିଚିତିରି ସବ୍-ମାଇନର ନିମ୍ାଣ ନିମଘେ ଭୂ ମି ଅଧ ିଗ୍ରହଣ ଆବଶୟକ ଘହଉଅଛି I

ଏହି ଭୂ ମି ଅଧ ିଗ୍ରହଣ ସମ୍ବନ୍ଧୀୟ ପ୍ରାରମ୍ଭିକ ବିଜ୍ଞପ୍ତି ନୟାଘୟାଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ - ଅଜ୍ନ, ପୁନବ୍ାସ ଓ ଥଇଥାନ ଘକ୍ଷତ୍ରଘର ସ୍ୱଚ୍ଛତା ଆଇନ, ୨୦୧୩ (RFCTLAR & R Act, 2013) ର ଧାରା ୧୧(୧) ଅନୁର୍ଯାୟୀ ବିଜ୍ଞପ୍ତି ସଂଖୟା ୪୯୬୫ ତା. ୨୨.୦୨.୨୦୨୪ ରିଖ ଘର ପ୍ରକାଶିତ ଘହାଇଅଛି ।

ପୁନଶ୍ଚ ଏହା ଘ ାଷଣା କରାର୍ଯାଉଅଛି ଘର୍ଯ ଘମୌଜା – ଜୟପୁରିଆ, ଥାନା- ଘବୈଶିଙ୍ଗା ନଂ. ୧୪୬, ଜିଲ୍ଲା- ମୟୂ ରଭଞ୍ଜ ଘର ଘକୌଣସି ବିସ୍ଥାପିତ ପରିବାର ନ ଥ ିବାରୁ ପୁନବ୍ାସ ଓ ଥଇଥାନ ନିମିତ୍ତ ଘକୌଣସି ଜମି ଚିହ୍ନର୍ ଓ ପୁନବ୍ାସ ଓ ଥଇଥାନ ଘର୍ଯାଜନା ରୂ ପଘରଖର ସାରମମ୍ ସଂଲଗ୍ନ2 କରାର୍ଯାଇନାହି ିଁ I ପୁନବ୍ାସ ଓ ଥଇଥାନ ଘର୍ଯାଜନା ଏବଂ କ୍ଷତିପୂରଣ ସମ୍ବନ୍ଧୀୟ ତଥୟ ଜିଲ୍ଲାପାଳ ଏବଂ ପୁନବ୍ାସ ଓ ଥଇଥାନ ପ୍ରଶାସନ କାର୍ଯ୍ୟାଳୟଘର ଉପଲବ୍ଧ ଅଘର୍ । ପୁନବ୍ାସ ଓ ଥଇଥାନ ଘର୍ଯାଜନାର ଭୂ ମି ନକ୍ସା ଭୂ -ଅଜ୍ନ ମହାମଣ୍ଡଳ ଅଧ ିକାରୀ, ସୁବର୍ଣ୍୍ଘରଖା ଜଳଘସଚନ ପ୍ରକଳ୍ପ , ଲକ୍ଷ୍ମୀଘପାଷି, ବାରିପଦା, ସ୍ଥିତ ମୟୂ ରଭଞ୍ଜ ଙ୍କ କାର୍ଯ୍ୟାଳୟଘର କାର୍ଯ୍ୟ ଦିବସ ମାନଙ୍କଘର ଘଦଖ ିବାକୁ ମିଳିପାରିବ ।

ତଫସିଲ- କ

(ପ୍ରସ୍ତାବିତ ଭୂ ମି ଅଧ ିଗ୍ରହଣ ଅନୁସୂଚୀ)

ଜିଲ୍ଲା: ମୟୂ ରଭଞ୍ଜ ତହସିଲ: - ଘବତନର୍ୀ

ଗ୍ରାମର ନାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖାତା ନଂ ପ୍ଳର୍୍ ନଂ କିସମ ପ୍ଳର୍୍ ର ଘମାର୍ ରକବା ଅଧ ିଗ୍ରହଣ ଘହବାକୁ ଥ ିବା ଜମିର ରକବା ରୟତ୍ ଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ଜୟପୁରିଆ ଗ୍ରାମାଞ୍ଚଳ ଏଥ ି ସହିତ ସଂଲଗ୍ନ ଏଥ ି ସହିତ ସଂଲଗ୍ନ ଏଥ ି ସହିତ ସଂଲଗ୍ନ ଏକର ୩.୦୭ ଏକର ୦.୭୭ ଏଥ ି ସହିତ ସଂଲଗ୍ନ

ତଫସିଲ- ଖ

(ପୁନବ୍ାସ ନିମିତ୍ତ ଚିହ୍ନର୍ ଭୂ ମି ଅନୁ ସୂଚୀ)

ଜିଲ୍ଲା:- ମୟୂ ରଭଞ୍ଜ ତହସିଲ: - ଘବତନର୍ୀ

ଗ୍ରାମର ନାମ ଗ୍ରାମାଞ୍ଚଳ / ସହରାଞ୍ଚଳ ଖାତା ନଂ ପ୍ଲର୍୍ ନଂ କିସମ ପ୍ଲର୍୍ ର ଘମାର୍ ରକବା ପୁନବ୍ାସ ନିମିତ୍ତ ଚିହ୍ନର୍ ଜମିର ରକବା ରୟତ୍ ଙ୍କ ନାମ
୧ ୨ ୩ ୪ ୫ ୬ ୭ ୮
ପ୍ରର୍ଯୁଜୟ ନୁଘହ ିଁ

ଅଧ ିସୂଚନାର ଘବୈଧ ତାରିଖ- ୨୬.୦୪.୨୦୨୪ ।

3

ଭୂମି ଅନୁସୂଚୀ

ଭୂଅର୍ଜନ ମାମଲା ସଂଖ୍ୟା- ୨୮/୨୦୨୨ ଏ.୦.୭୭ଡି.

ସୁର୍ବରେଖା ଜଳସେଚନ ପ୍ରକଳ୍ପ ରଘୁନାଥପୁର ଡିଷ୍ଟ୍ରିବ୍ୟୁଟାରୀ, ବାଲିଚିତିରି ସବ୍-ମାଇନର ନିମନ୍ତେ ମୌଜା-ଜୟପୁରିଆ, ଥାନା-ବୈଶିଙ୍ଗା, ନଂ-୧୪୬, ତହସିଲ- ବେତନଟୀ, ଜିଲ୍ଲା- ମୟୂରଭ

ଖାତା ନଂ ଓ ସତ୍ୱ ପ ୍ଲଟ ନଂ ମୋଟ ରକବା ଆକ୍ୟୁଆର ରକବା କିସମ ରୟତଙ୍କ ନାମ, ପିତା, ଜାତି ଓ ବାସସ୍ଥାନ
୧ ୨ ୩ ୪ ୫ ୬
୭ ୩୩୨ ୦.୨୮ ୦.୦୪ ପତିତ ଶ୍ରୀ ଚ ୈତନ୍ୟ ନ୍ିତୟାନ୍ନ୍ଦ ମହାପ୍ରଭୁ ବିଚେ କାନ୍ଥି ମଠ ମାର୍ଫ ତ ଟ୍ରଷ୍ଟି ଚବାଡ ଉପେିଲ୍ଲାପାଳ ବାରିପଦା
୪୩୨ ୦.୨୬ ୦.୦୧ ଶାରଦ ଅଣ ଜଳସେଚିତ ଦୁଇ
୪୩୩ ୦.୫୩ ୦.୧୧ ପତିତ
୨୪ ୪୨୬ ୧.୦୦ ୦.୧୩ ପତିତ କୃପା ବାଚେ ପି: ାଚନ୍ ବାଚେ ୋ: ସାନ୍ତାଳ ବା: ନ୍ିେଗ ା
୧୧୫ ୩୩୩ ୧.୦୦ ୦.୧୨ ପତିତ ର ୁ ହୟା ମାଝୀ ପି:ସୁନ୍ଦର ମାଝୀ ୋ: ସାନ୍ତାଳ ବା: ନ୍ିେଗ ା
ସମପରିମାଣ ଗୋଚର ପ୍ରତିବଦଳ
୨୪ ୪୨୬ ୦.୧୮ ପତିତ କୃପା ବାଚେ ପି: ାଚନ୍ ବାଚେ ୋ: ସାନ୍ତାଳ ବା: ନ୍ିେଗ ା
୧୧୫ ୩୩୩ ୦.୧୮ ପତିତ ର ୁ ହୟା ମାଝୀ ପି:ସୁନ୍ଦର ମାଝୀ ୋ: ସାନ୍ତାଳ ବା: ନ୍ିେଗ ା
ମୋଟ ୭ ପ୍ଲଟକୁ ଏ. ୩.୦୭ ଡେ.ମି. ଏ.୦.୭୭ ଡେ.ମି.

ରାଜୟପାଳଙ୍କ ଆଘଦଶକ୍ରଘମ

ସୁରଞ୍ଜନ ପ୍ରଧାନ

ଅତିରିକ୍ତ

ଶାସନ ସଚିବ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1538—173+25

Cite this issue. Odisha Gazette, Government of Odisha, 02 December 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-12-02.Extraordinary_2298/. Archive identifier in.gazette.odisha_govpress.2024-12-02.Extraordinary_2298.