Servants of Knowledge
Odisha Gazette · Government of Odisha

Odisha Gazette, No. 2317, 03 December 2024

Published 03 December 2024

Department
Revenue & Disaster Management
Type
Extraordinary
Gazette no.
2317
Notification no.
27671
Notification Date
16-08-2024
Identifier
in.gazette.odisha_govpress.2024-12-03.Extraordinary_2317
Languages
English, Odia
Published at
Original source ↗

The Odisha G a z e t t e

EXTRAORDINARY

PUBLISHED BY AUTHORITY

No. 2317 CUTTACK, TUESDAY, DECEMBER 3, 2024/MARGASIRA 12, 1946

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

ଘୋଷଣା

S.R.O. No. 637/2024 Dated 16-08-2024

ସର୍ବସାଧାରଣଙ୍କ ଅବଗତି ନିମନ୍ତେ, ନ୍ୟାୟୋଚିତ କ୍ଷତିପୂରଣ ଅଧ ିକାର ଏବଂ ଭୂ - ଅର୍ଜନ, ପୁନର୍ବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩ ର ଧାରା ୮, ଅଧ ିନିୟମ ୨ ଅନୁସାରେ ଯାଜପୁର ଜିଲ୍ଲାର ୦୧ ଗୋଟି ମୌଜାରେ ଏକର ୮.୯୧ ପରିସୀମାରେ ଘରୋଇ ଜମିରେ ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଅର୍ଥାତ ସ୍ଥାୟୀ ଦୈନିକ ଆଦର୍ଶ ମଣ୍ଡି ସ୍ଥାପନ ନିମନ୍ତେ, ସଚିବ, ନିୟନ୍ତ୍ରିତ ବଜାର କମିଟି, ଯାଜପୁରଙ୍କ ଦ୍ୱାରା ଭୂ ମି ଅଧ ିଗ୍ରହଣ ଆବଶ୍ୟକ ହେଉଥ ିବାରୁ , ନିମ୍ନ ସୂଚିତ "କ" ତଫସିଲ ଜମି ନିମନ୍ତେ ଜିଲ୍ଲାପାଳ, ଯାଜପୁରଙ୍କ ପ୍ରଦତ୍ତ ରିପୋର୍ଟ ଏବଂ ବିଶେଷଜ୍ଞ ଗୋଷ୍ଠୀ ରିପୋର୍ଟକୁ ତର୍ଜମା କରି ସରକାର ଙ୍କ ଦ୍ୱାରା ନିମ୍ନୋକ୍ତ ନିଷ୍ପତ୍ତି ନିଆଗଲା |

୧. ସର୍ବସାଧାରଣ ଉଦ୍ଦେଶ୍ୟରେ ଚିହ୍ନିତ କରାଯାଇଥ ିବା ପ୍ରସ୍ତାବିତ ଆବଶ୍ୟକ ଜମି ଅଧ ିଗ୍ରହଣ ବିଧ ି ସଙ୍ଗତ ଏବଂ ଯଥାର୍ଥ ଅଟେ ।

୨ .ଏହି ପ୍ରକଳ୍ପ ପାଇ ଁ ଆକଳନ କରାଯାଇଥ ିବା ଖର୍ଚ୍ଚ ଠାରୁ ସମ୍ଭାବ୍ୟ ଉପକାର ଓ ସର୍ବସାଧାରଣ ହିତର ମୂଲ୍ୟ ଯଥେଷ୍ଟ ଅଧ ିକ ଅଟେ ।

2

୩ . ଏହି ପ୍ରକଳ୍ପ ପାଇ ଁ ଆବଶ୍ୟକ ହେଉଥିବା ସର୍ବନିମ୍ନ ଜମି ଅଧ ିଗ୍ରହଣ ପାଇ ଁ ପ୍ରସ୍ତାବ ଦିଆ ଯାଇଅଛି ।

୪ .ପୂର୍ବରୁ ଅଧ ିଗ୍ରହଣ ହୋଇଥ ିବା ବଳକା ଜମି ଅବ୍ୟବହୃତ ହୋଇ ପଡି ରହିନାହି ଁ ।

୫ .ଉକ୍ତ ପ୍ରକଳ୍ପ ରେ କୌଣସି ଲୋକ ବିସ୍ଥାପିତ ହେଉନାହାନ୍ତି , ପ୍ରପୀଡିତ ବ୍ୟକ୍ତି ବିଶେଷଙ୍କର ସର୍ବନିମ୍ନ ପ୍ରତିକୂଳ ପ୍ରଭାବ ଓ ଭିତ୍ତିଭୂ ମି ର ପ୍ରୟୋଗ ନିମନ୍ତେ ଧ୍ୟାନ ରଖାଯାଇଅଛି ।

ତଫସିଲ-କ

(ପ୍ରସ୍ତାବିତ ଭୂ ମି ଅଧିଗ୍ରହଣ ଅନୁସୂଚୀ)

ଜିଲ୍ଲା- ଯାଜପୁର

କ୍ରମିକ ନଂ ଗ୍ରାମର ନାମ ତହସିଲ ଖାତା ନଂ ପ୍ଲଟ ନଂ କିସମ ପ୍ଲଟ ର ମୋଟ ରକବା ଅଧିଗ୍ର ହଣ ହେବା କ ୁ ଥିବା ଜମିର ରକବା ରୟତ ଙ୍କ ନାମ
୧ Unit-11 ସନ୍ଥମାଧବ ନଗର ଯାଜପୁର ଏଥ ି ସହିତ ସଂଲଗ୍ନ ଏଥ ି ସହିତ ସଂଲଗ୍ନ ଏଥ ି ସହିତ ସଂଲଗ୍ନ ଏଥ ି ସହିତ ସଂଲଗ୍ନ ଏ.୮.୯୧ ଏଥ ି ସହିତ ସଂଲ ଗ୍ନ
ମୋଟ ଏ.୮.୯୧

ଏଥି ସହିତ ଭୂ ମି ଅନୁସୂଚୀ ସଂଲଗ୍ନ କରା ଯାଇଅଛି ।

3

ଭୂ ମି ଅନୁସୂଚୀ

ଗ୍ରାମ- ୟୁ ନିଟ -୧୧, ସନ୍ଥମାଧବ ନଗର, ଥାନା ନଂ-୨୧୭, ତହସିଲ –ଯାଜପୁର

କ୍ର. ନଂ ଖାତା ନଂ ପ୍ଲଟ ନଂ କିସମ ମୋଟ ରକବା (ଏକରରେ ) ଅଧିଗ୍ରହଣ ରକବା ଖାତା ରୟତ
୧ ୯୬ ୪୬୮ ଘରବାରି-୧ ୦.୦୬୫ ୦.୦୩୩ ତ୍ର ିଲୋଚନ ପତି ମିଶ୍ର, ପି- ଚନ୍ଦ୍ରଶେଖର ପତି ମ ିଶ୍ର, ବା – ସନ୍ଥମାଧବ, ମୃଗାଙ୍ଗ ପତି, ପି- ଗୋବିନ୍ଦ ଚନ୍ଦ୍ର ପତି, ରଶ୍ି ତା ତ୍ରିପାଠୀ, ସ୍ୱା- ସେଶାଂଶୁ ଶେଖର ପତି, ଜା- ବ୍ରାହ୍ମଣ, ବା- ସନ୍ଥମାଧବ ନଗର
୨ ୫୭ ୪୬୭ ଶାରଦ-୧ ୦.୨୮୫ ୦.୨୮୫ କୈଳାଶ ଚନ୍ଦ୍ର ମହାପାତ୍ର, ପି – ବନମାଳୀ ମହାପାତ୍ର, ଜା – ବ୍ରାହ୍ମଣ, ବା- ନରହରିପୁର
୩ ୫୭ ୪୬୭ ଶାରଦ ଜଳ-୧ ୦.୧୬୩ ୦.୧୬୩
୪ ୫୭ ୪୬୫ ଶାରଦ ଜଳ-୧ ୦.୦୮୦ ୦.୦୮୦
୫ ୧୬୨ ୪୦୦ ଶାରଦ-୧ ୦.୧୬୫ ୦.୧୬୫ ବ ିରଜା ଶଙ୍କର ପତି, ହେମଲତା ମିଶ୍ର, ମାଳତୀ ମ ିଶ୍ର, ବାସନ୍ତୀ ଶତପଥି, ମୀନାକ୍ଷୀ ପଣ୍ଡା, ପ ି- ଯୋଗେନ୍ଦ୍ର ନାଥ ପତି, ଶଙ୍କରୀ ପତି, ସ୍ୱା- ଯୋଗେନ୍ଦ୍ର ନାଥ ପତି, ଜା- ବ୍ରାହ୍ମଣ, ବା- ନିଜଗ ଁା
୬ ୧୩୨ ୪୦୧ ଶାରଦ -୧ ୦.୦୭୦ ୦.୦୭୦ ପାର୍ବତୀ ମିଶ୍ର, ପି- ମାନଗୋବିନ୍ଦ ମିଶ୍ର, ଜା- ବ୍ରାହ୍ମଣ, ବା- ଶ୍ରୀରାମପୁର
୭ ୪୨ ୪୬୩ ଶାରଦ-୧ ୦.୧୧୫ ୦.୧୧୫ କମଳା ପତି, ସ୍ୱା- ପ୍ରଶନ ପତି, ଜା- ବ୍ରାହ୍ମଣ, ବା- ନିଜଗ ଁା
୮ ୨୦୩ ୩୯୯ ଜଳାଶୟ-୨ ୦.୧୬୦ ୦.୧୬୦ ରବୀନ୍ଦ୍ର ନାଥ ପତି, ପି- ଦୟାନିଧି ପତି, ଜା- ବ୍ରାହ୍ମଣ, ବା- ନରହରିପୁର
୯ ୧୨୭ ୩୯୮ ଜଳାଶୟ-୨ ୦.୧୦୦ ୦.୧୦୦ ପ୍ରଫୁ ଲ ଚନ୍ଦ୍ର ପତି, ନିର୍ମଳ ଚନ୍ଦ୍ର ପତି, ପ ି- ଦୀନବନ୍ଧୁ ପତି, ଜା- ବ୍ରାହ୍ମଣ
୧୦ ୧୩୦ ୩୯୮/ ୧୦୦୭ ଜଳାଶୟ -୨ ୦.୧୦୦ ୦.୧୦୦ ପ୍ରଶ୍ନ କୁମାର ପତି, ପ୍ରମୋଦ କୁମାର ପତି, ପ ି- କାଶୀନାଥ ପତି, ସୁବର୍ଣ୍ଣ ପତି, ସ୍ୱା – କାଶୀନାଥ ପତି, ଜା- ବ୍ରାହ୍ମଣ,ବା- ନିଜଗ ଁା ସାମିଲ ନରହରିପୁର
୧୧ ୧୬୧ ୪୬୨ ଶାରଦ-୧ ୦.୧୧୩ ୦.୧୧୩ ବ ିରଜା ଶଙ୍କର ପତି, ହେମଲତା ମିଶ୍ର, ମାଳତୀ ମ ିଶ୍ର, ବାସନ୍ତୀ ପତି, ମୀନାକ୍ଷୀ ପଣ୍ଡା, ପ ିତା- ଯୋଗେନ୍ଦ୍ର ପତି, ଶଙ୍କରୀ ପତି, ସ୍ୱା- ଯୋଗେନ୍ଦ୍ର ପତି, ଜା- ବ୍ରାହ୍ମଣ ବା- ନିଜଗ ଁା
୧୨ ୧୬୯ ୪୦୨ ଶାରଦ-୧ ୦.୦୫୦ ୦.୦୫୦ ବ ୃନ୍ଦାବନ ପତି, ପି- ତଉଲି ପତି, ଅନାମ ପତି, ସନାତନ ପତି, ସପନି ପତି, ପ ି- ଗଙ୍ଗାଧର ପତି, ଜା- ବ୍ରାହ୍ମଣ, ବା- ସନ୍ଥମାଧବ
୧୩ ୨୫୪ ୪୦୩ ଶାରଦ-୧ ୦.୦୫୦ ୦.୦୫୦୧ ଶ୍ରୀନିବାସ ମିଶ୍ର, ଦ୍ୱାରିକା ନାଥ ମିଶ୍ର, ପି- ରାମଚନ୍ଦ୍ର ମିଶ୍ର, କୃଷ୍ଣ ମିଶ୍ର, କେଶବ ମିଶ୍ର, ପି- ଶୁକଦେବ ମିଶ୍ର, ଜା- ବ୍ରାହ୍ମଣ, ବା- ଲକ୍ଷ୍ମୀଧରପୁର
୧୪ ୨୭୩ ୪୦୪ ଶାରଦ-୧ ୦.୦୪୦ ୦.୦୪୦ ହ ୃଦାନନ୍ଦ ମିଶ୍ର, ମୋହିନୀ ମୋହନ ମିଶ୍ର, ପ ି- ଘନଶ୍ୟାମ ମିଶ୍ର, ଜା- ବ୍ରାହ୍ମଣ , ବା- ଲକ୍ଷ୍ମୀଧରପୁର
୧୫ ୨୭୩ ୪୦୫ ଶାରଦ-୧ ୦.୦୫୫ ୦.୦୫୫
୧୬ ୨୫୪ ୪୦୬ ଶାରଦ-୧ ୦.୦୮୭ ୦.୦୮୭ ଶ୍ରୀନିବାସ ମିଶ୍ର, ଦ୍ୱାରିକା ନାଥ ମିଶ୍ର, ପି- ରାମଚନ୍ଦ୍ର ମିଶ୍ର, କୃଷ୍ଣ ମିଶ୍ର, କେଶବ ମିଶ୍ର, ପି- ଶୁକଦେବ ମିଶ୍ର, ଜା- ବ୍ରାହ୍ମଣ, ବା- ଲକ୍ଷ୍ମୀଧରପୁର
୧୭ ୨୫୪ ୪୦୭ ଶାରଦ-୧ ୦.୦୬୩ ୦.୦୬୩
୧୮ ୨୫୪ ୩୯୭ ଶାରଦ-୧ ୦.୦୫୨ ୦.୦୫୨
୧୯ ୨୭୬/ ୪୭ ୩୯୩ ଶାରଦ-୧ ୦.୦୪୩ ୦.୦୪୩ ମନୋରମା ପତି, ସ୍ୱା- ପ୍ରଶ୍ନ କୁମାର ପତି, ଜା- ବ୍ରାହ୍ମଣ, ବା- ନରହରିପୁର
୨୦ ୨୧୯ ୩୯୪ ଶାରଦ-୧ ୦.୦୨୦ ୦.୦୨୦ ଶ୍ରୀ ବ୍ରଜ ମହାକାଳୀ ଠାକୁରାଣୀ ବିଜେ ନିଜଗ ଁା ମାର୍ଫ ତ ବା- ରାମଚନ୍ଦ୍ର ମିଶ୍ର, କୃଷ୍ଣ ଚନ୍ଦ୍ର ମିଶ୍ର, କେଶବ ଚନ୍ଦ୍ର ମିଶ୍ର, ପି- ଶୁକଦେବ ମିଶ୍ର, ଜା- ବ୍ରାହ୍ମଣ, ବା- ନରହରିପୁର
୨୧ ୨୭୩ ୩୯୧ ଶାରଦ-୧ ୦.୦୪୮ ୦.୦୪୮ ହ ୃଦାନନ୍ଦ ମିଶ୍ର, ମୋହିନୀ ମୋହନ ମିଶ୍ର, ପ ି- ଘନଶ୍ୟାମ ମିଶ୍ର, ଜା- ବ୍ରାହ୍ମଣ , ବା- ଲକ୍ଷ୍ମୀଧରପୁର
୨୨ ୨୭୩ ୩୯୨ ଶାରଦ-୧ ୦.୦୨୦ ୦.୦୨୦
୨୩ ୨୩୯ ୩୯୫ ଶାରଦ-୧ ୦.୦୪୦ ୦.୦୪୦ ଶରତ ଚନ୍ଦ୍ର ମିଶ୍ର, ପି- ବାଞ୍ଛାନିଧି ମିଶ୍ର, ଗଣେଶ ମ ିଶ୍ର, ଭାସ୍କର ମିଶ୍ର, ପି- ଲକ୍ଷ୍ମୀଧର ମିଶ୍ର, ଜା- ବ୍ରାହ୍ମଣ, ବା- ନିଜଗ ଁା
୨୪ ୨୭୩ ୩୯୬ ଶାରଦ-୧ ୦.୦୮୦ ୦.୦୮୦ ହ ୃଦାନନ୍ଦ ମିଶ୍ର, ମୋହିନୀ ମୋହନ ମିଶ୍ର, ପ ି- ଘନଶ୍ୟାମ ମିଶ୍ର, ଜା- ବ୍ରାହ୍ମଣ , ବା- ଲକ୍ଷ୍ମୀଧରପୁର
୨୫ ୨୫୪ ୪୦୮ ଶାରଦ-୧ ୦.୦୪୮ ୦.୦୪୮ ଶ୍ରୀନିବାସ ମିଶ୍ର, ଦ୍ୱାରିକା ନାଥ ମିଶ୍ର, ପି- ରାମଚନ୍ଦ୍ର ମିଶ୍ର, କୃଷ୍ଣ ମିଶ୍ର, କେଶବ ମିଶ୍ର, ପି- ଶୁକଦେବ ମିଶ୍ର, ଜା- ବ୍ରାହ୍ମଣ, ବା- ଲକ୍ଷ୍ମୀଧରପୁର
୨୬ ୨୭୬/ ୧୦୫ ୪୧୦ ଶାରଦ-୧ ୦.୦୮୦ ୦.୦୮୦ ଶ୍ରୀକାନ୍ତ ମିଶ୍ର, ପି- ରାମଚନ୍ଦ୍ର ମିଶ୍ର, ଜା- ବ୍ରାହ୍ମଣ, ବା- ଲକ୍ଷ୍ମୀଧରପପୂର
୨୭ ୨୭୩ ୪୧୨ ଶାରଦ-୧ ୦.୦୧୫ ୦.୦୧୫ ହ ୃଦାନନ୍ଦ ମିଶ୍ର, ମୋହିନୀ ମୋହନ ମିଶ୍ର, ପ ି- ଘନଶ୍ୟାମ ମିଶ୍ର, ଜା- ବ୍ରାହ୍ମଣ , ବା- ଲକ୍ଷ୍ମୀଧରପୁର
୨୮ ୨୫୪ ୪୧୩ ଶାରଦ-୧ ୦.୦୫୩ ୦.୦୫୩ ଶ୍ରୀନିବାସ ମିଶ୍ର, ଦ୍ୱାରିକା ନାଥ ମିଶ୍ର, ପି- ରାମଚନ୍ଦ୍ର ମିଶ୍ର, କୃଷ୍ଣ ମିଶ୍ର, କେଶବ ମିଶ୍ର, ପି- ଶୁକଦେବ ମିଶ୍ର, ଜା- ବ୍ରାହ୍ମଣ, ବା- ଲକ୍ଷ୍ମୀଧରପୁର
୨୯ ୨୭୩ ୪୧୪ ଶାରଦ-୧ ୦.୦୪୫ ୦.୦୪୫ ହ ୃଦାନନ୍ଦ ମିଶ୍ର, ମୋହିନୀ ମୋହନ ମିଶ୍ର, ପି- ଘନଶ୍ୟାମ ମିଶ୍ର, ଜା- ବ୍ରାହ୍ମଣ , ବା- ଲକ୍ଷ୍ମୀଧରପୁର
୩୦ ୨୫୪ ୪୦୯ ଶାରଦ-୧ ୦.୦୮୫ ୦.୦୮୫ ଶ୍ରୀନିବାସ ମିଶ୍ର, ଦ୍ୱାରିକା ନାଥ ମିଶ୍ର, ପି- ରାମଚନ୍ଦ୍ର ମିଶ୍ର, କୃଷ୍ଣ ମିଶ୍ର, କେଶବ ମିଶ୍ର, ପି- ଶୁକଦେବ ମିଶ୍ର, ଜା- ବ୍ରାହ୍ମଣ, ବା- ଲକ୍ଷ୍ମୀଧରପୁର
୩୧ ୨୯ ୪୧୫ ଘରବାରି ୦.୦୯୦ ୦.୦୯୦ ଅଶୋକ ମିଶ୍ର, ଦିଲୀପ ମିଶ୍ର, ପି-ବିମ୍ବାଧର ମିଶ୍ର, ଜା- ବ୍ରାହ୍ମଣ, ବା- ନିଜଗ ଁା
୩୨ ୨୭୩ ୪୧୬ ଶାରଦ-୧ ୦.୧୭୮ ୦.୧୭୮ ହ ୃଦାନନ୍ଦ ମିଶ୍ର, ମୋହିନୀ ମୋହନ ମିଶ୍ର, ପ ି- ଘନଶ୍ୟାମ ମିଶ୍ର, ଜା- ବ୍ରାହ୍ମଣ , ବା- ଲକ୍ଷ୍ମୀଧରପୁର
୩୩ ୮୭ ୪୧୮ ଶାରଦ-୧ ୦.୦୭୫ ୦.୦୭୫ ଚକ୍ରଧର ସାହୁ, ପି- କପିଲ ସାହୁ ଜା- ନିଆରୀ, ବା- ନରହରିପୂର
୩୪ ୧୬୧ ୪୧୭ ଶାରଦ-୧ ୦.୧୦୫ ୦.୧୦୫ ବ ିରଜା ଶଙ୍କର ପତି, ହେମଲତା ମିଶ୍ର, ମାଳତୀ ମ ିଶ୍ର, ବାସନ୍ତୀ ପତି, ମୀନାକ୍ଷୀ ପଣ୍ଡା, ପିତା- ଯୋଗେନ୍ଦ୍ର ପତି, ଶଙ୍କରୀ ପତି, ସ୍ୱା- ଯୋଗେନ୍ଦ୍ର ପତି, ଜା- ବ୍ରାହ୍ମଣ ବା- ନିଜଗ ଁା
୩୫ ୭୨ ୪୧୯ ଶାରଦ-୧ ୦.୦୪୫ ୦.୦୪୫ ଗଣେଶ ପ୍ରସାଦ ମିଶ୍ର, ଭାସ୍କର ମିଶ୍ର, ପି- ଲକ୍ଷ୍ମୀଧର ମିଶ୍ର, ଶରତ ଚନ୍ଦ୍ର ମିଶ୍ର,ପି- ବାଞ୍ଛାନିଧି ମ ିଶ୍ର , ଜା- ବ୍ରାହ୍ମଣ, ବା- ନରହରିପୂର
୩୬ ୭୨ ୪୨୦ ଶାରଦ-୧ ୦.୦୫୦ ୦.୦୫୦
୩୭ ୨୫୪ ୪୨୧ ଶାରଦ-୧ ୦.୧୦୮ ୦.୧୦୮ ଶ୍ରୀନିବାସ ମିଶ୍ର, ଦ୍ୱାରିକା ନାଥ ମିଶ୍ର, ପି- ରାମଚନ୍ଦ୍ର ମିଶ୍ର, କୃଷ୍ଣ ମିଶ୍ର, କେଶବ ମିଶ୍ର, ପି- ଶୁକଦେବ ମିଶ୍ର, ଜା- ବ୍ରାହ୍ମଣ, ବା- ଲକ୍ଷ୍ମୀଧରପୁର
୩୮ ୨୭୩ ୪୨୨ ଶାରଦ-୧ ୦.୦୯୦ ୦.୦୯୦ ହ ୃଦାନନ୍ଦ ମିଶ୍ର, ମୋହିନୀ ମୋହନ ମିଶ୍ର, ପି- ଘନଶ୍ୟାମ ମିଶ୍ର, ଜା- ବ୍ରାହ୍ମଣ , ବା- ଲକ୍ଷ୍ମୀଧରପୁର
୩୯ ୧୪୫ ୪୩୮ ଶାରଦ-୧ ୦.୧୨୩ ୦.୧୨୩ ବଟକୃଷ୍ଣ ପତି, କୁଞ୍ଜବିହାରୀ ପତି, ଜା- ବ୍ରାହ୍ମଣ, ବା- ନରହରିପୂର
୪୦ ୨୭୩ ୪୪୪ ଶାରଦ-୧ ୦.୫୪୦ ୦.୫୪୦ ହ ୃଦାନନ୍ଦ ମିଶ୍ର, ମୋହିନୀ ମୋହନ ମିଶ୍ର, ପ ି- ଘନଶ୍ୟାମ ମିଶ୍ର, ଜା- ବ୍ରାହ୍ମଣ , ବା- ଲକ୍ଷ୍ମୀଧରପୁର
୪୧ ୨୭୩ ୪୪୫ ଶାରଦ-୧ ୦.୧୨୨ ୦.୧୨୨
୪୨ ୨୭୩ ୪୫୯ ଶାରଦ-୧ ୦.୭୪୦ ୦.୭୪୦
୪୩ ୧୬୫ ୪୫୮ ଶାରଦ-୧ ୦.୧୭୦ ୦.୧୭୦ ବ ିଷ୍ଣୁପ୍ରିୟା ମିଶ୍ର, ସ୍ୱା- ବାସୁଦେବ ମିଶ୍ର, ଜା- ବ୍ରାହ୍ମଣ, ବା- ଜଳହରି ଶାସନ
୪୪ ୨୦୮ ୪୬୦ ଶାରଦ-୧ ୦.୦୮୦ ୦.୦୮୦ ରମାକାନ୍ତ ଶାସ୍ତ୍ରୀ, ରେବତୀ କାନ୍ତ ଶାସ୍ତ୍ରୀ, ନଳିନୀ ପ୍ରଭା ପଣ୍ଡା, କମଳା କାନ୍ତ ଶାସ୍ତ୍ରୀ, ପି- ରାଧା ମୋହନ ଶାସ୍ତ୍ରୀ, ଶଶିକଳା ଶାସ୍ତ୍ରୀ, ସ୍ୱା- ରାଧା ମୋହନ ଶାସ୍ତ୍ରୀ, ଜା- ବ୍ରାହ୍ମଣ, ବା- ସନ୍ଥ ମାଧବ
୪୫ ୨୬୯ ୪୮୬ ଶାରଦ-୧ ୦.୧୪୩ ୦.୧୪୩ ହରି ଖୁଣ୍ଟିଆ, ପି- ଅଙ୍କୁର ଖୁଣ୍ଟିଆ, ଜା- ଖଣ୍ଡାୟତ, ବା- ନିଜଗ ଁା
୪୬ ୯୦ ୪୭୯ ଶାରଦ-୧ ୦.୧୫୦ ୦.୧୫୦ ଜଗ୍ନାଥ ଖୁଣ୍ଟିଆ, ସାବିତ୍ରୀ ଖୁଣ୍ଟିଆ, ପି- ନାରାୟଣ ଖୁଣ୍ଟିଆ, ସୁଲୋଚନା ଖୁଣ୍ଟିଆ, ସ୍ୱା- ନାରାୟଣ ଖୁଣ୍ଟିଆ, ଜା- ଖଣ୍ଡାୟତ, ବା- ନରହରିପୂର
୪୭ ୧୭୨ ୪୮୦ ଶାରଦ-୧ ୦.୧୫୦ ୦.୧୫୦ ଭଗବାନ ଖୁଣ୍ଟିଆ, ପି- ଅଙ୍କୁର ଖୁଣ୍ଟିଆ, ଜା- ଖଣ୍ଡାୟତ, ବା- ନିଜଗ ଁା
୪୮ ୧୫୫ ୪୮୧ ଶାରଦ-୧ ୦.୦୧୬ ୦.୦୧୩ ବାମନ ଚରଣ ପତି, ପି- ପଦ୍ମଲାଭ ପତି, ଜା- ବ୍ରାହ୍ମଣ, ବା- ସୁକପୁର
୪୯ ୨୨୮ ୪୮୨ ଶାରଦ-୧ ୦.୦୯୦ ୦.୦୭୨ ଲକ୍ଷ୍ମୀଧର ପତି, ଗଦାଧର ପତି, ପି- ବଂଶୀଧର ପତି, ରାଜ କିଶୋର ପତି, ପି- ଦାଶରଥି ପତି, ଜା- ବ୍ରାହ୍ମଣ, ବା- ସନ୍ଥମାଧବ
୫୦ ୨୧୭ ୪୭୪ ଶାରଦ-୧ ୦.୧୧୦ ୦.୧୧୦ ରାମଚନ୍ଦ୍ର ପତି, ପି- ସହଦେବ ପତି, ଜା- ବ୍ରାହ୍ମଣ , ବା- ସନ୍ଥମାଧବ
୫୧ ୯ ୪୭୮ ଶାରଦ-୧ ୦.୧୨୩ ୦.୧୨୩ ଅର୍ଜ ୁନୀ କର, ;ପି- ମଥୁରୀ କର , ଜା- ବ୍ରାହ୍ମଣ, ବା- ୟୁ ନିଟ ନଂ ୧୨
୫୨ ୨୭୬/ ୧୯୦ ୪୭୭ ଶାରଦ-୧ ୦.୧୨୦ ୦.୦୯୮ ଜୟନ୍ତୀ ଜେନା, ସ୍ୱା- ରବୀନ୍ଦ୍ର ଜେନା, ଜା- ଖଣ୍ଡାୟତ, ବା- ନିଜଗ ଁା (ୟୁ ନିଟ ନଂ ୧୨)
୫୩ ୨୭୬/ ୧୬୨ ୪୭୬ ଘରବାରି-୧ ୦.୦୪୦ ୦.୦୪୦ ସ୍ୱାଧୀନ କୁମାର ସାହୁ, ପି- କୃଷ୍ଣ ଚନ୍ଦ୍ର ସାହୁ, ଜା- ଗୁଡିଆ, ବା- ବିଞ୍ଝାରପୁର
୫୪ ୨୨୨ ୪୭୫ ଶାରଦ-୧ ୦.୦୯୦ ୦.୦୬୦ ରେବତୀ କାନ୍ତ ଶାସ୍ତ୍ରୀ, କମଳା କାନ୍ତ ଶାସ୍ତ୍ରୀ, ପ ି- ରାଧା ମୋହନ ଶାସ୍ତ୍ରୀ, ଜା- ବ୍ରାହ୍ମଣ, ବା- ସନ୍ଥ ମାଧବ
୫୫ ୨୧୭ ୪୭୩ ଶାରଦ-୧ ୦.୦୭୮ ୦.୦୫୩ ରାମଚନ୍ଦ୍ର ପତି, ପି- ସହଦେବ ପତି, ଜା- ବ୍ରାହ୍ମଣ , ବା- ସନ୍ଥମାଧବ
୫୬ ୨୭୬/୭ ୪୬୮/ ୧୦୩୮ ଘରବାରି-୧ ୦.୦୬୫ ୦.୦୬୫ ବସନ୍ତ କୁମାର ବେହେରା, ହେମନ୍ତ କୁମାର ବେହେରା, ପି- ମାଗୁଣି ଚରଣ ବେହେରା, ଜା- ଚମାର, ବା- ସନ୍ଥମାଧବ
୫୭ ୨୭୬/ ୭୪ ୪୮୧/ ୧୦୪୬ ଘରବାରି ୦.୦୪୦ ୦.୦୩୦ ଭାରତୀ ବେହେରା, ସ୍ୱା- ଶିବ ପ୍ରସାଦ ବେହେରା, ଜା- ଚମାର, ବା- ମାଣିତାପୁର, ଥା- ବିଞ୍ଝାରପୁର
୫୮ ୨୭୬/ ୪୮୧/ ଘରବାରି ୦.୦୮୦ ୦.୦୫୮ ରମାକାନ୍ତ ବେହେରା, ପି- ଏକାଦଶୀ ବେହେରା, ବା- ଶରତ ଚନ୍ଦ୍ର ବେହେରା, ପି-
୭୩ ୧୦୪୬/ ୧୦୭୮ ମାଗୁଣି ବେହେରା, ଜା- ଚମାର, ବା- ଶୀତଳେଶ୍ୱର
୫୯ ୨୭୬/ ୧୭୫ ୪୭୬/ ୧୧୩୩ ଘରବାରି-୧ ୦.୦୪୦ ୦.୦୨୦ ର ିତାଞ୍ଜଳି ବେହେରା, ସ୍ୱା- ଗଣେଶ ପ୍ରସାଦ ବେହେରା, ଜା- ହଂସି, ବା- ବାଉ ଁଶବାଡି, ଥା- ମଙ୍ଗଳପୁର
୬୦ ୨୦୮ ୪୮୩ ଶାରଦ-୧ ୦.୧୫୦ ୦.୧୫୦ ରମାକାନ୍ତ ଶାସ୍ତ୍ରୀ, ରେବତୀ କାନ୍ତ ଶାସ୍ତ୍ରୀ, ନଳିନୀ ପ୍ରଭା ପଣ୍ଡା, କମଳା କାନ୍ତ ଶାସ୍ତ୍ରୀ, ପି- ରାଧା ମୋହନ ଶାସ୍ତ୍ରୀ, ଶଶିକଳା ଶାସ୍ତ୍ରୀ, ସ୍ୱା- ରାଧା ମୋହନ ଶାସ୍ତ୍ରୀ, ଜା- ବ୍ରାହ୍ମଣ, ବା- ସନ୍ଥ ମାଧବ
୬୧ ୧୪୩ ୪୮୫ ଶାରଦ-୧ ୦.୦୯୨ ୦.୦୯୨ ପ୍ରେମଳତା ଦାଶ, ସ୍ୱା- ଅନନ୍ତ କିଶୋର ଦାଶ, ଜା- ବ୍ରାହ୍ମଣ, ବା- ନରହରିପୂର
୬୨ ୨୨୨ ୪୮୪ ଶାରଦ-୧ ୦.୧୭୦ ୦.୧୭୦ ରେବତୀ କାନ୍ତ ଶାସ୍ତ୍ରୀ, କମଳା କାନ୍ତ ଶାସ୍ତ୍ରୀ, ପ ି- ରାଧା ମୋହନ ଶାସ୍ତ୍ରୀ, ଜା- ବ୍ରାହ୍ମଣ, ବା- ସନ୍ଥମାଧବ
୬୩ ୧୯୮ ୪୫୭ ଶାରଦ-୧ ୦.୦୩୦ ୦.୦୩୦ ରଜନୀକାନ୍ତ ଶାସ୍ତ୍ରୀ, ରୋହିଣୀକାନ୍ତ ଶାସ୍ତ୍ରୀ, ପ ି- ଗଗନ ବିହାରୀ ଶାସ୍ତ୍ରୀ, ଜା- ବ୍ରାହ୍ମଣ, ବା- ସନ୍ଥମାଧବ
୬୪ ୧୬୯ ୪୫୫ ଶାରଦ-୧ ୦.୦୫୦ ୦.୦୫୦ ବ ୃନ୍ଦାବନ ପତି, ପି- ତଉଲି ପତି, ଅନାମ ପତି, ସନାତନ ପତି, ସପନି ପତି, ପି- ଗଙ୍ଗାଧର ପତି, ଜା- ବ୍ରାହ୍ମଣ, ବା- ସନ୍ଥମାଧବ
୬୫ ୧୬୧ ୪୫୩ ଶାରଦ-୧ ୦.୦୩୦ ୦.୦୩୦ ବ ିରଜା ଶଙ୍କର ପତି, ହେମଲତା ମିଶ୍ର, ମାଲତୀ ମ ିଶ୍ର, ବାସନ୍ତୀ ପତି, ମୀନାକ୍ଷୀ ପଣ୍ଡା, ପିତା- ଯୋଗେନ୍ଦ୍ର ପତି, ଶଙ୍କରୀ ପତି, ସ୍ୱା- ଯୋଗେନ୍ଦ୍ର ପତି, ଜା- ବ୍ରାହ୍ମଣ ବା- ନିଜଗ ଁା
୬୬ ୧୬୧ ୪୫୨ ଶାରଦ-୧ ୦.୦୪୦ ୦.୦୪୦
୬୭ ୧୬୫ ୪୫୬ ଶାରଦ-୧ ୦.୦୯୦ ୦.୦୯୦ ବ ିଷ୍ଣୁପ୍ରିୟା ମିଶ୍ର, ସ୍ୱା- ବାସୁଦେବ ମିଶ୍ର, ଜା- ବ୍ରାହ୍ମଣ, ବା- ଜଳହରି ଶାସନ
୬୮ ୪୨ ୪୫୪ ଶାରଦ-୧ ୦.୦୧୫ ୦.୦୧୫ କମଳା ପତି, ସ୍ୱା- ପ୍ରଶନ ପତି, ଜା- ବ୍ରାହ୍ମଣ, ବା- ନିଜଗ ଁା
୬୯ ୨୬ ୪୫୦ ଶାରଦ-୧ ୦.୦୨୦ ୦.୦୨୦ ଅଶ୍ୱନୀକୁମାର ପତି, ପି- ରାଧାକାନ୍ତ ପତି, ପାର୍ବତୀ ପତି, ହେମଲତା ପତି, ସ୍ୱା- ରାଧାକାନ୍ତ ପତି, ଜା- ବ୍ରାହ୍ମଣ, ବା- ୟୁ ନିଟ ନଂ-୧୨ ସାମିଲ ସୁକୁପୂର
୭୦ ୧୦୨ ୪୪୯ ଶାରଦ-୧ ୦.୦୩୦ ୦.୦୩୦ ଧରଣୀଧର ମିଶ୍ର, ପି- ସାଗର ମିଶ୍ର, ଜା- ବ୍ରାହ୍ମଣ, ବା- ସପନପୁର
୭୧ ୩୦୧ ୪୪୯/ ୧୦୧୧ ଶାରଦ-୧ ୦.୦୨୦ ୦.୦୨୦ ଅଶ୍ୱନୀ କୁମାର ପତି, ପି- ରାଧାକାନ୍ତ ପତି, ହେମ ପତି, ସ୍ୱା- ରାଧାକାନ୍ତ ପତି, ଜା- ବ୍ରାହ୍ମଣ, ବା- ନିଜଗ ଁା
୭୨ ୧୫୦ ୪୪୬ ଶାରଦ-୧ ୦.୧୫୭ ୦.୧୫୭ ବ୍ରଜକିଶୋର ମହାପାତ୍ର, ବାଞ୍ଛାନିଧି ମହାପାତ୍ର, ଜା- ବ୍ରାହ୍ମଣ, ବା- ନିଜଗ ଁା
୭୩ ୧୧୫ ୪୪୭/ ୯୯୮ ଶାରଦ-୧ ୦.୦୨୮ ୦.୦୨୮ ନାରାୟଣ ଚନ୍ଦ୍ର ମିଶ୍ର, ବିଶ୍ୱମ୍ବର ମିଶ୍ର, ପି- ହରିହର ମିଶ୍ର, ଜା- ବ୍ରାହ୍ମଣ, ବା- ସୁକୁପୂର
୭୪ ୧୧୫ ୪୪୭ ଶାରଦ-୧ ୦.୦୩୫ ୦.୦୩୫
୭୫ ୧୬୧ ୪୪୩ ଶାରଦ-୧ ୦.୧୫୫ ୦.୧୫୫ ବ ିରଜା ଶଙ୍କର ପତି, ହେମଲତା ମିଶ୍ର, ମାଳତୀ ମ ିଶ୍ର, ବାସନ୍ତୀ ପତି , ମୀନାକ୍ଷୀ ପଣ୍ଡା, ପି- ଯୋଗେନ୍ଦ୍ର ପତି, ଶଙ୍କରୀ ପତି, ସ୍ୱା- ଯୋଗେନ୍ଦ୍ର ପତି, ଜା- ବ୍ରାହ୍ମଣ, ବା- ନିଜଗ ଁା
୭୬ ୧୧୫ ୮୮୭ ଶାରଦ-୧ ୦.୦୩୫ ୦.୦୩୫ ନାରାୟଣ ଚନ୍ଦ୍ର ମିଶ୍ର, ବିଶ୍ୱମ୍ବର ମିଶ୍ର, ପି- ହରିହର ମିଶ୍ର, ଜା- ବ୍ରାହ୍ମଣ , ବା- ସୁକୁପୂର
୭୭ ୧୬୯ ୪୪୧ ଶାରଦ-୧ ୦.୦୮୫ ୦.୦୮୫ ବ ୃନ୍ଦାବନ ପତି, ପି- ତଉଲି ପତି, ଅନାମ ପତି, ସନାତନ ପତି, ସପନି ପତି, ପି- ଗଙ୍ଗାଧର ପତି, ଜା- ବ୍ରାହ୍ମଣ, ବା- ସନ୍ଥମାଧବ
୭୮ ୧୬୯ ୪୪୨ ଶାରଦ-୧ ୦.୦୮୨ ୦.୦୮୨
୭୯ ୨୫୩ ୮୮୮ ଶାରଦ-୧ ୦.୦୭୦ ୦.୦୭୦ ଶ୍ରୀକର ପତି, ଚିନ୍ତାମଣି ପତି, ପ୍ରଭାକର ପତି, ପ ି- ରାମଚନ୍ଦ୍ର ପତି, ଜା- ବ୍ରାହ୍ମଣ, ବା- ସନ୍ଥମାଧବ
୮୦ ୯ ୪୮୫/ ୧୦୦୮ ଶାରଦ-୧ ୦.୦୩୦ ୦.୦୩୦ ଅର୍ଜ ୁନୀ କର, ;ପି- ମଥୁରୀ କର , ଜା- ବ୍ରାହ୍ମଣ, ବା- ୟୁ ନିଟ ନଂ ୧୨
୮୧ ୧୬୯ ୪୪୮ ଶାରଦ-୧ ୦.୦୪୦ ୦.୦୪୦ ବ ୃନ୍ଦାବନ ପତି, ପି- ତଉଲି ପତି, ଅନାମ ପତି, ସନାତନ ପତି, ସପନି ପତି, ପି- ଗଙ୍ଗାଧର ପତି, ଜା- ବ୍ରାହ୍ମଣ, ବା- ସନ୍ଥମାଧବ
୮୨ ୬୧ ୮୮୯ ଶାରଦ-୧ ୦.୦୫୨ ୦.୦୫୨ କ୍ଷୀର ମିଶ୍ର, ସ୍ୱା- ବଂଶୀଧର ମିଶ୍ର, ଜା- ବ୍ରାହ୍ମଣ, ବା- ସପନପୁର
୮୩ ୧୬୯ ୪୪୦ ଶାରଦ-୧ ୦.୧୪୫ ୦.୧୪୫ ବ ୃନ୍ଦାବନ ପତି, ପି- ତଉଲି ପତି, ଅନାମ ପତି, ସନାତନ ପତି, ସପନି ପତି, ପି- ଗଙ୍ଗାଧର ପତି, ଜା- ବ୍ରାହ୍ମଣ, ବା- ସନ୍ଥମାଧବ
୮୪ ୨୭୩ ୪୩୯ ଶାରଦ-୧ ୦.୦୩୦ ୦.୦୩୦ ହ ୃଦାନନ୍ଦ ମିଶ୍ର, ମୋହିନୀ ମୋହନ ମିଶ୍ର, ପି- ଘନଶ୍ୟାମ ମିଶ୍ର, ଜା- ବ୍ରାହ୍ମଣ , ବା- ଲକ୍ଷ୍ମୀଧରପୁର
୮୫ ୩୭ ୪୩୭ ଶାରଦ-୧ ୦.୦୬୩ ୦.୦୬୩ ଉମାକାନ୍ତ ଭଟ୍ଟ ମିଶ୍ର, ଶଶିକାନ୍ତ ଭଟ୍ଟ ମିଶ୍ର, ପି- ଗଣେଶ ଚନ୍ଦ୍ର ଭଟ୍ଟ ମିଶ୍ର, ଜା- ବ୍ରାହ୍ମଣ, ବା- ସନ୍ଥମାଧବ
୮୬ ୧୬୯ ୮୯୦ ଶାରଦ-୧ ୦.୦୯୫ ୦.୦୯୫ ବ ୃନ୍ଦାବନ ପତି, ପି- ତଉଲି ପତି, ଅନାମ ପତି, ସନାତନ ପତି, ସପନି ପତି, ପ ି- ଗଙ୍ଗାଧର ପତି, ଜା- ବ୍ରାହ୍ମଣ, ବା- ସନ୍ଥମାଧବ
୮୭ ୧୬୯ ୮୯୧ ଶାରଦ-୧ ୦.୦୩୫ ୦.୦୩୫
୮୮ ୧୯୮ ୮୯୨ ଶାରଦ-୧ ୦.୦୩୦ ୦.୦୩୦ ରଜନୀକାନ୍ତ ଶାସ୍ତ୍ରୀ, ରୋହିଣୀକାନ୍ତ ଶାସ୍ତ୍ରୀ, ପି- ଗଗନ ବିହାରୀ ଶାସ୍ତ୍ରୀ, ଜା- ବ୍ରାହ୍ମଣ, ବା- ସନ୍ଥମାଧବ
୮୯ ୨୭୩ ୪୨୩ ଶାରଦ-୧ ୦.୪୯୦ ୦.୪୯୦ ହ ୃଦାନନ୍ଦ ମିଶ୍ର, ମୋହିନୀ ମୋହନ ମିଶ୍ର, ପି- ଘନଶ୍ୟାମ ମିଶ୍ର, ଜା- ବ୍ରାହ୍ମଣ, ବା- ଲକ୍ଷ୍ମୀଧରପୁର
୯୦ ୧୬୯ ୪୨୪ ଶାରଦ-୧ ୦.୨୨୫ ୦.୨୨୫ ବ ୃନ୍ଦାବନ ପତି, ପି- ତଉଲି ପତି, ଅନାମ ପତି, ସନାତନ ପତି, ସପନି ପତି, ପ ି- ଗଙ୍ଗାଧର ପତି, ଜା- ବ୍ରାହ୍ମଣ, ବା- ସନ୍ଥମାଧବ
୯୧ ୨୭୬/ ୧୨୪ ୪୩୬ ଶାରଦ-୧ ୦.୦୮୪ ୦.୦୮୪ ଦ୍ୱାରିକାନାଥ ମିଶ୍ର , ପି- ରାମଚନ୍ଦ୍ର ମିଶ୍ର, ଜା- ବ୍ରାହ୍ମଣ, ବା- ଲକ୍ଷ୍ମୀଧରପୁର
୯୨ ୨୭୩ ୮୯୩ ଶାରଦ-୧ ୦.୧୪୮ ୦.୧୪୮ ହ ୃଦାନନ୍ଦ ମିଶ୍ର, ମୋହିନୀ ମୋହନ ମିଶ୍ର, ପି- ଘନଶ୍ୟାମ ମିଶ୍ର, ଜା- ବ୍ରାହ୍ମଣ , ବା- ଲକ୍ଷ୍ମୀଧରପୁର
ସର୍ବମୋଟ ୮.୯୧୦
4 5 6 7 8 9 10 11

[No. 27671--RDM-LAA-JAJ-0018/2023-R&DM]

ରାଜ୍ୟପାଳଙ୍କ ଆଦେଶାନୁସାରେ

ସୁରଞ୍ଜନ ପ୍ରଧାନ

ଅତିରିକ୍ତ ଶାସନ ସଚିବ

Printed and Published by the Director, Directorate of Printing, Stationery and Publication, Odisha, Cuttack-10 Ex. Gaz. 1557—173+0

Cite this issue. Odisha Gazette, Government of Odisha, 03 December 2024. Indian Gazettes, https://egazette.servantsofknowledge.in/details/in.gazette.odisha_govpress.2024-12-03.Extraordinary_2317/. Archive identifier in.gazette.odisha_govpress.2024-12-03.Extraordinary_2317.